Browsing Category

ରାଜ୍ୟ

ସ୍ନାନପୂର୍ଣ୍ଣିମା ଯାତ୍ରା ପାଇଁ ପ୍ରସ୍ତୁତି ବୈଠକ

ପୁରୀ: ପବିତ୍ର ସ୍ନାନ ଯାତ୍ରା ନେଇ ଗୁରୁବାର ଦିନ ଅନୁÂିତ ହେବ ଗୁରୁତ୍ୱପୂର୍ଣ୍ଣ ବୈଠକ । ଶ୍ରୀମନ୍ଦିର ମୂଖ୍ୟ ପ୍ରଶାସକ କ୍ରିଷନ କୁମାରଏଥିରେ ଅଦ୍ୟକ୍ଷତା କରିବେ ।ଏଥିରେ ଯୋଗ ଦେବା ପାଇଁ ୧୦ ନିଯୋଗକୁ ଆମନ୍ତ୍ରଣ କରାଯାଇଛି । ପୂଜାପଣ୍ଡା ,ମହାଜନ ,ପୁଷ୍ପାଳକ ,ଗରାବଡ଼ୁ , ସୁଆରବଡ଼ୁ,
Read More...

ଅମ୍ଫାନରେ ୪୫ ଲକ୍ଷ ଲୋକ ପ୍ରଭାବିତ

ଭୁବନେଶ୍ୱର- ଅମ୍ଫାନ ବାତ୍ୟା ଯୋଗୁ ରାଜ୍ୟର ୮୯ଟି ବ୍ଳକ,୧୫୦୦ ଗ୍ରାମପଂଚାୟତ ଏବଂ ୪୪ ଲକ୍ଷ ୮୦ ହଜାର ଲୋକ କ୍ଷତିଗ୍ରସ୍ତ ହୋଇଛନ୍ତି । ଏତଦ ବ୍ୟତିତ ୨ ଲକ୍ଷ ଲୋକଙ୍କୁ ସ୍ଥାନାନ୍ତରିତ କରାଯାଇଥିଲା । ରାଜ୍ୟରେ ପ୍ରାୟ ୧ ଲକ୍ଷ ହେକ୍ଟର ଚାଷ ଜମି ନଷ୍ଟ ହୋଇଛି । ଏଥି ସହ ୨୧୦ଟି ମେଡିକାଲ ଟିମ
Read More...

ଅନଲାଇନ ରେଳ ଟିକଟ ବୁକିଂ କୁ ନେଇ ସମସ୍ୟା

ଭୁବନେଶ୍ୱର- ଆରମ୍ଭ ହୋଇପାରୁ ନାହିଁ ଅନଲାଇନ ରେଳ ଟିକଟ ବୁକିଂ । ଏନେଇ ସୂଚନା ଦେଇଛି ରେଳବାଇ । ଜୁନ ପହିଲାରୁ ୨୦୦ ଯାତ୍ରୀବାହୀ ଟ୍ରେନ ଚାଲିବା ନେଇ ବୁଧବାର ସୂଚନା ଦିଆଯାଇଥିଲା । ଗୁରୁବାର ଠାରୁ ଅନଲାଇନରେ ଟିକଟ ବୁକିଂ ଆରମ୍ଭ ହେବାର ଥିଲେ ହିଁ ଟେକନିକାଲ ସମସ୍ୟା ଯୋଗୁଁ
Read More...

ରେସନକାର୍ଡ ନ ଥିବା ପରିବାରକୁ ସହାୟତା – କେନ୍ଦ୍ର, ରାଜ୍ୟକୁ ହାଇକୋର୍ଟ ନୋଟିସ୍

କଟକ: ଲକ୍‌ଡାଉନ ଘୋଷଣା କରାଯାଇଥିବାବେଳେ ରେସନ କାର୍ଡ ନଥିବା ଗରିବ ପରିବାର, ବସ୍ତି ବାସିନ୍ଦା, ଶ୍ରମିକ ଓ ପେସାଦାରଙ୍କୁ ସହାୟତା ପ୍ରସଂଗ ସଂପର୍କିତ ମାମଲାର ଶୁଣାଣି କରି ମୁଖ୍ୟ ବିଚାରପତି ଜଷ୍ଟିସ ମହମ୍ମଦ ରଫିକ ଓ ଜଷ୍ଟିସ ବିଶ୍ବଜିତ ମହାନ୍ତିଙ୍କୁ ନେଇ ଗଠିତ ଖଣ୍ଡପୀଠ କେନ୍ଦ୍ର ଓ
Read More...

ପୁଣି ନୂଆ ୫୧ ପଜିଟିଭ ଚିହ୍ନଟ

ଭୁବନେଶ୍ୱର- ପୁଣି ନୂଆ ୫୨ କରୋନା ପଜିଟିଭ ଚିହ୍ନଟ ହୋଇଛନ୍ତି । ଏହାକୁ ମିଶାଇ ମୋଟ ଆକ୍ରାନ୍ତଙ୍କ ସଂଖ୍ୟା ୧୧୦୩ ପାର କରିଛି । ଏନେଇ ରାଜ୍ୟ ସ୍ୱାସ୍ଥ୍ୟ ଓ ପରିବାର କଲ୍ୟାଣ ବିଭାଗ ପକ୍ଷରୁ ସୂଚନା ମିଳିଛି । ନୂତନ ସଂକ୍ରମିତଙ୍କ ମଧ୍ୟରୁ ପୁରୀରୁ ୧, କଳାହାଣ୍ଡିରୁ ୧୧, ଗଞ୍ଜାମରୁ ୪,
Read More...

