Browsing Category

ରାଜ୍ୟ

ଛାତ୍ରଛାତ୍ରୀଙ୍କ ଫିସ୍ ଛାଡ଼ ପାଇଁ ମୁଖ୍ୟମନ୍ତ୍ରୀଙ୍କୁ ସ୍ମାରକପତ୍ର

ଭୁବନେଶ୍ୱର: ଦୁଇମାସର ଲକ୍ଡାଉନ ଏବଂ ଅମ୍ଫାନ ବାତ୍ୟାର ପ୍ରଭାବରେ ରାଜ୍ୟର ଛାତଛାତ୍ରୀ ଆଜି ଦୁର୍ଦ୍ଧଶାଗ୍ରସ୍ତ । କର୍ମସଂସ୍ଥାନ ବନ୍ଦ ଫଳରେ ସେମାନଙ୍କ ପରିବାରର ଆର୍ଥିକ ମେରୁଦଣ୍ଡ ସଂପୂର୍ଣ୍ଣ ଭାଙ୍ଗିଯାଇଛି । କର୍ମ ହରାଇ ଲକ୍ଷ ଲକ୍ଷ କ୍ଷୁଧାର୍ତ୍ତ ପ୍ରବାସୀ ଶ୍ରମିକ କଳ୍ପନାତୀତ ପଥକଷ୍ଟ…
Read More...

ଫନି ସହାୟତା ଗଲା କୁଆଡେ଼, ଅମ୍ଫନ ଝଡ଼ ବର୍ଷା ପାଇଁ ଚାଷୀଙ୍କ ଭାଳେଣି

ଜଗସିଂହପୁର: ଜଗସିଂହପୁର ଜିଳ୍ଳା ସର୍ବାଧିକ ପ୍ରାକୃତି ପ୍ରବଣ ଜିଲ୍ଲା ହୋଇଥିବା ବେଳେ ଏଠିକାର ୭୦ ଭାଗ ଲୋକ କୃଷି ଉପରେ ନିର୍ଭରଶୀଳ ।ଯଦିଓ ପାରାଦ୍ୱୀପ ଭଳି ଭାରତର ଗଭୀରତମ ବନ୍ଦର ଭାବରେ ଖ୍ୟାତି ଅର୍ଜନ କରିଛି । ସ୍ପେଶାଲ ଇକୋନୋମିକ ଯୋନ ଭାବେ ବନ୍ଦର ନଗରୀ ବହୁ ବଡ଼ବଡ଼ ଶିଳ୍ପ ଏବଂ…
Read More...

ଓଡିଆ ପ୍ରବାସୀଙ୍କ ପାଇଁ ସରକାରଙ୍କ ବ୍ଳୁ ପ୍ରିଂଟ ପ୍ରସ୍ତୁତ

ଭୁବନେଶ୍ୱର- ଓଡିଶା ଫେରୁଥିବା ପ୍ରବାସୀଙ୍କ ପାଇଁ ୧୭ ହଜାର କୋଟି ବ୍ୟୟ ଅଟକଳ କରିଛନ୍ତି ରାଜ୍ୟ ସରକାର ।ଚଳିତ ବର୍ଷରୁ ୨୦୨୧ ମଧ୍ୟରେ ହି ଅର୍ଥ ଖର୍ଚ୍ଚ ହେବ । ପ୍ରବାସୀ ମାନଙ୍କ ଜୀବିକା ଫେରେଇ ଆଣିବା ପାଇଁ କ୍ୟାବିନେଟ ବୈଠକରେ ନିଷ୍ପତି ନିଆଯାଇଛି । ବୈଠକ ପରେ ମୁଖ୍ୟ ଶାସନ ସଚିବ…
Read More...

ବର୍ଷାରେ ଭିଜୁଛି କ୍ବାରେନଣ୍ଟାଇନ ଫେରନ୍ତାଙ୍କ ଶବ

ବେତନଟୀ: କରୋନା ମଣିଷଠାରୁ ମଣିଷକୁ ଅଲଗା କରି ଦେଇଛି । ସାହି ପଡ଼ିଶା ତ ଦୂରର କଥା , ପରିବାରର ଲୋକ ବି ଶବକୁ ଛୁଇଁବାକୁ ଡ଼ରୁଛନ୍ତି । କ୍ବାରେନଣ୍ଟାଇନ ସେଣ୍ଟରରୁ ଫେରିଥିବା ଜଣେ ପ୍ରବାସୀଙ୍କ ଆକସ୍ମିକ ମୃତ୍ୟୁ ପରେ ତାଙ୍କ ଶବ ଘର ଅଗଣାରେ ଧୁ ଧୁ ବର୍ଷାରେ ଭିଜୁଛି । ଅସହାୟ ପରିବାର…
Read More...

ଆଜି ଠାରୁ ଉଛେଦ କାମ ଆରମ୍ଭ

ଭୁବନେଶ୍ୱର- ଦୀର୍ଘ ଦୁଇ ମାସ ବ୍ୟବଧାନ ପରେ ଆଜି ଠାରୁ ପୁରୀ ଓ ଲିଙ୍ଗରାଜ ଉନ୍ନୟନ କାର୍ଯ୍ୟ ପୁଣିଥିରେ ଆରମ୍ଭ ହୋଇଛି । ମୁଖ୍ୟମନ୍ତ୍ରୀଙ୍କ ନିର୍ଦେଶ ପରେ ତତ୍ପର ହୋଇପଡିଛି ଜିଲ୍ଲା ପ୍ରଶାସନ । ପୁରୀ ଜିଲ୍ଲାପାଳଙ୍କ ନେତୃତ୍ୱ କ୍ରମେ ଉତର ଦ୍ୱାର ପାଖରୁ ଚାଲିଛି ଉଛେଦ କାର୍ଯ୍ୟ । ଏହା…
Read More...

