Browsing Category

ରାଜ୍ୟ

ଉପାନ୍ତ ଅଞ୍ଚଳର ବିକଳ ଚିତ୍ର

୩ କିମି ଭାରରେ ବୁହାହେଲେ ରୋଗୀ ଝରିଗାଁ : ମୋବାଇଲ ନେଟୱର୍କ ଓ ରାସ୍ତା ନଥିବାରୁ ଜଣେ ରୋଗୀଙ୍କୁ ୩ କିଲୋମିଟର ଭାରରେ ବୁହାଯିବା ପରେ ବୋଲେରୋ ଯୋଗେ ସ୍ବାସ୍ଥ୍ୟକେନ୍ଦ୍ରରେ ଭର୍ତ୍ତି କରାଯାଇଛି। ଏଭଳି ଏକ ଅଭାବାନୀୟ ଦୃଶ୍ୟ ଦେଖିବାକୁ ମିଳିଛି ନବରଙ୍ଗପୁର ଜିଲ୍ଲା ଝରିଗାଁ ବ୍ଲକର
Read More...

ବେଦାନ୍ତ ଲଞ୍ଜୀଗଡର ଉତ୍ଥାନ ଯୋଜନା କଳାହାଣ୍ଡି ଏବଂ ରାୟଗଡାରେ ନିଯୁକ୍ତି ସୁଯୋଗକୁ ବଢାଇବ

ଆଲୁମିନା ରିଫାଇନାରୀ କାର୍ଯ୍ୟରେ ବିଭିନ୍ନ କାର୍ଯ୍ୟପାଇଁ ୭୩ ସ୍ନାତକ ଯୁବକଙ୍କୁ ନିଯୁକ୍ତି ଦିଆଯାଇଛି ଲଞ୍ଜୀଗଡ,କଳାହାଣ୍ଡି : ବେଦାନ୍ତ ଲିମିଟେଡ, ଧାତୁଗତ ଗ୍ରେଡ୍ ଆଲୁମିନାର ଭାରତର ପ୍ରମୁଖ ଉତ୍ପାଦକ ଦ୍ୱାରା ପରିଚାଳିତ, ଉତ୍ଥାନ ଯୋଜନା କଳାହାଣ୍ଡିଏବଂ ରାୟଗଡା ଯୁବକମାନଙ୍କ
Read More...

ବିଶ୍ଵ ମ୍ୟାଲେରିଆ ଦିବସରେ ଟାଟା ଷ୍ଟିଲ ଫାଉଣ୍ଡେସନ୍ ପକ୍ଷରୁ ମଶାରୀ ବଣ୍ଟନ

ଯୋଡା : ମ୍ୟାଲେରିଆ ଏବଂ ଡେଙ୍ଗୁ ଭଳି ମାରାତ୍ମକ ରୋଗ ସଂକ୍ରାନ୍ତୀୟ ସଚେତନତା ସୃଷ୍ଟି ଏବଂ ଏହି ରୋଗରୁ ବର୍ତିବା ପାଇଁ ଟାଟା ଷ୍ଟିଲ ଫାଉଣ୍ଡେସନ୍ (ଟିଏସ୍ଏଫ୍) ପକ୍ଷରୁ ବିଶ୍ଵ ମ୍ୟାଲେରିଆ ଦିବସ ଅବସରରେ ଯୋଡା ବ୍ଲକ ଅଧିନସ୍ଥ 13 ନମ୍ବର ୱାର୍ଡ ର ସରଗିତଳିଆ ଠାରେ ମଙ୍ଗଳବାର ମଶାରୀ ବଣ୍ଟନ
Read More...

ଚମ୍ପୁଆ ବ୍ଲକ ସମ୍ମୁଖରେ ହିନ୍ଦୁ ସୁରକ୍ଷା ମଞ୍ଚ ତରଫରୁ ଗଣଧାରଣା

ଚମ୍ପୁଆ : ସମ୍ବଲପୁରରେ ଶ୍ରୀ ହନୁମାନ ଜୟନ୍ତୀ ପାଳନ ଅବସରରେ ମୁସଲମାନ ଆତଙ୍କବାଦୀମାନଙ୍କ ଦ୍ୱାରା ସାମ୍ପ୍ରଦାୟିକ ଉତ୍ତେଜନା ସୃଷ୍ଟି କରି ହିନ୍ଦୁମାନଙ୍କ ଉପରେ ହୋଇଥିବା ଆକ୍ରମଣ ଓ ହତ୍ୟାର ସମ୍ପୃକ୍ତ ଷଡଯନ୍ତ୍ରକାରୀମାନଙ୍କୁ ଚି଼ହ୍ନଟ କରି ଅପରାଧୀମାନଙ୍କୁ କଠୋର ଦଣ୍ଡ ବିଧାନ ଦାବିରେ ଆଜି
Read More...

ମୟୁରଭଞ୍ଜ ଆଦିବାସୀ “ହୋ ସମାଜ କମିଟି” ର ସଭାପତି ଓ ଉପ ସଭାପତି ଚୟନ

କରଞ୍ଜିଆ : ମୟୁରଭଞ୍ଜ ଆଦିବାସୀ ହୋ ସମାଜ କମିଟି ର ସଭାପତି ଓ ଉପସଭାପତି ନିଜ ପଦବୀ ଛାଡିବାରୁ ଆଜି ସଭାପତି ଓ ଉପସଭାପତି ପଦ ନିମନ୍ତେ କରଞ୍ଜିଆ ବ୍ଲକ ଅନ୍ତର୍ଗତ ଅନ୍ଧାରଝରୀ ଗ୍ରାମରେ ହୋ ସମାଜ ର ବାଗୁନ ଶୁଣ୍ଢୀ ଙ୍କ ଅଧ୍ୟକ୍ଷତା ରେ ତଥା ପୂର୍ବତନ ସଭାପତି ମୋଟକା ବିରୁଆଙ୍କ ଉପସ୍ଥିତ ରେ
Read More...

