Browsing Category

ରାଜ୍ୟ

ସରଗୁଲି ଜଙ୍ଗଲରେ ନିଆଁ

ରାଇଘର : ନବରଙ୍ଗପୁର ଜିଲ୍ଲା ରାଇଘର ବ୍ଲକ ଅନ୍ତର୍ଗତ ତଥା ଉମରକୋଟ ବନ ବିଭାଗ ଅଧିନରେ ଥିବା ସରଗୁଲି ସଂରକ୍ଷିତ ଜଂଗଲରେ ଆଜି ରାତି ପ୍ରାୟ ସାଢେ ୮ଟା ସମୟରେ ନିଆଁ ଲାଗି ହୁତୁହୁତୁ ହୋଇ ଜଳୁଥିବା ଦେଖିବାକୁ ମିଳିଥିଲା l ତେବେ ନିଆଁ କିଭଳି ଲାଗିଲା ତାହା ସ୍ପଷ୍ଟ ହୋଇ ନଥିବା ବେଳେ ଏହି…
Read More...

ଡ଼ହ ଡହ ଖରାରେ କାମ କରୁଛନ୍ତି ଶ୍ରମିକ, ସରକାରୀ ନିର୍ଦ୍ଦେଶାନାମାକୁ ଫୁ

ଚମ୍ପୁଆ : ତାତିରୁ ମିଳୁନି ନିସ୍ତାର। କଲବଲ କରୁଛି ତାତି । ତତଲା ତାଓ୍ଵାରେ ଭାଜି ହେଉଛି ସାରା ରାଜ୍ୟ। ଏଥିରୁ ମଧ୍ୟ ବାଦ ପଡିନି କେନ୍ଦୁଝର ଜିଲ୍ଲାର ଚମ୍ପୁଆ ଉପଖଣ୍ଡ। ପଶ୍ଚିମାଞ୍ଚଳ ପ୍ରଭାବରେ ଏଠାକାର ତାପମାତ୍ରା ୪୦ ଡିଗ୍ରୀ  । ଏହି ଡ଼ହ ଖରାରେ କାମ କରୁଛନ୍ତି ଶ୍ରମିକ।…
Read More...

ନୃତ୍ୟଶ୍ରୀ ଅନୁଷ୍ଠାନ ଏବେ “ନୃତ୍ୟଶ୍ରୀ ଏକାଡେମୀ ” ରୂପରେ ରୂପାନ୍ତରିତ ହେବାକୁ ଯାଉଛି

କରଞ୍ଜିଆ : 2016 ମସିହା ଠାରୁ ପ୍ରତିଷ୍ଠିତ ହୋଇଥିବା ନୃତ୍ୟଶ୍ରୀ ଅନୁଷ୍ଠାନ ନିଜର କିଛି ଅଲଗା କରିଦେଖାଇବା ଏବଂ ଭିନ୍ନ ସ୍ୱାଦର କଳାକୌଶଳତା ପାଇଁ ବହୂ ପରିଚିତ ଏବଂ ଲୋକପ୍ରିୟତା ହାସଲ କରିପାରିଛି|ଏହି ଅନୁଷ୍ଠାନର  ପ୍ରତ୍ୟେକ ଶିକ୍ଷିତ ପିଲା ନିଜର ଭିନ୍ନ ଭିନ୍ନ କଳାର ରୁଚିକୁ ବହୁତ…
Read More...

କରଞ୍ଜିଆ ଡାକ୍ତର ଖାନା ମା ଓ ଶିଶୁ ବିଭାଗକୁ ମାରୱାଡି ସମାଜର ମହିଳା ସମିତି ପକ୍ଷରୁ ବେଡ଼ ପ୍ରଦାନ

