Browsing Category

ରାଜ୍ୟ

ମାଟ୍ରିକ ଖାତା ଦେଖି ସମୟ ପରିବର୍ତନ

କଟକ- ରାଜ୍ୟର ୬ ଜିଲ୍ଲାରେ ମାଟ୍ରିକ ଖାତା ଦେଖ। ସମୟ ପରିବର୍ତନ କରାଯାଇଛି । ସକାଳ ୭.୩୦ରୁ ୧୧ଟା ପର୍ଯ୍ୟନ୍ତ ମୂଲ୍ୟାଙ୍କନ ଓ ମଧ୍ୟାହ୍ନ ୧୨ ଟା ପର୍ଯ୍ୟନ୍ତ ମାର୍କ ଏଂଟ୍ରି କରାଯିବ । ଗ୍ରୀଷ୍ମପ୍ରବାହକୁ ଦୃଷ୍ଟିରେ ରଖି ମାଧ୍ୟମିକ ଶିକ୍ଷା ପରିଷଦ ଏଭଳି ନିଷ୍ପତି ନେଇଛି । ୬ ଜିଲ୍ଲା
Read More...

ମନ୍ଦିର ଭିତରେ ପୂଜାରୀଙ୍କ ବିଭତ୍ସ ହତ୍ୟାକାଣ୍ଡ

କଟକ- ଅନ୍ଧବିଶ୍ୱାସର ବଶବର୍ତି ହୋଇ ମନ୍ଦିର ଭିତରେ ନୃସଂଶ କାଣ୍ଡ ଘଟାଇଲେ ପୂଜକ ।କରୋନା ହଟିଯିବା ବିଶ୍ୱାସ କରି କଟୁରୀରେ ଜଣେ ବ୍ୟକ୍ତିଙ୍କ ମୁଣ୍ଡ, ଗଣ୍ଡି ଅଲଗା କରିଦେଲେ । ବଳି ଦେଲେ କରୋନା ହଟିଯିବ ବୋଲି ତାଙ୍କୁ ସ୍ୱପ୍ନା ଦେଶ ହୋଇଥିବା ଭାବି ପୂଜକ ଏପରି ବିଭତ୍ସ ହତ୍ୟା କାଣ୍ଡ
Read More...

ବସ ଯାତ୍ରୀଙ୍କ ପାଇଁ ଖୁସି ଖବର

ଭୁବନେଶ୍ୱର-ବସ ଯାତ୍ରୀଙ୍କ ପାଇଁ ଆଶ୍ୱସ୍ତିର ଖବର । ଖୁବ ଶୀଘ୍ର ରାଜ୍ୟରେ ଘରୋଇ ବସ ଗଡିବା ନେଇ ପରିବହନ ମନ୍ତ୍ରୀ ପଦ୍ମନାଭ ବେହେରା ସୂଚନା ଦେଇଛନ୍ତି । ବସ୍ ମାଲିକ ସଂଘ ସହ ଆଲୋଚନା ପରେ ଆଜି କିମ୍ବା ଆନ୍ତାକାଲି ବସ ଚଳାଚଳ ହେବା ପାଇଁ ନିଷ୍ପତି ନିଆଯାଇଛି । ପ୍ରଥମେ ଡ୍ରାଇଭର ଓ
Read More...

ଆଜି ରାଜଧାନୀରେ ଖୋଲିବ ହୋଟେଲ

ଭୁବନେଶ୍ବର:ବୁଧବାରଠାରୁ ରାଜଧାନୀର ସମସ୍ତ ତାରକା ଓ ଅଣତାରକା ହୋଟେଲ ଖୋଲିବାକୁ ବିଏମ୍‌ସି ଅନୁମତି ଦେଇଛି। ଏଥିପାଇଁ ସର୍ତ୍ତ ରଖିଛି ଯେ, ଯେଉଁ ହୋଟେଲ ସଙ୍ଗରୋଧ ଲୋକଙ୍କୁ ରଖୁନାହାନ୍ତି ସେମାନେ ସର୍ବାଧିକ ୭୨ଘଣ୍ଟା ପାଇଁ ଓଡ଼ିଶାକୁ ଆସୁଥିବା ଲୋକଙ୍କୁ ରଖିପାରିବେ। ଏହାବାଦ୍‌ ବିମାନର
Read More...

୪୦ କିଲୋ ଗଞ୍ଜେଇ ସହ ୨ ଛାତ୍ର ଗିରଫ

ଖଣ୍ଡଗିରି: ମଙ୍ଗଳବାର ଏସ୍‌ଟିଏଫ୍‌ ଓ ଖଣ୍ଡଗିରି ଥାନା ମିଳିତ ଚଢ଼ଉ କରି ପଞ୍ଚସଖାନଗରସ୍ଥିତ ଏକ ଘରୁ ୪୦ କିଲୋ ଗଞ୍ଜେଇ ଜବତ କରିବା ସହ ନିଶା କାରବାରରେ ସମ୍ପୃକ୍ତ ଅଭିଯୋଗରେ ୨ ଜଣ ଛାତ୍ରଙ୍କୁ ଗିରଫ କରିଛନ୍ତି। ସେମାନେ ହେଲେ ବାଲେଶ୍ବରର ରାଜୀବ ପାତ୍ର ଓ ଉଜ୍ଜଲ୍‌ ପ୍ରଧାନ। ରାଜୀବ ଏକ
Read More...

