Browsing Category

ରାଜ୍ୟ

ଗଜପତି ଜିଲ୍ଲା ନୂଆଗଡ ବ୍ଲକ୍ କାଣ୍ଡାମା ଘାଟିରେ ଓଟୋ ଓଲୋଟି ୨ମୃତ,୧୦ ଗୁରୁତର

ରାୟଗଡ଼ : ଗଜପତି ଜିଲ୍ଲା ସେରଙ୍ଗ ଥାନା ଅନ୍ତର୍ଗତ କେରେଡାଙ୍ଗ ଗ୍ରାମରୁ ଏକ ଯାତ୍ରୀବାହୀ ଅଟୋ ନୁଆଗଡ଼ ଅଭିମୁଖେ ଯାଉଥିବାବେଳେ ଭାରସାମ୍ୟ ହରାଇ କାଣ୍ଡାମା ଘାଟିରେ ଏକ ପଥରକୁ ପିଟି ହୋଇ ରାସ୍ତା ତଳକୁ ଖସି ପଡି଼ବା ଫଳରେ ୨ମୃତ ହୋଇଥିବା ବେଳେ ୧୦ ଗୁରୁତର ହୋଇଛନ୍ତି। ଘଟଣା ସ୍ଥଳରେ
Read More...

ଉତ୍କଣ୍ଠିତ ଉଲ୍ଲାସଭରା ଜନସମାଗମରେ ଉଦଘାଟିତ ହେଲା “ନୃତ୍ୟଶ୍ରୀ ଏକାଡେମୀ”

କରଞ୍ଜିଆ : କରଞ୍ଜିଆର ଅଗ୍ରଣୀ ନୃତ୍ୟଅନୁଷ୍ଠାନ ନୃତ୍ୟଶ୍ରୀ ଏବେ ନୃତ୍ୟଶ୍ରୀ ଏକାଡେମୀରେ ପରିଚିତ, ଏହି ନୃତ୍ୟଶ୍ରୀ ଏକାଡେମୀର ଗତକାଲି ଥିଲା ଉଦଘାଟନୀ ଉତ୍ସବ, ଏହି ଉତ୍ସବରେ ମୁଖ୍ୟଅତିଥିଭାବେ ରାଜ୍ୟ ମହିଳା ଓ ଶିଶୁ ବିକାଶ ଏବଂ ମିଶନ ଶକ୍ତିମନ୍ତ୍ରୀ ବାସନ୍ତୀ ହେମ୍ବ୍ରମ ଯୋଗ ଦେଇ
Read More...

ଆଦାନୀ ଧାମରା ପୋର୍ଟରେ ଜାତୀୟ ଅଗ୍ନିଶମ ସେବା ସପ୍ତାହ ପାଳିତ

ଧାମରା : ଆଦାନୀ ଧାମରା ପୋର୍ଟ ପରିସରରେ ୭୯ତମ ଅଗ୍ନିଶମ ସେବା ସସ୍ତାହ ପାଳିତ ହୋଇଯାଇଛି । ଏହି ଅବସରରେ ଦିବଂଗତ ଅଗ୍ନିଶମ ସୁରକ୍ଷା କର୍ମଚାରୀଙ୍କ ଉଦେଶ୍ୟରେ ପୋର୍ଟ ମୁଖ୍ୟ ପରିଚାଳନା ଅଧିକାରୀ ସଂଜୀବ କୁମାର ଗୁପ୍ତା ଓ ଆଦାନୀ ପୋର୍ଟ ସ୍ୱତବ ଅର୍ଥନୈତିକ ଜୋନ୍ ସୁରକ୍ଷା ବିଭାଗ ମୁଖ୍ୟ
Read More...

