Browsing Category

ରାଜ୍ୟ

ଜି ୨୦ ସମୀକ୍ଷକଙ୍କ କେନ୍ଦ୍ରୀୟ ବିଦ୍ୟାଳୟ ପରିଦର୍ଶନ

ମାଲକାନଗିରି : ଇନ୍ଦିରା ଠାକୁର (ମ୍ୟାନେଜର, ଜାତୀୟ କୌଶଳ ବିକାଶ ନିଗମ) ଓ ଶୁଭଶ୍ରୀ ସାହୁ (ମହାତ୍ମା ଗାନ୍ଧୀ ଜାତୀୟ ଫେଲୋ) ପରିଦର୍ଶନ କରିଥିଲେ l ସ୍ଥାନୀୟ ନୋଡାଲ ଅଫିସର ଡ଼ ରଞ୍ଜନ କୁମାର ସ୍ୱାଇଁ ଏହି ପରିଦର୍ଶନରେ ସହଯୋଗ କରିଥିଲେ lଏହି ଅବସରରେ ବିଦ୍ୟାଳୟରେ ବିଭିନ୍ନ ପ୍ରତିଯୋଗିତାର
Read More...

ୟୁଏଆଇଏଲ୍‍ର ପ୍ରୋଜେକ୍ଟ ‘ପୁସ୍ତକାଳୟ’ ଜିଜ୍ଞାସା ଉଦ୍ରେକ କରୁଛି

ଭୁବନେଶ୍ୱର: ରାୟଗଡା ଏବଂ କଳାହାଣ୍ଡି ଭଳି ଜିଲ୍ଲାଗୁଡିକରେ ଯୁବପିଢି ମଧ୍ୟରେ ଜିଜ୍ଞାସା ଭାବ ଜାତ କରିବା ସହିତ ଶିକ୍ଷା ଆହରଣ କରିବାର ଇଛା ଓ ଆଗ୍ରହ ସୃଷ୍ଟି କରିବା ଦିଗରେ ନିଜର ପ୍ରୟାସ ଜାରି ରଖି ଆଦିତ୍ୟ ବିର୍ଲା ଗ୍ରୁପ୍‍ର ହିଣ୍ଡାଲ୍‍କୋ ଇଣ୍ଡଷ୍ଟ୍ରିଜ୍‍ ଲିମିଟେଡର ଏକ ସହଯୋଗୀ
Read More...

ଓଡ଼ିଆ ନବବର୍ଷ ଉପଲକ୍ଷେ ଶ୍ରୀ ରାମନବମୀ କମିଟି ଉତ୍ସବ ସମିତି ପକ୍ଷରୁ ହନୁମାନ ଚାଳିଶା ପାରାୟଣ ଅନୁଷ୍ଠିତ

କରଞ୍ଜିଆ : ଆଜି ପବିତ୍ର ପଣା ସଂକ୍ରାନ୍ତି ତଥା ଆମ ଓଡିଶାବାସୀଙ୍କ ପାଇଁ ନୂତନ ବର୍ଷ ଆରମ୍ଭର ଦିନଟିଏ| ଏହି ଅବସରରେ କରଞ୍ଜିଆବାସୀ ଉଲ୍ଲାସ ଏବଂ ଭକ୍ତିପରାଣୟତା ରୂପେ ନିଜ ନିଜ ଘରେ ଚଉରାରେ ଠେକି ବାନ୍ଧିବା ସହିତ ଆମ୍ବ ଏବଂ ଛତୁଆ ଭୋଗଲଗାଇ ନବବର୍ଷଟି ଭଲରେ ଯାଉ ନିମିତ୍ତ ଈଶ୍ୱରଙ୍କ
Read More...

