Browsing Category

ରାଜ୍ୟ

ଟାଟା ଷ୍ଟିଲ୍ ଫାଉଣ୍ଡେସନ ତରଫରୁ ଗ୍ରାସରୁଟ ଫୁଟବଲ ଦିବସ ପାଳିତ

ଯୋଡା : ଟାଟା  ଷ୍ଟିଲ୍ ଫାଉଣ୍ଡେସନ (ଟିଏସ୍ଏଫ୍) ପକ୍ଷରୁ ଯୋଡାଠାରେ ସୋମବାର ଗ୍ରାସରୁଟ ଫୁଟବଲ ଦିବସ ପାଳିତ ହୋଇଯାଇଛି I ଗ୍ରାମୀଣ ସ୍ତରରେ 12 ବର୍ଷ ରୁ କମ୍ ପୁଅ ଏବଂ ଝିଅ ମାନଙ୍କ ମଧ୍ୟରେ ଫୁଟବଲ ଖେଳର ପ୍ରଚାର ଏବଂ ପ୍ରସାର ପାଇଁ  ଏବଂ ଏହି ଖେଳକୁ ଅଧିକରୁ ଅଧିକ ଲୋକପ୍ରିୟ କରାଇବା…
Read More...

ଗୋଡ଼ କାଟି ଦେବାପରେ ଦୁର୍ବିସହ ଜୀବନ ଜିଉଁଛନ୍ତି ଧନୁର୍ଜୟ

ନବରଙ୍ଗପୁର : ନବରଙ୍ଗପୁର ଜ଼ିଲ୍ଲା ଝରୀଗାଁ ପଞ୍ଚାୟତ ସମିତି ଅନ୍ତର୍ଗତ ଏକ ପରିବାର ର ଦୁଃଖ ଭରା କାହାଣୀ l ପରିସ୍ଥିତି ଯାଯାବର କରିଦେଲା ଧନୁର୍ଜୟ ଦୁର୍ଗାଙ୍କୁ। ବଞ୍ଚିବାକୁ ରାଜ୍ୟର ବାହାରେ ଏକାଧିକ ସହରରେ ଶ୍ରମିକ ଭାବରେ ବିଭିନ୍ନ ଜାଗାରେ  ଜୀବିକା ଯୋଗାଡ କରିବାକୁ ପଡ଼ୁଥିଲା…
Read More...

ଡିଏଚଏଚରୁ ଶିଶୁ ମୃତ୍ୟୁ, ଜାତୀୟ ମାନବିକ ଅଧିକାର କମିସନରେ ରୁଜୁ ହେଲା ମାମଲା

କୋରାପୁଟ : ଦୁଇଦିନ ତଳ ରାତିରେ ଗୁରୁତର ଭାବେ ଥିବା ଗୋଟିଏ ଶିଶୁକୁ ଉପଯୁକ୍ତ ଚିକିତ୍ସା ନ ମିଳିବାରୁ ଜିଲ୍ଲା ମୁଖ୍ୟଚିକିତ୍ସାଳୟରେ ତାହାର ମୃତ୍ୟୁ ହୋଇଯାଇଛି। ଚିକିତ୍ସାରେ ଅବହେଳା ଯୋଗୁଁ ଶିଶୁର ମୃତ୍ୟୁ ହୋଇଥିବା ପରିବାରବର୍ଗ ଅଭିଯୋଗ ଉଠାଇଛନ୍ତି। ଏହି ଘଟଣାକୁ ନେଇ ଜାତୀୟ ମାନବିକ…
Read More...

