Browsing Category

ରାଜ୍ୟ

ଲକଡାଉନ ବୃଦ୍ଧି ସମ୍ଭାବନା

ନୂଆଦିଲ୍ଲୀ- ଲକଡାଉନ ଅବଦ୍ଧି ବଢିବା ନେଇ ପ୍ରଧାନମନ୍ତ୍ରୀଙ୍କୁ ଭେଟିଛନ୍ତି ଗୃହମନ୍ତ୍ରୀ ଅମିତ ଶାହା । ମେ ୩୧ ତାରିଖରେ ଚତୁର୍ଥ ପର୍ଯ୍ୟାୟ ଲକଡାଉନ ଶେଷ ହେବାକୁ ଥିବା ବେଳେ ପୁଣି ଥିରେ ଏହାକୁ ବଳବତର କରିବା ପାଇଁ ଆସନ୍ତାକାଲି ସବୁ ରାଜ୍ୟର ମୁଖ୍ୟମନ୍ତ୍ରୀଙ୍କ ସହ ଆଲୋଚନା କରିଛନ୍ତି
Read More...

ରାଜଧାନୀରେ ଘରୁ ନବବିବାହିତ ଦମ୍ପତିଙ୍କ ମୃତ‌ଦେହ ଉଦ୍ଧାର

ଭୁବନେଶ୍ବର: ଆଜି ସକାଳେ ଲିଙ୍ଗରାଜ ଥାନା ଅଧୀନ କପିଳେଶ୍ବର କୁମ୍ଭାରସାହିରେ ଗୋଟିଏ ଘରୁ ନବବିବାହିତ ଦମ୍ପତିଙ୍କ ମୃତଦେହ ଉଦ୍ଧାର କରାଯାଇଛି। ମୃତ ଦମ୍ପତି ହେଉଛନ୍ତି ଖବରକାଗଜ ହକର୍‌ ଭାବେ କାର୍ଯ୍ୟ କରୁଥିବା ୩୨ ବର୍ଷିୟ ରାକେଶ ରାଉତ ଏବଂ ୨୬ ବର୍ଷୀୟ ମୀନାକ୍ଷି ରାଉତ। ଦୁହେଁ ତିନି
Read More...

କରୋନାରେ ଆକ୍ରାନ୍ତ କୋଭିଡ ଯୋଦ୍ଧା

ବାଲେଶ୍ୱର- ବାଲେଶ୍ୱର କୋଭିଡ ହସ୍ପିଟାଲରେ କାର୍ଯ୍ୟ ରତ ଦୁଇ ନର୍ସ କରୋନାରେ ଆକ୍ରାନ୍ତ । ଏ ସଂପର୍କରେ ସୂଚନା ଦେଇଛନ୍ତି ଜିଲ୍ଲାପାଳ କେ.ସୁଦର୍ଶନ । ସେମାନେ କୋଭିଡ ହସ୍ପିଟାଲରେ ଚିକିତ୍ସାଧୀନ ଅଛନ୍ତି । ଦୁଇ ସ୍ୱାସ୍ଥ୍ୟ କର୍ମୀଙ୍କ ଟେଷ୍ଟ ରିପୋର୍ଟ ପଜିଟିଭ ଆସିବା ପରେ
Read More...

ବନ୍ଦେ ଉତ୍କଳ ଜନନୀ ଗାଇବାକୁ ମୁଖ୍ୟମନ୍ତ୍ରୀଙ୍କ ଆହ୍ୱାନ

ଭୁବନେଶ୍ୱର- କରୋନା ଯୋଦ୍ଧାଙ୍କୁ ଉତ୍ସାହିତ କରିବା ପାଇଁ ଆଉ ପାଦେ ଆଗେଇଛନ୍ତି ସରକାର । ମେ ୩୦ ତାରିଖ ଦିନ ଅପରାହ୍ନ ସାଢେ ୫ଟାରେ ବନ୍ଦେ ଉତ୍କଳ ଜନନୀ ଗାନ କରିବାକୁ ଭିଡିଓ ବାର୍ତା ଜରିଆରେ ରାଜ୍ୟବାସୀଙ୍କୁ ଆହ୍ୱାନ କରିଛନ୍ତି ମୁଖ୍ୟନ୍ତ୍ରୀ ନବୀନ ପଟ୍ଟନାୟକ । ରାଜ୍ୟ ବାହାରେ ଓ ବିଶ୍ୱର
Read More...

ସର୍ଟ ସର୍କିଟରୁ ଅଗ୍ନିକାଣ୍ଡ: ୩ ମୃତ

ବ୍ରହ୍ମପୁର- ଗୋଷଣୀନୂଆଗାଁ ପାଣିଗ୍ରାହୀ ପେଣ୍ଠସାହିରେ ଭୟାନକ ଅଗ୍ନିକାଣ୍ଡ । ସର୍ଟ ସର୍କିଟରୁ ନିଆଁ ଲାଗି ଗୋଟିଏ ପରିବାର ୩ ସଦସ୍ୟଙ୍କ ମୃତୁ୍ୟ ହୋଇଛିି । ବ୍ରହ୍ମପୁର କୋ- ଅପରେଟିଭ ସୋସାଇଟି ବ୍ୟାଙ୍କର ସଭାପତି ଅଲେଖ ଚୌଧୁରୀ ଓ ତାଙ୍କର ୩ ସମ୍ପର୍କୀୟ ଏହି ଅଗ୍ନିକାଣ୍ଡରେ ଜୀବନ
Read More...

