ସ୍ୱାଭାବିକ ହେବ ବସ ଚଳାଚଳ
ଭୁବନେଶ୍ୱର- ଖୁବ ଶୀଘ୍ର ରାଜ୍ୟ ଭିତରେ ଓ ବାହାରେ ବସ୍ ଚଳାଚଳ କରିବ ନେଇ ପରିବହନ ମନ୍ତ୍ରୀ ପଦ୍ମନାଭ ବେହେରା ସୂଚନା ଦେଇଛନ୍ତି । ଲକଡାଉନ ୪.୦ ଲାଗୁ ହେବା ପରେ ବସ ଚାଲିବ କି ନାହିଁ ସେହି ନିଷ୍ପତି ରାଜ୍ୟ ସରକାରଙ୍କୁ ଦିଆଯାଇଛି ।ତେଣୁ ଏନେଇ ରାଜ୍ୟ ସରକାର ପ୍ରକ୍ରିୟା ଆରମ୍ଭ କରିଛନ୍ତି ।!-->…
Read More...
Read More...