Browsing Category

ରାଜ୍ୟ

ନବୀନ ନିବାସରେ ନୀତୀଶ କୁମାର

ମେଂଟ ବିଷୟରେ କଥା ହୋଇନୁ : ନବୀନ ଭୁବନେଶ୍ୱର : ଓଡିଶା ଗସ୍ତରେ ବିହାର ମୁଖ୍ୟମନ୍ତ୍ରୀ ନୀତୀଶ କୁମାର । ଆଜି ଭୁବନେଶ୍ୱର ପହଞ୍ଚିବା ପରେ ମୁଖ୍ୟମନ୍ତ୍ରୀ ନୀତୀଶ ବିମାନବନ୍ଦରରୁ ନବୀନ ନିବାସ ଯାଇ ସେଠାରେ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକଙ୍କୁ ସାକ୍ଷାତ କରିବା ସହ ଆଲୋଚନା କରିଛନ୍ତି ।…
Read More...

ଓଡ଼ିଶାରେ ଏଏସିସିଆଇର ଶୁଭାରମ୍ଭ

ଭୁବନେଶ୍ୱର : ଆନ୍ତର୍ଜାତୀୟ ଚାମ୍ବର ତଥା ଏସିଆନ୍-ଆଫ୍ରିକାନ ଚାମ୍ବର ଅଫ୍ କମର୍ସ ଆଣ୍ଡ୍ ଇଣ୍ଡଷ୍ଟ୍ରୀ (ଏଏସିସିଆଇ) ଓଡ଼ିଶାର ଶୁଭାରମ୍ଭ ହୋଇଯାଇଛି । ଭୁବନେଶ୍ୱରସ୍ଥିତ ହୋଟେଲ ମେ’ଫେୟାରରେ ଅନୁଷ୍ଠିତ ଉକ୍ତ କାର୍ଯ୍ୟକ୍ରମରେ ମୁଖ୍ୟଅତିଥି ରୂପେ ଓଡ଼ିଶାର ରାଜ୍ୟପାଳ ଗଣେଶୀ ଲାଲ ଓ ଅନ୍ୟତମ…
Read More...

ଜିଲ୍ଲା ରେଡ଼କ୍ରସକୁ ସହାୟତାରେ ଜିନ୍ଦଲ ଷ୍ଟେନଲେସର ଦ୍ଵିତୀୟ ସ୍ଥାନ

ଯାଜପୁର : ମାନବ ସେବା ହିଁ ମାଧବ ସେବା | ଏହି ଉକ୍ତିକୁ ପ୍ରତିପାଦିତ କରିବାକୁ ଯାଇ ଜିନ୍ଦଲ ଷ୍ଟେନଲେସ ଲିମିଟେଡ଼,କଳିଙ୍ଗନଗର, ଯାଜପୁର ପ୍ରତ୍ୟେକ ବର୍ଷ ପରି ଗତ ବର୍ଷ ମଧ୍ୟ ଜାତୀୟ ରେଡ଼କ୍ରସ ସୋସାଇଟି ଯାଜପୁର ଶାଖାକୁ ଅସହାୟମାନଙ୍କୁ ସାହାଯ୍ୟ କରିବା ଉଦ୍ଦେଶ୍ୟରେ ତା’ର ସାହାଯ୍ୟର ହାତ…
Read More...

ଓଏମସି ସମ୍ପ୍ରସାରଣ ଜନଶୁଣାଣି ସଫଳ

ଯୋଡା : କେନ୍ଦୁଝର ଜିଲ୍ଲା ଯୋଡା ଖଣି କ୍ଷେତ୍ର ତଥା ବଡବିଲ ତହସିଲ ଅନ୍ତର୍ଗତ ମେସର୍ସ ଓଡିଶା ମାଇନିଂ କର୍ପୋରେସନ ଲିମିଟେଡର ସର୍ବସାଧାରଣ ଶୁଣାଣୀ ସଫଳ ହୋଇଥିବା ଖବର ହସ୍ତଗତ ହୋଇଛି । କେନ୍ଦୁଝର ଜିଲ୍ଲା ଜଲହରୀ ଠାରେ ଅନୁଷ୍ଠିତ ଏହି ଜନଶୁଣାଣୀରେ ନିକଟସ୍ତ ଗ୍ରାମର ଶତାଧିକ ମହିଳା ଓ ପୁରୁଷ…
Read More...

ପୂର୍ବତଟ ରେଳପଥ ମହିଳା କଲ୍ୟାଣ ସଂଗଠନ (ଇକୋରୋ) ଦ୍ୱାରା ଶିଶୁମାନଙ୍କ ପାଇଁ ଗ୍ରୀଷ୍ମ କାଳୀନ ଶିବିର ଆୟୋଜନ

ଭୁବନେଶ୍ୱର : ଗ୍ରୀଷ୍ମ ସମୟରେ ରେଳ କର୍ମଚାରୀଙ୍କ ପିଲାମାନଙ୍କୁ ବିଭିନ୍ନ ଅବକାଶ ମୂଳକ କାର୍ଯ୍ୟରେ ନିୟୋଜିତ କରିବା ଏବଂ ବିଭିନ୍ନ ପ୍ରକାରର ସୃଜନଶୀଳ କାର୍ଯ୍ୟକଳାପ ପ୍ରଦାନ କରିବା ପାଇଁ ପୂର୍ବତଟ ରେଳପଥ ମହିଳା କଲ୍ୟାଣ ସଂଗଠନ (ଇକୋରୋ) ଦ୍ୱାରା ରେଳ ବିହାର ଠାରେ ଶିଶୁମାନଙ୍କ ପାଇଁ ଏକ…
Read More...