ରାସ୍ତା ସାଜିଛି ମରଣଯନ୍ତା

ସମସ୍ୟାରେ  ଵଇଁଶାପଡା ଗ୍ରାମବାସୀ ନବରଙ୍ଗପୁର : ନବରଙ୍ଗପୁର ଜିଲ୍ଲା ଝରୀଗାଁ ବ୍ଲକ ବେଲଗାଁ ପଂଚାୟତ ର ଏକ କ୍ଷୁଦ୍ର ଗାଁ ହେଉଛି ଵଇଁଶାପଡା |ଗାଁଟି ୪0ବର୍ଷ ପୂର୍ବେ ବସିଥିଲା ଓ ଏହି ଗ୍ରାମର ସମସ୍ତ ପରିବାର ଗୌଡ଼ ସମ୍ପ୍ରଦାୟର |ଗ୍ରାମରେ ଅଛନ୍ତି 20ରୁ ଉର୍ଦ୍ଧ ପରିବାର |ହେଲେ…
Read More...

୬ ମହଲା ବିଶିଷ୍ଠ ସ୍ୱାସ୍ଥ୍ୟ କେନ୍ଦ୍ର ନିର୍ମାଣ ନିମନ୍ତେ ଭିତ୍ତି ପ୍ରସ୍ତର ସ୍ଥାପନ

କେନ୍ଦୁଝର ଜିଲ୍ଲା : ଯୋଡ଼ା ପୌରପାଳିକା ଅନ୍ତର୍ଗତ କୁମାରଯୋଡ଼ାଠାରେ ଥିବା ଗୋଷ୍ଠୀ ସ୍ୱାସ୍ଥ୍ୟ କେନ୍ଦ୍ର ପରିସରରେ ଏକ ୬ ମହଲା ବିଶିଷ୍ଠ ଡାକ୍ତରଖାନା ନିର୍ମାଣ ନିମନ୍ତେ ଆଜି ଅପରାହ୍ନରେ ଚମ୍ପୁଆ ବିଧାୟିକା ମିନାକ୍ଷୀ ମହାନ୍ତଙ୍କ କର କମଳରେ ଭିତ୍ତି ପ୍ରସ୍ତର ସ୍ଥାପନ କରାଯାଇଥିବା…
Read More...

୫-ଟି ସଚିବଙ୍କ ଗଜପତି ଗସ୍ତର ଦ୍ଵିତୀୟ ଦିନ

ମୁଖ୍ୟମନ୍ତ୍ରୀଙ୍କ ଉତୁଙ୍ଗ ଉଦ୍ୟମ- ପାହାଡରେ ସୁଡ଼ଙ୍ଗ କରି ଦିଆଯିବ ପାଣି ; ଛେଳିଗଡ ଜଳସେଚନ ପ୍ରକଳ୍ପ ଖୁବ ଶୀଘ୍ର ଆରମ୍ଭ କରିବାକୁ ୫-ଟି ସଚିବଙ୍କ ପରାମର୍ଶ ପାରଳାଖେମୁଣ୍ଡି / ରାୟଗଡ଼ : ଗଞ୍ଜାମ ଓ ଗଜପତିର ୬୬୨୦ ହେକ୍ଟର ଜମିକୁ ମିଳିବ ପାଣି,…
Read More...

ଦଶମନ୍ତପୁରରେ ବଢିବ ଆନ୍ଥ୍ରାକ୍ସ ସଂଖ୍ୟା (ଫ )

କୋରାପୁଟ : କୋରାପୁଟ ଜିଲ୍ଲା ଦଶମନ୍ତପୁର ବ୍ଲକ ଅନ୍ତର୍ଗତ ଲୁଲ୍ଲା ପଞ୍ଚାୟତରେ ଦିନକୁ ଦିନ ବ୍ୟାପୁଛି ଆନ୍ଥ୍ରାକ୍ସ। ଏହି ସଂଖ୍ୟା ଆହୁରି ବୃଦ୍ଧି ପାଇବା ଆଶା କରାଯାଉ ଥିବାବେଳେ ଆଜି ଆଞ୍ଚଳିକ ସ୍ବାସ୍ଥ୍ୟ ଅନୁସନ୍ଧାନ କେନ୍ଦ୍ର ଭୁବନେଶ୍ୱରରୁ ଆଜି ଲକ ଡାକ୍ତରୀ ଦଳ ଦଶମନ୍ତପୁର ବ୍ଲକ ଲୁଲା…
Read More...

