ନାଇଜର ବୈଜ୍ଞାନିକ ଡ. ତପନ ମିଶ୍ର ପାଇଲେ ଏସ୍ ଇ ଆର ବି – ଷ୍ଟାର ପୁରସ୍କାର
ଭୁବନେଶ୍ୱର : ଜଟଣୀ ସ୍ଥିତ ପୂର୍ବ ଭାରତର ପ୍ରମୁଖ ବିଜ୍ଞାନ ଅନୁଷ୍ଠାନ ନାଇଜରକୁ ଆସିଛି ଆଉ ଏକ ସଫଳତା । ପଦାର୍ଥ ବିଜ୍ଞାନରେ ଗବେଷଣାରତ ଡ. ତପନ ମିଶ୍ରଙ୍କୁ ଭାରତ ସରକାରଙ୍କ ବିଜ୍ଞାନ ଓ ପ୍ରଯୁକ୍ତି ବିଦ୍ୟା ବିଭାଗ ତରଫରୁ ୨୦୨୨ ମସିହା ପାଇଁ ସମ୍ମ।ନଜନକ ଏସ୍ ଇ ଆର ବି – ଷ୍ଟାର ପୁରସ୍କାର!-->…
Read More...
Read More...