ସୁକୁମା ଜବାହର ନବୋଦୟ ବଦ୍ୟାଳୟରେ ଜି20 ସମ୍ପର୍କିତ ପାଠଚକ୍ର ଅନୁଷ୍ଠିତ

ମାଲକାନଗିରି : ମାଲକାନଗିରି ଜିଲ୍ଲା ସୀମାନ୍ତ ସୁକୁମା ଜିଲ୍ଲା ଜବାହର ନବୋଦୟ ବିଦ୍ୟାଳୟରେ ଏକଦିବସୀୟ ପାଠଚକ୍ର ଅନୁଷ୍ଠିତ ହୋଇଯାଇଛି  l ଉଚ୍ଚପ୍ରାପ୍ତ ଅଧ୍ୟକ୍ଷ ରଫି ମହମ୍ମଦଙ୍କ ସଭାପତିତ୍ଵରେ କରିଥିବା ବେଳେ ମୁଖ୍ୟ ଅତିଥି ରୂପେ ମାଲକାନଗିରି ଜିଲ୍ଲା ନୋଡାଲ ଅଧିକାରୀ ଡ. ରଞ୍ଜନ
Read More...

ତ୍ରିଲୋଚନ କାନୁନଗୋଙ୍କ ପରଲୋକ

ଭୁବନେଶ୍ୱର : ଜଗତସିଂହପୁରର ପୂର୍ବତନ ସାଂସଦ ତଥା ବିଶିଷ୍ଟ ଶିକ୍ଷାବିତ୍ ଓ ଅର୍ଥନୀତିଜ୍ଞ ତ୍ରିଲୋଚନ କାନୁନଗୋଙ୍କ ଆଜି ପରଲୋକ ହୋଇଯାଇଛି । ଭୁବନେଶ୍ୱରର ଏକ ଘରୋଇ ହସ୍ପିଟାଲରେ ଚିକିତ୍ସାଧୀନ ଅବସ୍ଥାରେ ଆଜି ସକାଳେ ତାଙ୍କର ଦେହାନ୍ତ ହୋଇଛି । ମୃତ୍ୟୁ ବେଳକୁ ତାଙ୍କୁ ୮୩ ବର୍ଷ ବୟସ ହୋଇଥିଲା
Read More...

ପାଣି ପାଇଁ ଡହଳ ବିକଳ,କୁଲେଈ ମୁଣ୍ଡାବସ୍ତି ବାସିନ୍ଦା

କଣିହାଁ : ଗ୍ରୀଷ୍ମର ପ୍ରଚଣ୍ଡ ପ୍ରବାହ ଯୋଗୁଁ ସମସ୍ତ ଅଂଚଳରେ ପାଣିର ସ୍ରୋତ କମିବାକୁ ଲାଗିଛି l ଫଳରେ ଲୋକେପାଣି ପାଇଁ ଡହଳ ବିକଳ ହେଉଥିବା ଦେଖାଯାଉଛି l ପାଣି ସମସ୍ୟା ପାଇଁ ଲୋକେ ବ୍ରାହ୍ମଣୀ ନଦୀର ଅଳିଆ, ଆବର୍ଜନା ପାଣି ବ୍ୟବହାର କରୁଥିବାର ଦେଖିବାକୁ ମିଳିଛି l ଏଇଭଳି ସମସ୍ୟା
Read More...

ପ୍ରମୁଖ ଶାସନ ସଚିବଙ୍କ କାନପୁର ପ୍ରକଳ୍ପ ପରିଦର୍ଶନ ଓ ବିଭାଗୀୟ ଅଧିକାରୀଙ୍କ ସହ ସମୀକ୍ଷା ବୈଠକ

ଯୋଡ଼ା : କେନ୍ଦୁଝର ଜିଲ୍ଲା ଯୋଡ଼ା ବ୍ଲକର ବିଭିନ୍ନ ଗ୍ରାମୀଣ ଉନ୍ନୟନ କାର୍ଯ୍ୟ ସମେତ ସହରାଞ୍ଚଳର ଜଳ ଯୋଗାଣ ପ୍ରକଳ୍ପ,ଯୋଡ଼ା ଫ୍ଲାଏଓଭର ନିର୍ମାଣ କାର୍ଯ୍ୟର ସମୀକ୍ଷା କରିବା ସହିତ ଧାର୍ଯ୍ୟ ସମୟ ସୀମା କିମ୍ବା ତଦୁର୍ଦ୍ଧ ଡିସେମ୍ବର ମାସ ଭିତରେ ସମସ୍ତ ଲୋକାଭିମୁଖୀ ସରକାରୀ ପ୍ରକଳ୍ପ
Read More...

