ପ୍ରତାପ ଷଢ଼ଙ୍ଗୀଙ୍କ ନିଖୋଜ ଗୁଜବ
ବାଲେଶ୍ୱର- ସୋସିଆଲ ମିଡିଆରେ ଭାଇରାଲ ହେଉଛି କେନ୍ଦ୍ରମନ୍ତ୍ରୀ ପ୍ରତାପ ଷଢ଼ଙ୍ଗୀଙ୍କ ନିଖୋଜ ପୋଷ୍ଟର । ତାଙ୍କ ବିରୋଧରେ ମିଥ୍ୟା ଅପପ୍ରଚାରକୁ ବିରୋଧ କରି ଜିଲ୍ଲା ବିଜେପି ପକ୍ଷରୁ ଥାନାରେ ଏତଲା ଦିଆଯାଇଛି । ବାଲେଶ୍ୱର ଷ୍ଟେସନ ଛକ ଓ ସହରର ବିଭିନ୍ନ ସ୍ଥାନରେ ନିଖୋଜ ପୋଷ୍ଟର ମାରି!-->…
Read More...
Read More...