ଜୁନ୍ ୧ରୁ ୨୦୦ ଯାତ୍ରୀବାହୀ ଟ୍ରେନ ଚଳାଚଳ

ଭୁବନେଶ୍ୱର- ଜୁନ୍ ପହିଲାରୁ ଦେଶର ବିଭିନ୍ନ ସ୍ଥାନକୁ ୨୦୦ ଯାତ୍ରୀବାହୀ ଟ୍ରେନ ଚାଳିବ । ଏନେଇ ରେଳ ମନ୍ତ୍ରାଳୟ ଘୋଷଣା କରିଛି । ଏଥି ପାଇଁ ଗୁରୁବାର ଦିନ ୧୦ ଟାରୁ ଯାତ୍ରୀମାନେ ଅନଲାଇନ ଟିକଟ ବୁକିଂ ଆରମ୍ଭ କରିଦେଇଛନ୍ତି ।
Read More...

୭କୁ ଛୁଇଁଲା କରୋନା ମୃତୁ ସଂଖ୍ୟା

ଭୁବନେଶ୍ୱର- ଗୁରୁବାର ରାଜ୍ୟରେ ପୁଣି ଜଣେ କରୋନା ଆକ୍ରାନ୍ତରେ ମୃତୁ୍ୟ ବରଣ କରିଛି । ମୃତୁ୍ୟକ ଜଣଙ୍କ ଗଞ୍ଜାମ ଜିଲ୍ଲାର ଓ ବୟସ ୮୫ ବର୍ଷ ବୋଲି ଜଣା ପଡିଛି । ଏହାକୁ ମିଶାଇ ମୃତୁ ୭ରେ ପଂହଚିଛି ।
Read More...

ନିତ୍ୟ ବ୍ୟବହୃତ ଜିନିଷର ଦର ଆକାଶଛୁଆଁ

ରାୟଗଡା: କରୋନା ଓ ଲକଡାଉନ ଯୋଗୁଁ ନିତ୍ୟ ବ୍ୟବହୃତ ଜିନିଷର ଯୋଗାଣରେ ବାଧା ଉପୁଜିଥିବା ବେଳେ କିଛି କଳାବଜାରୀ ଏହାର ସୁଯୋଗ ନେଇ ନିତ୍ୟ ବ୍ୟବହୃତ ଜିନିଷର ଦର ଆକାଶ ଛୁଆଁ କରିଛନ୍ତି । ଦିନକୁ ଦିନ ଦର ବୃଦ୍ଧି ଯୋଗୁଁ ଖାଉଟି ହନ୍ତସନ୍ତ ହେବାକୁ ପଡୁଛି । ସରକରାଙ୍କ ତରଫରୁ ଏ ନେଇ
Read More...

୭୬ ପ୍ରବାସୀ ଶ୍ରମିକଙ୍କ ରକ୍ତନମୂନା ନେଗେଟିଭ

ଚମ୍ପୁଆ: ଚମ୍ପୁଆ ସୀମାନ୍ତ ଦେଇ ଏକ କଂଟେନରରେ ଯାଉଥିବା ୭୨ଜଣ ଶ୍ରମିକଙ୍କୁ ଅଟକାଇ ଚମ୍ପୁଆ ପୁଲିସ ସଙ୍ଗରୋଧ ଗୃହରେ ରଖିଥିଲେ । ସେମାନେ ଚେନ୍ନାଇରୁ ଆସି ଝାଡଖଣ୍ଡ ଦେଇ ଉତରପ୍ରଦେଶ ନିଜ ଘର ଅଭିମୁଖେ ଯାଉଥିଲେ । ସୋମବାର ଦିନ ସମସ୍ତ ୭୨ଜଣ ଶ୍ରମିକଙ୍କର ସ୍ୱାସ୍ଥ୍ୟ ପରୀକ୍ଷା କରାଯାଇଥିଲା
Read More...

ଅସ୍ତରଙ୍ଗରେ ୨୫୦୦ ଲୋକ ସ୍ଥାନାନ୍ତରିତ

ଅସ୍ତରଙ୍ଗ: ସମ୍ଭାବ୍ୟ ବାତ୍ୟା ଅମ୍ଫାନକୁ ନେଇ ପୁରୀ ଜିଲ୍ଲାପାଳ ବଲୱନ୍ତ ସିଂଙ୍କ ନିଦେ୍ର୍ଧଶକ୍ରମେ ତପ୍ତର ହୋଇ ଉଠିଛି ଅସ୍ତରଙ୍ଗ ବ୍ଳକ ଓ ତହସିଲ ପ୍ରଶାସନ । ତହସିଲ ତରଫରୁ ଡାକବାଜି ଯନ୍ତ୍ର ଦ୍ୱାରା ଜାହାନିଆଁ ଉପକୂଳରେ ଥିବା ଗାଁଗୁଡିକୁ ବାତ୍ୟା ସମ୍ଭଦ୍ଧିୟ ସତର୍କ କରାଇ ଦିଆଯାଉଥିବା
Read More...