Browsing Category

ରାଜ୍ୟ

ଜମି ଜଙ୍ଗଲ ମୁକ୍ତି ଆନ୍ଦୋଳନ ସମନ୍ୟୁୟ ବୈଠକକୁ ଆସିଲେନି ଡିଏଫଓ

ବନବାସୀ ମହଲରେ ଅସନ୍ତୋଷ ଓ ପୁଣି ଆନ୍ଦୋଳନ ପାଇଁ ସଜବାଜ ସିନାପାଲି : ନୂଆପଡ଼ା ଜିଲ୍ଲା ବୋଡ଼େନ ବ୍ଲକ ବନ ବିଭାଗ କାର୍ଯ୍ୟଳୟଠାରେ ଖଡିଆଳ ବନଖଣ୍ଡ ଅଧିକାରୀଙ୍କ ସହିତ ରବିବାର ହେବାକୁ ଥିବା ଜମି ଜଙ୍ଗଲ ମୁକ୍ତି ଆନ୍ଦୋଳନ କମିଟି ସମନ୍ୱୟ ବୈଠକକୁ ଖଡିଆଳ ବନଖଣ୍ଡ ଅଧିକାରୀ ସମୟ ଧାର୍ଯ୍ୟ…
Read More...

ଦିନ ଦିପହରରେ ବୋହି ନେଉଛନ୍ତି ବହୁ ମୂଲ୍ୟବାନ ଗଛ

* ଅଧିକାରୀଙ୍କ ଦାୟିତ୍ୱରେ ଅବହେଳା ଅଭିଯୋଗ  * ଜଂଗଲରୁ ଲୋପ ପାଇଯିବ ଶହେ ବର୍ଷର ପୁରୁଣା ଗଛ  ରାଇଘର : ନବରଙ୍ଗପୁର ଜିଲ୍ଲା ରାଇଘର ଅଂଚଳରେ ଗଛ କଟା ବନ୍ଦ ହେବାର ନାଁ ନେଉନି l ବିଭିନ୍ନ ସଂରକ୍ଷିତ ତଥା ଗ୍ରାମ୍ୟ ଜଂଗଲରୁ ପ୍ରତିଦିନ ଶହ ଶହ ଗଛ କାଟି ନେଇ ଯାଉଥିବା ବେଳେ ଏହାକୁ…
Read More...

ଆଦାନୀ ଧାମରା ପୋର୍ଟରେ କର୍ମକ୍ଷେତ୍ରରେ ନିରାପତ୍ତା ଓ ସ୍ୱାସ୍ଥ୍ୟ ଦିବସ ପାଳିତ

ଧାମରା : କର୍ମକ୍ଷେତ୍ରରେ ନିରାପତ୍ତା ଓ ସ୍ୱାସ୍ଥ୍ୟର ସୁରକ୍ଷାକୁ ପ୍ରୋତ୍ସାହିତ କରିବା ଉଦେଶ୍ୟରେ ଆଦାନୀ ଧାମରା ବନ୍ଦର ପରିସରରେ କର୍ମକ୍ଷେତ୍ରରେ ନିରାପତ୍ତା ଓ ସ୍ୱାସ୍ଥ୍ୟ ଦିବସ ପାଳିତ ହୋଇଯାଇଛି । ଏହି ଅବସରରେ ଧାମରା ବନ୍ଦର ସୁରକ୍ଷା ବିଭାଗ ମୁଖ୍ୟ ସୁବ୍ରତ କୁମାର ମଣ୍ଡଳ ଯୋଗ ଦେଇ…
Read More...

