Browsing Category

ରାଜ୍ୟ

କଟକ -ଭୁବନେଶ୍ୱରରେ ମୁସଳ ଧାରାରେ ବର୍ଷା

ଭୁବନେଶ୍ୱର- ଦିନ ସାରା ମୁଣ୍ଡ ଫଟା ଖରା ସାଙ୍ଗକୁ ଗୁଳଳଗୁଳି ଜନଜୀବନକୁ ଅତବ୍ୟସ୍ତ କରିଦେଇଥିଲା । ହଠାତ୍ ରାତି ୩ଟାରୁ ପ୍ରବଳ ,ବର୍ଷା ପବନ ସାଙ୍ଗକୁ ଘଡିଘଡି ପ୍ରାୟ ଦେଢ ଘଂଟା ଧରି ଜାରି ରହିଥିଲା । ରାଜଧାନୀର କିଛି ଯାଗାରେ ଗଛ ଭାଙ୍ଗି ପଡିବା ସହ ବିଦ୍ୟୁତ ସରବରାହ ମଧ୍ୟ ବନ୍ଦ…
Read More...

ଭାରତରେ ବେକାବୁ ସ୍ଥିତି: ଗୋଟିଏ ଦିନରେ ୭,୪୬୭ ଆକ୍ରାନ୍ତ

ନୂଆଦିଲ୍ଲୀ- ଭାରତରେ କରୋନା ପରିସ୍ଥତି ଜଟିଳ ହେବାରେ ଲାଗିଛି । ଭାରତରେ ଗୋଟିଏ ଦିନରେ ୭,୪୬୭ ନୂଆ ସଂକ୍ରମଣ ଚିହ୍ନଟ ହୋଇଛନ୍ତି । ବର୍ତମାନ ସୁଦ୍ଧା ସମଗ୍ର ଦେଶରେ ୧୬୫୭୯୯ କରୋନା ଭାଇରାସ ଦ୍ୱରା ଆକ୍ରାନ୍ତ ହୋଇଛନ୍ତି । ଏମାନଙ୍କ ମଧ୍ୟରୁ ୭୧୧୦୫ ସୁସ୍ଥ ହୋଇଥିବା ବେଳେ ବାକି ୪୭୦୬…
Read More...

ଚିହ୍ନଟ ହେଲେ ନୂଆ ୬୩ ପଜିଟିଭ

ଭୁବନେଶ୍ୱର- ରାଜ୍ୟରେ ପୁଣି ୬୩ ନୂଆ କରେନା ଆକ୍ରାନ୍ତ ଚିହ୍ନଟ ହୋଇଛନ୍ତି । ଏହାକୁ ମିଶାଇ ମୋଟ ଆକ୍ରାନ୍ତଙ୍କ ସଂଖ୍ୟା ୧୭୨୩ ଅତିକ୍ରମ କରିଛି । ସ୍ୱାସ୍ଥ୍ୟ ଓ ପରିବାର କଲ୍ୟାଣ ବିଭାଗ ପକ୍ଷରୁ ଏନେଇ ସୂଚନା ମିଳିଛି । ନୂତନ ଆକ୍ରାନ୍ତଙ୍କ ମଧ୍ୟରୁ ଖୋର୍ଦ୍ଧାରୁ ୧୨,ଜଗତସିଂହପୁର ୧୧, ଗଞ୍ଜାମ…
Read More...

କରୋନା ଯୋଦ୍ଧାଙ୍କ ସହ ଆଲୋଚନା କଲେ ମୁଖ୍ୟମନ୍ତ୍ରୀ

ଭୁବନେଶ୍ବର : ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ଗୁରୁବାର ରାଜ୍ୟର କରୋନା ପଜିଟିଭ୍ ସରପଞ୍ଚ, ଆଶା ଓ ଅଙ୍ଗନୱାଡି କର୍ମୀଙ୍କ ସହ ଟେଲିଫୋନ୍ ଯୋଗେ କଥା ହୋଇଛନ୍ତି । କରୋନା ମୁକାବିଲା ଦିଗରେ ଉତ୍ସର୍ଗୀକୃତ କାର୍ଯ୍ୟ କରିଥିବା ଏହି ଯୋଦ୍ଧାଙ୍କୁ ମୁଖ୍ୟମନ୍ତ୍ରୀ ଉଚ୍ଚ ପ୍ରଶଂସା କରିଛନ୍ତି ।…
Read More...

ଜୁନ ପହିଲାରୁ ସ୍ୱାଭାବିକ ହେବ ବସ ଚଳାଚଳ

ଭୁବନେଶ୍ୱର- ଦୀର୍ଘ ୨ ମାସ ପରେ ଆରମ୍ଭ ହୋଇଛି ଘରୋଇ ବସ ଚଳାଚଳ । ତେବେ ପୂର୍ବପରି ସ୍ୱାଭବିକ ହେଇପାରୁନି । କାରଣ କରେନା ଭୟ ଯୋଗୁଁ ଲୋକମାନେ ବସରେ ଯାତ୍ରା କରିବା ପାଇଁ ଆଶଙ୍କା କରୁଛନ୍ତି । ତେଣୁ ଜୁନ ୧ ପରେ ସ୍ଥିତିରେ ସୁଧାର ଆସିବା ସହିତ ବସ ଚଳାଚଳ ସ୍ୱାଭବିକ ହୋଇପାରିବ ବୋଲି…
Read More...

