Browsing Category

ରାଜ୍ୟ

ବିଞ୍ଝାରପୁରରେ କରୋନା ଆକ୍ରାନ୍ତଙ୍କ ସଂଖ୍ୟା ୨୩କୁ ବୃଦ୍ଧି

ବିଞ୍ଝାରପୁର: ବିଞ୍ଝାରପୁର ବ୍ଲକରେ ଆଉ ୧୦ ଜଣ କରୋନାରେ ସଂକ୍ରମିତ ଚିହ୍ନଟ ହୋଇଥିବା ଜଣାପଡ଼ିଛି । ବିଞ୍ଝାରପୁର ବ୍ଲକରୁ ଶୁକ୍ରବାର ସନ୍ଧ୍ୟା ସୁଦ୍ଧା ଆକ୍ରାନ୍ତ ସଂଖ୍ୟା ୧୩ ଥିଲାବେଳେ ଶନିବାର ଆଉ ୧୦ ଆକ୍ରାନ୍ତ ଚିହ୍ନଟ ହେବା ପରେ ଏହି ସଂଖ୍ୟା ୨୩ରେ ପହଂଚିଛି । ସୂଚନା ଅନୁଯାୟୀ…
Read More...

‘ଆମ୍ଫନ’ର ତାଣ୍ଡବ : ଶହ ଶହ ଏକର ଜଙ୍ଗଲ ନଷ୍ଟ

ଅସ୍ତରଙ୍ଗ: ଗତ ବୁଧବାର ଦିନ ହୋଇଥିବା ଆମ୍ପନର ତାଣ୍ଡବଲୀଳରେ ଅସ୍ତରଙ୍ଗର ଜାହାନିଆଁ ଉପକୂଳର ୨୫ କି.ମି. ବ୍ୟାପି ଝାଉଁ, କାଜୁ ଓ ଲୁଣା ଜଙ୍ଗଲର ବ୍ୟାପକ କ୍ଷତି ଘଟିଅଛି । ଖାଲି ସେତିକି ନୁହେଁ ଆମ୍ଫନ ଦ୍ୱାରା ମଧ୍ୟ ଏହି ଅଂଚଳରେ ଥିବା ଶହଶହ ପାନ ବରଜ, ନଡିଆ ଓ ତାଳଗଛ ଶହ ବିଦ୍ୟୁତ୍ ଖୁଂଟ…
Read More...

ପଶ୍ଚିମବଙ୍ଗକୁ ସହାୟତାର ହାତ ବଢ଼ାଇଲା ଓଡ଼ିଶା

ଭୁବନେଶ୍ବର: ଅମ୍ପନ ପ୍ରଭାବରେ ପଶ୍ଚିମବଙ୍ଗରେ ବିପୁଳ ଧନଜୀବନ ହାନି ଘଟିଛି । ୭୨ ଜଣ ମୃତ୍ୟୁ ବରଣ କରିଥିବା ଜଣାପଡ଼ିଛି । କଲକତା ସହର ସହ ମେଦିନପୁର ଆଦି ଅଞ୍ଚଳ ସମ୍ପୂର୍ଣ୍ଣ ଧ୍ବସ୍ତବିଧ୍ବସ୍ତ ହୋଇଛି । ଏହି ସ୍ଥିତିରେ ପଡ଼ୋଶୀ ଭାବରେ ପଶ୍ଚିମବଙ୍ଗକୁ ସହାୟତାର ହାତ ବଢ଼ାଇଛି ଓଡ଼ିଶା ।…
Read More...

ଓଡ଼ିଶା ଗସ୍ତରେ ଆସିପାରନ୍ତି ପ୍ରଧାନମନ୍ତ୍ରୀ

ଭୁବନେଶ୍ୱର: ବାତ୍ୟା ଅମ୍ପନ କ୍ଷୟକ୍ଷତି ସମୀକ୍ଷା କରିବା ପାଇଁ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀ ଓଡ଼ିଶା ଆସିପାରନ୍ତି | ତେବେ ପ୍ରଧାନମନ୍ତ୍ରୀଙ୍କ କାର୍ଯ୍ୟାଳୟରୁ କୌଣସି ସ୍ପଷ୍ଟ ସୂଚନା ଆସିନାହିଁ | ମୋଦୀ ଆକାଶମାର୍ଗରୁ ବାତ୍ୟା ପ୍ରଭାବିତ ଅଞ୍ଚଳ ପରିଦର୍ଶନ କରିବା ସହ ରାଜ୍ୟ…
Read More...

ଭୁଶୁଡିଲା ନିର୍ମାଣାଧୀନ ବ୍ରିଜ ସେଂଟରିଂ

ବାଲେଶ୍ୱର: ବାଲେଶ୍ବର ଜିଲ୍ଲା ଫୁଲାଡ଼ି ଛକରୁ ବାଲେଶ୍ବର ସହରକୁ ଆସିବାପାଇଁ ବୁଢାବଳଙ୍ଗ ନଦୀ ଉପରେ ନିର୍ମାଣ ସେତୁର ସେଂଟରିଂ  ଆଜି ଅପରାହ୍ନ ୫ଟା୩୦ ସମୟରେ ଭୁଶୁଡିପଡିଥିବାବେଳେ କାରଣ ୨୬ କୋଟି ଟଙ୍କା ବ୍ୟୟ ଅଟକଳରେ ଉକ୍ତ ସେତୁ ନିର୍ମାଣ ୨୦୧୭ ମସିହା ଡିସେମ୍ବର ମାସରେ ସମ୍ପୂର୍ଣ୍ଣ…
Read More...

