Browsing Category

ରାଜ୍ୟ

ବାଇକ ଚୋରୀ ଗ୍ୟାଙ୍ଗର ପର୍ଦ୍ଦାଫାସ, ୨ ଗିରଫ, ୬ ଗାଡି ଜବତ

କୋରାପୁଟ : କୋରାପୁଟ ସହରରୁ ୨ ଜଣିଆ ଆନ୍ତଃଜିଲ୍ଲା ଚୋରି ବାଇକ ରାକେଟକୁ ବାନ୍ଧି କୋର୍ଟ ଚାଲାଣ କରିଛି କୋରାପୁଟ ଟାଉନ ପୁଲିସ । ସହରର ଜନଗହଳି ପୁର୍ଣ୍ଣ ଅଂଚଳରୁ ବାଇକ ଚୋରି କରୁଥିବା ୨ ଲୁଟେରାକୁ ଗିରଫ କରିଥିବାବେଳେ ସେମାନଙ୍କଠାରୁ ୬ଟି ବାଇକ୍ ଜବତ କରିଛି କୋରାପୁଟ ଟାଉନ ପୋଲିସ ।…
Read More...

ଭାରସାମ୍ୟ ହରାଇ ଗଛରେ ପିଟି ହେଲା ବୋଲେରୋ -୨ମୃତ,୨ଗୁରୁତର

ଚମ୍ପୁଆ : ଵାହାଘର ଭୋଜି ଖାଇ ଫେରୁଥିବା ସମୟରେ ଭାରସାମ୍ୟ ହରାଇ ଵୋଲେରୋଟି ଗଛରେ ପିଟି ହେବା ଫଳରେ ଘଟଣାସ୍ଥଳରେ ୨ଜଣଙ୍କର ମୃତ୍ୟୁ ହୋଇଥିବା ବେଳେ ୨ଜଣ ଗୁରୁତର ଆହତ ହୋଇଥିବା ଜଣାପଡିଛି। ଏପରି ଏକ ହୃଦ ବିଦାରକ ଦୃଶ୍ୟ ଦେଖିବାକୁ ମିଳିଛି ଚମ୍ପୁଆ ଥାନା ଅନ୍ତର୍ଗତ ରାମଚନ୍ଦ୍ରପୁର ନିକଟରେ ।…
Read More...

ଜିଲ୍ଲା ସ୍ତରୀୟ ପ୍ରାକୃତିକ ବିପର୍ଯୟ ପ୍ରଶମନ ମୁକାବିଲା ଓ ପରିଚାଳନା ପ୍ରସ୍ତୁତି ବୈଠକ

ନବରଙ୍ଗପୁର : ସ୍ଥାନୀୟ ମିଶନ ଶକ୍ତି ସଭା ଗୃହରେ ନବରଙ୍ଗପୁର ଜିଲ୍ଲାପାଳ ଡକ୍ଟର କମଳ ଲୋଚନ ମିଶ୍ରଙ୍କ ଅଧ୍ୟକ୍ଷତାରେ  ଜିଲ୍ଲା ସ୍ତରୀୟ ପ୍ରାକୃତିକ ବିପର୍ଯ୍ୟୟ ମୁକାବିଲା ପ୍ରଶମନ ଓ ପରିଚାଳନା(ବନ୍ୟା) କମିଟିର ଏକ ବୈଠକ ଅନୁଷ୍ଠିତ ହୋଇଯାଇଛି। ଏହି ବୈଠକରେ  ମାନ୍ୟବର ନବରଙ୍ଗପୁର ସାଂସଦ…
Read More...

ବୃନ୍ଦାବାହାଲ ପ୍ରାଥମିକ କୃଷି ସମବାୟ ସମିତି ଲିଃ. ଉଦଘାଟିତ

ଗୋଳାମୁଣ୍ଡା : କଳାହାଣ୍ଡି ଜିଲ୍ଲା ଗୋଳାମୁଣ୍ଡା ବ୍ଲକ ବୃନ୍ଦାବାହାଲର କମ୍ୟୁନିଟି ଗୃହରେ ପ୍ରାଥମିକ କୃଷି ସମବାୟ ସମିତି ଲିଃ ନୂତନ କାର୍ଯ୍ୟାଳୟ ଉଦଘାଟିତ ହୋଇଯାଇଛି । ଉଦ୍ଘାଟନୀ ଉତ୍ସବରେ ଜୁନାଗଡ଼ ବିଧାୟକ ତଥା ପୂର୍ବତନ ଗୃହ ରାଷ୍ଟ୍ରମନ୍ତ୍ରୀ କ୍ୟାପଟେନ ଦିବ୍ୟଶଙ୍କର ମିଶ୍ର ମୁଖ୍ୟ…
Read More...

ଏସସିବି ରେ ହେବ ରାଜ୍ୟର ପ୍ରଥମ ବୋନ୍ ବ୍ୟାଙ୍କ

କଟକ : କଟକ ବଡ଼ ଡାକ୍ତରଖାନା(ଏସସିବି )ରେ ଖୋଲିବ ରାଜ୍ୟର ପ୍ରଥମ ବୋନ୍ ବ୍ୟାଙ୍କ । ଏଥିପାଇଁ ଅସ୍ଥିଶଲ୍ୟ (ଅର୍ଥୋପେଡିକ୍) ବିଭାଗରେ ସମସ୍ତ ପ୍ରସ୍ତୁତି ସରିଛି । ଅନ୍ୟପଟେ ଏଥିପାଇଁ ଆବଶ୍ୟକୀୟ ଭିତ୍ତିଭୂମି ପ୍ରସ୍ତୁତି ସରିଥିବା ବେଳେ ମେସିନ୍ ପାଇଁ ଟେଣ୍ଡର ଡକାଯାଇଛି । ଯାହାକି ଆସନ୍ତା…
Read More...