କ୍ୟାପିଟାଲ ହସ୍ପିଟାଲ : ସବୁ ଅଭାବ

ଭୁବନେଶ୍ୱର : ଏକଦା କରୋନା ଚିକିତ୍ସା ପାଇଁ ଏକ ନମ୍ବର ସ୍ଥାନରେ ଥିଲା କ୍ୟାପିଟାଲ ହସ୍ପିଟାଲ । ପ୍ରଥମେ ଏଠାରେ ଆରମ୍ଭ ହୋଇଥିଲା କରୋନା ଚିକିତ୍ସା । ଆଇସୋଲେସନ ୱାଡର଼୍,ନମୁନା ସଂଗ୍ରହ ଓପରୀକ୍ଷା ,ଥର୍ମାଲ ସ୍କ୍ରିନିଂ ସହିତ ଥିଲା ସବୁ ବ୍ୟବସ୍ଥା । ବର୍ତମାନ ରାଜଧାନୀର କେନ୍ଦ୍ରସ୍ଥଳୀରେ…
Read More...

ବଢୁଛି ପାରଦ ଅସହ୍ୟ ଗୁଳୁଗୁଳି

ଭୁବନେଶ୍ୱର- ଅସମ୍ଭାଳ ତାତି ସାଙ୍ଗକୁ ଗୁଳୁଗୁଳି ଜନ ଜୀବନକୁ ଅସ୍ତବ୍ୟସ୍ତ କରୁଛି । ୧୪ ସହରର ତାପମାତ୍ରା ୪୦ ଡିଗ୍ରୀ ପାର କରିଛି । ସକାଳ ୮ରୁ ଘରୁ ବାହାରିବା ମୁସକିଲ ହୋଇପଡୁଛି । ସବୁଠୁ ଉତପ୍ତ ସହର ଅନୁଗୁଳରେ ତାପମାତ୍ରା ୪୩.୭ ଡିଗ୍ରୀରେ ପହଂଚିଛି । ଟିଟାଲଗଡ୪୩ ଡିଗ୍ରୀ, ବୌଦ୍ଧ ୪୨.୮…
Read More...

ମହଙ୍ଗା ପଡିଲା ତହସିଲଦାରଙ୍କ କପଡା କିଣା

ଭଦ୍ରକ- କରୋନା ଲକଡାଉନ କଟକଣା ଉଲ୍ଲଂଘନ କରି ତହସିଲଦାରଙ୍କ କପଡା କିଣା ମହଙ୍ଗା ପଡିଲା । ଏହି ଘଟଣାର ଭିଡିଓ ସୋସିଆଲ ମିଡିଆରେ ଭାଇରାଲ ହେବା ପରେ ଅଡୁଆରେ ପଡିଛନ୍ତି ତହସିଲଦାର । ଏହି ଘଟଣାର ତଦନ୍ତଭାର ଉପଜିଲ୍ଲାପାଳଙ୍କୁ ଦଆଯାଇଛିି । ତହସିଲଦାର ଇନ୍ଦିରା କୈାଣସି ବେଆଇନ କାର୍ଯ୍ୟ…
Read More...

କଟକଣା ଭିତରେ ସଂପୁର୍ଣ୍ଣ ହେଲା ମହାପ୍ରଭୁ ଲିଙ୍ଗରାଜଙ୍କ ବିବହ ଉତ୍ସବ

ଭୁବନେଶ୍ୱର : ଶୁଭିଲାନି ହରିବୋଲ ହୁଳହୁଳି । ବାଜିଲାନି ବାଜା । ନିରାଡ଼ମ୍ବର ଭାବେ ସମ୍ପନ୍ନ ହେଲା ମହାପ୍ରଭୁ ଶ୍ରୀଲିଙ୍ଗରାଜଙ୍କ ବିବାହ ଉତ୍ସବ । ପୂର୍ବ ବର୍ଷର ନୀତି ନିର୍ଘଂଟ ଅନୁସାରେ ପାଳିଆ ସେବାୟତ ଆଡ଼ କାଠ ନିକଟରେ କଳସ ବସାଇ କରିଛନ୍ତି ପ୍ରଭୁଙ୍କ ବାହାଘର । ପୋଲିସ୍ ପ୍ରଶାସନ ଏବଂ…
Read More...

ପୂର୍ବାହ୧୧ଟାରେ ଦାରୁବ୍ରହ୍ମଙ୍କ ଗଜାନନ ବେଶ

ପୁରୀ : ସ୍ନାନଯାତ୍ରାରେ ରାତି ୧ଟାରୁ ଠାକୁରଙ୍କୁ ପହଣ୍ଡି କରାଯାଇଛି । ଭୋର ୪ଟା ରୁ ଚତୁର୍ଦ୍ଧାମୂର୍ତ୍ତି ସ୍ନାନମଣ୍ଡପରେ ବିଜେ କରିଛନ୍ତି । ସକାଳ ୭ଟା ୩୦ରୁ ୯ଟା ୩୦ ମଧ୍ୟରେ ଠାକୁରଙ୍କୁ ୧୦୮ଗଡୁ ସୁବାସିତ ଜଳରେ ସ୍ନାନ କରାଯାଇଛି । ଦିନ ୧୦ଟା ୩୦ରେ ଗଜପତି ମହାରାଜା ଶ୍ରୀଦିବ୍ୟସିଂହ…
Read More...