Browsing Category

ରାଜ୍ୟ

ମମତାଙ୍କ ବଡ ଘୋଷଣା

ଭୁବନେଶ୍ୱର- ରାଜ୍ୟ ବାହାରେ ଫଶିଥିବା ପଶ୍ଚିମବଙ୍ଗର ଲୋକମାନଙ୍କୁ ଫେରେଇ ଆଣିବା ପାଇଁ ୧୦୫ଟି ଅତିରିକ୍ତ ଟ୍ରେନ ଚଲାଇବାକୁ ଘୋଷଣା ପଶ୍ଚିମବଙ୍ଗ ସରକାର ମମତା ବନାର୍ଜୀ କରିଛନ୍ତି । ଏନେଇ ସେ ଟୁଇଟ କରି ସୂଚନା ଦେଇଛନ୍ତି ।
Read More...

ମୁଖ୍ୟ ସ୍ରୋତକୁ ଫେରି ଆସିବା ପାଇଁ ମାଓବାଦୀଙ୍କୁ ଆଦିବାସୀ ବିକାଶ ସଂଘର ଆହ୍ଵାନ

ନୂଆପଡ଼ା: ଆଦିବାସୀ ବିକାଶ ସଂଘ ମାଓବାଦୀମାନଙ୍କୁ କରୋନା ମହାମାରୀ ସମୟରେ ମୁଖ୍ୟ ସ୍ରୋତକୁ ଫେରି ଆସିବା ପାଇଁ ଆହ୍ଵାନ ଦେଇ ଏକ ପୋଷ୍ଟର ମାରିଛନ୍ତି। ଏହି ପୋଷ୍ଟର ନୂଆପଡ଼ା ଜିଲ୍ଲା ସଦର ମହକୁମା ଠାରୁ ୩ କିଲୋମିଟର ଟାନୁୱାଟ ଛକ ଠାରେ ଦେଖିବାକୁ ମିଳିଛି। ଏହି ପୋଷ୍ଟର ଉଲ୍ଲେଖ ରହିଛି ଯେ,
Read More...

ସୁସ୍ଥ ହେଲେ ଆଉ ୧୫ କରୋନା ଆକ୍ରାନ୍ତ

ଭୁବନେଶ୍ୱର- ରାଜ୍ୟରେ ସୁସ୍ଥ ହେଲେ ଆଉ ୧୫ କରୋନା ଆକ୍ରାନ୍ତ । ସମସ୍ତେ ଯାଜପୁର ଜିଲ୍ଲାର । ଏହାକୁ ମିଶାଇ ୧୫୮ରେ ପଂହଚିଛି ଆରୋଗ୍ୟ ସଂଖ୍ୟା । ଯାଜପୁର ଜିଲ୍ଲାରେ ୮୮ ପଜିଟିଭ ରହିଥିବା ବେଳେ ୪୮ ସୁସ୍ଥ ହୋଇଛନ୍ତି ଓ ୪୦ ଆକ୍ଟିଭ କେଶ ରହିଛି ।
Read More...

ଯାଜପୁରରେ ୧୪୪ ଧାରା ଜାରି

ଜପୁର- ଯାଜପୁର ରୋଡରେ ଗୁରୁବାର ମଧ୍ୟାହ୍ନରୁ ଅନିର୍ଦ୍ଧଷ୍ଟକାଳ ପର୍ଯ୍ୟନ୍ତ ଲାଗୁହେଲା ୧୪୪ ଧାରା । ସୁରତ ଓ ଆନ୍ଧ୍ରପ୍ରଦେଶରୁ ଆସୁଥିବା ଦୁଇଟି ପ୍ରବାସୀ ଶ୍ରମିକ ଟ୍ରେନ ଆଜି ଅପରାହ୍ନ ୪ଟା ଓ ଆସନ୍ତାକାଲି ସକାଳ ୬ ଟାରେ ଯାଜପୁରରେ ପଂହଚିବ । ପ୍ରତି ଟ୍ରେନରେ ୧୫୦୦ ପ୍ରବାସୀ ଆସୁଛନ୍ତି ।
Read More...

ରାୟଗଡାରେ ପଂହଚିଲା ପ୍ରବାସୀ ଶ୍ରମିକ ଟ୍ରେନ

ରାୟଗଡା- ତାମିଲନାଡୁ ତିରିପୁରରୁ ଆସିଥିବା ପ୍ରବାଦୀ ଶ୍ରମିକ ଟ୍ରେନ ରାୟଗଡାରେ ପଂହଚିଛି । ପ୍ରଶାସନ ପକ୍ଷରୁ ବ୍ୟପକ ବ୍ୟବସ୍ଥା କରାଯାଇଛି । ସଂକ୍ରମଣ ଏଡାଇବା ପାଇଁ ଆଜି ସଂଧ୍ୟା ୭ ଟା ପର୍ଯ୍ୟନ୍ତ ଷ୍ଟେସନ ଆଖପାଖ ଅଂଚଳରେ ୧୪୪ଧାରା ଜାରି କରାଯାଇଛି ।
Read More...

