Browsing Category

ରାଜ୍ୟ

ଷ୍ଟେଟ ବ୍ୟାଙ୍କ ଭୁବନେଶ୍ୱର ମଣ୍ଡଳ ଦ୍ଵାରା ଉତ୍କଳ ଦିବସ ପାଳିତ

ଭୁବନେଶ୍ୱର : ଭାରତୀୟ ଷ୍ଟେଟ ବ୍ୟାଙ୍କ ଭୁବନେଶ୍ୱର ମଣ୍ଡଳ ଦ୍ଵାରା ଓଡିଶାର ସମସ୍ତ ଶାଖା ଓ କାର୍ୟ୍ୟାଳୟ ଠାରେ ୮୮ତମ ଉତ୍କଳ ଦିବସ ଏକସମୟରେ ପାଳିତ ହୋଇଯାଇଛି । ଦିବସର ପ୍ରାରମ୍ଭରେ ଭୁବନେଶ୍ୱରସ୍ଥିତ ସ୍ଥାନୀୟ ପ୍ରଧାନ କାର୍ୟ୍ୟାଳୟଠାରେ ଉତ୍କଳ ଦିବସ ଉପରେ ଆଧାରିତ ଏକ ବାଲୁକା ସ୍ତୂପ ଷ୍ଟେଟ…
Read More...

ଗୁଜରାଣ ମେଣ୍ଟାଉଛି ଗ୍ରାମ ଦେବାଦେବୀଙ୍କ ଆଭୂଷଣ ବ୍ୟବସାୟ

ରାଇଘର : ନବରଙ୍ଗପୁର ଜିଲ୍ଲା ରାଇଘର ଅଂଚଳରେ ପାରମ୍ପରିକ ପୂଜା ପାଇ ଆସୁଥିବା ଦେବା ଦେବୀଙ୍କ ଆଭୂଷଣ ଓ ଅଳଂକାର ବ୍ୟବସାୟ କରି ନିଜ  ଗୁଜରାଣ ମେଣ୍ଟାଉଛନ୍ତି ମାରିଗାଁର ସୁବାଷ ବଞ୍ଜାରା l ହାଟଭରଣ୍ଡି ପଂଚାୟତ ଅନ୍ତର୍ଗତ ମାରିଗାଁର ଧନସିଂ ବଞ୍ଜାରାଙ୍କ ପୁଅ ନିଜ ବାପାଙ୍କ ଅମଳରୁ ଏହିି…
Read More...

କାଳବୈଶାଖୀ : ଉଡ଼ିଗଲା ୧୦୦ରୁ ଅଧିକ ଘରର ଛାତ

ମାଲକାନଗିରି : ମାଲକାନଗିରି ଜିଲ୍ଲା ସଦର ବ୍ଲକ ପଦ୍ମଗିରି ପଂଚାୟତ ଅଂଚଳରେ କାଳବୈଶାଖୀରେ ୧୦୦ରୁ ଅଧିକ ଘରର ଟିଣ ଘରର ଛପର ଉଡିଯାଇଥିଲା ବେଳେ ପ୍ରବଳ ବର୍ଷାରେ ପନିପରିବା ଚାଷ ସମ୍ପୂର୍ଣ୍ଣ ଉଜୁଡି ଯାଇଛି । ପ୍ରବଳ ବର୍ଷା ଓ ପବନ ଯୋଗୁ ଜନଜୀବନ ଏକ ପ୍ରକାର ବ୍ୟାହତ ହୋଇଥିଲା ବେଳେ ବିଦ୍ୟୁତ…
Read More...