କରଞ୍ଜିଆ : କରଞ୍ଜିଆ ଡାକ୍ତରଖାନାରେ ଅଛି 5 କୋଠା ବିଶିଷ୍ଟ ମା ଓ ଶିଶୁ ବିଭାଗ ଯୋଉଥିରେ ଅତ୍ୟାଧୁନିକ ଯନ୍ତ୍ରପାତି ସହିତ ଲିଫ୍ଟ ର ବ୍ୟବସ୍ଥା ଅଛି ହେଲେ ପ୍ରସୂତି ମହିଳାଙ୍କ ରହଣି ପାଇଁ ଆବଶ୍ୟକୀୟ ବେଡ଼ ନାହିଁ, ପ୍ରସୂତି ମହିଳା ନବଜାତ ଶିଶୁ ସହିତ ତଳେ ଶୋଇବା ଯୋଗୁଁ ନାନା ରୋଗରେ ପଡୁଥିଲେ…
Read More...

ଜିଲ୍ଲାପାଳଙ୍କ ଦ୍ୱାରା କରଞ୍ଜିଆ ମହୋତ୍ସବର ମୁଖ ପତ୍ର ମାଟିର ମହକ ଉନ୍ମୋଚିତ

କରଞ୍ଜିଆ : ପାଞ୍ଚପୀଢ ଉପ - ଜିଲ୍ଲାପାଳଙ୍କ ସମ୍ମିଳନୀ କକ୍ଷରେ ଅଗ୍ରଣୀ ଅନୁଷ୍ଠାନ କରଞ୍ଜିଆ ମହୋତ୍ସବ ର ବାର୍ଷିକ ମୁଖପତ୍ର ମାଟିର ମହକ  ଜିଲ୍ଲାପାଳ ଭିନିତ ଭରଦ୍ୱାଜ ଙ୍କ ଦ୍ୱାରା ଉନ୍ମୋଚନ ହୋଇଛି l ଏହି ଉତ୍ସବରେ ଜିଲ୍ଲା ଆରକ୍ଷୀ ଅଧିକ୍ଷକ ରିଷିକେଶ ଦିନଦ୍ୟାନ ଖିଲାରୀ, ପି. ଏ.…
Read More...

ବରପୁତ୍ର ବିଜୁବାବୁଙ୍କ ତିରୋଧାନ ଦିବସ ପାଳିତ

ଚମ୍ପୁଆ : ଆଜି ପୂର୍ବତନ ମୁଖ୍ୟମନ୍ତ୍ରୀ ବିଜୁ ପଟ୍ଟନାୟକଙ୍କ ୨୬ତମ ତିରୋଧାନ ଦିବସ ଚମ୍ପୁଆ ଏନଏସି କାର୍ଯ୍ୟାଳୟ ପରିସରରେ ଅନୁଷ୍ଠିତ ହୋଇଯାଇଛି।ଏନ୍ଏସି ଅଧକ୍ଷ ଗିରିଜା ଶଙ୍କର ସାହୁଙ୍କ ପୈ।ରାହିତ୍ଵରେ ଅନୁଷ୍ଠିତ ଏହି କାର୍ଯ୍ୟକ୍ରମରେ ପ୍ରଥମେ ସ୍ଵର୍ଗତ ଵିଜୁ ପଟ୍ଟନାୟକଙ୍କ ଫଟୋଚିତ୍ରରେ…
Read More...

କଳାହାଣ୍ଡି ବିଶ୍ଵବିଦ୍ୟାଳୟରେ ଟେକ ମହେନ୍ଦ୍ରା ଦ୍ଵାରା ୨୭ ଜଣଙ୍କୁ ନିଯୁକ୍ତି

ଭବାନୀପାଟଣା : କଳାହାଣ୍ଡି ଜିଲ୍ଲା ନିୟୋଜନ କାର୍ଯ୍ୟାଳୟ କଳାହାଣ୍ଡି ତରଫରୁ କଳାହାଣ୍ଡି ବିଶ୍ୱବିଦ୍ୟାଳୟ ଠାରେ ଏକ ନିଯୁକ୍ତି ଶିବିର ଅନୁଷ୍ଠିତ ହେଇ ଯାଇଛି। ଏଥିରେ ଟେକ ମହେନ୍ଦ୍ରା ସଂସ୍ଥା ରେ ନିଯୁକ୍ତି ପାଇଁ ୧୨୦ ଜଣ ପ୍ରାଥୀ/ପ୍ରାଥୀନି ପଂଜିକୃତ ହୋଇଥିଲେ ସେଥି ମଧ୍ୟରୁ ୨୭ ଜଣ…
Read More...

