Browsing Category

ରାଜ୍ୟ

ପାର୍କ ବୁଲିବା ପାଇଁ ନୂଆ ଗାଇଡଲାଇନ

ଭୁବନେଶ୍ୱର- ରାଜ୍ୟସରକାରଙ୍କ କୋଭିଡ ମାର୍ଗଦର୍ଶିକାକୁ ଅନୁସରଣ କରି ବିଏମସି ପାର୍କ ଭ୍ରମଣ ସମୟ ପରିବର୍ତନ କରିଛି । ସକାଳ ୫ରୁ ଦିନ ୧୦ ଓ ସନ୍ଧ୍ୟା ୪ରୁ ୬ ଟା ପର୍ଯ୍ୟନ୍ତ ଭୁବନେଶ୍ୱରର ସମସ୍ତ ପାର୍କ ଖୋଲା ରହିବ । ସଟଡାଉନ ଯୋଗୁଁ ଶନିବାର ଓ ରବିବାର ପାର୍କ ବନ୍ଦ ରହିବ । ତେବେ ୬୦…
Read More...

୧୪୩ ନୂଆ ପଜିଟିଭ ଚିହ୍ନଟ

ଭୁବନେଶ୍ୱର- ରାଜ୍ୟରେ କରୋନା ଆକ୍ରାନ୍ତ ସ୍ଥିତି ବେଳକୁ ବେଳ ବଢିବାରେ ଲାଗିଛି । ଗତ ୨୪ ଘଂଟ ମଧ୍ୟରେ ୧୪୩ ନୂଆ କରୋନା ଆକ୍ରାନ୍ତ ଚିହ୍ନଟ ହୋଇଛନ୍ତି । ନୂତନ ଆକ୍ରାନ୍ତଙ୍କୁ ମିଶାଇ ମୋଟ ପଜିଟିଭ ସଂଖ୍ୟା ୨୩୮୮ରେ ପହଂଚିଛି । ନୂଆ ଚିହ୍ନଟ ୧୪୩ଙ୍କ ମଧ୍ୟରୁ ସଙ୍ଗରୋଧ ଗୃହରେ ଥିବା ୧୩୨…
Read More...

କତା କମ୍ପାନୀରେ ଭୟାନକ ଅଗ୍ନିକାଣ୍ଡ

ପିପିଲି- ପୁରୀ ଜିଲ୍ଲା ପିପିଲି ସାତଶଂଖ ଏରୋକୋମ କତା କମ୍ପାନୀରେ ଭୟାବହ ଅଗ୍ନିକାଣ୍ଡ ଘଟି ଲକ୍ଷାଧିକ ଟଙ୍କାର ଆସବାବପତ୍ର ପୋଡି ପାଉଁଶ ହୋଇଯାଇଛି । ଗତକାଲି ରାତି ୧୧ .୩୦ ମିନିଟ ସମୟରେ ନିଆଁ ଲାଗିଥିଲା । ୭ ଘଂଟା ବିଳମ୍ବରେ ଦମକାଳବାହିନୀ ପହଂଚି ନିଆଁକୁ ଆୟତ କରିବା ବେଳକୁ ୨୦ରୁ…
Read More...

ବୁଧବାର ସ୍ଥଳ ଭାଗ ଛୁଇଁବ ବାତ୍ୟା ‘ନିସର୍ଗ’

ନୂଆଦିଲ୍ଲୀ- ମାଡି ଆସୁଛି ସାମୁଦ୍ରିକ ବାତ୍ୟା ନିସର୍ଗ ।ବୁଧବାର ଅପରାହ୍ନରେ ମହରାଷ୍ଟ୍ର ଉପକୂଳ ମୁହାଁଇଥିବା ଭାରତୀୟ ପାଣିପାଗ ବିଭାଗ ସୂଚନା ଦେଇଛି । ସମ୍ଭାବ୍ୟ ବାତ୍ୟା ଆଲିବାଗର ଦକ୍ଷିଣ- ଦକ୍ଷିଣପଶ୍ଚିମକୁ ୧୫୫ କିଲୋମିଟର ଦୂର ଏବଂ ମୁମ୍ବାଇର ଦକ୍ଷିଣ- ପଶ୍ଚିମର ୨୦୦ କିଲୋମିଟର ଦୂରରେ…
Read More...

ଶିକ୍ଷାନୁଷ୍ଠାନ ବନ୍ଦ ରହିଲେ ହୋଇ ପାରିବ ପରୀକ୍ଷା

ଭୁବନେଶ୍ୱର- ଜୁଲାଇ ୩୧ ତାରିଖ ପର୍ଯ୍ୟନ୍ତ ସମସ୍ତ ଶିକ୍ଷାନୁଷ୍ଠାନ ବନ୍ଦ ରହିବ । ସରକାରଙ୍କ ନୂଆ ନିଷ୍ପତି ଅନୁଯାୟୀ କଂଟେନମେଂଟ ଜୋନ ବାହାରେ ଥିବା ସ୍କୁଲ, କଲେଜ ଓ କୋଚିଂ ସେଂଟର ଗୁଡିକ ବନ୍ଦ ରହିଲେ ମଧ୍ୟ ପରୀକ୍ଷା ହେବ । ଲକଡାଉନ ବୃଦ୍ଧି ସ୍ୱତେ କୃଷି, ପଶୁପାଳନ, ମତ୍ସ୍ୟପାଳନ ଓ ଚାଷ…
Read More...

