Browsing Category

ରାଜ୍ୟ

ସୂଚନା ଲୋକ ସମ୍ପର୍କ ନିର୍ଦେଶକଙ୍କ ସହ କ୍ଷୁଦ୍ର ଓ ମଧ୍ୟମ ସମ୍ବାଦପତ୍ର ମହାସଂଘ ସଭାପତିଙ୍କ ଆଲୋଚନା

ଭୁବନେଶ୍ୱର : ଓଡିଶାର ବିଭିନ୍ନ ଅଞ୍ଚଳରୁ ପ୍ରକାଶ ପାଇ ଆସୁଥିବା କ୍ଷୁଦ୍ର ଓ ମଧ୍ୟମ ସମ୍ବାଦପତ୍ରଗୁଡିକ ବହୁ ଘାତ ପ୍ରତିଘାତ ଦେଇ ଗତି କରୁଛନ୍ତି ଏ କ୍ଷେତ୍ରରେ ସୂଚନା ଓ ଲୋକସମ୍ପର୍କ ବିଭାଗ ପକ୍ଷରୁ ଉକ୍ତ ସମ୍ବାଦପତ୍ରଗୁଡ଼ିକୁ ଅଧିକ ବିଜ୍ଞାପନ ପ୍ରଦାନ କରି ସେମାନଙ୍କ ଆର୍ଥିକ ସ୍ଥିତିରେ
Read More...

ଆଜନ୍ମ ବିକଳାଙ୍ଗ ଶିଶୁର ଦାଇତ୍ୱ ନେଲା କମ୍ପାନୀ

ଯୋଡ଼ା : କେନ୍ଦୁଝର ଜିଲ୍ଲା ଯୋଡ଼ା ବ୍ଲକ ବଡ଼ବିଲ ତହସିଲ ଅନ୍ତର୍ଗତ ଟଣ୍ଟ ଗ୍ରାମର ମାହି ମୁଣ୍ଡା ଓ ମିନା ମୁଣ୍ଡାଙ୍କର  ପୁଅ ମଞ୍ଜିତ ମୁଣ୍ଡା (୬)  ଜନ୍ମରୁ ବିକଳାଙ୍ଗ । ମଞ୍ଜିତ ଜନ୍ମ ହେବା ଦିନଠାରୁ ଆଜି ଯାଏ ସ୍ଥିର ହୋଇ ବସିବା ବା କୌଣସି କାର୍ଯ୍ୟ ନିଜେ କରିବା ସମ୍ଭବ ହୋଇ ନାହିଁ ।
Read More...

୫-ଟି ସଚିବଙ୍କ ଗଜପତି ଗସ୍ତ

ରାୟଗଡ଼ : ମୁଖ୍ୟମନ୍ତ୍ରୀ ଶ୍ରୀ ନବୀନ ପଟ୍ଟନାୟକଙ୍କ ନିର୍ଦ୍ଦେଶରେ ମୁଖ୍ୟମନ୍ତ୍ରୀଙ୍କ ସଚିବ (୫-ଟି) ଶ୍ରୀ ଭି.କେ. ପାଣ୍ଡିଆନ୍ ଆଜି ଦୁଇ ଦିନିଆ  ଗସ୍ତରେ ଗଜପତି ଜିଲ୍ଲା  ଯାଇ ବିଭିନ୍ନ ଉନ୍ନୟନମୂଳକ କାମର ସମୀକ୍ଷା କରିଛନ୍ତି । ବିଶେଷ କରି ଗୁରୁତ୍ୱପୂର୍ଣ୍ଣ ବିଜୁ ଏକ୍ସପ୍ରେସ ୱେ ର
Read More...

ନବୀନ ନିବାସରେ ନୀତୀଶ କୁମାର

ମେଂଟ ବିଷୟରେ କଥା ହୋଇନୁ : ନବୀନ ଭୁବନେଶ୍ୱର : ଓଡିଶା ଗସ୍ତରେ ବିହାର ମୁଖ୍ୟମନ୍ତ୍ରୀ ନୀତୀଶ କୁମାର । ଆଜି ଭୁବନେଶ୍ୱର ପହଞ୍ଚିବା ପରେ ମୁଖ୍ୟମନ୍ତ୍ରୀ ନୀତୀଶ ବିମାନବନ୍ଦରରୁ ନବୀନ ନିବାସ ଯାଇ ସେଠାରେ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକଙ୍କୁ ସାକ୍ଷାତ କରିବା ସହ ଆଲୋଚନା କରିଛନ୍ତି ।
Read More...

ଓଡ଼ିଶାରେ ଏଏସିସିଆଇର ଶୁଭାରମ୍ଭ

ଭୁବନେଶ୍ୱର : ଆନ୍ତର୍ଜାତୀୟ ଚାମ୍ବର ତଥା ଏସିଆନ୍-ଆଫ୍ରିକାନ ଚାମ୍ବର ଅଫ୍ କମର୍ସ ଆଣ୍ଡ୍ ଇଣ୍ଡଷ୍ଟ୍ରୀ (ଏଏସିସିଆଇ) ଓଡ଼ିଶାର ଶୁଭାରମ୍ଭ ହୋଇଯାଇଛି । ଭୁବନେଶ୍ୱରସ୍ଥିତ ହୋଟେଲ ମେ’ଫେୟାରରେ ଅନୁଷ୍ଠିତ ଉକ୍ତ କାର୍ଯ୍ୟକ୍ରମରେ ମୁଖ୍ୟଅତିଥି ରୂପେ ଓଡ଼ିଶାର ରାଜ୍ୟପାଳ ଗଣେଶୀ ଲାଲ ଓ ଅନ୍ୟତମ
Read More...