ନୂଆପଡ଼ାରେ ପାନୀୟ ଜଳ ସଙ୍କଟ : ଗାଡ଼ିଆପାଣି ଭରସା

ଖଡ଼ିଆଳ : ନୂଆପଡ଼ା ଜିଲ୍ଲାର ବିଭିନ୍ନ ଗ୍ରାମରେ ଉତ୍କଟ ହେଉଛି ପାନୀୟ ଜଳ ସମସ୍ୟା । ବୋଡେ଼ନ ବ୍ଲକ ବୁଏର ଗ୍ରାମ ପଞ୍ଚାୟତର କୁଠିଆ ପଡା ଗ୍ରାମରେ ଖରା ବଢିବା ସହିତ ପାନୀୟ ଜଳର ଘୋର ଅଭାବ ସୃଷ୍ଟି ହୋଇଛି । ପାଣି ମୁନ୍ଦାଏ ପାଇଁ ଲୋକମାନେ ନାହିଁ ନଥିବା ଅବସ୍ଥା ଭୋଗୁଛନ୍ତି । ଗାଁର…
Read More...

ଭୁବନେଶ୍ୱରରୁ ଦୁବାଇକୁ ଉଡ଼ିଲା ବିମାନ

ଭୁବନେଶ୍ୱର : ବିଜୁ ପଟ୍ଟନାୟକ ଅନ୍ତର୍ଜାତୀୟ ବିମାନ ବନ୍ଦରରୁ ଆଜିଠାରୁ ଦୁବାଇକୁ ସିଧାସଳଖ ବିମାନ ସେବା ଆରମ୍ଭ ହୋଇଛି । ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ଏହି ବିମାନ ସେବାକୁ ପତକା ଦେଖାଇ ଆନୁଷ୍ଠାନିକ ଭାବେ ଉଦ୍ଘାଟନ କରିଛନ୍ତି । ଉତ୍କଳ ଦିବସର ଏହି ବିମାନ ସେବା ପାଇଁ ଟିକଟ ବିକ୍ରିର…
Read More...

ଶପଥ ନେଲେ ଦୀପାଳି ଦାସ

ଭୁବନେଶ୍ୱର : ଝାରସୁଗୁଡ଼ା ବିଧାୟିକା ଭାବେ ନବନିର୍ବାଚିତା ଦୀପାଳି ଦାସ ଆଜି ଶପଥ ଗ୍ରହଣ କରିଛନ୍ତି । ବିଧାନସଭାରେ ତାଙ୍କୁ ଉପବାଚସ୍ପତି ରଜନୀକାନ୍ତ ସିଂହ ଶପଥ ପାଠ କରାଇଛନ୍ତି । ମାଆ ଓ ଭାଇଙ୍କ ସହ ବିଧାନସଭା ଆସି ଶପଥ ନେଇଛନ୍ତି ଦୀପାଳି । ଏହି ଅବସରରେ କେତେକ ମନ୍ତ୍ରୀ ଓ ବିଧାୟକ ମଧ୍ୟ…
Read More...

କରଞ୍ଜିଆରେ ଆଳୁମିଶନ ଫେଲ

କରଞ୍ଜିଆ : ପଞ୍ଚପିଢ଼ ଉପଖଣ୍ଡର ସଦର ମହକୁମା ହେଉଛି କରଞ୍ଜିଆ ଏହା ପାଞ୍ଚଟି ବ୍ଲକ ଓ ଗୋଟିଏ ଏନ ଏ ସି କୁ ନେଇ ଗଠିତ । ଏହି କରଞ୍ଜିଆରେ ସରକାରୀ ଶିଳ୍ପ ନଥିବାରୁ ବେକାରୀ ସଂଖ୍ୟା ବଢିବାରେ ଲାଗିଛି ଯଦି ବା ଏଠାରେ ବେସରକାରୀ ଭାବେ ୧୧ ଟି ଶୀତଳ ଭଣ୍ଡାର ଥିଲା ସେଥିରେ କିଛି ବେକାର ଯୁବକ…
Read More...

ଚମ୍ପୁଆ ସେକ୍ସନକୁ ଫେରିଲେ ୨୪ ବଣୁଆ ହାତୀ

ଚମ୍ପୁଆ : ଚମ୍ପୁଆ ରେଂଜ ଅନ୍ତର୍ଗତ ବାଲିବନ୍ଧ ସେକ୍ସନରୁ ଗତ ରାତି ୨୪ ଗୋଠିଆ ବଣୁଆ ହାତୀ ଚମ୍ପୁଆ ସେକ୍ସନକୁ ଫେରିଥିବା ବନ ବିଭାଗ ସୂତ୍ରରୁ ଜଣାଯାଇଛି । ଦୀର୍ଘ ଦିନ ବ୍ୟବଧାନରେ ଏହି ବଣୁଆ ହାତୀ ପଲ ଚମ୍ପୁଆ ସେକ୍ସନକୁ ଆସିଥିବା ବେଳେ କାଳିକାପ୍ରସାଦ ରିଜର୍ଭ ଜଙ୍ଗଲରେ ରହିଛନ୍ତି । ଭୋର…
Read More...