ସୂଚନା ଲୋକ ସମ୍ପର୍କ ନିର୍ଦେଶକଙ୍କ ସହ କ୍ଷୁଦ୍ର ଓ ମଧ୍ୟମ ସମ୍ବାଦପତ୍ର ମହାସଂଘ ସଭାପତିଙ୍କ ଆଲୋଚନା

ଭୁବନେଶ୍ୱର : ଓଡିଶାର ବିଭିନ୍ନ ଅଞ୍ଚଳରୁ ପ୍ରକାଶ ପାଇ ଆସୁଥିବା କ୍ଷୁଦ୍ର ଓ ମଧ୍ୟମ ସମ୍ବାଦପତ୍ରଗୁଡିକ ବହୁ ଘାତ ପ୍ରତିଘାତ ଦେଇ ଗତି କରୁଛନ୍ତି ଏ କ୍ଷେତ୍ରରେ ସୂଚନା ଓ ଲୋକସମ୍ପର୍କ ବିଭାଗ ପକ୍ଷରୁ ଉକ୍ତ ସମ୍ବାଦପତ୍ରଗୁଡ଼ିକୁ ଅଧିକ ବିଜ୍ଞାପନ ପ୍ରଦାନ କରି ସେମାନଙ୍କ ଆର୍ଥିକ ସ୍ଥିତିରେ…
Read More...

ଆଜନ୍ମ ବିକଳାଙ୍ଗ ଶିଶୁର ଦାଇତ୍ୱ ନେଲା କମ୍ପାନୀ

ଯୋଡ଼ା : କେନ୍ଦୁଝର ଜିଲ୍ଲା ଯୋଡ଼ା ବ୍ଲକ ବଡ଼ବିଲ ତହସିଲ ଅନ୍ତର୍ଗତ ଟଣ୍ଟ ଗ୍ରାମର ମାହି ମୁଣ୍ଡା ଓ ମିନା ମୁଣ୍ଡାଙ୍କର  ପୁଅ ମଞ୍ଜିତ ମୁଣ୍ଡା (୬)  ଜନ୍ମରୁ ବିକଳାଙ୍ଗ । ମଞ୍ଜିତ ଜନ୍ମ ହେବା ଦିନଠାରୁ ଆଜି ଯାଏ ସ୍ଥିର ହୋଇ ବସିବା ବା କୌଣସି କାର୍ଯ୍ୟ ନିଜେ କରିବା ସମ୍ଭବ ହୋଇ ନାହିଁ ।…
Read More...

୫-ଟି ସଚିବଙ୍କ ଗଜପତି ଗସ୍ତ

ରାୟଗଡ଼ : ମୁଖ୍ୟମନ୍ତ୍ରୀ ଶ୍ରୀ ନବୀନ ପଟ୍ଟନାୟକଙ୍କ ନିର୍ଦ୍ଦେଶରେ ମୁଖ୍ୟମନ୍ତ୍ରୀଙ୍କ ସଚିବ (୫-ଟି) ଶ୍ରୀ ଭି.କେ. ପାଣ୍ଡିଆନ୍ ଆଜି ଦୁଇ ଦିନିଆ  ଗସ୍ତରେ ଗଜପତି ଜିଲ୍ଲା  ଯାଇ ବିଭିନ୍ନ ଉନ୍ନୟନମୂଳକ କାମର ସମୀକ୍ଷା କରିଛନ୍ତି । ବିଶେଷ କରି ଗୁରୁତ୍ୱପୂର୍ଣ୍ଣ ବିଜୁ ଏକ୍ସପ୍ରେସ ୱେ ର…
Read More...