Browsing Category

ରାଜ୍ୟ

କର୍ଣ୍ଣପାଳ ଉପନିର୍ବାଚନରେ ପୁଣି ବାଜିମାରି ନେଲେ ହୃଷିକେଶ

କଣିହାଁ : କଣିହାଁ ବ୍ଲକ କର୍ଣ୍ଣପାଳ ଗ୍ରାମ ପଞ୍ଚାୟତର ଉପନିର୍ବାଚନ ସରପଞ୍ଚ ପ୍ରାଥୀ ପାଇଁ ଭୋଟ ଗଣତି କଣିହାଁ ବ୍ଲକ କାର୍ଯାଳୟ ପରିସର ଭିତରେ କଡା ସୁରକ୍ଷା ବଳ ଭିତରେ ଭୋଟ ଗଣତି ସରିଯାଇଛି । ବିଜେଡି ସମର୍ଦ୍ଧିତ ସରପଞ୍ଚ ପ୍ରାର୍ଥୀ ଜଳଧର ସାମଲଙ୍କୁ 1169ଖଣ୍ଡ ଭୋଟ, ବିଜେପି ସମର୍ଦ୍ଧିତ
Read More...

ବିଶ୍ୱ ପାଳିଲା କି “ପ୍ରେସ ସ୍ୱାଧୀନତା ଦିବସ “?

କରଞ୍ଜିଆ : ଗତ ତା-3.5.23 ରେ ସାରା ବିଶ୍ୱ ପାଳନ କଲା  କି " ବିଶ୍ୱ ପ୍ରେସ ସ୍ୱାଧୀନତା ଦିବସ"? ତେବେ ଏହି ଦିବସର ଉଦେଶ୍ୟ କଣ ହୋଇଥାଇପାରେ? ଯଦି ଆମେ ଦେଖିବା ବିଶ୍ୱରେ ପ୍ରାୟତଃ ସାମ୍ବାଦିକ ଏକ ସ୍ୱଚ୍ଛଳସ୍ଵଚ୍ଛନ୍ଦ ଖବର ଗଣମାଧ୍ୟମକୁ ଆଣିବାରେ ବହୂ ନିନ୍ଦା, ଅପବାଦ, ଅସହିଷ୍ଣୁତାର
Read More...

ଗରିଆବନ୍ଧ ପୋଲିସର ଏନ୍‌କାଉଣ୍ଟରରେ ଜଣେ ନକ୍ସଲଙ୍କ ମୃତ୍ୟୁ

* ଦାନ୍ତେୱାଡା ବିସ୍ପୋରଣର କଡ଼ା ଜବାବ ଦେଲା ଛତିଶଗଡ଼ ପୁଲିସ  ନବରଙ୍ଗପୁର : ଛତିଶଗଡ଼ ପୁଲିସ ପ୍ରଶାସନର ପକ୍ଷରୁ ଏକ ବଡ଼ ସଫଳତା ମିଳିଥିବା ଘଟଣା ସାମ୍ନାକୁ ଆସିଛି l ସିଆର୍‌ପିଏଫ୍ କୋବ୍ରା ବାଟାଲିୟନ ୨୦୭ ଏବଂ ଗାରିଆବନ୍ଧ ପୋଲିସ ଫୋର୍ସର ମିଳିତ ଅପରେସନ୍ ରେ ହୋଇଥିବା
Read More...

