Browsing Category

ରାଜ୍ୟ

ପୂର୍ବ ପରି ଜାରି ରହିବ ବ୍ୟାଙ୍କ ସେବା

ଭୁବନେଶ୍ୱର- ପୂର୍ବ ଭଳି ବ୍ୟାଙ୍କ ସେବା ଚାଲୁ ରଖିବା ପାଇଁ ରାଜ୍ୟ ସରକାର ନିର୍ଦେଶ ଜାର କରିଛନ୍ତିି । ପ୍ରତିଦିନ ୧୦ରୁ ଅପରାହ୍ମ ୪ଟା ପର୍ଯ୍ୟନ୍ତ ସମସ୍ତ ବ୍ୟାଙ୍କ ଖୋଲା ରହିବ । ସବୁ କର୍ମଚାରୀ କାର୍ଯ୍ୟ ରେ ଯୋଗଦାନ କରିବେ ।ବାଣିଜ୍ୟକ ବ୍ୟାଙ୍କ ଓ ସମବାୟ ବ୍ୟାଙ୍କ ମଧ୍ୟ ଧାର୍ଯ୍ୟ ସମୟରେ
Read More...

ନିଆରା ଢଙ୍ଗରେ ସାବିତ୍ରୀ ବତ୍ର ପାଳିଲେ ମହିଳା

ଭୁବନେଶ୍ୱର- ଆଜି ହେଉଛି ସାବିତ୍ରୀ ଅମାବାସ୍ୟା । ମହିଳାମାନେ ନିଜ ସ୍ୱାମୀଙ୍କ ଦିର୍ଘାୟୁ କାମନା ପାଇଁ ବିଭିନ୍ନ ଶୈାବାଳୟରେ ପୂଜାର୍ଚ୍ଚନା କରିଥାନ୍ତି । କିନ୍ତୁ ବାଡ ଓଗାଳି ଦେଇଛି କରୋନା । ସଂକ୍ରମଣକୁ ଦୃଷ୍ଟିରେ ରଖି ଜିଲ୍ଲା ପ୍ରଶାସନ ପକ୍ଷରୁ ବିଭିନ୍ନ ମନ୍ଦିରମାନ ଙ୍କରେ ୧୪୪
Read More...

ସଙ୍ଗରୋଧ କେନ୍ଦ୍ରରେ ସାବିତ୍ରୀ ବ୍ରତ ପାଳନ

କଟକ- ଆଠଗଡ ସଙ୍ଗରୋଧ କେନ୍ଦ୍ରରେ ମହିଳା ମାନେ ସାବିତ୍ରୀ ବତ୍ର ପାଳନ କରିଛନ୍ତି । ସାମାଜିକ ଦୂରତା ସହ ସଭିଙ୍କ ମୁହଁରେ ଥିଲା ମାସ୍କ । ସଙ୍ଗରୋଧ ଗୃହକୁ ଅନ୍ୟ କାହାକୁ ପ୍ରବେଶ ଅନୁମତି ନଥିବାରୁ ଫାଟକ ନିକଟରେ ସ୍ୱାମୀ ମାନେ ସାମାଜିକ ଦୂରତା ରକ୍ଷା କରି ଧଡି ହୋଇ ଠିଆ ହୋଇଥିଲେ ।
Read More...

ଆଜିଠୁ କାଉଣ୍ଟରରେ ମିଳିବ ରିଜର୍ଭେସନ୍ ଟ୍ରେନ୍ ଟିକେଟ୍

ଭୁବନେଶ୍ୱର- ଆଜିଠୁ ରିଜର୍ଭେସନ ଟ୍ରେନ ଟିକେଟ ପାଇଁ କାଉଣ୍ଟର ଖୋଲା ରହିବ । ପୂବତଟ ରେଲୱର ୧୨ ଟି ଷ୍ଟେସନରେ ଟିକଟ ଉପଲବ୍ଧ ହେବାକୁ ଥିବା ବେଳେ ଆଜିଠାରୁ କମନ ସର୍ଭିସ ସେଂଟରରେ ମଧ୍ୟ ରିଜର୍ଭ ଟିକେଟ ମିଳିବ ।୧ ଲକ୍ଷ ୭୦ ହଜାର କମନ୍ ସର୍ଭିସ ସେଣ୍ଟରକୁ କାର୍ଯ୍ୟକ୍ଷମ କରାଯିବ ବୋଲି
Read More...

ଅଗଷ୍ଟ ୨୪ ପର୍ଯ୍ୟନ୍ତ କଟକଣା ବଳବତର

ଭୁବନେଶ୍ୱେର- ମେ ୨୫ରୁ ଘରୋଇ ବିମାନ ଉଡାଣ ଅରମ୍ଭ ହେବାକୁ ଯାଉଛି । ଏନେଇ ବେସାମରିକ ବିମାନ ଚଳାଚଳ ମନ୍ତ୍ରଣାଳୟ ଘୋଷଣା କରିଛି । କିନ୍ତୁ ବିମାନ ସେବା ଉପରେ ଲାଗିଥିବା କଟକଣା ଅଗଷ୍ଟ ୨୪ ରାତି ୧୨ ଟା ପର୍ଯ୍ୟନ୍ତ ବଳବତର ରହିବ ।ଏବେ ଏକ ତୃତୀୟାଂଶ ବିମାନ ଉଡାଣ କରିବ । କେଉଁ ବିମାନ
Read More...

