Browsing Category

ରାଜ୍ୟ

ଟିକ୍‌ଟକ୍ ଦେଖୁଥିବା ବେଳେ ଆକାଉଣ୍ଟ୍‌ରୁ ସାଢ଼େ ୧୨ ହଜାର ଗାଏବ

ଚନ୍ଦ୍ରଶେଖରପୁର : ଟିକ୍‌ଟକ୍ ଅନ୍‌ଲାଇନ୍‌ ଠକେଇର ଶିକାର ହୋଇଛନ୍ତି ଚନ୍ଦ୍ରଶେଖରପୁର ହାଉସିଂବୋର୍ଡ କଲୋନି ଅଞ୍ଚଳର ବିରଞ୍ଚି ନାରାୟଣ ନାଥ। ସଂଧ୍ୟାରେ ସେ ଘର ନିକଟ ଏକ ପଡ଼ିଆରେ ଟିକ୍‌ଟକ୍ ଦେଖୁଥିବା ବେଳେ ତାଙ୍କ ନିକଟକୁ ଏକ ୱେବ୍ ମେସେଜ୍ ଆସିଥିଲା। ଯେଉଁଥିରେ ସେ ଓକେ ବଟନ୍‌ ଚିପି…
Read More...

ସୁସ୍ଥ ହେଲେ ୭୩ କରୋନା ଆକ୍ରାନ୍ତ

ଭୁବନେଶ୍ୱର- ଆଜି ପୁଣି ୭୩ କରୋନା ଆକ୍ରାନ୍ତ ସୁସ୍ଥ ହୋଇଛନ୍ତି । ଏଯାବତ୍ ରାଜ୍ୟରେ ୧୦୫୦ ସୁସ୍ଥ ହୋଇଛନ୍ତି । ସୁସ୍ଥ ହୋଇଥିବା ୭୩ ଜଣଙ୍କ ମଧ୍ୟରୁ ବୌଦ୍ଧରୁ ୨୮, ପୁରୀ ୧୧, କେନ୍ଦ୍ରାପଡା ୧୦, କଟକ ୯, ଖୋର୍ଦ୍ଧା୭,ମାଲାକାନାଗିରି ଓ ଅନୁଗୁଳ ୨, ଗଞ୍ଜାମ, ବାଲେଶ୍ୱର, ଯାଜପୁର ଓ କନ୍ଧମାଳ…
Read More...

ପୁରୀରେ ଟ୍ରେନ ଚଳାଚଳକୁ ବିରୋଧ

ପୁରୀ- ପୁରୀକୁ ଟ୍ରେନ ଚଳାଚଳ ବନ୍ଦ କରିବା ପାଇଁ ପୂର୍ବତଟ ରେଳବାଇ ନିଷ୍ପତି ନେଇଛି । ପୂର୍ବ ନିଷ୍ପତି ଅନୁସାରେ ପୁରୀକୁ ଯାଉଥିବା ସମସ୍ତ ଟ୍ରେନ ଭୁବନେଶ୍ୱରରେ ରହିବ । ସେହିପରି ସିଆଲଦା- ପୁରୀ ଦୁରନ୍ତ ଏକ୍ସପ୍ରେସ ପାଇଁ ଏହି ନିମ ଲାଗୁ କରାଯାଇଛି । ଆଗକୁ ମାହାପ୍ରଭୁଙ୍କ ସ୍ନାନ…
Read More...

ଓୟୋ ହୋଟଲରେ ଚାଲିଛ ବେଧଡକ ଜୁଆ ଖୋଳ

ଭୁବନେଶ୍ୱର-ନୟାପଲ୍ଲୀ ଥାନା ପୁଲିସ ଶୁକ୍ରବାର ବିଳମ୍ବିତ ରାତିରେ ସ୍ଥାନୀୟ ଓୟୋ ହୋଟଲ ଉପରେ ଚଢଉ କରି ୯ ଜୁଆଡିଙ୍କୁ ଗିରିଫ କରିବା ସଙ୍ଗେ ସେମାନଙ୍କ ଠାରୁ ୩ ଦାମି ଗାଡି, ୧ ଲକ୍ଷ ୫୩ ହଜାର ଟଙ୍କା ଓ ଏକାଧିକ ଦାମି ମୋବାଇଲ ଜବତ କରିଛି ।
Read More...

କେନ୍ଦ୍ରାପଡାରେ ଅଗ୍ନିକାଣ୍ଡ

କେନ୍ଦ୍ରାପଡା- ରାଜକନିକା ବ୍ଳକ ଅନ୍ତର୍ଗତ ବରୁଣାଡିହା ଗ୍ରାମରେ ଭୟାବହ ଅଗ୍ନିକାଣ୍ଡ । ଚାହୁଁ ଚାହୁଁ ଜଳି ପାଉଁଶ ହୋଇଗଲା ୨୦ ବଖରା ଘର । ଲକ୍ଷାଧିକ ଟଙ୍କାର ସଂପତି ନଷ୍ଟ ହେବା ସହ ନିଆଁରେ ଦୁଇ ଗାଈ ଜୀବନ୍ତ ଦଗ୍ଦ ହୋଇଯାଇଛନ୍ତି । ଅଗ୍ନଶମ ବାହିନୀ ଘଟଣା ସ୍ଥଳରେ ପହଂଚବା ବେଳକୁ ସବୁ…
Read More...

