Browsing Category

ରାଜ୍ୟ

ଉତ୍କଳ ଆଲୁମିନା ପକ୍ଷରୁ କଳାହାଣ୍ଡି ଜିଲ୍ଲାରେ ଯକ୍ଷ୍ମା ରୋଗୀଙ୍କୁ ସହାୟତା ପ୍ରଦାନ: ଏକ ପୁଷ୍ଟିକର ଖାଦ୍ୟ ବାସ୍କେଟ…

ଭବାନୀପାଟଣା : ଅଂଳଚର ସ୍ୱାସ୍ଥ୍ୟ ଓ କଲ୍ୟାଣ ଦିଗରେ ନିରବଚ୍ଛିନ୍ନ ଉଦ୍ୟମର ଅଂଶସ୍ୱରୂପ ଆଦିତ୍ୟ ବିର୍ଲା ଗ୍ରୁପ୍ର ହିଣ୍ଡାଲ୍କୋ ଇଣ୍ଡଷ୍ଟ୍ରିଜ୍ ଲିମିଟେଡ଼ର ଅଂଶ ସହାୟକ ସଂସ୍ଥା ଉତ୍କଳ ଆଲୁମିନା ଇଟଂରନ୍ୟାସନାଲ୍ ଲିମିଟେଡ୍ (ୟୁଏଆଇଏଲ୍) ପକ୍ଷରୁ କଳାହାଣ୍ଡି ଜିଲ୍ଲାର ଯକ୍ଷ୍ମା (ଟିବି)…
Read More...

ତାତିଲେ ଠିକାଦାର କର୍ଣ୍ଣପାଳ ପଞ୍ଚାୟତ ଫାଟକରେ ଝୁଲିଲାତାଲା

କଣିହାଁ : କଣିହାଁ ବ୍ଲକ କର୍ଣ୍ଣପାଳ ପଂଚାୟତରେ ତାତିଲେ ଠିକାଦାରୀ । ପଞ୍ଚାୟତ ଫାଟକରେ ଝୁଲିଲାତାଲା । କାର୍ଯାଳୟର କାର୍ଯ୍ୟକ୍ରମ ବନ୍ଦ । ଏଣେ ଜନସାଧାରଣ ହନ୍ତସନ୍ତ । ଅନିର୍ଦ୍ଦିଷ୍ଟ କାଳ ତାଲା ବନ୍ଦ ପାଇଁ କଣିହାଁ ଗୋଷ୍ଠୀ ଉନ୍ନୟନ ଅଧିକାରୀଙ୍କୁ ଚେତାବନୀ । ଅନୁଗୋଳ ଜିଲ୍ଲା କଣିହାଁ…
Read More...

“ଜୟ ଶ୍ରୀ ରାମ” ଧ୍ୱନିରେ ପ୍ରକମ୍ପିତ ହୋଇ ଉଠିଲା କରଞ୍ଜିଆ ସହର

କରଞ୍ଜିଆ :   ଶ୍ରୀ ରାମ ନବମୀ ଉପଲକ୍ଷେ  କରଞ୍ଜିଆବାସୀ ପ୍ରାତଃ ଠାରୁ ମଧ୍ୟାନ୍ନ ପର୍ଯ୍ୟନ୍ତ କରଞ୍ଜିଆ ସହର ଏବଂ ଆଖପାଖ ଗ୍ରାମର ଜନସାଧାରଣ ଘରେ ଏବଂ ରାମ ମନ୍ଦିରରେ ନିଜର ଶୁଭ ମନାସୀ ରାମଝଣ୍ଡା ଟାଙ୍ଗୀ ଥିବାର ଦୃଶ୍ୟ ଦେଖିବାକୁ ମିଳିଥିଲା| ଶ୍ରୀରାମ ଉତ୍ସବ ସମିତିର ସଦସ୍ୟସଦସ୍ୟାବୃନ୍ଦ…
Read More...

