Browsing Category

ରାଜ୍ୟ

ଗୋପନ ରହିବ କରୋନା ଆକ୍ରାନ୍ତଙ୍କ ତଥ୍ୟ

କଟକ- ପ୍ରଘଟ ହେବନି କରେନା ସଂକ୍ରମିତଙ୍କ ପରିଚୟ । ଏନେଇ ହାଇକୋର୍ଟ ନିର୍ଦେଶ ଦେଇଛନ୍ତି । ଆକ୍ରାନ୍ତ ହୋଇଥିବା ବ୍ୟକ୍ତି କୌଣସି ସରକାରୀ କିମ୍ବା ବେସରକାରୀ ହସ୍ପିଟାଲରେ ଭର୍ତି ହୋଇଥିଲେ ବା କ୍ୱରେଂନଟାଇନ ସେଂଟରେ ରହୁଥିଲେ ପ୍ରଘଟ କରାଯିବ ନାହିଁ । ଏହା ବ୍ୟତିତ ସରକାରୀ ତଥ୍ୟ ଆଦାନ
Read More...

ଓଲଟି ପଡିଲା ପ୍ରବାସୀ ବସ୍

ବାଲେଶ୍ୱର- ପୋଲ ତଳକୁ ଖସି ପଡିଲା ପ୍ରବାସୀ ଫେରନ୍ତା ବସ୍ । ବାଲେଶ୍ୱର ଜିଲ୍ଲା ମଙ୍ଗଳପୁର ନୂଆଗାଁ ନିକଟରେ ଏହି ଦୁର୍ଘଟଣା ହୋଇଛି । କେରଳରୁ ପ୍ରବାସୀଙ୍କୁ ଆଣି ପଶ୍ଚିମବଙ୍ଗ ଯାଉଥିବା ବେଳେ ବସ୍ ଟି ଭାରସାମ୍ୟ ହରାଇ ତଳକୁ ଖସି ପଡିଥିଲା । ଦୁର୍ଘଟଣାରେ ୩ ଜଣ ଗୁରୁତର ହୋଇଥିବା ବେଳେ
Read More...

ପୁଣି ୯୬ ନୂଆ କରୋନା ପଜିଟିଭ ଚିହ୍ନଟ

ଭୁବନେଶ୍ୱର- ରାଜ୍ୟରେ ପୁଣି ନୂଆ ୯୬ କରୋନା ଆକ୍ରାନ୍ତ ଚିହ୍ନଟ ହୋଇଛନ୍ତି । ଏହାକୁ ମିଶାଇ ମୋଟ ଆକ୍ରାନ୍ତଙ୍କ ସଂଖ୍ୟା ୧୮୯୧ ରେ ପଂହଚିଛି । ନୂତନ ଆକ୍ରାନ୍ତଙ୍କ ମଧ୍ୟରୁ କେନ୍ଦ୍ରାପଡା ଓ ଗଜପତି ଜିଲ୍ଲାରୁ ୧୦ ଜଣ ଲେଖାଏଁ, ଗଞ୍ଜାମ, ଯାଜପୁର, କଟକ, ଜଗତସିଂହପରରୁ ୬ ଜଣ ଲେଖାଏଁ,
Read More...

ପ୍ରବାସୀଙ୍କ ଜୀବିକା ପାଇଁ ୧୭ ହଜାର କୋଟି

କ୍ୟାବିନେଟ ନିଷ୍ପତି ୨୨ଟି ପ୍ରସ୍ତାବ ଉପରେ ମୋହର । ଧାମରାରେ ଟେକ୍ସଟାଇଲ ପାର୍କ । ଢେଙ୍କାନାଳରେ ମେଡିକାଲ ପାର୍କ । ବ୍ୟୟ ହେବ ୭୦୦୦ କୋଟି । ପର୍ଯ୍ୟଟନ ପ୍ରକଳ୍ପ ପାଇଁ ଇଡକୋ ଦେବ ଜମି । ଆସ୍କ ଚିନି କଳକୁ ୧୫ କୋଟି ଟଙ୍କା । ଶକ୍ତି ବିଭାଗକୁ ଗଲା ଓରେଡା । ଅଙ୍ଗନୱାଡି ପିଲାଙ୍କୁ
Read More...

ସହାୟତା ଅପେକ୍ଷାରେ ‘ଅମ୍ଫନ’ କ୍ଷତିଗ୍ରସ୍ତ

ଯାଜପୁର: ସାମୁଦ୍ରିକ ଝଡ-ବାତ୍ୟା ‘ଅମ୍ଫନ’ର ଚାରିଦିନ ପରେ ଗତ ସୋମବାର ରାତ୍ରିର ପ୍ରବଳ ପବନରେ ପୂର୍ବରୁ ଭାଙ୍ଗି ଯାଇଥିବା ବର ଗଛ ଡାଳ ପଡି କଳାମାଟିଆ ପଂଚାୟତର କାଇପଡାଗୋଲା ହାଟ ଅଂଚଳରେ ଅହେତୁକ କ୍ଷତି ହୋଇଛି । ଏହି ବିରାଟ ଗଛ ନିକଟରେ ଥିବା ହୃଷିକେଶ ମିଶ୍ର, ଶ୍ରୀନିବାସ ମିଶ୍ର ଏବଂ
Read More...