ଆବାସ ଯୋଜନା ସଂକ୍ରାନ୍ତୀୟ ସାମାଜିକ ସମୀକ୍ଷା କାର୍ଯ୍ୟକ୍ରମ

ଚମ୍ପୁଆ : ଚମ୍ପୁଆ ବିଜ୍ଞାପିତ ଅଂଚଳ ପରିଷଦର ଧରଣୀଧର ଭବନଠାରେ ସହରାଂଚଳ ପ୍ରଧାନମନ୍ତ୍ରୀ ଆବାସ ଯୋଜନା ହିତାଧିକାରୀଙ୍କ ପାଇଁ ଏକ ସାମାଜିକ ସମୀକ୍ଷା କାର୍ଯ୍ୟକ୍ରମ ଅନୁଷ୍ଠିତ ହୋଇଯାଇଛି । ଏଥିରେ ମୁଖ୍ୟ ଅତିଥି ଭାବେ ଏନ.ଏ.ସି ଅଧ୍ୟକ୍ଷ ଗିରିଜା ଶଙ୍କର ସାହୁ, ଉପାଧ୍ୟକ୍ଷା ସୁମିତ୍ରା…
Read More...

ଜଙ୍ଗଲି ବାରାହା ଶିକାର କରିଥିବା ଚାରି ଅଭିଯୁକ୍ତଙ୍କୁ କୋର୍ଟ ଚାଲାଣ କଲା ଝରିଗାଁ ବନବିଭାଗ

ଝରିଗାଁ : ନବରଙ୍ଗପୁର ଜିଲ୍ଲା ଝରିଗାଁ ବନ ବିଭାଗକୁ ମିଳିଛି ବଡ଼ ସଫଳତା । ଏକ ଜଙ୍ଗଲୀ ବାରହା ଶିକାର ସହ କିଣାବିକା ଅଭିଯୋଗରେ ୪ ଅଭିଯୁକ୍ତଙ୍କୁ ଝରିଗାଁ ବନ ବିଭାଗ ଗିରଫ କରିବା ସହ କୋର୍ଟ ଚାଲାଣ କରିଛି । ଝରିଗାଁ ବନ ବିଭାଗର ସୂଚନା ଅନୁଯାୟୀ ଝରିଗାଁ ବ୍ଲକ ବାଣୁଆଗୁଡା ପଂଚାୟତ ଜବାଧଡ଼ି…
Read More...

ଜିଲ୍ଲାରେ ଚାରିଆଡେ ଜଳକଷ୍ଟ, ଏବେ ସୁଦ୍ଧା ପାନୀୟ ଜଳପାଇଁ ୨କିଲୋମିଟର ଯିବାକୁ ପଡୁଛି

ଜଗତସିଂହପୁର : ସାରା ଜଗତସିଂହପୁର ଜିଲ୍ଲାରେ ପାଣି ପାଇଁ ଲୋକେ ଡହଳ ବିକଳ ହେବା ସହ ଚାରିଆଡେ ଜଳ କଷ୍ଟ ଯୋଗୁଁ ପାଣି ଟ୍ୟାପ ନିକଟରୁ ୨କିଲୋମିଟର ପର୍ଯ୍ୟନ୍ତ ଲୋକେ ଜାର୍, ପାଣି ବୋତଲଓ ଗରା ମାଧ୍ୟମରେ ଜଳ ନେଉଥିବାର ଦେଖିବାକୁ ମଳୁଛି । ଜିଲ୍ଲାର ଉପକୂଳବର୍ତ୍ତୀ ଗ୍ରାମଠାରୁ ଆରମ୍ଭକରି ସହର,…
Read More...

ସମ୍ବଲପୁରରେ ଡ୍ରିମ ହୋମର ଫ୍ଲାଗସିପ୍ ଷ୍ଟୋର ଉଦ୍ଘାଟିତ

ସମ୍ବଲପୁର: ପଶ୍ଚିମ ଓଡିଶାର ବୃହତ୍ତମ ଶୋ’ରୁମ ‘ଡ୍ରିମ୍ ହୋମ୍’ର ଫ୍ଲାଗସିପ୍ ଷ୍ଟୋର୍ ସମ୍ବଲପୁରର ଅଇଁଠାପାଲି ଛକଠାରେ ଉଦ୍ଘାଟିତ ହୋଇଯାଇଛି । ୩୦୦୦ ବର୍ଗଫୁଟ ବିଶିଷ୍ଟ ଏହି ନୂତନ ଷ୍ଟୋର୍ଟି ସମସ୍ତଙ୍କ ସ୍ୱପ୍ନ ଓ ଆଙ୍କାକ୍ଷାକୁ ବାସ୍ତବତାର ରୂପ ଦେଇପାରିବ ବୋଲି ଆଶା କରାଯାଇଛି । ନିଜସ୍ୱ…
Read More...