ଜିଲ୍ଲା ରେଡ଼କ୍ରସକୁ ସହାୟତାରେ ଜିନ୍ଦଲ ଷ୍ଟେନଲେସର ଦ୍ଵିତୀୟ ସ୍ଥାନ

ଯାଜପୁର : ମାନବ ସେବା ହିଁ ମାଧବ ସେବା | ଏହି ଉକ୍ତିକୁ ପ୍ରତିପାଦିତ କରିବାକୁ ଯାଇ ଜିନ୍ଦଲ ଷ୍ଟେନଲେସ ଲିମିଟେଡ଼,କଳିଙ୍ଗନଗର, ଯାଜପୁର ପ୍ରତ୍ୟେକ ବର୍ଷ ପରି ଗତ ବର୍ଷ ମଧ୍ୟ ଜାତୀୟ ରେଡ଼କ୍ରସ ସୋସାଇଟି ଯାଜପୁର ଶାଖାକୁ ଅସହାୟମାନଙ୍କୁ ସାହାଯ୍ୟ କରିବା ଉଦ୍ଦେଶ୍ୟରେ ତା’ର ସାହାଯ୍ୟର ହାତ
Read More...

ଓଏମସି ସମ୍ପ୍ରସାରଣ ଜନଶୁଣାଣି ସଫଳ

ଯୋଡା : କେନ୍ଦୁଝର ଜିଲ୍ଲା ଯୋଡା ଖଣି କ୍ଷେତ୍ର ତଥା ବଡବିଲ ତହସିଲ ଅନ୍ତର୍ଗତ ମେସର୍ସ ଓଡିଶା ମାଇନିଂ କର୍ପୋରେସନ ଲିମିଟେଡର ସର୍ବସାଧାରଣ ଶୁଣାଣୀ ସଫଳ ହୋଇଥିବା ଖବର ହସ୍ତଗତ ହୋଇଛି । କେନ୍ଦୁଝର ଜିଲ୍ଲା ଜଲହରୀ ଠାରେ ଅନୁଷ୍ଠିତ ଏହି ଜନଶୁଣାଣୀରେ ନିକଟସ୍ତ ଗ୍ରାମର ଶତାଧିକ ମହିଳା ଓ ପୁରୁଷ
Read More...

ପୂର୍ବତଟ ରେଳପଥ ମହିଳା କଲ୍ୟାଣ ସଂଗଠନ (ଇକୋରୋ) ଦ୍ୱାରା ଶିଶୁମାନଙ୍କ ପାଇଁ ଗ୍ରୀଷ୍ମ କାଳୀନ ଶିବିର ଆୟୋଜନ

ଭୁବନେଶ୍ୱର : ଗ୍ରୀଷ୍ମ ସମୟରେ ରେଳ କର୍ମଚାରୀଙ୍କ ପିଲାମାନଙ୍କୁ ବିଭିନ୍ନ ଅବକାଶ ମୂଳକ କାର୍ଯ୍ୟରେ ନିୟୋଜିତ କରିବା ଏବଂ ବିଭିନ୍ନ ପ୍ରକାରର ସୃଜନଶୀଳ କାର୍ଯ୍ୟକଳାପ ପ୍ରଦାନ କରିବା ପାଇଁ ପୂର୍ବତଟ ରେଳପଥ ମହିଳା କଲ୍ୟାଣ ସଂଗଠନ (ଇକୋରୋ) ଦ୍ୱାରା ରେଳ ବିହାର ଠାରେ ଶିଶୁମାନଙ୍କ ପାଇଁ ଏକ
Read More...

ଇ-ନାମ ମଣ୍ଡି ମାଧ୍ୟମରେ ଚାଷୀର ଉତ୍ପାଦିତ ସାମଗ୍ରୀ ବିକ୍ରି

ଚମ୍ପୁଆ : ସମବାୟ ବିଭାଗ ଦ୍ୱାରା ପରିଚାଳିତ ଇ-ନାମ ମଣ୍ଡି ଯୋଜନାରେ ଚମ୍ପୁଆ ବ୍ଲକ ଅନ୍ତର୍ଗତ କାଟୁଳିକନା ଗ୍ରାମରେ ଚାଷୀ ବିଜୟ କୁମାର ମହାନ୍ତ ଉତ୍ପାଦିତ ବୋଇତାଳୁ ଓ କଖାରୁ ବିକ୍ରି କରି ବେଶ୍ ଲାଭବାନ ହୋଇଥିବା ଚମ୍ପୁଆ ଇ-ନାମ ମଣ୍ଡିର ସମ୍ପାଦକ ଦିଗାମ୍ବର ପ୍ରଧାନ ସୂଚନା ଦେଇଛନ୍ତି ।
Read More...

ନବରଙ୍ଗପୁରରେ ବିଶ୍ୱ ରେଡ଼କ୍ରସ ଦିବସ ପାଳନ

ନବରଙ୍ଗପୁର :  ଜିଲ୍ଲା ସ୍ତରୀୟ ବିଶ୍ୱ ରେଡ଼କ୍ରସ ଦିବସ  ଆଜି ନବରଙ୍ଗପୁର ଜିଲ୍ଲା ସଦରମହକୁମା ମିଶନ ଶକ୍ତି ସଭା ଗୃହରେ ପାଳନ ହୋଇଯାଇଛି । ଏହି ଅବସରରେ ନବରଙ୍ଗପୁର ଜିଲ୍ଲାପାଳ ଡ଼ଃ କମଳ ଲୋଚନ ମିଶ୍ରଙ୍କ ଦ୍ୱାରା ବିଶ୍ୱ ରେଡ଼କ୍ରସର ପତିଷ୍ଠାତା ହେନେରୀ ଡୁନାଣ୍ଟଙ୍କ ଫୋଟ ଚିତ୍ରରେ ପୂଜ୍ୟ
Read More...