ନବୀନ ତୃତୀୟ ଧନୀ ମୁଖ୍ୟମନ୍ତ୍ରୀ : ନାଁରେ ନାହିଁ ଅପରାଧିକ ମାମଲା

ଭୁବନେଶ୍ୱର : ଦେଶର ୩୦ଜଣ ମୁଖ୍ୟମନ୍ତ୍ରୀଙ୍କ ମଧ୍ୟରୁ ଓଡ଼ିଶାର ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ହେଉଛନ୍ତି ଦେଶର ତୃତୀୟ ଧନୀ ମୁଖ୍ୟମନ୍ତ୍ରୀ । ତାଙ୍କର ମୋଟ ୬୩ କୋଟି ୮୭ ଲକ୍ଷ ଟଙ୍କାର ସ୍ଥାବର ଓ ଅସ୍ଥାବର ସମ୍ପତି ରହିଛି ବୋଲି ଏଡିଆର୍ ସର୍ଭେ ରିପୋର୍ଟରୁ ଜଣାପଡ଼ିଛି । ସେହିପରି ଦେଶର
Read More...

ଆରକ୍ଷୀ ଅଧିକ୍ଷକଙ୍କ କରଞ୍ଜିଆବାସୀଙ୍କୁ ପି. ସି. ଆର ଭ୍ୟାନ ଭେଟି

କରଞ୍ଜିଆ : କରଞ୍ଜିଆ ମହୋତ୍ସବ2023 ଦ୍ଵିତୀୟ ସନ୍ଧ୍ୟାର ସଭାରେ ଆରକ୍ଷୀ ଅଧିକ୍ଷକ ହୃଷିକେଶ ଦନ୍ୟାଂଦେଓ ଖିଲାରୀଙ୍କ ଦ୍ୱାରା ପି. ସି. ଆର ଭ୍ୟାନ ଯୋଗାଇ ଦେବାପାଇଁ କରଞ୍ଜିଆ ଜନସାଧାରଣଙ୍କୁ ପ୍ରତିଶୃତି ଦେଇଥିଲେ| ଯାହାକି ଆଜି ତା 12.4.23ରିଖ ଦିନ ଆରକ୍ଷୀ ଅଧିକ୍ଷକ ମହୋଦୟ ତାଙ୍କ କଥା
Read More...

ଆଦର୍ଶବିଦ୍ୟାଳୟ ତରଫରୁ ରକ୍ତ ଦାନ ଶିବିର

ଭବାନୀପାଟଣା : ଭବାନୀପାଟଣା ବ୍ଲକ ସ୍ଥିତ ଓଡିଶା ଆଦର୍ଶ ବିଦ୍ୟାଳୟ ମୁଷିଗୁଡ଼ା ପକ୍ଷରୁ ଏକ ରକ୍ତଦାନ ଶିବିର ଅନୁଷ୍ଠିତ ହୋଇଯାଇଛି। ଭବାନୀପାଟଣା ମୁଖ୍ୟ ଚିକିତ୍ସାଳୟ ବ୍ଲଡ଼ ବ୍ୟାଙ୍କ ଓ ଓଡ଼ିଶା ଆଦର୍ଶ ବିଦ୍ୟାଳୟ ଆନୁକୁଲ୍ୟରେ ଆୟୋଜିତ ଉକ୍ତ ଶିବିରରେ ଶିକ୍ଷକ ଶିକ୍ଷୟତ୍ରୀ,ବିଦ୍ୟାଳୟ
Read More...

ବ୍ରହ୍ମପୁର ବିଶ୍ୱବିଦ୍ୟାଳୟର ସହବନ୍ଧିତରୁ ୪ଟି ଜିଲ୍ଲାର ସମସ୍ତ କଲେଜକୁ ବାଦ୍

ବ୍ରହ୍ମପୁର : ବ୍ରହ୍ମପୁର ବିଶ୍ୱବିଦ୍ୟାଳୟର ସହବନ୍ଧିତରୁ ୪ଟି ଜିଲ୍ଲାର ସମସ୍ତ କଲେଜକୁ ବାଦ୍ ଦିଆଯାଇଛି । ରାଜ୍ୟ ଉଚ୍ଚଶିକ୍ଷା ବିଭାଗ ଅଧୀନରେ ଥିବା କୋରାପୁଟ, ମାଲକାନଗିରି, ନବରଙ୍ଗପୁର ଓ ରାୟଗଡ଼ା ଜିଲ୍ଲାର ସମସ୍ତ କଲେଜ ଏଣିକି ନବଗଠିତ ଜୟପୁରସ୍ଥିତ ବିକ୍ରମ ଦେବ ବିଶ୍ୱବିଦ୍ୟାଳୟରେ
Read More...