ରାଜ୍ୟରେ ନୂଆ ୮୬ କରୋନା ପଜିଟିଭ ଚିହ୍ନଟ

ଭୁବନେଶ୍ୱର- ଶୁକ୍ରବାର ପୁଣି ୮୬ ନୂଆ କରୋନା ପଜିଟିଭ ଚିହ୍ନଟ ହୋଇଛନ୍ତି । ଏହାକୁ ମିଶାଇ ମୋଟ ଆକ୍ରାନ୍ତଙ୍କ ସଂଖ୍ୟା ୧୧୮୯ ରେ ପହଂଚିଛି । ନୂତନ ଆକ୍ରାନ୍ତଙ୍କ ମଧ୍ୟରୁ ପୁରୀରୁ ୩, କଟକରୁ ୧୧, ଗଞ୍ଜାମରୁ ୫, ଯାଜପୁର ୪୬, ଖୋର୍ଦ୍ଧା, ଭଦ୍ରକ, କେନ୍ଦୁଝର ଜିଲ୍ଲାରୁ ୩ ଲେଖାଏଁ , ନୟାଗଡ ୬,
Read More...

ମହାବାତ୍ୟା ଅମ୍ଫାନର ତାଣ୍ଡବ ଭାଙ୍ଗିଲା ବହୁ କଚ୍ଚାଘର

ବିଞ୍ଝାଝାରପୁର: ବିଞ୍ଝାରପୁର ବ୍ଲକର ବିଭିନ୍ନ ପଂଚାୟତରେ ସାମୁଦ୍ରରିକ ଝଡ଼ ଅମ୍ଫାନର ପ୍ରଭାବ ଦେଖିବାକୁ ମିଳିଛି । ବିଞ୍ଝାରପୁରରେ ସାମୁଦ୍ରିକ ଝଡ଼ ଅମ୍ଫାନର ପ୍ରଭାବ ମଙ୍ଗଳବାର ମଧ୍ୟରାତ୍ରିରୁ ଆରମ୍ଭ ହୋଇ ଧିରେ ଧିରେ ରାତିରେ ଏହାର ପ୍ରଭାବ ବଢିଥିଲା । ପରେ ଦିନ ତାମମ ଏବଂ ସଂଧ୍ୟା
Read More...

ଅଙ୍ଗନୱାଡି, ଆଶା ଓ ପାଚିକାଙ୍କୁ ୧୫ହଜାର ଟଙ୍କା ସହାୟତା ଦାବି

ରାୟଗଡ: ସମଗ୍ର ବିଶ୍ୱ କରୋନା ସଂକ୍ରମଣକୁ ନେଇ ଚିନ୍ତାରେ ପଡିଥିବା ବେଳେ ଓଡିଶା ମଧ୍ୟ ଏଥିରୁ ବାଦ ପଡିନାହିଁ । ଫଳରେ ସମସ୍ତ ଶ୍ରମିକ, କୃଷକ, ଗରିବ ସାଧାରଣ ଜନତା ବହୁ କଷ୍ଟ ଓ ଅସୁବିଧାର ସମ୍ମୁଖୀନ ହେଉଛନ୍ତି । ଯାହାକୁ ନେଇ ଭାରତୀୟ ମଜଦୁର ସଂଘ (ବିଏମଏସ)ର କେନ୍ଦ୍ର ନିଷ୍ପତି ତଥା ରାଜ୍ୟ
Read More...

ବିଞ୍ଝାରପୁରରେ କରୋନା ଆକ୍ରାନ୍ତଙ୍କ ସଂଖ୍ୟା ୨୩କୁ ବୃଦ୍ଧି

ବିଞ୍ଝାରପୁର: ବିଞ୍ଝାରପୁର ବ୍ଲକରେ ଆଉ ୧୦ ଜଣ କରୋନାରେ ସଂକ୍ରମିତ ଚିହ୍ନଟ ହୋଇଥିବା ଜଣାପଡ଼ିଛି । ବିଞ୍ଝାରପୁର ବ୍ଲକରୁ ଶୁକ୍ରବାର ସନ୍ଧ୍ୟା ସୁଦ୍ଧା ଆକ୍ରାନ୍ତ ସଂଖ୍ୟା ୧୩ ଥିଲାବେଳେ ଶନିବାର ଆଉ ୧୦ ଆକ୍ରାନ୍ତ ଚିହ୍ନଟ ହେବା ପରେ ଏହି ସଂଖ୍ୟା ୨୩ରେ ପହଂଚିଛି । ସୂଚନା ଅନୁଯାୟୀ
Read More...

‘ଆମ୍ଫନ’ର ତାଣ୍ଡବ : ଶହ ଶହ ଏକର ଜଙ୍ଗଲ ନଷ୍ଟ

ଅସ୍ତରଙ୍ଗ: ଗତ ବୁଧବାର ଦିନ ହୋଇଥିବା ଆମ୍ପନର ତାଣ୍ଡବଲୀଳରେ ଅସ୍ତରଙ୍ଗର ଜାହାନିଆଁ ଉପକୂଳର ୨୫ କି.ମି. ବ୍ୟାପି ଝାଉଁ, କାଜୁ ଓ ଲୁଣା ଜଙ୍ଗଲର ବ୍ୟାପକ କ୍ଷତି ଘଟିଅଛି । ଖାଲି ସେତିକି ନୁହେଁ ଆମ୍ଫନ ଦ୍ୱାରା ମଧ୍ୟ ଏହି ଅଂଚଳରେ ଥିବା ଶହଶହ ପାନ ବରଜ, ନଡିଆ ଓ ତାଳଗଛ ଶହ ବିଦ୍ୟୁତ୍ ଖୁଂଟ
Read More...