ଓଡ଼ିଶା ଦକ୍ଷତା କନକ୍ଲେଭ୍ ଉଦ୍ଘାଟିତ

ଦକ୍ଷତା ବିକାଶ ପାଇଁ ୧୦୦ କୋଟିର ପାଣ୍ଠି ଭୁବନେଶ୍ୱର : କଳିଙ୍ଗ ଷ୍ଟାଡିୟମରେ ଓଡ଼ିଶା ଦକ୍ଷତା କନକ୍ଲେଭ୍ ୨୦୨୩କୁ ଆଜି ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ଉଦଘାଟନ କରିଛନ୍ତି । ଏହି ସମାରୋହରେ ଉଦବୋଧନ ଦେଇ ମୁଖ୍ୟମନ୍ତ୍ରୀ କହିଛନ୍ତି, ଏହି କାର୍ଯ୍ୟକ୍ରମ ମାନବ ସଂସ୍କରଣର ଏକ ଉଦାହରଣ ।
Read More...

ସମଭାବାପନ୍ନତା ସମାଜକୁ ସୁଦୄଢ଼ କରିବ‐ ଯୋଗିବାହାଲରେ ମେହେର ସମାଜର ଜିଲ୍ଲା ସମାବେଶ

ସିନାପାଲି : ନୂଆପଡ଼ା ଜିଲ୍ଲା ମେହେର(ଭୁଲିଆ) ସମାଜର ୪୧ତମ ଜିଲ୍ଲା ସ୍ତରୀୟ ବାର୍ଷିକ ସମାବେଶ ସିନାପାଲି ବ୍ଲକ ଯୋଗିବାହାଲ ଠାରେ ଅନୁଷ୍ଠିତ ହୋଇଛି l ଜିଲ୍ଲାର ଚଉଦ ଗୋଟି ଗ୍ରାମ୍ୟ ସମାଜର କର୍ମକର୍ତ୍ତା ଓ ସଦସ୍ୟଙ୍କୁ ନେଇ ଆୟୋଜିତ ଏହି କାର୍ଯ୍ୟକ୍ରମରେ ନୂଆପଡ଼ା ଜିଲ୍ଲା ସଭାପତି
Read More...

ଟାଟା ଷ୍ଟିଲ୍ ଯୋଡା ପକ୍ଷରୁ ଜାତୀୟ ଅଗ୍ନି ସେବା ସପ୍ତାହ ପାଳିତ

ଯୋଡା : ଜନସାଧାରଣ, କର୍ମଚାରୀ, ଯୁବ ଗୋଷ୍ଠୀ ଏବଂ ଛାତ୍ରଛାତ୍ରୀ ମାନଙ୍କ ମଧ୍ୟରେ ଅଗ୍ନି ନିର୍ବାପନ ସମ୍ବନ୍ଧୀୟ ସଚେତନତା ଉଦେଶ୍ୟରେ ଟାଟା ଷ୍ଟିଲ ଯୋଡା ପକ୍ଷରୁ ଜାତୀୟ ଅଗ୍ନି ସେବା ସପ୍ତାହ ପାଳିତ ହୋଇ ଯାଇଛି  Iଅଗ୍ନିସମ ବାହିନୀରେ ନିଷ୍ଠାପର ସହ କାର୍ଯ୍ୟ ସମ୍ପାଦନ କରି ନିଜ ଜୀବନକୁ
Read More...