ରିମୁଳି ମହାବିଦ୍ୟାଳୟରେ ବାର୍ଷିକ ଉତ୍ସବ

ଚମ୍ପୁଆ : ରିମୁଳି ମହାବିଦ୍ୟାଳୟରେ ୪୧ତମ ବାର୍ଷିକ ଉତ୍ସବ ମହାବିଦ୍ୟାଳୟ ପରିସରରେ ଅନୁଷ୍ଠିତ ହୋଇଛି । ମହାବିଦ୍ୟାଳୟର ଅଧ୍ୟକ୍ଷ ଡା  କର୍ଣେଶ୍ଵର ବୌଦ୍ୟଙ୍କ ଅଧ୍ୟକ୍ଷତାରେ ଅନୁଷ୍ଠିତ ଏହି ଉତ୍ସବରେ ରେ ମୁଖ୍ୟଅତିଥି ଭାବେ କେନ୍ଦୁଝରର ଭୂମିପୁତ୍ର ପଦ୍ମଶ୍ରୀ ମାଗୁଣୀ ଚରଣ କୁଆଁର , ଚମ୍ପୁଆ
Read More...

ଓଡ଼ିଶା ଦକ୍ଷତା ସମ୍ମେଳନ ୨୦ରୁ ୨୨ : ସାମିଲ ହେବେ ୩ ହଜାର ପ୍ରତିନିଧ

ଭୁବନେଶ୍ୱର : ରାଜ୍ୟ ସରକାର ଆସନ୍ତା ୨୦ରୁ ୨୨ ତାରିଖ ପର୍ଯ୍ୟନ୍ତ ଓଡ଼ିଶା ଦକ୍ଷତା ସମ୍ମେଳନ-୨୦୨୩ ଆୟୋଜନ କରୁଛନ୍ତି । ‘ସ୍କିଲ୍ଡ ଇନ୍ ଓଡ଼ିଶା’ ବ୍ରାଣ୍ଡକୁ ଅଧିକ ପ୍ରୋତ୍ସାହିତ କରିବା ଉଦେଶ୍ୟରେ କଳିଙ୍ଗ ଷ୍ଟାଡିୟମରେ ତିନିଦିନବ୍ୟାପୀ ହେବାକୁ ଥିବା ଏହି ସମ୍ମେଳନରେ ପ୍ରତିଦିନ ୩ ହଜାର
Read More...

କଣିହାଁରେ ୪ଘଣ୍ଟିଆ ଅର୍ଥନୈତିକ ଅବରୋଧ

କଣିହାଁ : କଣିହାଁ ବ୍ଲକରେ ଗଢ଼ିଉଠିଥିବା ଖଣି , କଳକାରଖାନା ବିରୋଧରେ ଢେଙ୍କାନାଳ ସାଂସଦ ମହେଶ ସାହୁଙ୍କ ଆହ୍ୱାନରେ ୪ଘଣ୍ଟିଆ ଅର୍ଥନୈତିକ ଅବରୋଧ ମଙ୍ଗଳବାର କରାଯାଇଛି। ବିଭିନ୍ନ ଦାବି ଗୁଡ଼ିକ ମଧ୍ୟରେ କ୍ଷତିଗ୍ରସ୍ତ ପ୍ରଜା ଓ ଜନପ୍ରତିନିଧି ମାନଙ୍କ ସୁପାରିସକୁ ବିଚାର୍‌ କରି ଉଚିତ୍‌
Read More...