ଆଜିଠାରୁ ଘରୋଇ ବସ ସେବା ଆରମ୍ଭ
ଭୁବନେଶ୍ୱର- ଦୀର୍ଘ ୨ ମାସର ବ୍ୟବଧାନ ପରେ ଆଜିଠୁ ରାଜ୍ୟରେ ବସ ଗଡିବା ଆରମ୍ଭ କରିଛି । ପ୍ରଥମ ଦିନରେ ୫୦ ପ୍ରତିଶତ ବସ ଚାଲିବା ନେଇ ସଂଘର ସଂପାଦକ ସୂଚନା ଦେଇଛନ୍ତି । ବସ ଭଡାର ମୂଲ୍ୟ ଅପରିବର୍ତିତ ରହିଛି ବୋଲି ପରିବହନ ମନ୍ତ୍ରୀ ଟୁଇଟ ଯୋଗେ ସୂଚନା ଦେଇଛନ୍ତି । । ଯାତ୍ରା ଆରମ୍ଭ!-->…
Read More...
Read More...