ଭଦ୍ରକ-ନୟାଗଡ ମେମୁ ଟ୍ରେନର ଶୁଭାରମ୍ଭ

କଟକ : କଟକ ରେଳ ଷ୍ଟେସନରୁ ଭଦ୍ରକ-ନୟାଗଡ଼ ଟାଉନକୁ ମେମୁ ଟ୍ରେନର ଶୁଭାରମ୍ଭ ହୋଇଛି । କେନ୍ଦ୍ର ରେଳମନ୍ତ୍ରୀ ଅଶ୍ୱନୀ ବୈଷ୍ଣବ ଓ କେନ୍ଦ୍ର ଶିକ୍ଷାମନ୍ତ୍ରୀ ଧର୍ମେନ୍ଦ୍ର ପ୍ରଧାନ ପତାକା ଦେଖାଇ ଏହି ମେମୁ ଟ୍ରେନର ଶୁଭାରମ୍ଭ କରିଛନ୍ତି । ଗୁରୁବାରଠାରୁ ନିୟମିତ ଭାବେ ଏହି ଟ୍ରେନ୍…
Read More...

ରୋଗିସେବା ଗୁଣବତା ପରଖିଲେ ଉଚ୍ଚଅଧିକାରୀ

ଚମ୍ପୁଆ : ଚମ୍ପୁଆ ବ୍ଲକର ଇଚିଣ୍ଡା ଓ କାଶିପାଳ ଠାରେ ଥିବା ଏନ ଏମ ସେଟଂର ର ସେବା ଗୁଣବତାକୁ ଉଚ୍ଚ ଅଧିକାରି ପରଖିଥିବା ଭଣ୍ଡା ଗୋଷ୍ଠୀ ସ୍ୱାସ୍ଥ୍ୟକେନ୍ଦ୍ର ଅଧିକାରୀ ଡା ଦିପକ କୁମାର ସାହୁ ସୂଚନା ଦେଇଛନ୍ତି । ଯାଜପୁର ଜିଲାରୁ ଆସିଥିବା ଏହି ପତ୍ରିନିଧି ଦଳରେ ଧର୍ମଶାଳା ବିପିଏଚଓ ଡାକ୍ତର…
Read More...

ଚମ୍ପୁଆରେ ଧୂମଧାମରେ ପାଳିତ ହେଲା ରାମନବମୀ

ଚମ୍ପୁଆ : ଚମ୍ପୁଆ ସଦରମହକୁମାରେ ପବିତ୍ର ରାମନବମୀ ଧୂମଧାମରେ ପାଳିତ ହୋଇଯାଇଛି । ଭକ୍ତି ଓ ଶ୍ରଦ୍ଧାର ସହିତ ଭକ୍ତମାନେ ଚମ୍ପୁଆ ବଜାର ମଧ୍ୟରେ ଥିବା ରାମ ମନ୍ଦିରରେ ପ୍ରଭୁ ଶ୍ରୀରାମ,ମାତା ସିତା ଓ ଅନୁଜ ଲକ୍ଷ୍ମଣଙ୍କ ପୂଜାର୍ଚନା କରିବା ସିହିତ ଦିନ ତମାମ ରିତିନିତି ଅନୁସାରେ ପୂଜା…
Read More...

ସିନାପାଲି ରେ ଏସଏଚଜି ମହିଳାଙ୍କ ଦକ୍ଷତା ବିକାଶ ପାଇଁ ଟେଲରିଙ୍ଗ ୟୁନିଟ ଉଦଘାଟିତ

ସିନାପାଲି : ରାଜ୍ୟ ସରକାର ସ୍ଵୟଂ ସହାୟକ ଗୋଷ୍ଠୀର ମହିଳା ମାନଙ୍କୁ ଆତ୍ମନିର୍ଭରଶିଲ କରିବା ଉଦ୍ଦେଶ୍ୟରେ ଅନେକ ଯୋଜନା କରିଛନ୍ତି । ଯାହା ଫଳରେ ମହିଳା ମାନେ  ସଶକ୍ତିକରଣ ହୋଇ ଅନ୍ୟର ବିନା ସହାୟତାରେ ରୋଜଗାରକ୍ଷମ ହୋଇପାରିଛନ୍ତି । ଏଥି ପାଇଁ ସରକାର ମା  ମାନଙ୍କୁ ନେଇ ତାଲିମ ତଥା…
Read More...

