Browsing Category

ରାଜ୍ୟ

ଅସ୍ତରଙ୍ଗରେ ୨୫୦୦ ଲୋକ ସ୍ଥାନାନ୍ତରିତ

ଅସ୍ତରଙ୍ଗ: ସମ୍ଭାବ୍ୟ ବାତ୍ୟା ଅମ୍ଫାନକୁ ନେଇ ପୁରୀ ଜିଲ୍ଲାପାଳ ବଲୱନ୍ତ ସିଂଙ୍କ ନିଦେ୍ର୍ଧଶକ୍ରମେ ତପ୍ତର ହୋଇ ଉଠିଛି ଅସ୍ତରଙ୍ଗ ବ୍ଳକ ଓ ତହସିଲ ପ୍ରଶାସନ । ତହସିଲ ତରଫରୁ ଡାକବାଜି ଯନ୍ତ୍ର ଦ୍ୱାରା ଜାହାନିଆଁ ଉପକୂଳରେ ଥିବା ଗାଁଗୁଡିକୁ ବାତ୍ୟା ସମ୍ଭଦ୍ଧିୟ ସତର୍କ କରାଇ ଦିଆଯାଉଥିବା
Read More...

ବାଲିକୁଦାରେ ୩ ଆକ୍ରାନ୍ତ : ସମସ୍ତେ ସୁରଟ ଫେରନ୍ତା

ବାଲିକୁଦା: ଆଜି ଆଉ ୩ କରୋନା ପଜିଟିଭ ଚିହ୍ନ ହୋଇଛି । ଏମାନେ ସମସ୍ତେ ବାଲିକୁଦା ବ୍ଲକର ବୋଲି ଜଣା ପଡିଛି । ଏମାନଙ୍କ ମଧ୍ୟରୁ ଜଣେ ଗରାମ ପଂଚାୟତର ହୋଇଥିବା ବେଳେ ଅନ୍ୟ ଦୁଇଜଣ କରୋନା ପଜିଟିଭ୍ କାଳିଓ ପଂଚାୟତର ବୋଲି ଜଣାପଡିଛି । ଏମାନେ ସମସ୍ତେ ସୁରଟରୁ ଫେରିଥିବା ଜଣାପଡିଛି । ତେବେ
Read More...

ବାତ୍ୟା ଆସିଲେ ଖୋଜା ପଡେ଼ ରେଡିଓ

ଯାଜପୁର: ସମୟ ଥିଲା ଦେଶ ବିଦେଶରେ କ’ଣ ଟିକେ ଘଟଣା ଘଟିଲେ ଘରେ ଘରେ ରେଡିଓ ମାଧ୍ୟମରେ ଖବର ପହଂଚିଯାଉଥିଲା । ସେ କି୍ରକେଟ୍ ଖେଳ ହେଉ କି ରାଜନୈତିକ ଘଟଣା ସବୁ ପାଇଁ ସମସ୍ତେ କାନ ଡେରୁଥିଲେ ରେଡିଓ ପାଖରେ । ଘଟଣା କ୍ରମେ ଘରେ ଘରେ ଟିଭି ସଂଖ୍ୟା ବଢିବା ସହିତ ମୋବାଇଲର ଜମାନା ଆସିବା ପରେ
Read More...

କାନ୍ଥ ପଡ଼ି ଶିଶୁ , ମହିଳାଙ୍କ ମୃତ୍ୟୁ

ଭଦ୍ରକ : ତିହିଡି ବ୍ଲକ ଅନ୍ତର୍ଗତ କାଞ୍ଚଡ଼ା ପଞ୍ଚାୟତର ଦକ୍ଷିଣପାରି ଗତକାଲିଠାରୁ ପ୍ରବଳ ବର୍ଷା ଯୋଗୁ ଵଳରାମ ଦାସଙ୍କ ମାଟି ଘରର କାନ୍ଥ ଭୁଶୁଡ଼ି ପଡ଼ିଥିଲା। ଏଥିରେ ମା’ ସାମାନ୍ୟ ଆହତ ହୋଇଥିଲା ଵେଳେ ଶିଶୁପୁତ୍ରର ମୃତ୍ୟୁ ଘଟିଛି। ସେହିପରି କେନ୍ଦ୍ରାପଡ଼ା ଜିଲାର ସାତଭାୟା ଅଞ୍ଚଳରେ
Read More...

କଳାହାଣ୍ଡିରୁ ୧୧ କରୋନା ପଜିଟିଭ୍

ଭବାନୀପାଟଣା : କଳାହାଣ୍ଡି ଜିଲ୍ଲାକୁ ପୁଣି କୋରନା ଫେରିଲା । ଗୋଟିଏ ଦିନରେ ୧୧ ପଜିଟିଭ ଚିହ୍ନଟ । ସେମାନଙ୍କ ମଧ୍ୟରେ ଲାଞ୍ଜିଗଡ ବ୍ଲକର ବସନ୍ତପଡା ଅସ୍ଥାୟୀ ସ୍ୱାସ୍ଥ୍ୟ କେନ୍ଦ୍ର ବା ସଂଗରୋଧ କେନ୍ଦ୍ରରେ ଗତ ୧୫ ତାରିଖ ଦିନ ସୁରଟ ଓ ଛତିଶଗଡରୁ ଆସି ଥିବା ୬ ଜଣ ଶ୍ରମିକଙ୍କ ସହିତ ସେହି
Read More...