ଲକଡାଉନ ବୃଦ୍ଧି ସମ୍ଭାବନା

ନୂଆଦିଲ୍ଲୀ- ଲକଡାଉନ ଅବଦ୍ଧି ବଢିବା ନେଇ ପ୍ରଧାନମନ୍ତ୍ରୀଙ୍କୁ ଭେଟିଛନ୍ତି ଗୃହମନ୍ତ୍ରୀ ଅମିତ ଶାହା । ମେ ୩୧ ତାରିଖରେ ଚତୁର୍ଥ ପର୍ଯ୍ୟାୟ ଲକଡାଉନ ଶେଷ ହେବାକୁ ଥିବା ବେଳେ ପୁଣି ଥିରେ ଏହାକୁ ବଳବତର କରିବା ପାଇଁ ଆସନ୍ତାକାଲି ସବୁ ରାଜ୍ୟର ମୁଖ୍ୟମନ୍ତ୍ରୀଙ୍କ ସହ ଆଲୋଚନା କରିଛନ୍ତି…
Read More...

ରାଜଧାନୀରେ ଘରୁ ନବବିବାହିତ ଦମ୍ପତିଙ୍କ ମୃତ‌ଦେହ ଉଦ୍ଧାର

ଭୁବନେଶ୍ବର: ଆଜି ସକାଳେ ଲିଙ୍ଗରାଜ ଥାନା ଅଧୀନ କପିଳେଶ୍ବର କୁମ୍ଭାରସାହିରେ ଗୋଟିଏ ଘରୁ ନବବିବାହିତ ଦମ୍ପତିଙ୍କ ମୃତଦେହ ଉଦ୍ଧାର କରାଯାଇଛି। ମୃତ ଦମ୍ପତି ହେଉଛନ୍ତି ଖବରକାଗଜ ହକର୍‌ ଭାବେ କାର୍ଯ୍ୟ କରୁଥିବା ୩୨ ବର୍ଷିୟ ରାକେଶ ରାଉତ ଏବଂ ୨୬ ବର୍ଷୀୟ ମୀନାକ୍ଷି ରାଉତ। ଦୁହେଁ ତିନି…
Read More...

କରୋନାରେ ଆକ୍ରାନ୍ତ କୋଭିଡ ଯୋଦ୍ଧା

ବାଲେଶ୍ୱର- ବାଲେଶ୍ୱର କୋଭିଡ ହସ୍ପିଟାଲରେ କାର୍ଯ୍ୟ ରତ ଦୁଇ ନର୍ସ କରୋନାରେ ଆକ୍ରାନ୍ତ । ଏ ସଂପର୍କରେ ସୂଚନା ଦେଇଛନ୍ତି ଜିଲ୍ଲାପାଳ କେ.ସୁଦର୍ଶନ । ସେମାନେ କୋଭିଡ ହସ୍ପିଟାଲରେ ଚିକିତ୍ସାଧୀନ ଅଛନ୍ତି । ଦୁଇ ସ୍ୱାସ୍ଥ୍ୟ କର୍ମୀଙ୍କ ଟେଷ୍ଟ ରିପୋର୍ଟ ପଜିଟିଭ ଆସିବା ପରେ…
Read More...

ବନ୍ଦେ ଉତ୍କଳ ଜନନୀ ଗାଇବାକୁ ମୁଖ୍ୟମନ୍ତ୍ରୀଙ୍କ ଆହ୍ୱାନ

ଭୁବନେଶ୍ୱର- କରୋନା ଯୋଦ୍ଧାଙ୍କୁ ଉତ୍ସାହିତ କରିବା ପାଇଁ ଆଉ ପାଦେ ଆଗେଇଛନ୍ତି ସରକାର । ମେ ୩୦ ତାରିଖ ଦିନ ଅପରାହ୍ନ ସାଢେ ୫ଟାରେ ବନ୍ଦେ ଉତ୍କଳ ଜନନୀ ଗାନ କରିବାକୁ ଭିଡିଓ ବାର୍ତା ଜରିଆରେ ରାଜ୍ୟବାସୀଙ୍କୁ ଆହ୍ୱାନ କରିଛନ୍ତି ମୁଖ୍ୟନ୍ତ୍ରୀ ନବୀନ ପଟ୍ଟନାୟକ । ରାଜ୍ୟ ବାହାରେ ଓ ବିଶ୍ୱର…
Read More...

ସର୍ଟ ସର୍କିଟରୁ ଅଗ୍ନିକାଣ୍ଡ: ୩ ମୃତ

ବ୍ରହ୍ମପୁର- ଗୋଷଣୀନୂଆଗାଁ ପାଣିଗ୍ରାହୀ ପେଣ୍ଠସାହିରେ ଭୟାନକ ଅଗ୍ନିକାଣ୍ଡ । ସର୍ଟ ସର୍କିଟରୁ ନିଆଁ ଲାଗି ଗୋଟିଏ ପରିବାର ୩ ସଦସ୍ୟଙ୍କ ମୃତୁ୍ୟ ହୋଇଛିି । ବ୍ରହ୍ମପୁର କୋ- ଅପରେଟିଭ ସୋସାଇଟି ବ୍ୟାଙ୍କର ସଭାପତି ଅଲେଖ ଚୌଧୁରୀ ଓ ତାଙ୍କର ୩ ସମ୍ପର୍କୀୟ ଏହି ଅଗ୍ନିକାଣ୍ଡରେ ଜୀବନ…
Read More...