Browsing Category

ରାଜ୍ୟ

ପ୍ରବାସୀ ଓଡିଆ ଶ୍ରମିକଙ୍କ ଗାଡ଼ି ଗୁମ୍ମାଘାଟିରେ ଦୁର୍ଘଟଣାଗ୍ରସ୍ତ

ରାୟଗଡ: କେରଳରୁ କଳାହାଣ୍ଡି ଫେରୁଥିବା ପ୍ରବାସୀମାନଙ୍କୁ ନେଇ ଯାଉଥିବା ଏକ ଗାଡି ରାୟଗଡ ଜିଲ୍ଳା ଗୁମ୍ମା ଘାଟିଠାରେ ଦୁର୍ଘଟଣା ଗ୍ରସ୍ତ ହେବାରୁ ଏଥିରେ ବସିଥିବା ୧୨ଜଣ ପ୍ରବାସୀ ଓଡିଆ ଶ୍ରମିକମାନେ ଆହାତ ହୋଇଥିବା ବେଳେ ଗାଡି ଡ୍ରାଇଭରଙ୍କ ସମେତ ଅନ୍ୟ ଜଣେ ମଧ୍ୟ ଗୁରୁତର ହୋଇଛନ୍ତି ।
Read More...

ଲକ୍ଷାଧିକ ଟଙ୍କାର ବେଆଇନ ମଦ ଜବତ : ୨ ଗିରଫ

ଭୁବନେଶ୍ୱର: ଭୁବନେଶ୍ୱର ସହିଦ ନଗର ଥାନା ଓ କୁଇକ୍ ଆକ୍ସନ ଟିମ୍ ଆଜି ଭୁବନେଶ୍ୱରରେ ମିଳିତ ଚଢ଼ାଉ କରି ବିପୁଳ ପରିମାଣର ବେଆଇନ ମଦ ଜବତ କରିଛି । ବେଆଇନ ମଦର ମୂଲ୍ୟ ଲକ୍ଷାଧିକ ଟଙ୍କା ହେବ । ଏହି ଘଟଣାରେ ୨ ଜଣ ବ୍ୟକ୍ତିଙ୍କୁ ଗିରଫ କରିବା ସଙ୍ଗେ ସଙ୍ଗେ ତାଙ୍କ ନିକଟରୁ ୯୦
Read More...

କଂଗ୍ରେସ ନେତାଙ୍କ ପରଲୋକ

ବିଞ୍ଝାରପୁର: ବିଞ୍ଝାରପୁର ବ୍ଲକର ଅବିଭକ୍ତ ଗୁହାଳୀ ପଂଚାୟତର ବରିଷ୍ଠ କଂଗ୍ରେସ ନେତା ମୁରଲୀଧର ଧଳ ୬୭ଙ୍କ ଦେହାନ୍ତ ହୋଇଯାଇଛି । ରବିବାର ଭୋର ସମୟରେ ସ୍ୱର୍ଗତ ଧଳଙ୍କ ହୃଦଘାତରେ ଦେହାନ୍ତ ହୋଇଯାଇଛି । ସ୍ୱର୍ଗତ ଧଳଙ୍କ ଦେହାନ୍ତର ଖବର ପ୍ରଚାର ହେଲାପରେ ସମଗ୍ର ବ୍ଲକରେ ଶୋକର ଛାୟା
Read More...

୮୨ ବିମାନ ଉଡ଼ାଣ ବାତିଲ

ନୂଆଦିଲ୍ଲୀ: ଦିଲ୍ଲୀରୁ ୮୨ ବିମାନର ଉଡ଼ାଣ ବାତିଲ କରାଯାଇଥିବା ସୂଚନା ମିଳିଛି। ଦିଲ୍ଲୀରୁ ପୋର୍ଟ ବ୍ଲେୟାର, ହାଇଦ୍ରାବାଦ, ମୁମ୍ବଇ, ଇନ୍ଦୋର ଉଡ଼ାଣ କରିବାକୁ ଥିବା ବିମାନ ବାତିଲ କରାଯାଇଛି। ସେହିପରି ମୁମ୍ବଇରେ ବି ଏଭଳି ଅବସ୍ଥା ସୃଷ୍ଟି ହୋଇଛି। ମୁମ୍ବାଇରୁ ଗୌହାଟୀ ବିମାନ ବାତିଲ
Read More...

ସୁସ୍ଥ ହେଲେ ଆଉ ୯୯ ଆକ୍ରାନ୍ତ

ଭୁବନେଶ୍ୱର- ରାଜ୍ୟବାସୀଙ୍କ ପାଇଁ ଆଶ୍ୱସ୍ତିର ଖବର ।ସୁସ୍ଥ ହେଲେ ଆଉ ୯୯ ଆକ୍ରାନ୍ତ । ଏହାକୁ ମିଶାଇ ମୋଟ ଆରୋଗ୍ୟ ସଂଖ୍ୟା ୬୪୯କୁ ବୃଦ୍ଧି । ସୁସ୍ଥ ହୋଇଥିବା ଆକ୍ରାନ୍ତଙ୍କ ମଧ୍ୟରୁ ବାଲେଶ୍ୱରରୁ ୩୪,ଗଞ୍ଜାମ୧୫, ଯାଜପୁର ଓ କେନ୍ଦ୍ରାପଡା ୧୩, ପୁରୀରୁ ୧୦, ଭଦ୍ରକ ୯, ନୟାଗଡ ୩, ସୁନ୍ଦରଗଡ
Read More...

