Browsing Category

ରାଜ୍ୟ

ଗନ୍ଧମାର୍ଦ୍ଧନକୁ ଜୈବବିବିଧତା ଐତିହ୍ୟସ୍ଥଳ ମାନ୍ୟତା

ବଲାଙ୍ଗୀର : ଔଷଧୀୟ ଗଛରେ ପରିପୂର୍ଣ୍ଣ ଗନ୍ଧମାର୍ଦ୍ଧନ ପର୍ବତକୁ ଜୈବବିବିଧତା ଐତିହ୍ୟ ସ୍ଥଳ ମାନ୍ୟତା ମିଳିଛି । ରାଜ୍ୟ ଜଙ୍ଗଲ ଓ ପରିବେଶ ବିଭାଗ ପକ୍ଷରୁ ବିଧିବଦ୍ଧ ଭାବେ ଏନେଇ ଘୋଷଣା କରାଯାଇଛି । ବଲାଙ୍ଗିର ଓ ବରଗଡ଼ ଜିଲ୍ଲାରେ ପରିବ୍ୟାପ୍ତ ଥିବା ଏହି ଐତିହ୍ୟ ପାହାଡ଼ରେ ପ୍ରଚୁର
Read More...

ଅମିୟ କୁମାର ରଥ ବିପିୟୁଟି କୁଳପତି

ଭୁବନେଶ୍ୱର : ପ୍ରଫେସର ଅମିୟ କୁମାର ରଥଙ୍କୁ ବିଜୁ ପଟ୍ଟନାୟକ ଟେକ୍ନୋଲୋଜି ଅଫ୍ ୟୁନିଭରସିଟି (ବିପିୟୁଟି)ର ନୂତନ କୁଳପତି ଭାବେ ରାଜ୍ୟପାଳ ପ୍ରଫେସର ଗଣେଶୀ ଲାଲ ଆଜି ନିଯୁକ୍ତି ଦେଇଛନ୍ତି । ତାଙ୍କୁ ୫ ବର୍ଷ ପାଇଁ ନିଯୁକ୍ତ କରାଯାଇଛି । ପ୍ରଫେସର ରଥ ଏବେ ବାଙ୍ଗାଲୁରୁ (ଆଇଟିସି)
Read More...

ମନମୋହନ ବିଜେପି ସଭାପତି

ଭୁବନେଶ୍ୱର : ବରିଷ୍ଠ ବିଜେପି ନେତା ତଥା ପୂର୍ବତନ ମନ୍ତ୍ରୀ ମନମୋହନ ସାମଲଙ୍କୁ ଆଜି ରାଜ୍ୟ ଶାଖା ବିଜେପିର ସଭାପତି ଭାବେ ରାଷ୍ଟ୍ରୀୟ ଅଧ୍ୟକ୍ଷ ଜେପି ନଡ୍ଡା ନିଯୁକ୍ତ କରିଛନ୍ତି । ସେ ଦଳର ବିଦାୟୀ ସଭାପତି ସମୀର ମହାନ୍ତିଙ୍କ ଠାରୁ ଦାୟିତ୍ୱ ଗ୍ରହଣ କରିବେ । ଆସନ୍ତା ୨୦୨୪ ବିଧାନସଭା
Read More...

ନବୀନଙ୍କୁ ଭେଟିଲେ ମମତା

ଭୁବନେଶ୍ୱର : ପଶ୍ଚିମବଙ୍ଗ ମୁଖ୍ୟମନ୍ତ୍ରୀ ମମତା ବାନାର୍ଜୀ ଆଜି ଓଡ଼ିଶା ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକଙ୍କୁ ନବୀନ ନିବାସଠାରେ ସାକ୍ଷାତ କରିଛନ୍ତି । ଆଜି ପୁରୀରେ ଦୁଇଦିନିଆ ଗସ୍ତ ସମାପନ କରି ସେ ସଡକପଥରେ ଭୁବନେଶ୍ୱର ଆସିଥିଲେ । ନବୀନଙ୍କୁ ଶାଲ୍ ଉପହାର ଦେଇଛନ୍ତି । ସେହିପରି
Read More...

ଭାରତମାଳା ରାସ୍ତାରେ ବ୍ୟବହୃତ ନିର୍ମାଣ ସାମଗ୍ରୀର ଚୋରି ଘଟଣାରେ ୫ ଅଭିଯୁକ୍ତ ଗିରଫ

* କବାଡିକୁ ବିକ୍ରୟ କରିବାକୁ ଯାଇ ଧରାପଡ଼ିଲେ * ଅନ୍ୟ ଦୁଇ ଅଭିଯୁକ୍ତ ଫେରାର * ପୁଲିସ ପକ୍ଷରୁ ପ୍ରେସ୍ ବିବୃତି   ରାଇଘର : ଭାରତ ମାଳା ଯୋଜନାରେ ହେଉଥିବା ରାସ୍ତାର ନିର୍ମାଣ ସାମଗ୍ରୀ ଗୁଡ଼ିକ ଚୋରି ଘଟଣାରେ ଆଜି ୫ ଜଣ ଅଭିଯୁକ୍ତଙ୍କୁ ପୁଲିସ ଗିରଫ କରି କୋର୍ଟ ଚାଲାଣ କରିଥିବା
Read More...

