Browsing Category

ରାଜ୍ୟ

ସୁସ୍ଥ ହେଲେ ୮୪ କରୋନା ଆକ୍ରାନ୍ତ

ଭୁବନେଶ୍ୱର- ସୁସ୍ଥ ହେଲେ ଆଉ ୮୪ କରେନା ଆକ୍ରାନ୍ତ । ଏହାକୁ ମିଶାଇ ରାଜ୍ୟରେ ଆରୋଗ୍ୟ ହାର ୭୩୩କୁ ବୃଦ୍ଧି ପାଇଛି । ସୁସ୍ଥଙ୍କ ମଧ୍ୟରୁ ଗଞ୍ଜାମରୁ ୨୪, ଯାଜପୁର, ୧୮, ବାଲେଶ୍ୱର୧୧, କଟକ ୭, କେନ୍ଦ୍ରାପଡା ୫, ଖୋର୍ଦ୍ଧା ୪, ପୁରୀ ୪, ନୟାଗଡ ୨, ମୟୂରଭଞ୍ଜ ୨ ଓ ସୁନ୍ଦରଗଡରୁ ଜଣେ ଲେଖାଏଁ…
Read More...

ମୁଖ୍ୟମନ୍ତ୍ରୀଙ୍କୁ ଚିଠି ଲିଖିଲେ ଯାତ୍ରା କଳକାର

ଭୁବନେଶ୍ୱର- ମୁଖ୍ୟମନ୍ତରୀଙ୍କୁ ଚିଠି ଲେଖି ସମସ୍ୟା ଜଣାଇଲେ ଯାତ୍ରା କଳାକାର ଓ କର୍ମଚାରୀ ସଂଘ ।କରୋନା ଲକଡାଉନ ପାଇଁ ୬୫ ଯାତ୍ରା ପାର୍ଟି ରେ କାମ କରୁଥିବା ୧୦ ହଜାର ସଦସ୍ୟ ସେମାନଙ୍କ ଜୀବିକା ହରାଇଛନ୍ତି । ସେମାନେ ଶମ୍ରିକ ତଲିକାଭୁକ୍ତ ନଥିବାରୁ ସେମାନଙ୍କୁ କୌଣସି ସରକାରୀ ସହାୟତା…
Read More...

ଉତର ଭାରତରେ ରେଡ୍ ଆଲର୍ଟ ଜାରି

ନୂଆଦିଲ୍ଲୀ- ପ୍ରଚଣ୍ଡ ରୁଦ୍ରତାପ ଯୋଗୁଁ ଉତର ଭାରତରେ ରେଡ୍ ଆଲର୍ଟ ଜାରି କରିଛିନ୍ତି ପାଣିପାଗ ବିଭାଗ କେନ୍ଦ୍ର । ଦିଲ୍ଲୀର ତାପମାତ୍ରା ବର୍ତମାନ ୪୫,୬ ଡିଗ୍ରୀ ରହିଥିବାବେଳେ ଆସନ୍ତାକାଲି ଏହା ୪୫.୬ ଡିଗ୍ରିକୁ ବୃଦ୍ଧି ପାଇବ । ଉତର ଭାରତର ବିଭିନ୍ନ ସହରର ତାପମାତ୍ରା ୪୮ ଡିଗ୍ରୀ…
Read More...

୧୦ ନମ୍ବର ସ୍ଥାନରେ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ

ଭୁବନେଶ୍ୱର- ଫେମ ଇଣ୍ଡିଆ ପତ୍ରିକା ଓ ଏସିଆ ପୋଷ୍ଟ ଦ୍ୱରା କରାଯାଇଥିବା ସର୍ଭେ ରିପୋର୍ଟରେ ପ୍ରଭାବଣାଳୀ ଭାରତୀୟଙ୍କ ମଧ୍ୟରେ ୧୦ ସ୍ଥାନରେ ରହିଛନ୍ତି ମୁଖ୍ୟମନ୍ତ୍ରୀ । ପ୍ରଧାନମନ୍ତ୍ରୀ ଶୀର୍ଷ ସ୍ଥାନରେ ରହିଛନ୍ତି । ଦ୍ୱିତୀୟ ସ୍ଥାନରେ ଉତରପ୍ରଦେଶ ମୁଖ୍ୟମନ୍ତ୍ରୀ ଯୋଗୀ ଆଦିତ୍ୟନାଥ…
Read More...

ଦଇତାପତି ଓ ସେବାୟତଙ୍କ କରେନା ଟେଷ୍ଟ

ପୁରୀ- ମହାପ୍ରଭୁଙ୍କ ସ୍ନାନଯାତ୍ରା ନୀତିରେ ସାମିଲ ହେବାକୁ ଥିବାଦଇତାପତି ଓ ସେବାୟତ ମାନଙ୍କ ରକ୍ତ ନମୁନା ପରୀକ୍ଷା କରାଯିବ । ଏନେଇ ମନ୍ଦିର ଉନ୍ନୟନ ପ୍ରଶାସକ ଅଜୟ କୁମାର ଜେନା ସୂଚନା ଦେଇଛନ୍ତି । ଅସନ୍ତା ୨୭ ଓ ୨୮ ତାରିଖରେ ଶ୍ରୀ ମନ୍ଦିର କାର୍ଯ୍ୟାଳୟରେ ସେମାନଙ୍କ ସ୍ୱାବ ସଂଗ୍ରହ…
Read More...