ଆନ୍ତାକାଲି ଠୁ ମାଟ୍ରିକ ଖାତା ମୂଲ୍ୟାୟନ ଆରମ୍ଭ

ଭୁବନେଶ୍ୱର- କାଲିଠାରୁ ଆରମ୍ଭ ହେବାକୁ ଯାଉଛି ମାଟ୍ରକି ଖାତା ମୂଲ୍ୟାୟନ ପକ୍ରିୟା । ସକାଳ ୧୦ରୁ ଦିନ ୩ ଟା ପର୍ଯ୍ୟନ୍ତ ଖାତା ଦେଖା ହବ । ସମାଜିକ ଦୂରତ୍ୱ କୁ ବଜାୟ ରଖିବା ପାଇଁ କମ ସଂଖ୍ୟକ ପରୀକ୍ଷକ ଖାତା ଦେଖିବେ । ମାଧ୍ୟମିକ ଶିକ୍ଷା ପରିଷଦ ସଭାପତି ରାମାଶିଷ ହଜାରା ଏହି ସୂଚନା
Read More...

ସ୍ନାନ ଯାତ୍ରାରେ ସେବାୟତ କମିବା ନେଇ ତାଲିକା ପ୍ରସ୍ତୁତ

ପୁରୀ- ସ୍ନାନ ଯାତ୍ରରେ ସେବାୟତଙ୍କ ସଂଖ୍ୟା ହ୍ରାସ କରାଯାଇଛି । ଚତୁର୍ଧାମୂର୍ତିଙ୍କ ପହଣ୍ଡିରେ ରହିବେ ୧୫୦ ଦଇତାପତି । ଜଗନ୍ନାଥଙ୍କ ପାଇଁ ୬୦, ବଳଭଦ୍ରଙ୍କ ପାଇଁ ୫୦ ,ଦେବୀ ସୁଭଦ୍ରାଙ୍କ ପାଇଁ ୩୦ ଓ ସୁଦର୍ଶନଙ୍କ ପାଇଁ ୧୦ ଜଣ ଲେଖାଏଁ ଦଇତାପତି ନିୟୋଜିତ ହେବେ । ଶ୍ରମନ୍ଦିର ସତ୍ୱଲିପିକୁ
Read More...

ପବିତ୍ର ଇଦ୍ ଉଲ ଫିତର

ଭୁବନେଶ୍ୱର- ଆଜି ପବିତ୍ର ଇଦ୍ ଉଲ ଫିତର । ମାସ ସାରା ରୋଜା ପାଳିବା ସହ ରବିବାର ଦିନ ଚାନ୍ଦ ଦେଖିବା ପରେ ଆଜି ପାଳନ କରୁଛନ୍ତି ଇଦ ଲକଡାଉନ ଓ କରେନା କଟକଣା ଯୋଗୁଁ ମସଜିଦରେ ସମୁହ ନମାଜ ପାଠ ଉପରେ କଟକଣା ଯାରି କରାଯାଇଛି । ତେଣେୁ ଘରେ ରହି ସମସ୍ତେ ନମାଜ ପାଠ କରିବା ପାଇଁ ମୁସଲିମ
Read More...

ଟ୍ରାଫିକରେ ଧରପଗଡ ଆରମ୍ଭ

ଭୁବନେଶ୍ୱର- ଲକଡାଉନ କଟକଣା କୋହଳ ପରେ ଆରମ୍ଭ ହୋଇଛି ଜାନବାହନ ଯାଂଚ ।ତେଣୁ ସହରର ସବୁ ଟ୍ରାଫିକ ଛକରେ ଚାଲିଛି ଗାଡିମଟର ଧରପଗଡ । ଯେଉଁମାନେ ମାକ୍ସ ଓ ହେଲେମେଟ୍ ପିନ୍ଧି ନାହାନ୍ତି ସେମାନଙ୍କୁ ଜୋରିମାନା କରାଯାଉଛି ।ସେହିପରି ୪ ଚକିଆ ଯାନ ଚାଳକ ସିଟ ବେଲ୍ଟ ପିନ୍ଧିବା ଓ ଭୁଲ
Read More...

ଗଡିଲାନି ବସ୍

ଭୁବନେଶ୍ୱର- ସରକାରଙ୍କ ନିର୍ଦେଶ ଓ ଅନୁମତି ସତ୍ୱେ ଗଡିଲାନି ଘରୋଇ ବସ । ରାଜ୍ୟ ପରିବହନ ବିଭାଗ ଓ ଘରୋଇ ବସ ମାଲିକ ସଂଘ ମଧ୍ୟରେ ବସ ଚଳାଚଳ ନେଇ କୌଣସି ସକରାତ୍ମକ ନିର୍ଯ୍ୟାସ ବାହାରି ପାରିଲା ନାହିଁ ।ସରକାରଙ୍କ ନିର୍ଦେଶ ଓ ନିୟମ ଅନୁଯାୟୀ ବସ ଚଳାଇବା କଷ୍ଟକର ବୋଲି ଘରୋଇ ବସ ମାଳିକ
Read More...