୧୩ ଦିନିଆ ଦଣ୍ଡ ଯାତ୍ରା ଆରମ୍ଭ – ଏକବାର ଉପାସାନା ଦେଖିବାକୁ ଭକ୍ତଙ୍କ ଭିଡ

ଜଗନ୍ନାଥପ୍ରସାଦ : ଗଞ୍ଜାମ ଜିଲ୍ଲା ଜଗନ୍ନାଥପ୍ରସାଦ ବ୍ଲକ ଅନ୍ତର୍ଗତ ଝାଡ଼ଭୂମି, ଗୋଛାବାଡ଼ି, ନିମପଦରରେ ୧୩ ଦିନିଆ ଦଣ୍ଡ ଯାତ୍ରା ଆରମ୍ଭ ହୋଇଯାଇଛି | ଏକବାର ଉପାସାନା ଦେଖିବାକୁ ଭକ୍ତ ଙ୍କ ଭିଡ ଜମିଥିଲା | ଗ୍ରାମରେ ପାରମ୍ପରିକ ବିଧିବିଧାନ ଅନୁଯାୟୀ ପୂଜା ପାଠ କରାଯାଇଥିଲା | ଶତାଧିକ…
Read More...

ସୁରାଟରେ ପ୍ରତିଷ୍ଠା ହେଲା ଶ୍ରମ ମନ୍ତ୍ରୀଙ୍କ ଦ୍ୱାରା ଶ୍ରମିକ ସହାୟକ କେନ୍ଦ୍ର

ବ୍ରହ୍ମପୁର : ସୁରାଟରେ ରହୁଥିବା ଓଡ଼ିଆ ଶ୍ରମିକମାନଙ୍କ ଉପକାର ପାଇଁ ସୁରାଟ ସହରରେ ପ୍ରତିଷ୍ଠା ହେଲା ଓଡ଼ିଆ ଶ୍ରମିକ ସହାୟକ କେନ୍ଦ୍ର। ଏପ୍ରିଲ ପହିଲା ଉତ୍କଳ ଦିବସ ଅବସରରେ ସୁରତର ପାଣ୍ଡେସର ରୋଡ଼ରେ ଓଡ଼ିଶାର ଶ୍ରମ ମନ୍ତ୍ରୀ ଶ୍ରୀକାନ୍ତ ସାହୁ ଓଡ଼ିଆ ଶ୍ରମିକ ସହାୟକ କେନ୍ଦ୍ର…
Read More...

ଚାଲିଛି ଯାନବାହାନ ର କଡ଼ା କଡ଼ି ଚେକିଙ୍କ୍

ଗୋଲାମୁଣ୍ଡା : କଳାହାଣ୍ଡି ଜିଲ୍ଲା ଗୋଲାମୁଣ୍ଡା ବ୍ଲକରେ ଅପ୍ରିଲ ପ୍ରଥମ ଦିନରେ ଗୋଲାମୁଣ୍ଡା ପୋଲିସ ଓ କେଗାଁ ପୋଲିସ ଦ୍ୱାରା ଯାନବାହାନ ଉପରେ କଢ଼ାକଢି ଯାଞ୍ଚ କରୁଥିବା ଦେଖିବାକୁ ମିଳିଛି । ଦିନକୁ ଦିନ ଦୁର୍ଘଟଣା ବଢୁଥିବା ଦେଖି ଓଡିଶା ସରକାରଙ୍କ ପରିବହନ ବିଭାଗ ଗାଡି ଚାଳକଙ୍କ ପ୍ରତି…
Read More...

ମୃତ ସୁସଜିତାଙ୍କ ପରିବାରକୁ ଓରମାସ ତରଫରୁ ଆର୍ଥିକ ସହାୟତା ପ୍ରଦାନ

ରାୟଗଡ଼ : ମୃତ ସୁସଜିତାଙ୍କ ପରିବାରକୁ ଓରମାସ ତରଫରୁ ଆର୍ଥିକ ସହାୟତା ପ୍ରଦାନ। ଗତ ଫେବୃୟାରୀ ୧୬  ତାରିଖରେ ଗଜପତିଜିଲ୍ଲା ରା.ଉଦୟଗିରି ବ୍ଲକ ଛେଲିଗଡ଼ ପଞ୍ଚାୟତ  ସଇଲୁଙ୍ଗ ଗ୍ରାମର ଜଗତ ବର୍ଦ୍ଧନଙ୍କ ଝୀଅ ସୁସଜିତା ବେଙ୍ଗାଲୁରୁର ଏକ ଘରୋଇ କମ୍ପାନୀରେ ଆତ୍ମ ସିଲେଇ କାମରେ ନିୟୋଜିତ…
Read More...