ପୁରୀରେ ୧୫୦୦ ହେକ୍ଟର ଧାନ ଫସଲ ନଷ୍ଟ

ପୁରୀ : ଅମ୍ପନ ଯୋଗୁ ଜିଲ୍ଲାର ୩ଟି ବ୍ଲକରେ ପ୍ରାୟ ୧୫୦୦ ହେକ୍ଟର ଧାନ ଫସଲ ନଷ୍ଟ ହୋଇଛି । ଧାନ ଜମିରେ ପାଣି ଜମି ରହିଛି । ଅଧା ପାଚିଲା ଧାନ ଫସଲ ପାଣିରେ ଲୋଟୁଛି। ବିଭିନ୍ନ ସ୍ଥାନରେ ଗଛ ଉପୁଡି ପଡିବା ସହ ବିଦ୍ୟୁତ ସରବରାହ ବ୍ୟାହତ ହୋଇଛି। ଅନେକ ସ୍ଥାନରେ ଟେ​ଲିଫୋନ ସେବା ମଧ୍ୟ
Read More...

ଅମ୍ପନ ମୁକାବିଲା:ବ୍ୟାଙ୍କରେ ପର୍ଯ୍ୟାପ୍ତ ଅର୍ଥ ମହଜୁଦ ପାଇଁ ନିର୍ଦେଶ

ଭୁବନେଶ୍ୱର:  ଅମ୍ପନରେ ପ୍ରଭାବିତ ହେବାକୁ ଥିବା ଜିଲାଗୁଡ଼ିକର ବ୍ୟାଙ୍କଶାଖା/ଏଟିଏମ୍‌/ସିଏସ୍‌ପିଏସ୍‌/ବିସିଏସ୍‌ଗୁଡ଼ିକରେ ପର୍ଯ୍ୟାପ୍ତ ନଗଦ ଟଙ୍କା ମହଜୁଦ ରଖିବା ସହ ପାୱାର ବ୍ୟାକ୍‌ ଅପ୍‌ ସହିତ ଇଣ୍ଟରନେଟ୍‌ ସଂଯୋଗ ନିରବଚ୍ଛିନ୍ନ ଭାବେ ଜାରି ରଖିବା ପାଇଁ ବ୍ୟାଙ୍କଗୁଡ଼ିକୁ ନିର୍ଦ୍ଦେଶ
Read More...

ନୂଆ ମାର୍ଗଦର୍ଶିକା ଜାରି କଲା ଭୁବନେଶ୍ବର ମହାନଗର ନିଗମ

ଭୁବନେଶ୍ବର :  ଭୁବନେଶ୍ୱର ମହାନଗର ନିଗମ ପକ୍ଷରୁ ନୂଆ ମାର୍ଗଦର୍ଶିକା ଜାରି କରାଯାଇଛି । ଏହି ଲକଡାଉନ ୪.୦ରେ କେଉଁ କ୍ଷେତ୍ରକୁ କଟକଣା କୋହଳ କରାଯାଇଛି ଓ କେଉଁ କ୍ଷେତ୍ରରେ କଟକଣା ଜାରିରହିଛି  ତାହା ସ୍ପଷ୍ଟ ସୂଚନା ଦେଇଛି ଭୁବନେଶ୍ୱର ମହାନଗର ନିଗମ  । ବିମାନସେବା ଉପରେ
Read More...

୪ ବର୍ଷର ଶିଶୁ ସହ ଦୁଷ୍କର୍ମ

କୋରାପୁଟ ୪ ବର୍ଷର ଶିଶୁ କନ୍ୟା ସହ ହୋଇଛି ଦୁଷ୍କର୍ମ। କୋରାପୁଟ ଜିଲ୍ଲା କାକିରିଗୁମ୍ମ‌ା ଅଂଚଳରେ ହୋଇଥିବା ଏହି ଘଟଣାରେ ପୀଡ଼ିତାଙ୍କ ଅବସ୍ଥା ଅତି ଗୁରୁତର ହୋଇ ପଡ଼ିଛି। ତାଙ୍କୁ କୋରାପୁଟ ସହିଦ ଲକ୍ଷ୍ମଣ ନାୟକ ମେଡିକାଲ କଲେଜରେ ଚିକିତ୍ସା କରାଯାଉଛି। ପୁଲିସ
Read More...

ଅଗ୍ନିଶମ ବାହିନୀ ଗାଡ଼ିରେ ପ୍ରସବ କଲେ ମହିଳା

ମହାକାଳପଡ଼ା:  ଆମ୍ବୁଲାନ୍ସ ଆସି ନ ପାରିବାରୁ ବାଧ୍ୟ ହୋଇ  ଅଗ୍ନିଶମ ଗାଡ଼ିରେ ପ୍ରସୂତି ଯାଉଥିବା ବେଳେ ବାଟରେ ଏକ କନ୍ୟା ସନ୍ତାନ ପ୍ରସବ କରିଛନ୍ତି।  ମହାକାଳପଡ଼ା ପଞ୍ଚାୟତର ଜହଁରା ଗ୍ରାମର ହାପିନା ସେଠୀଙ୍କ ସ୍ତ୍ରୀ ଜାନକୀ ସେଠୀଙ୍କର ଆଜି ସକାଳେ ପ୍ରସବ ବେଦନା ହୋଇଥିଲା। ଏହାପରେ
Read More...