ଜି ୨୦ ସମୀକ୍ଷକଙ୍କ କେନ୍ଦ୍ରୀୟ ବିଦ୍ୟାଳୟ ପରିଦର୍ଶନ

ମାଲକାନଗିରି : ଇନ୍ଦିରା ଠାକୁର (ମ୍ୟାନେଜର, ଜାତୀୟ କୌଶଳ ବିକାଶ ନିଗମ) ଓ ଶୁଭଶ୍ରୀ ସାହୁ (ମହାତ୍ମା ଗାନ୍ଧୀ ଜାତୀୟ ଫେଲୋ) ପରିଦର୍ଶନ କରିଥିଲେ l ସ୍ଥାନୀୟ ନୋଡାଲ ଅଫିସର ଡ଼ ରଞ୍ଜନ କୁମାର ସ୍ୱାଇଁ ଏହି ପରିଦର୍ଶନରେ ସହଯୋଗ କରିଥିଲେ lଏହି ଅବସରରେ ବିଦ୍ୟାଳୟରେ ବିଭିନ୍ନ ପ୍ରତିଯୋଗିତାର…
Read More...

ୟୁଏଆଇଏଲ୍‍ର ପ୍ରୋଜେକ୍ଟ ‘ପୁସ୍ତକାଳୟ’ ଜିଜ୍ଞାସା ଉଦ୍ରେକ କରୁଛି

ଭୁବନେଶ୍ୱର: ରାୟଗଡା ଏବଂ କଳାହାଣ୍ଡି ଭଳି ଜିଲ୍ଲାଗୁଡିକରେ ଯୁବପିଢି ମଧ୍ୟରେ ଜିଜ୍ଞାସା ଭାବ ଜାତ କରିବା ସହିତ ଶିକ୍ଷା ଆହରଣ କରିବାର ଇଛା ଓ ଆଗ୍ରହ ସୃଷ୍ଟି କରିବା ଦିଗରେ ନିଜର ପ୍ରୟାସ ଜାରି ରଖି ଆଦିତ୍ୟ ବିର୍ଲା ଗ୍ରୁପ୍‍ର ହିଣ୍ଡାଲ୍‍କୋ ଇଣ୍ଡଷ୍ଟ୍ରିଜ୍‍ ଲିମିଟେଡର ଏକ ସହଯୋଗୀ…
Read More...

ଓଡ଼ିଆ ନବବର୍ଷ ଉପଲକ୍ଷେ ଶ୍ରୀ ରାମନବମୀ କମିଟି ଉତ୍ସବ ସମିତି ପକ୍ଷରୁ ହନୁମାନ ଚାଳିଶା ପାରାୟଣ ଅନୁଷ୍ଠିତ

କରଞ୍ଜିଆ : ଆଜି ପବିତ୍ର ପଣା ସଂକ୍ରାନ୍ତି ତଥା ଆମ ଓଡିଶାବାସୀଙ୍କ ପାଇଁ ନୂତନ ବର୍ଷ ଆରମ୍ଭର ଦିନଟିଏ| ଏହି ଅବସରରେ କରଞ୍ଜିଆବାସୀ ଉଲ୍ଲାସ ଏବଂ ଭକ୍ତିପରାଣୟତା ରୂପେ ନିଜ ନିଜ ଘରେ ଚଉରାରେ ଠେକି ବାନ୍ଧିବା ସହିତ ଆମ୍ବ ଏବଂ ଛତୁଆ ଭୋଗଲଗାଇ ନବବର୍ଷଟି ଭଲରେ ଯାଉ ନିମିତ୍ତ ଈଶ୍ୱରଙ୍କ…
Read More...