ଇ-ନାମ ମଣ୍ଡି ମାଧ୍ୟମରେ ଚାଷୀର ଉତ୍ପାଦିତ ସାମଗ୍ରୀ ବିକ୍ରି

ଚମ୍ପୁଆ : ସମବାୟ ବିଭାଗ ଦ୍ୱାରା ପରିଚାଳିତ ଇ-ନାମ ମଣ୍ଡି ଯୋଜନାରେ ଚମ୍ପୁଆ ବ୍ଲକ ଅନ୍ତର୍ଗତ କାଟୁଳିକନା ଗ୍ରାମରେ ଚାଷୀ ବିଜୟ କୁମାର ମହାନ୍ତ ଉତ୍ପାଦିତ ବୋଇତାଳୁ ଓ କଖାରୁ ବିକ୍ରି କରି ବେଶ୍ ଲାଭବାନ ହୋଇଥିବା ଚମ୍ପୁଆ ଇ-ନାମ ମଣ୍ଡିର ସମ୍ପାଦକ ଦିଗାମ୍ବର ପ୍ରଧାନ ସୂଚନା ଦେଇଛନ୍ତି ।…
Read More...

ନବରଙ୍ଗପୁରରେ ବିଶ୍ୱ ରେଡ଼କ୍ରସ ଦିବସ ପାଳନ

ନବରଙ୍ଗପୁର :  ଜିଲ୍ଲା ସ୍ତରୀୟ ବିଶ୍ୱ ରେଡ଼କ୍ରସ ଦିବସ  ଆଜି ନବରଙ୍ଗପୁର ଜିଲ୍ଲା ସଦରମହକୁମା ମିଶନ ଶକ୍ତି ସଭା ଗୃହରେ ପାଳନ ହୋଇଯାଇଛି । ଏହି ଅବସରରେ ନବରଙ୍ଗପୁର ଜିଲ୍ଲାପାଳ ଡ଼ଃ କମଳ ଲୋଚନ ମିଶ୍ରଙ୍କ ଦ୍ୱାରା ବିଶ୍ୱ ରେଡ଼କ୍ରସର ପତିଷ୍ଠାତା ହେନେରୀ ଡୁନାଣ୍ଟଙ୍କ ଫୋଟ ଚିତ୍ରରେ ପୂଜ୍ୟ…
Read More...

କଣିହାଁ ବ୍ଲକରେ ଗଢିଉଠିଲା ଅନୁସୂଚିତ ଜାତି ଓ ଜନଜାତି ସଂଘ

କଣିହାଁ : ସମଲ ବ୍ୟାରେଜ ସ୍ଥିତ ସରକାରୀ ଅତିଥି ଭବନଠାରେ ସତେଇଶିଟି ପଂଚାୟତର ଅନୁସୂଚିତ ଜାତି ଓ ଜନଜାତି ଲୋକମାନକୁ ନେଇ ଏକ ବୈଠକ ଅନୁଷ୍ଠିତ ହୋଇଥିଲା ! ଏହି ବୈଠକରେ ସଭାପତିତ୍ୱ କରିଥିଲେ ବିଜୟ କୁମାର ବେହେରା ଓ ମଞ୍ଚ ପରିଚାଳନା କରିଥିଲେ ଧନେଶ୍ୱର ନାଏକ, କଣିହାଁ ବ୍ଲକର ଅନୁସୂଚିତ…
Read More...

ଅଙ୍ଗନୱାଡି କେନ୍ଦ୍ର ନିର୍ମାଣ ସମ୍ପୂର୍ଣ୍ଣ କରିବା ଦିଗରେ ତତ୍ପରତା ହେବା ଜରୁରି ଶିଶୁ ବିକାଶ ଯୋଜନା ସମ୍ପର୍କିତ…

ଛତ୍ରପୁର : ଜିଲ୍ଲାରେ ରହିଥିବା ସମସ୍ତ ଅଙ୍ଗନୱାଡି କେନ୍ଦ୍ର ଗୁଡିକ ସରକାରୀ କୋଠାରେ ଚାଲିବ । ଯେଉଁ ସ୍ଥାନରେ ସରକାରୀ କୋଠା ନାହିଁ ସେହି ସବୁ ସ୍ଥାନରେ ସରକାରୀ କୋଠା ନିର୍ମାଣ କରିବା ନିମନ୍ତେ ପୂର୍ବରୁ ନିର୍ଦ୍ଦେଶ ଦିଆଯାଇଛି । ଏହି ସମ୍ପର୍କିତ ଏକ ସମୀକ୍ଷା ବୈଠକ ଅତିରିକ୍ତ…
Read More...

ମଣିପୁରରୁ ଫେରିଲେ ୧୦ ଓଡ଼ିଆ ଛାତ୍ରଛାତ୍ରୀ

ଭୁବନେଶ୍ୱର : ମଣିପୁରର କେନ୍ଦ୍ରୀୟ କୃଷି ବିଶ୍ୱବିଦ୍ୟାଳୟରେ ପଢୁଥିବା ଦଶ ଜଣ ଓଡିଆ ଛାତ୍ରଛାତ୍ରୀମାନେ ଆଜି ସୁରକ୍ଷିତ ଭାବରେ ଭୁବନେଶ୍ୱର ପ୍ରତ୍ୟାବର୍ତନ କରିଛନ୍ତି । ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକଙ୍କ ନିର୍ଦେଶକ୍ରମେ ‘ଓଡ଼ିଶା ମୋ ପରିବାର’ ପକ୍ଷରୁ ଜାତିଗତ ହିଂସାରେ ଆକ୍ରାନ୍ତ…
Read More...