ନାଇଜର ବୈଜ୍ଞାନିକ ଡ. ତପନ ମିଶ୍ର ପାଇଲେ ଏସ୍ ଇ ଆର ବି – ଷ୍ଟାର ପୁରସ୍କାର

ଭୁବନେଶ୍ୱର : ଜଟଣୀ ସ୍ଥିତ ପୂର୍ବ ଭାରତର ପ୍ରମୁଖ ବିଜ୍ଞାନ ଅନୁଷ୍ଠାନ ନାଇଜରକୁ ଆସିଛି ଆଉ ଏକ ସଫଳତା । ପଦାର୍ଥ ବିଜ୍ଞାନରେ ଗବେଷଣାରତ ଡ. ତପନ ମିଶ୍ରଙ୍କୁ ଭାରତ ସରକାରଙ୍କ ବିଜ୍ଞାନ ଓ ପ୍ରଯୁକ୍ତି ବିଦ୍ୟା ବିଭାଗ ତରଫରୁ ୨୦୨୨ ମସିହା ପାଇଁ ସମ୍ମ।ନଜନକ ଏସ୍ ଇ ଆର ବି – ଷ୍ଟାର ପୁରସ୍କାର
Read More...

ପୂର୍ବତଟ ରେଳପଥ ମହାପ୍ରବନ୍ଧକଙ୍କ ଦ୍ୱାରା ତାଳଚେର-ବିମଳାଗଡ଼ ରେଳ ଲାଇନ ପ୍ରକଳ୍ପର ସୁନାଖଣି-ଖମାର ରେଳ ସେକ୍ସନ…

ତାଳଚେର ଅଞ୍ଚଳର ଭିତ୍ତିଭୂମି ସମ୍ବନ୍ଧୀୟ ସମସ୍ୟାଗୁଡିକ ସମୀକ୍ଷା ଏବଂ ଟ୍ରାଫିକ୍ ସୁବିଧା କାର୍ଯ୍ୟଗୁଡିକର ନୀରିକ୍ଷଣ ଭୁବନେଶ୍ୱର : ପୂର୍ବତଟ ରେଳପଥର ମହାପ୍ରବନ୍ଧକ ଶ୍ରୀ ମନୋଜ ଶର୍ମା ଆଜି ତାଳଚେର ଅଞ୍ଚଳ ପରିଦର୍ଶନ କରି ନିର୍ମାଣ କାର୍ଯ୍ୟ ଚାଲୁରହିଥିବା ତାଳଚେର-ବିମଳାଗଡ଼
Read More...

ନାଲକୋ ଏମ୍ପ୍ଲଇଜ୍ ସେଣ୍ଟ୍ରାଲ ୟୁନିଅନର ଶ୍ରମିକ ଦିବସ ପାଳନ

ଭୁବନେଶ୍ୱର  :  ନାଲକୋ କର୍ପୋରେଟ ଅଫିସ,ଭୁବନେଶ୍ୱରର ନାଲକୋ ଏମ୍ପ୍ଲଇଜ୍ ସେଣ୍ଟ୍ରାଲ ୟୁନିଅନ (ନେକୁ) ମଇ ଦିବସ (ଶ୍ରମିକ ଦିବସ)କୁ ବିଭିନ୍ନ କାର୍ଯ୍ୟକ୍ରମ ମାଧ୍ୟମରେ ପାଳନ କରିଛି। ଏହି ଅବସରରେ “ବର୍ତ୍ତମାନ ସମୟରେ ଶିଳ୍ପୋଦ୍ୟୋଗ ପରିପ୍ରେକ୍ଷିରେ ଶ୍ରମିକ ସଙ୍ଗଠନମାନଙ୍କର ଭୂମିକା” ବିଷୟରେ
Read More...

କୋଟିଆରେ ପୁଣି ଆନ୍ଧ୍ରର ଦାଦାଗିରି

କୋରାପୁଟ : ଆନ୍ଧ୍ର ଉପ ମୂଖ୍ୟମନ୍ତ୍ରୀ ତଥା ଆନ୍ଧ୍ର ସାଲୁର ବିଧାୟକ ବିଡିକା ରାଜନ ଦୋରା ତାଙ୍କର ଦଳୀୟ କାର୍ଯ୍ୟକ୍ରମରେ ଆନ୍ଧ୍ର ଏବଂ ଓଡିଶା ମଧ୍ୟରେ ବିବାଦ ଲାଗରହିଥିବା କୋଟିଆ ପଞ୍ଚାୟତର ଫଗୁଣସିନେରି , ଫାଟୁସିନେରି,ହରମାଣ୍ଡିଂ, ସଲପଗୁଡା, କୋଣାଦୋରା, ଗ୍ରାମରେ ଅନୁପ୍ରବେଶ କରିଅଛନ୍ତି ।
Read More...