ଛାତ୍ରଛାତ୍ରୀଙ୍କ ଫିସ୍ ଛାଡ଼ ପାଇଁ ମୁଖ୍ୟମନ୍ତ୍ରୀଙ୍କୁ ସ୍ମାରକପତ୍ର

ଭୁବନେଶ୍ୱର: ଦୁଇମାସର ଲକ୍ଡାଉନ ଏବଂ ଅମ୍ଫାନ ବାତ୍ୟାର ପ୍ରଭାବରେ ରାଜ୍ୟର ଛାତଛାତ୍ରୀ ଆଜି ଦୁର୍ଦ୍ଧଶାଗ୍ରସ୍ତ । କର୍ମସଂସ୍ଥାନ ବନ୍ଦ ଫଳରେ ସେମାନଙ୍କ ପରିବାରର ଆର୍ଥିକ ମେରୁଦଣ୍ଡ ସଂପୂର୍ଣ୍ଣ ଭାଙ୍ଗିଯାଇଛି । କର୍ମ ହରାଇ ଲକ୍ଷ ଲକ୍ଷ କ୍ଷୁଧାର୍ତ୍ତ ପ୍ରବାସୀ ଶ୍ରମିକ କଳ୍ପନାତୀତ ପଥକଷ୍ଟ
Read More...

ଫନି ସହାୟତା ଗଲା କୁଆଡେ଼, ଅମ୍ଫନ ଝଡ଼ ବର୍ଷା ପାଇଁ ଚାଷୀଙ୍କ ଭାଳେଣି

ଜଗସିଂହପୁର: ଜଗସିଂହପୁର ଜିଳ୍ଳା ସର୍ବାଧିକ ପ୍ରାକୃତି ପ୍ରବଣ ଜିଲ୍ଲା ହୋଇଥିବା ବେଳେ ଏଠିକାର ୭୦ ଭାଗ ଲୋକ କୃଷି ଉପରେ ନିର୍ଭରଶୀଳ ।ଯଦିଓ ପାରାଦ୍ୱୀପ ଭଳି ଭାରତର ଗଭୀରତମ ବନ୍ଦର ଭାବରେ ଖ୍ୟାତି ଅର୍ଜନ କରିଛି । ସ୍ପେଶାଲ ଇକୋନୋମିକ ଯୋନ ଭାବେ ବନ୍ଦର ନଗରୀ ବହୁ ବଡ଼ବଡ଼ ଶିଳ୍ପ ଏବଂ
Read More...

ଓଡିଆ ପ୍ରବାସୀଙ୍କ ପାଇଁ ସରକାରଙ୍କ ବ୍ଳୁ ପ୍ରିଂଟ ପ୍ରସ୍ତୁତ

ଭୁବନେଶ୍ୱର- ଓଡିଶା ଫେରୁଥିବା ପ୍ରବାସୀଙ୍କ ପାଇଁ ୧୭ ହଜାର କୋଟି ବ୍ୟୟ ଅଟକଳ କରିଛନ୍ତି ରାଜ୍ୟ ସରକାର ।ଚଳିତ ବର୍ଷରୁ ୨୦୨୧ ମଧ୍ୟରେ ହି ଅର୍ଥ ଖର୍ଚ୍ଚ ହେବ । ପ୍ରବାସୀ ମାନଙ୍କ ଜୀବିକା ଫେରେଇ ଆଣିବା ପାଇଁ କ୍ୟାବିନେଟ ବୈଠକରେ ନିଷ୍ପତି ନିଆଯାଇଛି । ବୈଠକ ପରେ ମୁଖ୍ୟ ଶାସନ ସଚିବ
Read More...

ବର୍ଷାରେ ଭିଜୁଛି କ୍ବାରେନଣ୍ଟାଇନ ଫେରନ୍ତାଙ୍କ ଶବ

ବେତନଟୀ: କରୋନା ମଣିଷଠାରୁ ମଣିଷକୁ ଅଲଗା କରି ଦେଇଛି । ସାହି ପଡ଼ିଶା ତ ଦୂରର କଥା , ପରିବାରର ଲୋକ ବି ଶବକୁ ଛୁଇଁବାକୁ ଡ଼ରୁଛନ୍ତି । କ୍ବାରେନଣ୍ଟାଇନ ସେଣ୍ଟରରୁ ଫେରିଥିବା ଜଣେ ପ୍ରବାସୀଙ୍କ ଆକସ୍ମିକ ମୃତ୍ୟୁ ପରେ ତାଙ୍କ ଶବ ଘର ଅଗଣାରେ ଧୁ ଧୁ ବର୍ଷାରେ ଭିଜୁଛି । ଅସହାୟ ପରିବାର
Read More...

ଆଜି ଠାରୁ ଉଛେଦ କାମ ଆରମ୍ଭ

ଭୁବନେଶ୍ୱର- ଦୀର୍ଘ ଦୁଇ ମାସ ବ୍ୟବଧାନ ପରେ ଆଜି ଠାରୁ ପୁରୀ ଓ ଲିଙ୍ଗରାଜ ଉନ୍ନୟନ କାର୍ଯ୍ୟ ପୁଣିଥିରେ ଆରମ୍ଭ ହୋଇଛି । ମୁଖ୍ୟମନ୍ତ୍ରୀଙ୍କ ନିର୍ଦେଶ ପରେ ତତ୍ପର ହୋଇପଡିଛି ଜିଲ୍ଲା ପ୍ରଶାସନ । ପୁରୀ ଜିଲ୍ଲାପାଳଙ୍କ ନେତୃତ୍ୱ କ୍ରମେ ଉତର ଦ୍ୱାର ପାଖରୁ ଚାଲିଛି ଉଛେଦ କାର୍ଯ୍ୟ । ଏହା
Read More...