ଗୋପନ ରହିବ କରୋନା ଆକ୍ରାନ୍ତଙ୍କ ତଥ୍ୟ

କଟକ- ପ୍ରଘଟ ହେବନି କରେନା ସଂକ୍ରମିତଙ୍କ ପରିଚୟ । ଏନେଇ ହାଇକୋର୍ଟ ନିର୍ଦେଶ ଦେଇଛନ୍ତି । ଆକ୍ରାନ୍ତ ହୋଇଥିବା ବ୍ୟକ୍ତି କୌଣସି ସରକାରୀ କିମ୍ବା ବେସରକାରୀ ହସ୍ପିଟାଲରେ ଭର୍ତି ହୋଇଥିଲେ ବା କ୍ୱରେଂନଟାଇନ ସେଂଟରେ ରହୁଥିଲେ ପ୍ରଘଟ କରାଯିବ ନାହିଁ । ଏହା ବ୍ୟତିତ ସରକାରୀ ତଥ୍ୟ ଆଦାନ…
Read More...

ଓଲଟି ପଡିଲା ପ୍ରବାସୀ ବସ୍

ବାଲେଶ୍ୱର- ପୋଲ ତଳକୁ ଖସି ପଡିଲା ପ୍ରବାସୀ ଫେରନ୍ତା ବସ୍ । ବାଲେଶ୍ୱର ଜିଲ୍ଲା ମଙ୍ଗଳପୁର ନୂଆଗାଁ ନିକଟରେ ଏହି ଦୁର୍ଘଟଣା ହୋଇଛି । କେରଳରୁ ପ୍ରବାସୀଙ୍କୁ ଆଣି ପଶ୍ଚିମବଙ୍ଗ ଯାଉଥିବା ବେଳେ ବସ୍ ଟି ଭାରସାମ୍ୟ ହରାଇ ତଳକୁ ଖସି ପଡିଥିଲା । ଦୁର୍ଘଟଣାରେ ୩ ଜଣ ଗୁରୁତର ହୋଇଥିବା ବେଳେ…
Read More...

ପୁଣି ୯୬ ନୂଆ କରୋନା ପଜିଟିଭ ଚିହ୍ନଟ

ଭୁବନେଶ୍ୱର- ରାଜ୍ୟରେ ପୁଣି ନୂଆ ୯୬ କରୋନା ଆକ୍ରାନ୍ତ ଚିହ୍ନଟ ହୋଇଛନ୍ତି । ଏହାକୁ ମିଶାଇ ମୋଟ ଆକ୍ରାନ୍ତଙ୍କ ସଂଖ୍ୟା ୧୮୯୧ ରେ ପଂହଚିଛି । ନୂତନ ଆକ୍ରାନ୍ତଙ୍କ ମଧ୍ୟରୁ କେନ୍ଦ୍ରାପଡା ଓ ଗଜପତି ଜିଲ୍ଲାରୁ ୧୦ ଜଣ ଲେଖାଏଁ, ଗଞ୍ଜାମ, ଯାଜପୁର, କଟକ, ଜଗତସିଂହପରରୁ ୬ ଜଣ ଲେଖାଏଁ,…
Read More...

ପ୍ରବାସୀଙ୍କ ଜୀବିକା ପାଇଁ ୧୭ ହଜାର କୋଟି

କ୍ୟାବିନେଟ ନିଷ୍ପତି ୨୨ଟି ପ୍ରସ୍ତାବ ଉପରେ ମୋହର । ଧାମରାରେ ଟେକ୍ସଟାଇଲ ପାର୍କ । ଢେଙ୍କାନାଳରେ ମେଡିକାଲ ପାର୍କ । ବ୍ୟୟ ହେବ ୭୦୦୦ କୋଟି । ପର୍ଯ୍ୟଟନ ପ୍ରକଳ୍ପ ପାଇଁ ଇଡକୋ ଦେବ ଜମି । ଆସ୍କ ଚିନି କଳକୁ ୧୫ କୋଟି ଟଙ୍କା । ଶକ୍ତି ବିଭାଗକୁ ଗଲା ଓରେଡା । ଅଙ୍ଗନୱାଡି ପିଲାଙ୍କୁ…
Read More...

ସହାୟତା ଅପେକ୍ଷାରେ ‘ଅମ୍ଫନ’ କ୍ଷତିଗ୍ରସ୍ତ

ଯାଜପୁର: ସାମୁଦ୍ରିକ ଝଡ-ବାତ୍ୟା ‘ଅମ୍ଫନ’ର ଚାରିଦିନ ପରେ ଗତ ସୋମବାର ରାତ୍ରିର ପ୍ରବଳ ପବନରେ ପୂର୍ବରୁ ଭାଙ୍ଗି ଯାଇଥିବା ବର ଗଛ ଡାଳ ପଡି କଳାମାଟିଆ ପଂଚାୟତର କାଇପଡାଗୋଲା ହାଟ ଅଂଚଳରେ ଅହେତୁକ କ୍ଷତି ହୋଇଛି । ଏହି ବିରାଟ ଗଛ ନିକଟରେ ଥିବା ହୃଷିକେଶ ମିଶ୍ର, ଶ୍ରୀନିବାସ ମିଶ୍ର ଏବଂ…
Read More...