ଛତିଶଗଡ଼ର ଦୁଇ ଯୁବକ ଓଡ଼ିଶାରେ ଅଟକ ଘଟଣା

ରାଇଘର ଥାନା ପରେ ନବରଙ୍ଗପୁର ଏସପିଙ୍କ କାର୍ଯ୍ୟାଳୟର ଦ୍ୱାରସ୍ଥ ଗ୍ରାମବାସୀ ରାଇଘର : ଛତିଶଗଡ଼ର ସୋଭା ଥାନା ଅନ୍ତର୍ଗତ ସାଇବାନୀ ଜଂଗଲରେ ନକ୍ସଲ ଏବଂ ଓଡ଼ିଶା ଏସ୍‌ଓଜି ଯବାନଙ୍କ ମଧ୍ୟରେ ଗୁଳିକାଣ୍ଡ ଘଟିବା ପରେ ଏବେ ସେହି ଗ୍ରାମର ଦୁଇ ଯୁବକଙ୍କ ପତ୍ତା ମିଳିପାରୁନାହିଁ | ଗତକାଲି…
Read More...

ଆଇନଜୀବୀ ଦିବସ ନବରଙ୍ଗପୁରରେ ପାଳିତ

ନବରଙ୍ଗପୁର : ନବରଙ୍ଗପୁର ଜିଲ୍ଲା ଓକିଲ ସଂଘ ପକ୍ଷରୁ ଉତ୍କଳ ଗୌରବ ମଧୁସୂଦନ ଦାଶଙ୍କ ୧୭୫ ତମ ଜୟନ୍ତୀ ତଥା ଆଇନଜୀବୀ ଦିବସ ପାଳିତ ହୋଇଯାଇଛି । ପୂର୍ବାହ୍ନରେ ସ୍ଥାନୀୟ ମଧୁବାବୁ ପାର୍କ ସ୍ଥିତ ମଧୁବାବୁଙ୍କ ପ୍ରତିମୂର୍ତିରେ ଆଇନଜୀବୀ ମାନେ ମାଲ୍ୟାର୍ପଣ କରିଥିଲେ। ଜିଲ୍ଲା ଦୌରା ଜଜ ଅଦାଲତ…
Read More...

ନବରଙ୍ଗପୁରରେ 100 ୱାଟ ଏଫ୍ ଏମ୍ ଟ୍ରାନ୍ସମିଟର ଆଭାସୀ ମାଧ୍ୟମରେ ମାନ୍ୟବର ପ୍ରଧାନମନ୍ତ୍ରୀଙ୍କ ଦ୍ଵାରା ଉଦଘାଟିତ

ନବରଙ୍ଗପୁର :  ଆଜି ଭାରତର ମାନ୍ୟବର ପ୍ରଧାନମନ୍ତ୍ରୀ ଶ୍ରୀ ନରେନ୍ଦ୍ର ମୋଦୀ ସାରା ଭାରତରେ 91 ଗୋଟି 100 ୱାଟ କ୍ଷମତା ବିଶିଷ୍ଟ  ଏଫ ଏମ ଟ୍ରାନ୍ସମିଟର ଆଭାସୀ ମାଧ୍ୟମରେ ଉଦ୍ଘାଟନ କରିଛନ୍ତି। ଏହି ଉଦ୍ଘାଟନୀ ଉତ୍ସବରେ ମାନ୍ୟବର ସୂଚନା ଓ ପ୍ରସାରଣ, କ୍ରୀଡା ଓ ଯୁବବିଭାଗ ମନ୍ତ୍ରୀ ଶ୍ରୀ…
Read More...