ମା’ ହିଙ୍ଗୁଳାଙ୍କ ଉଭାସ୍ଥଳୀ ଚିହ୍ନଟ

କଣିହାଁ : ତାଳଚେର ଅଧିଷ୍ଠାତ୍ରୀ ଦେବୀ ଅଗ୍ନିରୂପା ମା'ହିଙ୍ଗୁଳାଙ୍କ ଉଭାସ୍ଥଳୀ ରବିବାର ଦିନ ଚିହ୍ନଟ ହୋଇଛି । ଗୋପାଳପ୍ରସାଦ ସ୍ଥିତ ମା ହିଙ୍ଗୁଳାଙ୍କ ମନ୍ଦିରର ପୂର୍ବ ଦିଗରେ ପ୍ରାୟ ୪୦୦ମିଟର ଦୂରରେ ଅବସ୍ଥିତ ଅରା ବାଉଁଶ ବଣ ନିକଟରେ ମା ଅଗ୍ନିରୂପା ଆବିର୍ଭାବ ହୋଇଛନ୍ତି । ଗତକାଲି…
Read More...

ଯୋଡା ସହରରେ ଶାନ୍ତି, ସଦ୍ଭାବ ର ସହ ପାଳନ ହେଲା ଶ୍ରୀରାମ ନବମୀ ଉତ୍ସବ

ଯୋଡା : କେନ୍ଦୁଝର ଜିଲ୍ଲା ଯୋଡା ସହରରେ ଶ୍ରୀରାମ ନବମୀ ଅତି ଧୁମ୍ ଧାମ ରେ ପାଳନ କରାଯାଇଛି ।ଏହି ଅବସରରେ ଯୋଡା ସ୍ଥିତ ପୋଷ୍ଟ ଅଫିସ ଛକ ନିକଟ  ହନୁମାନ ମନ୍ଦିରରୁ ଶ୍ରଦ୍ଧାଳୁମାନେ ରାମ ଝଣ୍ଡ। ନେଇ ଏକ ଶୋଭା ଯାତ୍ରା ରେ ବାହାରି ଏସ ବି ଆଇ ଛକ ନିକଟ ହନୁମାନ ମନ୍ଦିରରେ ସମବେତ ହୋଇ ଏକ…
Read More...

ମେ’ ୧୦ରେ ଝାରସୁଗୁଡା ଭୋଟ

ଏପ୍ରିଲ୍ ୧୩ରୁ ପ୍ରାର୍ଥିପତ୍ର ଦାଖଲ ଏପ୍ରିଲ୍ ୨୦ରେ ଅନ୍ତିମ ଦିବସ ଏପ୍ରିଲ୍ ୨୧ରେ ପ୍ରାର୍ଥିପତ୍ର ଯାଂଚ ମେ’ ୧୩ରେ ଗଣତି ନୂଆଦିଲ୍ଲୀ : ମନ୍ତ୍ରୀ ନବ ଦାସଙ୍କ ହତ୍ୟା ପରେ ଖାଲିପଡିଥିବା ଝାରସୁଗୁଡା ବିଧାନସଭା ଆସନରୁ ଆସନ୍ତା ମେ’ ୧୦ ତାରିଖ ଦିନ ଉପନିର୍ବାଚନ ହେବ । ଏନେଇ ମୁଖ୍ୟ…
Read More...