ପଙ୍ଗପାଳ ଆକ୍ରମଣ ନେଇ କୃଷିମନ୍ତ୍ରୀଙ୍କ ଗୁରୁତ୍ୱପୂର୍ଣ୍ଣ ବୈଠକ

ଭୁବନେଶ୍ୱର: ଓଡିଶାରେ ସମ୍ଭାବ୍ୟ ପଙ୍ଗପାଳ ଆକ୍ରମଣ ନେଇ କୃଷି ମନ୍ତ୍ରୀ ଅରୁଣ ସାହୁଙ୍କ ଅଧ୍ୟକ୍ଷତାରେ କୃଷି ଭବନରେ ଗୁରୁତ୍ୱପୂର୍ଣ୍ଣ ବୈଠକ ବସିଛି । ବୈଠକରେ କୃଷି ବିଭାଗର ପ୍ରମୁଖ ସଚିବ, ସ୍ୱତନ୍ତ୍ର ସଚିବ, ନିର୍ଦ୍ଦେଶକଙ୍କୁ ନେଇ ଆଲୋଚନା ହୋଇଛି । ପାକିସ୍ତାନ ପଟୁ କୋଟି କୋଟି
Read More...

୧୧ ଲକ୍ଷ ଟଙ୍କାର ବ୍ରାଉନସୁଗାର ଜବତ

ଖୋର୍ଦ୍ଧା: ଅନଲାଇନରେ ମଦ ଘରେ ପହଂଚିବାକୁ ସରକାର ଅନୁମତି ଦେଇଥିବାବେଳେ ଏବେ ବ୍ରାଉନସୁଗାର ଡେଲିଭରି କରାଯାଉଥିବାବେଳେ ଧରିଛି ପୁଲିସ । ଖୋର୍ଦ୍ଧା ଅଂଚଳରେ ବ୍ରାଉନସୁଗାର ହୋମ ଡେଲିଭରି ବାବଦରେ ଅବକାରୀ ବିଭାଗ ପାଖରେ ଖବର ପହଞ୍ଚିବା ପରେ ଅବକାରୀ ବିଭାଗ ଚଢ଼ାଉ କରିଛି | ସେକ ଫରିଦ
Read More...

ବନ୍ଦ ହେବ ୩ ଡିଗ୍ରୀ କଲେଜ

ଭୁବନେଶ୍ୱର- ରାଜ୍ୟରେ ବନ୍ଦ ହେବ ୩ ଡିଗ୍ରୀ କଲେଜ । ଏନେଇ ଉଚ୍ଚଶିକ୍ଷା ବିଭାଗ ପକ୍ଷରୁ ଭୁବନେଶ୍ୱର, ସମ୍ବଲପୁର ଓ ବାଲେଶ୍ୱର ଆଞ୍ଚଳିକ ଶିକ୍ଷାନିର୍ଦେଶକ ମାନଙ୍କୁ ଚିଠି ଲେଖି ଅବଗତ କରାଯାଇଛି । ସେହିଭଳି ୧୦ ଟି ଡିଗ୍ରୀ କଲେଜର ଅନୁମୋଦନ ପ୍ରତ୍ୟାହାର କରାଯିବ । ଭୁବନେଶ୍ୱର, ସମ୍ବଲପୁର
Read More...

କ୍ୱାରେଂନଟାଇନ ସେଂଟରରେ ଫାଟିଲା ଗ୍ୟାସ ସିଲିଣ୍ଡର

ଭଦ୍ରକ- ସଙ୍ଗରୋଧ ଗୃହରେ ଫାଟିଲା ଗ୍ୟାସ ସିଲିଣ୍ଡର । ଭଗିବିନ୍ଧା କ୍ୱାଂରେନଟାଇନ ସେଂଟରେ ରୋଷେଇ ବେଳେ ହଠାତ ଗ୍ୟାସ ସିଲିଣ୍ଡର ଫାଟିଯାଇଥିଲା । ଏଥିରେ ସମସ୍ତ ରୋଷେଇ ସାମଗ୍ରୀ ଜଳି ଯାଇଥିବା ବେଳେ ରୋଷେୟା ସମାନ୍ୟ ଆହାତ ହୋଇଛନ୍ତି । ସୌଭାଗ୍ୟ ବଶତଃ ୩୨ ଅନ୍ତେବାସୀ ବଡ ଅଘଟଣରୁ
Read More...

ଚଳଚ୍ଚିତ୍ର ଅଭିନେତା ବିଜୟ ମହାନ୍ତି ଅସୁସ୍ଥ

ଭୁବନେଶ୍ୱର- ଗୁରୁତର ଅସୁସ୍ଥ ହୋଇପଡିଛନ୍ତି ବିଶିଷ୍ଟ ଓଡିଆ ଅଭିନେତା ବିଜୟ ମହାନ୍ତି । ଡାଇବେଟିସରେ ପୀଡିତ ଶ୍ରୀ ମହାନ୍ତିଙ୍କର ସ୍ୱାସ୍ଥ୍ୟ ଅବସ୍ଥା ହଠାତ୍ ଖରାପ ହେବା କାରଣରୁ ତାଙ୍କୁ ହାଇଦ୍ରାବାଦର ଏକ ଘରୋଇ ଡାକ୍ତରାଖାନାରେ ଭର୍ତି କରାଯାଇଛି ।
Read More...