ନୀତି ଅନୁସାରେ ଅନୁଷ୍ଠିତ ହେବ ଶ୍ରୀଜିଉଙ୍କ ସ୍ନାନଯାତ୍ରା

ପୁରୀ: ମହାପ୍ରଭୁ ଶ୍ରୀଜଗନ୍ନାଥଙ୍କ ସ୍ନାନଯାତ୍ରା ନୀତିବିଧି ଅନୁସାରେ ହେବ। କମ୍‌ ସଂଖ୍ୟାକ ସେବାୟତଙ୍କ ଦ୍ୱାରା ଏହା ସଂପନ୍ନ ହେବ ବୋଲି ନିଷ୍ପତ୍ତି ହୋଇଛି। ଆଜି ପୁରୀରେ ଶ୍ରୀମନ୍ଦିର ପରିଚାଳନା ସମିତି ସହ ୧୦ଟି ନିଯୋଗର ଆଲୋଚନା ଅନୁଷ୍ଠିତ ହେବା ପରେ ଏହି ନିଷ୍ପତ୍ତି ନିଆଯାଇଛି। …
Read More...

ଜୁଲାଇ ଶେଷ ସୁଦ୍ଧା ମାଟ୍ରିକ ରେଜଲ୍ଟ: ଗଣଶିକ୍ଷା ମନ୍ତ୍ରୀ

ଭୁବନେଶ୍ୱର- ଜୁଲାଇ ଶେଷ ସୁଦ୍ଧା ବାହାରିବ ମାଟ୍ରିକ ରେଜଲ୍ଟ । ବୋର୍ଡ କର୍ମକର୍ତାଙ୍କ ସହ ଆଲେଚେନା ପରେ ଗୁରୁବାର ଗଣଶିକ୍ଷା ମନ୍ତ୍ରୀ ସମୀର ରଞ୍ଜନ ଦାଶ ଏହି ସୂଚନା ଦେଇଛନ୍ତି । ମେ ୨୧ ରେ ଖାତା ଦେଖା ନେଇ ସ୍ଥିର ହୋଇଥିଲା । କିନ୍ତୁ ବାତ୍ୟା ଅମ୍ଫନ ପାଇଁ ଖାତା ଦେଖାକୁ ସ୍ଥଗିତ ରଖା…
Read More...

ମହାପ୍ରଭୁ ଶ୍ରୀଲିଙ୍ଗରାଜଙ୍କ ଶୀ ତଳଷଷ୍ଠି ଯାତ୍ରାକୁ ନା

ଭୁବନେଶ୍ୱର- ଆସନ୍ତା ୨୭ ତାରିଖରେ ହବାକୁ ଥିବା ଶୀତଳଷ୍ଠ ଯାତ୍ରା ପାଇଁ ମିଳିଲାନି ଅନୁମତି । କରୋନା ଲକଡାଉନ ପାଇଁ ବିଏମସି କମିଶନର ଅନୁମତି ଦେଇ ନ ଥିବା ଜଣା ପଡିଛି । ଏହାକୁ ନେଇ ସେବାୟତ ମାନେ ଅସନ୍ତୋଷ ବ୍ୟକ୍ତ କରିଛନ୍ତି । ପାରମ୍ପରାକୁ ରକ୍ଷା କରାଯାଉ ବୋଲି ସେବାୟତ ମାନେ ଦାବି…
Read More...

ସୁସ୍ଥ ହେଲ ୫୦ କରୋନା ଆକ୍ରାନ୍ତ

ଭୁବନେଶ୍ୱର- ରାଜ୍ୟବାସୀଙ୍କ ପାଇଁ ଖୁସି ଖବର ।ସୁସ୍ଥ ହେଲେ ଆଉ ୫୦ କରୋନା ଆକ୍ରାନ୍ତ । ବର୍ତମାନ ସୁସ୍ଥଙ୍କ ସଂଖ୍ୟା ୩୯୩ରେ ପହଂଚିଛି । ଏନେଇ ସ୍ୱାସ୍ଥ୍ୟ ଏବଂ ପରିବାର କଲ୍ୟାଣ ବିଭାଗ ପକ୍ଷରୁ ଟୁଇଟି କରି ସୂଚନା ଦେଇଛନ୍ତି । ସୁସ୍ଥ ହୋଇଥିବା ୫୦ ଜଣଙ୍କ ମଧ୍ୟରୁ ଗଞ୍ଜାମରୁ ୨୨,ବାଲେଶ୍ୱରରୁ…
Read More...

ରାଉରକେଲାରେ ୧୪୪ ଧାରା

ରାଉରକେଲା- ସୁନ୍ଦରଗଡ ଜିଲ୍ଲାର ରାଉଲକେଲା ଷ୍ଟେସନ, ନୂଆ ବସଷ୍ଟାଣ୍ଡ ଓ ମଧୁସୂଦନ ଛକ ଅଂଚଳରେ ଗୁରୁବାର ମଧ୍ୟାହ୍ନ ୧୨ ଟାରୁ ରାତି ୧୨ ଟା ପର୍ଯ୍ୟନ୍ତ ୧୪୪ ଧାରା ଜାରି କରିଛନ୍ତି ଜିଲ୍ଲା ପ୍ରଶାସନ । ମଧ୍ୟପ୍ରଦେଶରୁ ଆସୁଥିବା ୩୦୦ ପ୍ରବାସୀ ଶ୍ରମିକ ସ୍ୱତନ୍ତ୍ର ଟ୍ରେନ ଅପରାହ୍ନ ୪ରୁ ୫ ଟା…
Read More...