ଆମେରିକାର ବଡ଼ ପଦରେ ଓଡ଼ିଶାର ବୋହୁ

ଭୁବନେଶ୍ୱର : ଆମେରିକାର ରାଷ୍ଟ୍ରପତି ଜୋ ବାଇଡେନ୍ ଆଜି ଭାରତୀୟ-ଆମେରିକୀୟ ନିଶା ଦେଶାଇ ବିଶ୍ୱାଳଙ୍କୁ ଆମେରିକାର ଇଣ୍ଟରନ୍ୟାସନାଲ୍ ଡେଭେଲପ୍ମେଣ୍ଟ୍ ଫାଇନାନ୍ସ କଂପାନିର ଡେପୁଟି ସିଇଓ ଭାବେ ମନୋନୀତ କରିଛନ୍ତି । ସେଥିପାଇଁ ସେ ରାଷ୍ଟ୍ରପତି ବାଇଡେନ୍ ଙ୍କୁ କୃତଜ୍ଞତା ଜଣାଇଛନ୍ତି । ନିଶା
Read More...

କୋଦଳା ପୋଲିସର ସଡ଼କ ସୁରକ୍ଷା ଓ ଟ୍ରାଫିକ ସଚେତନତା ବୈଠକ

କୋଦଳା : ଗଞ୍ଜାମ ଜିଲ୍ଲା କୋଦଳା ଥାନା ଅନ୍ତର୍ଗତ କଞ୍ଚଣା ପଞ୍ଚାୟତ  ପରିସର ରେ ବେଗୁନିଆପଡା ବିଡ଼ିଓ ପ୍ରଜ୍ଞା ପ୍ରିୟଦର୍ଶିନୀ ଙ୍କ ସଭାପତିତ୍ବରେ କୋଦଳା ପୋଲିସର ସଡ଼କ ସୁରକ୍ଷା ଓ ଟ୍ରାଫିକ ସଚେତନତା ବୈଠକ କୋଦଳା  ଥାନା ଅଧିକାରୀ ଉମାକାନ୍ତ ସାହୁ ଙ୍କ ତତ୍ୱାବଧାନ ରେ ଅନୁଷ୍ଠିତ
Read More...

କୋଟାଭାଲାସା-କୋରାପୁଟ-କିରାଣ୍ଡୁଲ (କେକେ) ରେଳ ଲାଇନ ଦୋହରୀକରଣରେ ଆଉ ଏକ ମାଇଲ ଖୁଣ୍ଟ

● 445 କିମି ମଧ୍ୟରୁ ଏପର୍ଯ୍ୟନ୍ତ 237  କିମି ଦୋହରୀକରଣ କାର୍ଯ୍ୟ କାର୍ଯ୍ୟକ୍ଷମ |● ଛତ୍ରିପୁଟ-ମାଲିଗୁଡା (6.95 କିମି) ରେଳ ସେକ୍ସନ ଆଜି ରେଳ ନିରାପତ୍ତା ଆୟୁକ୍ତଙ୍କ ଦ୍ୱାରା ନୀରିକ୍ଷଣ କରାଯାଇଛି ଏବଂ ଟ୍ରେନ୍ ଚଳାଚଳ ପାଇଁ ସ୍ୱୀକୃତି ଦିଆଯାଇଅଛି | ଭୁବନେଶ୍ୱର : ବର୍ତ୍ତମାନ
Read More...

ଷ୍ଟେଟ ବ୍ୟାଙ୍କ ଦ୍ଵାରା କୋଣାର୍କ କ୍ୟାନ୍ସର ଫାଉଣ୍ଡେସନକୁ ଆମ୍ବୂଲାନ୍ସ ଦାନ

ଭୁବନେଶ୍ୱର : ଭାରତୀୟ ଷ୍ଟେଟ ବ୍ୟାଙ୍କ ଭୁବନେଶ୍ୱର ମଣ୍ଡଳ ଦ୍ଵାରା ତା ୨୨ ମାର୍ଚ ୨୦୨୩ ଦିନ କୋଣାର୍କ କ୍ୟାନ୍ସର ଫାଉଣ୍ଡେସନକୁ ଏକ ଆମ୍ବୁଲାନ୍ସ ଦାନ କରାଯାଇଛି । କୋଣାର୍କ କ୍ୟାନ୍ସର ଫାଉଣ୍ଡେସନ ଓଡିଶାର କ୍ୟାନ୍ସର ରୋଗୀମାନଙ୍କୁ ସମସ୍ତ ପ୍ରକାର ସହଯୋଗ ଯୋଗାଇବାରେ ଅଗ୍ରଣୀ ଭୂମିକା
Read More...

ଆଦିବାସୀ ଲୋକନୃତ୍ୟର ସଂରକ୍ଷଣ ଏବଂ ପ୍ରୋତ୍ସାହନ ନିମନ୍ତେ ଉତ୍କଳ ଆଲୁମିନା ପକ୍ଷରୁ ‘ଆମ ନୃତ୍ୟ ଆମ ସଂସ୍କୃତି-୨୦୨୩’…

ଟିକିରି/ଭୁବନେଶ୍ୱର : ଆଦିତ୍ୟ ବିର୍ଲା ଗ୍ରୁପ୍‍ ଅନ୍ତର୍ଗତ ହିଣ୍ଡାଲ୍‍କୋ ଇଣ୍ଡଷ୍ଟ୍ରିଜ୍‍ ଲିମିଟେଡର ଏକ ସହଯୋଗୀ କମ୍ପାନୀ ଉତ୍କଳ ଆଲୁମିନା ଇଣ୍ଟରନ୍ୟାସନାଲ ଲିମିଟେଡ ଆଦିବାସୀ ଲୋକନୃତ୍ୟ ‘ଧିମ୍‍ସା’ର ସଂରକ୍ଷଣ ଏବଂ ତାହାକୁ ପ୍ରୋତ୍ସାହିତ କରିବା ନିମନ୍ତେ ପ୍ରତିବଦ୍ଧ । ବିଗତ ନଅବର୍ଷ
Read More...