କଟକ -ଭୁବନେଶ୍ୱରରେ ମୁସଳ ଧାରାରେ ବର୍ଷା

ଭୁବନେଶ୍ୱର- ଦିନ ସାରା ମୁଣ୍ଡ ଫଟା ଖରା ସାଙ୍ଗକୁ ଗୁଳଳଗୁଳି ଜନଜୀବନକୁ ଅତବ୍ୟସ୍ତ କରିଦେଇଥିଲା । ହଠାତ୍ ରାତି ୩ଟାରୁ ପ୍ରବଳ ,ବର୍ଷା ପବନ ସାଙ୍ଗକୁ ଘଡିଘଡି ପ୍ରାୟ ଦେଢ ଘଂଟା ଧରି ଜାରି ରହିଥିଲା । ରାଜଧାନୀର କିଛି ଯାଗାରେ ଗଛ ଭାଙ୍ଗି ପଡିବା ସହ ବିଦ୍ୟୁତ ସରବରାହ ମଧ୍ୟ ବନ୍ଦ
Read More...

ଭାରତରେ ବେକାବୁ ସ୍ଥିତି: ଗୋଟିଏ ଦିନରେ ୭,୪୬୭ ଆକ୍ରାନ୍ତ

ନୂଆଦିଲ୍ଲୀ- ଭାରତରେ କରୋନା ପରିସ୍ଥତି ଜଟିଳ ହେବାରେ ଲାଗିଛି । ଭାରତରେ ଗୋଟିଏ ଦିନରେ ୭,୪୬୭ ନୂଆ ସଂକ୍ରମଣ ଚିହ୍ନଟ ହୋଇଛନ୍ତି । ବର୍ତମାନ ସୁଦ୍ଧା ସମଗ୍ର ଦେଶରେ ୧୬୫୭୯୯ କରୋନା ଭାଇରାସ ଦ୍ୱରା ଆକ୍ରାନ୍ତ ହୋଇଛନ୍ତି । ଏମାନଙ୍କ ମଧ୍ୟରୁ ୭୧୧୦୫ ସୁସ୍ଥ ହୋଇଥିବା ବେଳେ ବାକି ୪୭୦୬
Read More...

ଚିହ୍ନଟ ହେଲେ ନୂଆ ୬୩ ପଜିଟିଭ

ଭୁବନେଶ୍ୱର- ରାଜ୍ୟରେ ପୁଣି ୬୩ ନୂଆ କରେନା ଆକ୍ରାନ୍ତ ଚିହ୍ନଟ ହୋଇଛନ୍ତି । ଏହାକୁ ମିଶାଇ ମୋଟ ଆକ୍ରାନ୍ତଙ୍କ ସଂଖ୍ୟା ୧୭୨୩ ଅତିକ୍ରମ କରିଛି । ସ୍ୱାସ୍ଥ୍ୟ ଓ ପରିବାର କଲ୍ୟାଣ ବିଭାଗ ପକ୍ଷରୁ ଏନେଇ ସୂଚନା ମିଳିଛି । ନୂତନ ଆକ୍ରାନ୍ତଙ୍କ ମଧ୍ୟରୁ ଖୋର୍ଦ୍ଧାରୁ ୧୨,ଜଗତସିଂହପୁର ୧୧, ଗଞ୍ଜାମ
Read More...

କରୋନା ଯୋଦ୍ଧାଙ୍କ ସହ ଆଲୋଚନା କଲେ ମୁଖ୍ୟମନ୍ତ୍ରୀ

ଭୁବନେଶ୍ବର : ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ଗୁରୁବାର ରାଜ୍ୟର କରୋନା ପଜିଟିଭ୍ ସରପଞ୍ଚ, ଆଶା ଓ ଅଙ୍ଗନୱାଡି କର୍ମୀଙ୍କ ସହ ଟେଲିଫୋନ୍ ଯୋଗେ କଥା ହୋଇଛନ୍ତି । କରୋନା ମୁକାବିଲା ଦିଗରେ ଉତ୍ସର୍ଗୀକୃତ କାର୍ଯ୍ୟ କରିଥିବା ଏହି ଯୋଦ୍ଧାଙ୍କୁ ମୁଖ୍ୟମନ୍ତ୍ରୀ ଉଚ୍ଚ ପ୍ରଶଂସା କରିଛନ୍ତି ।
Read More...

ଜୁନ ପହିଲାରୁ ସ୍ୱାଭାବିକ ହେବ ବସ ଚଳାଚଳ

ଭୁବନେଶ୍ୱର- ଦୀର୍ଘ ୨ ମାସ ପରେ ଆରମ୍ଭ ହୋଇଛି ଘରୋଇ ବସ ଚଳାଚଳ । ତେବେ ପୂର୍ବପରି ସ୍ୱାଭବିକ ହେଇପାରୁନି । କାରଣ କରେନା ଭୟ ଯୋଗୁଁ ଲୋକମାନେ ବସରେ ଯାତ୍ରା କରିବା ପାଇଁ ଆଶଙ୍କା କରୁଛନ୍ତି । ତେଣୁ ଜୁନ ୧ ପରେ ସ୍ଥିତିରେ ସୁଧାର ଆସିବା ସହିତ ବସ ଚଳାଚଳ ସ୍ୱାଭବିକ ହୋଇପାରିବ ବୋଲି
Read More...