ତିନିରଥ ପାଇଁ ଦଣ୍ଡା ନିର୍ମାଣ ଆରମ୍ଭ
ପୁରୀ : ସରିଲା ୪୨ ଚକ ନିର୍ମାଣ କାର୍ଯ୍ୟ । ଶ୍ରୀଜଗନ୍ନାଥଙ୍କ ନନ୍ଦିଘୋଷ ରଥପାଇଁ ୧୬, ଶ୍ରୀବଳଭଦ୍ରଙ୍କ ତାଳଧ୍ବଜ ନିମନ୍ତେ ୧୪ ଏବଂ ଦେବୀ ସୁଭଦ୍ରାଙ୍କ ଦର୍ପଦଳନ ରଥପାଇଁ ୧୨ଟି ଚକ ନିର୍ମାଣ କରାଯାଇଛି। ତୁମ୍ବରେ ଅର ଏବଂ ପହି ସଂଯୋଗ କରାଯାଇ ଚକ ନିର୍ମାଣ ହୋଇଛି। ତିନିରଥ ପାଇଁ ଦଣ୍ଡା!-->…
Read More...
Read More...