ପ୍ରବାସୀ ଟ୍ରେନ୍ ବନ୍ଦ ସମ୍ଭାବନା

ଭୁବନେଶ୍ୱର- ରାଜ୍ୟ ବାହାରୁ ଫେରୁଥିବା ପ୍ରବାସୀ ଶ୍ରମିକ ସ୍ୱତନ୍ତ୍ର ଟ୍ରେନ ଚଳାଚଳ ବନ୍ଦ କରିବା ପାଇଁ ଗ୍ରୀନ ସିଗନାଲ ଦେଇଛି ଭାରତୀୟ ରେଳ ମନ୍ତ୍ରାଳୟ । ଯେ ପର୍ପ୍ୟନ୍ତ ପ୍ରବାସୀଙ୍କ ଯାତାୟତ ପାଇଁ ସ୍ୱତନ୍ତ୍ର ଟ୍ରେନର ଚାହିଦା ରହିବ, ସେ ପର୍ଯ୍ୟନ୍ତ ଟ୍ରେନ ଚଳାଚଳ କରିବ । ମେ ୩୦…
Read More...

ଆବଶ୍ୟକ ୫୩୮୦ କ୍ୱଇଂଟାଲ ଧାନ ବିହନ : ଆସିଛି ୨୬୨୪.୬ କୁଇଂଟାଲ

ଯାଜପୁର,୨ ।୦୬(ନି.ପ୍ର.): ଚଳିତ ବର୍ଷ ଯାଜପୁର ଜିଲ୍ଲାରେ ପାଗ ଅନୁକୁଳ ଥିବାରୁ ଖରିଫ ଧାନ ଚାଷ ଭଲ ହେବାର ସମ୍ଭାବନା ଅଛି ବୋଲି ଜିଲ୍ଲା କୃଷି ବିଭାଗ ସୂତ୍ରରୁ ପ୍ରକାଶ । କରୋନା ଭୂତାଣୁରେ ଚାଷୀମାନେ ଡରିନଯାଇ ବରଂ ଖରିଫ୍ ଧାନ ଚାଷକୁ କିଭଳି ଭଲ ଭାବେ ଉତ୍ପାଦନ କରିବେ ଆଜିଠୁ ଧାନ ବିଲରେ…
Read More...

ଦାରିଙ୍ଗବାଡି ନିର୍ମାଣ ଶ୍ରମିକ ଫାଉଣ୍ଡେସନ ଡିପାର୍ଟମେଂଟ କାହା ସ୍ୱାର୍ଥରେ ?

ଫୁଲବାଣୀ,୨ ।୦୬(ନି.ପ୍ର.): କେନ୍ଦ୍ର ଓ ରାଜ୍ୟ ସରକାରଙ୍କ ସହାନୁଭୂତି ନେଇ କନ୍ଧମାଳ ଜିଲ୍ଲା ଶ୍ରମ ବିଭାଗ ଅଧିକାରୀଙ୍କ ପାଖରେ ପଂଚାୟତ ସ୍ତରରୁ ବ୍ଲକ, ପୌର ପରିଷଦ, ମୁ୍ୟନିସିପାଲିଟି ଅଂଚଳର ଶ୍ରମିକମାନେ ବିଭିନ୍ନ ପ୍ରଶାସନିକ କାର୍ଯ୍ୟରେ ଶ୍ରମଦାନ କରି ଦୈନିକ ମଜୁରୀ ପ୍ରାପ୍ତ…
Read More...

ସୁସ୍ଥ ହେଲେ ଆଉ ୮୦ କରୋନା ଆକ୍ରାନ୍ତ

ଭୁବନେଶ୍ୱର- ରାଜ୍ୟରେ ସୁସ୍ଥ ହେଲେ ପୁଣି ୮୦ କରୋନା ଆକ୍ରାନ୍ତ । ଆରୋଗ୍ୟ ସଂଖ୍ୟା ୧,୩୨୫କୁ ବୃଦ୍ଧି ହୋଇଛି । ରାଜ୍ୟ ସ୍ୱାସ୍ଥ୍ୟ ଓ ପରିବାର କଲ୍ୟାଣ ବିଭାଗ ଏନେଇ ସୂଚନା ଦେଇଛନ୍ତି । ସୁସ୍ଥ ହୋଇଥିବା ଆକ୍ରାନ୍ତଙ୍କ ମଧ୍ୟରୁ ପୁରୀରୁ ୧୭, କେନ୍ଦ୍ରାପଡା ୧୬, ମାଲାକାନାଗିରି ୧୬, କଟକ…
Read More...

ପୁରୀରେ ୧୪୪ ଧାରା ଜାରି

ପୁରୀ- ସ୍ନାନ ଯାତ୍ରା ପାଇଁ ପୁରୀରେ ଲୋକ ଗହଳି ଏଡାଇବା ପାଇଁ ୪ ତାରିଖରୁ ୩ ଦିନ ଧରି ୧୪୪ ଧାରା ଜାରି କରା ଯିବ । ଜିଲ୍ଲାପାଳ ବଲୱନ୍ତ ସିଂହ ଏହି ସୂଚନା ଦେଇଛନ୍ତି । ଅସନ୍ତା ୪ ତାରିଖ ରାତି ୧୦ ଟାରୁ ୬ ତାରିଖ ଦିନ ୨ଟା ଯାଏଁ ପୁରୀ ମାର୍କେଟ ଛକଠାରୁ କାକୁଡି ଖାଇ ଛକ ପର୍ଯ୍ୟନ୍ତ…
Read More...