ବାପୁଜୀ ନଗରରେ ଖୋଲିଲା ଦୋକାନ
ଭୁବନେଶ୍ୱର- ବାପୁଜୀ ନଗରରେ ଦେକାନ ଖୋଲିବା ନେଇ ଏସଓପି ସହ ମହାନଗର ନିଗମ ଅନୁମତି ଦେଇଛନ୍ତି । ଦୁଇ ଚକିଆ କିମ୍ବା ଚାରି ଚକିଆ ଗାଡି ପ୍ରବେଶ ନେଇ କଟକଣା ଜାରି କରାଯାଇଛି । ବ୍ୟବସାୟୀ, ଦୋକାନ କର୍ମଚାରୀ ଓ ଗ୍ରାହକ ମାନେ ଜନପଥରେ ଗାଡି ପାକିଂ କରି ଚାଲିଚାଲି ଯିବେ । ସମାଜିକ ଦୁରତ୍ୱ!-->…
Read More...
Read More...