ବଦଳିଲେ ସ୍ୱାସ୍ଥ୍ୟ ବିଭାଗ ପ୍ରମୁଖ ସଚିବ

ଭୁବନେଶ୍ୱର- ବଦଳିଲେ ସ୍ୱାସ୍ଥ୍ୟ ବିଭାଗ ପ୍ରମୁଖ ନିକୁଞ୍ଜ ବିହାରୀ ଧଳ । ଶକ୍ତି ବିଭାଗ ପ୍ରମୁଖ ସଚିବ ଭାବେ ଧଳଙ୍କୁ ନିଯୁକ୍ତି କରିଛନ୍ତି ରାଜ୍ୟ ସରକାର ।ସେହିଭଳି ଶକ୍ତି ବିଭାଗ ସଚିବ ବିଷ୍ଣୁପଦ ସେଠୀଙ୍କୁ ରାଜସ୍ୱ ବିଭାଗ ସଚିବ ଦାୟିତ୍ୱ ଦିଆଯାଇଛି । ବିଜ୍ଞାନ ଓ ବୈଷୟିକ ବିଭାଗ ସଚିବ
Read More...

ବିମାନ ଓ ରେଳ ଯାତ୍ରୀଙ୍କ ପାଇଁ ସଙ୍ଗରୋଧ ବାଧ୍ୟତାମୂଳକ

ଭୁବନେଶ୍ବର : ବିମାନ ଓ ରେଳରେ ଓଡ଼ିଶାକୁ ଆସୁଥିବା ଯାତ୍ରୀଙ୍କ ପାଇଁ ଆଜି ରାଜ୍ୟ ସରକାରଙ୍କ ପକ୍ଷରୁ ନିର୍ଦେଶାବଳୀ ଜାରି ହୋଇଛି। ଯାତ୍ରୀମାନେ ଏଥିପାଇଁ ପ୍ରାକ୍ ପଞ୍ଜୀକରଣ କରିବା ସହିତ ସଙ୍ଗରୋଧରେ ରହିବା ବାଧ୍ୟତାମୂଳକ କରିଛନ୍ତି ରାଜ୍ୟ ସରକାର। ତେବେ ସଙ୍ଗରୋଧରେ ରହିବା ସମୟରେ ଯେଉଁମାନେ
Read More...

ଲଘୁଚାପ : ୧୬ରେ ବାତ୍ୟା ରୂପ ନେବ

ଭୁବନେଶ୍ବର : ବଙ୍ଗୋପସାଗରରେ ଆଣ୍ଡାମାନ ନିକଟବର୍ତ୍ତୀ ଅଞ୍ଚଳରେ ଲଘୁଚାପ କ୍ଷେତ୍ର ସୃଷ୍ଟି ହୋଇଛି। ଏହା ଘନୀଭୂତ ହୋଇ ଅବପାତ ରୂପ ନେବା ସହିତ ପରବର୍ତ୍ତୀ ୪୮ଘଣ୍ଟାରେ ଅର୍ଥାତ ଆସନ୍ତା ୧୬ ତାରିଖ ସୁଦ୍ଧା ସାମୁଦ୍ରିକ ବାତ୍ୟାର ରୂପ ନେବ ବୋଲି ଆକଳନ କରାଯାଇଛି। ତେବେ ଏହି ବାତ୍ୟା ଓଡ଼ିଶା
Read More...

ଓଡ଼ିଶାରେ କୋଭିଡ୍‌ ହସ୍ପିଟାଲ ବେଡ୍‌ ସଂଖ୍ୟା ୪ ହଜାର ହେବ

ଭୁବନେଶ୍ଵର: ରାଜ୍ୟରେ କୋଭିଡ୍‌ ହସ୍ପିଟାଲରେ ବେଡ୍‌ ସଂଖ୍ୟା ବୃଦ୍ଧି କରାଯାଇ ୪ହଜାର ହେବ। ଗୁରୁବାର ଅନୁଷ୍ଠିତ ମନ୍ତ୍ରୀସ୍ତରୀୟ ବୈଠକ ପରେ ସ୍ୱାସ୍ଥ୍ୟ ମନ୍ତ୍ରୀ ନବକିଶୋର ଦାସ ଏ ନେଇ ସୂଚନା ଦେଇଛନ୍ତି । ସେ କହିଛନ୍ତି ଯେ, ରାଜ୍ୟରେ କରୋନା ରୋଗୀଙ୍କ ସଂଖ୍ୟା ବୃଦ୍ଧି ପାଉଥିବାରୁ ବେଡ୍‌
Read More...

କେନ୍ଦ୍ରପଡାରେ ୧୩ ପଜିଟିଭ ଚିହ୍ନଟ

ଭୁବନେଶ୍ୱର-କେନ୍ଦ୍ରପଡାରେ ପୁଣି ୧୩ କରୋନା ଆକ୍ରାନ୍ତ ଚିହ୍ନଟ । କେନ୍ଦ୍ରାପଡା ଜିଲ୍ଲା ପ୍ରଶାସନ ପକ୍ଷରୁ ଏହି ସୂଚନା ଦିଆଯାଇଛି । ନୂଆ ଆକ୍ରାନ୍ତଙ୍କୁ ମିଶାଇ କେନ୍ଦ୍ରପଡାରେ ପଜିଟିଭଙ୍କ ସଂଖ୍ୟା ୨୨କୁ ବୃଦ୍ଧି ପାଇଛି । ମୋଟ ଆକ୍ରାନ୍ତଙ୍କ ସଂଖ୍ୟା ୬୨୪ ପଂହଚିଛି ।
Read More...