ଅସରାଏ ବର୍ଷା ହେଲେ ମୁଖ୍ୟ ରାସ୍ତା ଉପରେ ନର୍ଦ୍ଦମା ପାଣି

ଡ୍ରେନ୍‌ଜ ବ୍ୟବସ୍ଥା ବିପର୍ଯ୍ୟସ୍ତ  ରାଇଘର : ଅସରା ବର୍ଷା ହେଲେ ନାଳ ନର୍ଦ୍ଦମା ପାଣି ମୁଖ୍ୟ ରାସ୍ତା ଉପରେ ଭାସୁଥିବା ଦେଖିବାକୁ ମିଳୁଛି l ଡ୍ରେନେଜ ବ୍ୟବସ୍ଥା ବିପର୍ଯ୍ୟସ୍ତ ହୋଇଥିବା ଯୋଗୁଁ ଏଭଳି ପରିସ୍ଥିତି ସୃଷ୍ଟି ହେଉଥିବା ବେଳେ ଯାତାୟତରେ ଲୋକଙ୍କୁ ନାହିଁ ନଥିବା
Read More...

ସମ୍ବଲପୁର ଦଙ୍ଗାକାରୀଙ୍କୁ ଗିରଫ ପ୍ରତିବାଦରେ ରାଜ୍ୟପାଳଙ୍କୁ ଦାବିପତ୍ର

ଗୋଲାମୁଣ୍ଡା : ସମଗ୍ର ହିନ୍ଦୁ ସମାଜ, ଗୋଲାମୁଣ୍ଡା ବ୍ଲକ ତରଫରୁ ଗୋଲାମୁଣ୍ଡା ଗୋଷ୍ଠୀ ଉନ୍ନୟନ ଅଧିକାରୀଙ୍କୁ ମହାମହିମ ରାଜ୍ୟପାଳ ଙ୍କ ଉଦ୍ଧେଶ୍ୟରେ ଏକ ଦାବିପତ୍ର ପ୍ରଦାନ କରିଛନ୍ତି ।ଗତ ତା ୧୨.୦୪.୨୦୨୩ ରିଖ ବୁଧବାର ଦିନ ସମ୍ବଲପୁର ନଗରରେ ହନୁମାନ ଭକ୍ତଙ୍କ ମୋଟର ସାଇକେଲ ଶୋଭା ଯାତ୍ରା
Read More...

ବିଜେଡିର ମୁଖ୍ୟ କାର୍ଯ୍ୟାଳୟ ‘ଶଙ୍ଖ ଭବନ’ ଲୋକାର୍ପିତ

ଓଡ଼ିଶାର ଅତୀତ ସହ ଭବିଷ୍ୟତକୁ ଯୋଡ଼ିବ : ନବୀନ ଭୁବନେଶ୍ୱର : ପବିତ୍ର ଅକ୍ଷୟ ତୃତୀୟା ଅବସରରେ ବିଜେଡି ସଭାପତି ତଥା ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ଭୁବନେଶ୍ୱର ଠାରେ ବିଜୁ ଜନତା ଦଳର ମୁଖ୍ୟ କାର୍ଯ୍ୟାଳୟ ଶଙ୍ଖ ଭବନକୁ ଲୋକାର୍ପିତ କରିଛନ୍ତି । ଏହି ଅବସରରେ ମୁଖ୍ୟମନ୍ତ୍ରୀ କହିଛନ୍ତି
Read More...

ଭୁବନେଶ୍ୱରରେ ଜି-୨୦ ସମ୍ମିଳନୀର ଶୁଭାରମ୍ଭ

ଭୁବନେଶ୍ୱର : ଭୁବନେଶ୍ୱରରେ ଜି-୨୦ ସମ୍ମିଳନୀର ଶୁଭାରମ୍ଭ ହୋଇଛି । ଏହାକୁ କେନ୍ଦ୍ର ଶିକ୍ଷା ମନ୍ତ୍ରୀ ଧର୍ମେନ୍ଦ୍ର ପ୍ରଧାନ ଉଦ୍ଘାଟନ କରିଛନ୍ତି । ଭୁବନେଶ୍ୱରଠାରେ ଜି-୨୦ ‘ଶିକ୍ଷା ୱାର୍କିଂ ଗ୍ରୁପ୍’ର ତୃତୀୟ ବୈଠକର ଅବ୍ୟବହିତ ପୂର୍ବରୁ ଆଇଏମଏମଟି ପରିସରରେ ଆୟୋଜିତ ଜି-୨୦ ଭାରତ
Read More...

ଅଖିମୁଠି ଅନୁକୂଳ କଲେ ମୁଖ୍ୟମନ୍ତ୍ରୀ

ଭୁବନେଶ୍ୱର : ଆଜି ପବିତ୍ର ଅକ୍ଷୟ ତୃତୀୟା ଅବସରରେ ଭୁବନେଶ୍ୱର ଓୟୁଏଟି ପରିସରରେ ରାଜ୍ୟସ୍ତରୀୟ ଉତ୍ସବରେ ଅଖିମୁଠି ଅନୁକୂଳ କରିଛନ୍ତି ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ । ଆଜିର ଦିବସକୁ କୃଷକ ଦିବସ ରୂପେ ପାଳନ କରୁଛନ୍ତି ରାଜ୍ୟ ସରକାର । ଆଜି ଅଖି ମୁଠି ଅନୁକୂଳ ପାଇଁ ପାଗ ସମ୍ପୂର୍ଣ୍ଣ
Read More...