ପୋଖରୀପୁଟ ଡିଏଭିର ୩୨ ତମ ପ୍ରତିଷ୍ଠା ଦିବସ (F2F) ପାଳିତ

ଭୁବନେଶ୍ୱର : ଡିଏଭି ପୋଖରୀପୁଟରେ ୩୨ ତମ ପ୍ରତିଷ୍ଠା ଦିବସ ଫାଉଣ୍ଡେସନ୍ ଟୁ ଫୁ୍ୟଚର ମହାସମାରୋହରେ ପାଳିତ ହୋଇଛି । ଏହି ଅବସରରେ ବିଦ୍ୟାଳୟର ସମସ୍ତ କର୍ମକର୍ତ୍ତାଙ୍କୁ ନେଇ ଏକ ସମୂହ ବୈଦିକ ଯଜ୍ଞର ଆୟୋଜନ କରାଯାଇଥିଲା । ଏହି କାର୍ଯ୍ୟକ୍ରମରେ ମୁଖ୍ୟଅତିଥି ରୂପେ ପୂର୍ବତନ ଖୋର୍ଦ୍ଧା
Read More...

ଅନୁସୂଚିତ ଜାତିର ମତ୍ସ୍ୟଚାଷୀଙ୍କୁ ସିଫାରେ ପ୍ରଶିକ୍ଷଣ ପ୍ରଦାନ

ଭୁବନେଶ୍ୱର : ଭାରତୀୟ କୃଷି ଅନୁସନ୍ଧାନ ପରିଷଦ ଦ୍ୱାରା ପରିଚାଳିତ କେନ୍ଦ୍ରୀୟ ମଧୁରଜଳ ଜୀବପାଳନ ଅନୁସନ୍ଧାନ ସଂସ୍ଥା(ସିଫା) ତରଫରୁ ଢେଙ୍କାନାଳ ଓ କନ୍ଧମାଳ ଜିଲ୍ଲାର ଅନୁସୂଚିତ ଜାତିର ମତ୍ସ୍ୟଚାଷୀଙ୍କ ନିମନ୍ତେ ତିନିଦିନିଆ ପ୍ରଶିକ୍ଷଣ ଶିବିର ଅନୁଷ୍ଠିତ ହୋଇଯାଇଛି । ଡିଏସଟି ପ୍ରକଳ୍ପ
Read More...

ଶ୍ରୀମନ୍ଦିରର ମୁଖ୍ୟ ପ୍ରଶାସକ ହେଲେ ରଞ୍ଜନ ଦାସ

ଭୁବନେଶ୍ୱର : ଶ୍ରୀମନ୍ଦିରର ସ୍ଥାୟୀ ମୁଖ୍ୟ ପ୍ରଶାସକ ଭାବେ ରାଜ୍ୟ ଭାଷା, ସାହିତ୍ୟ ଓ ସଂସ୍କୃତି ବିଭାଗର ସ୍ୱତନ୍ତ ସଚିବ ତଥା ନିର୍ଦେଶକ ୨୦୦୭ ବ୍ୟାଚ୍ ଆଇଏଏସ ରଞ୍ଜନ କୁମାର ଦାସଙ୍କୁ ରାଜ୍ୟ ସରକାର ନିଯୁକ୍ତି ଦେଇଛନ୍ତି । ଆଜି ସାଧାରଣ ପ୍ରଶାସନ ବିଭାଗ ପକ୍ଷରୁ ଜାରି ବିଜ୍ଞପ୍ତି ଅନୁସାରେ
Read More...