ପ୍ରଶାସନର ଦୃଷ୍ଟି ଆଢ଼ୁଆଳରେ ବୀର ଧନୁର୍ଜ୍ଜୟ ନାରାୟଣ ପୁର ଶାସନ ପ୍ରାଥମିକ ବିଦ୍ୟାଳୟ

ଚମ୍ପୁଆ : ବିପଦ ସଂକୁଳ ବିଦ୍ୟାଳୟ କୋଠରୀ । ବିଦ୍ୟାଳୟ କାର୍ଯ୍ୟାଳୟ ଗୃହରେ ମଧ୍ୟାହ୍ନ ଭୋଜନ ସାମଗ୍ରୀ ମଧ୍ୟ ରହିଛି । ଦୁଇ ବଖରା ଆଜବେଷ୍ଟସ ଗୃହ ତାହା ମଧ୍ୟ ଅଧା ଭାଙ୍ଗି ପଡିଛି । ଆଉ ଗୋଟିଏ କୋଠରୀର ଶ୍ରେଣୀ କେତେବେଳେ ଖସୀ ପଡିବ ସେଥି ପାଇଁ ଗୋଟିଏ ବାଉଁଶ ଖୁଣ୍ଟ ଦେଇ ରଖାଯାଇଛି…
Read More...

ସରସ୍ୱତୀ ଶିଶୁ ବିଦ୍ୟମନ୍ଦିର ପକ୍ଷରୁ ଉତ୍କଳ ଦିବସ ପାଳିତ

ଯୋଡ଼ା : ଉତ୍କଳୀୟ ମାନଙ୍କ ପାଇଁ ଆଜିର ଦିନଟି ଅନେକ ମହତ୍ୱ ପୂର୍ଣ୍ଣ । ୧୯୩୬ ମସିହା ଆଜିର ଦିନରେ ଓଡିଶା ଏକ ସ୍ୱତନ୍ତ୍ର ରାଜ୍ୟର ମାନ୍ୟତା ପାଇଥିଲା । ସେହିଦିନ ଠାରୁ ଓଡ଼ିଶାବାସୀ ଉତ୍କଳର ବରପୁତ୍ର ମାନଙ୍କୁ ମନେ ପକାଇବା ଓ ସେମାନଙ୍କର ବଳିଦାନ ଆମପାଇଁ କେତେ ମହତ୍ୱ ତାହା ପିଢ଼ି ପିଢ଼ି…
Read More...

କୋରାପୁଟରେ ମର୍ମନ୍ତୁଦ ସଡକ ଦୁର୍ଘଟଣା ମାନବିକତା ଦେଖାଇଲେ ଅତିରିକ୍ତ ପରିବହନ ଅଧିକାରୀ

କୋରାପୁଟ : ଆଜିଠୁ ଆରମ୍ଭ ହେଲା ଜିରୋ ଟଲରେନେସ । ସଡକ ଜନିତ ଦୁର୍ଘଟଣାରେ କେହି ବି ମୃତାହତ ହେବେ ନାହିଁ । ହେଲେ ପ୍ରଥମ ଦିନରେ କୋରାପୁଟ ସହରରେ ଦେଖିବାକୁ ମିଳିଲା ଦୁର୍ଭାଗ୍ୟଜନକ ଘଟଣା । ଘଟଣା କ୍ରମରେ ଆଜି ସଂନ୍ଧ୍ୟା ସମୟରେ ଏକ ମର୍ମନ୍ତୁଦ ସଡକ ଦୁର୍ଘଟଣାରେ ଚାଲିଗଲା ଜଣେ ବାଇକ…
Read More...