କଂଟେନମେଂଟ ଜୋନ ହଟାଇବାକୁ ଦାବି : ପୁଲିସକୁ ମରଣାତ୍ମକ ଆକ୍ରମଣ

ରାଉରକେଲା- କଂଟେନମେଂଟ ଜୋନ ହଟାଇବା ଦାବିନେଇ ପୁଲିସ ଓ ସାଧାରଣ ଜନତାଙ୍କ ମଧ୍ୟରେ ମୁହାଁମୁହିଁ ହୋଇଛି । ମହାମତାବ ରୋଡ ଓ ଏହାର ଆଖପାଖ ଅଞ୍ଚଳବାସୀ ମୁଖ୍ୟ ରାସ୍ତାକୁ ଆସି ବିକ୍ଷୋଭ ପ୍ରଦର୍ଶନ କରିଛନ୍ତି । ଫଳରେ ରାଉଲକେଲା ମୁଖ୍ୟ ରାସ୍ତାରେ ଦୀର୍ଘ ସମୟ ଧରି ଉତେଜନା ପ୍ରକାଶ ପାଇଛି ।…
Read More...

ଗଡିଲା ମୋ ବସ୍

ଭୁବନେଶ୍ୱର- ଆଜିଠାରୁ ଗଡିଲା ମୋ ବସ୍ । ପ୍ରଥମ ପର୍ଯ୍ୟାୟରେ ଭୁବନେଶ୍ୱର ଓ କଟକର ୭ ଟି ରୁଟ ଏୟାରପୋର୍ଟରୁ କଟକ, ସିଡିଏ, ନନ୍ଦନବିହାରରୁ ଲିଙ୍ଗପୁର, ମାଷ୍ଟରକ୍ୟାଂଟିନରୁ ସିଡିଏ ଭାୟା ରସୁଲଗଡ, ମାଷ୍ଟରକ୍ୟାଂଟିନ- ଖୋର୍ଦ୍ଧା, ମାଷ୍ଟରକ୍ୟାଂଟିନ- ସମହସ୍ପିଟାଲ, ଡୁମୁଡୁମାରୁ ମଞ୍ଚେଶ୍ୱର ଓ…
Read More...

ନୂଆ ୭୯ କରେନା ପଜିଟିଭ ଚିହ୍ନଟ

ଭୁବନେଶ୍ୱର-ପୁଣି ନୂଆ ୭୯ କରୋନା ପଜିଟିଭ ଚିହ୍ନଟ ହୋଇଛନ୍ତି । ରାଜ୍ୟରେ ମୋଟ ଆକ୍ରାନ୍ତଙ୍କ ସଂଖ୍ୟା ୧୫୧୨ରେ ପହଂଚିଛି । ଏନେଇ ସ୍ୱାସ୍ଥ୍ୟ ଓ ପରିବାର କଲ୍ୟାଣ ବିଭାଗ ପକ୍ଷରୁ ସୂଚନା ଦିଆଯାଇଛି । ନୂତନ ଆକ୍ରାନ୍ତଙ୍କ ମଧ୍ୟରୁ କଟକରୁ ୧୬, ବଲାଙ୍ଗିର୧୪, କେନ୍ଦୁଝର୮, କନ୍ଧମାଳ୭,…
Read More...

ମାସ୍କ ପିନ୍ଧି ନ ଥିବା ଯୁବକକୁ ପୁଲିସର ସଂଘବଦ୍ଧ ଆକ୍ରମଣ

ଭଦ୍ରକ- ପୁଣି ସାମ୍ନାକୁ ଆସିଲା ପୁଲିସର ବର୍ବରତା । ମାସ୍କ ପିନ୍ଧି ନ ଥିବାରୁ ଜଣେ ଯୁବକଙ୍କୁ ଗୋଡାଇ ଗୋଡାଇ ପିଟିଲା ପୁଲିସ । ଭିଡିଓ ଭାଇରାଲ ହେବା ପରେ ଜଣେ କନେଷ୍ଟବଳଙ୍କୁ ନିଲମ୍ବନ କରିଛନ୍ତି ଭଦ୍ରକ ଏସିପି । ପୁଲିସର ସଂଘବଦ୍ଧ ଆକ୍ରମଣରେ ଯୁବକ ଗୁରୁତର ହୋଇଛନ୍ତି ।ତାଙ୍କୁ…
Read More...

ଘର ଉପରକୁ ବୋମା ମାଡ: ୩ ଗୁରୁତର

ଖୋର୍ଦ୍ଧା- ବାଘମାରୀ ଥାନା ଭୋଗଡା ଗାଁରେ ବୋମାମାଡ । ସୋମବାର ବିଳମ୍ବିତ ରାତିରେ କେତେକ ଦୃର୍ବୁତ ଉକ୍ତ ଗାଁର ଜନୈକ ବ୍ୟକ୍ତିଙ୍କ ଘର ଉପରକୁ ବୋମାମାଡ କରିଛନ୍ତି । ଏଥିରେ ଗୃହ କର୍ତା ଓ ତାଙ୍କ ସ୍ତ୍ରୀ ଓ ପୁଅ ଗୁରୁତର ହୋଇଥବା ବେଳେ ଖୋର୍ଦ୍ଧା ମେଡିକାଲରେ ଭର୍ତି କରାଯାଇଛି । ପରେ…
Read More...