Browsing Category

ରାଜ୍ୟ

ରଙ୍ଗାରଙ୍ଗ କାର୍ଯ୍ୟକ୍ରମରେ ସମାପ୍ତ ହେଲା କରଞ୍ଜିଆ ମହୋତ୍ସବ 2023

କରଞ୍ଜିଆ : ତିନିଦିନର ମହୋତ୍ସବ ସନ୍ଧ୍ୟା ବହୁ ଯାକଜମକ, ଆକର୍ଷଣୀୟ, ମନୋରମ ତଥା ଜନବହୁଳପୂର୍ଣ୍ଣ ରୂପେ ଅନୁଷ୍ଠିତ ହେଲା | ଉତ୍ସବର ପ୍ରଥମ ଦିନରେ ଶୁଭହୋମାଗ୍ନୀ ପୂଜା ସହିତ ମା ଅମ୍ବିକେଶ୍ବରୀଙ୍କ ପୀଠରୁ ମଶାଲ୍ ଯାତ୍ରା ଆରମ୍ଭ ହୋଇ ମହୋତ୍ସବ ମଞ୍ଚରେ ସ୍ଥାପନା କରାଯାଇଥିଲା, ଯାହାକୁ…
Read More...

ଶହୀଦ ରଘୁ-ଦିବାକରଙ୍କ ବଳିଦାନ ପାଲଟିଛି ବିଶ୍ୱ ଇତିହାସ

ଖୋର୍ଦ୍ଧା : ଖୋର୍ଦ୍ଧା ବକ୍ସି ଜଗବନ୍ଧୁ ବିଦ୍ୟାଧର ହାଇସ୍କୁଲର ପ୍ରାକ୍ତନ ଛାତ୍ର ତଥା ରଣପୁର ପ୍ରଜା ଆନ୍ଦୋଳନର ଅମର ଶହୀଦ ରଘୁ-ଦିବାକରଙ୍କ ୮୩ ତମ ଫାଶୀ ଦିବସ ବିଦ୍ୟାଳୟ ପରିସରରେ ପାଳିତ ହୋଇଯାଇଛି । ଏହି ଅବସରରେ ତାଙ୍କର ପ୍ରତିମୂର୍ତ୍ତିରେ ମାଲ୍ୟାର୍ପଣ କରାଯାଇ ଶ୍ରଦ୍ଧାଞ୍ଜଳି ଅର୍ପଣ…
Read More...

ଓୟୁଏଟି ପରିଚାଳିତ ରେଜିଲିଏନସ୍ ପ୍ରକଳ୍ପର ସମୀକ୍ଷା

ବ୍ରହ୍ମପୁର : ନରୱେ ସରକାର ଓ ଓୟୁଏଟି ର ମିଳିତ ଆନୁକୂଲ୍ୟରେ ଏବଂ କୃଷି ବିଜ୍ଞାନ କେନ୍ଦ୍ର ୧ ଓ ୨ ତତ୍ବାବଧାନରେ ୨୦୧୮ରୁ ଚାଲିଥିବା ରେଜିଲିଏନସ୍ ପ୍ରକଳ୍ପର ସମୀକ୍ଷା ପାଇଁ ଏକ ନରୱେ ସରକାରଙ୍କ ଦଳ ଏବଂ ପ୍ରକଳ୍ପର ଅନ୍ୟ ସହଯୋଗୀ ମାନେ ଚିକରଡା ଗ୍ରାମର ବିଭିନ୍ନ କ୍ଷେତ୍ର ପରିଦର୍ଶନର…
Read More...

ଧାମରା ବନ୍ଦରରେ ଲାଗିଲା ପ୍ରଥମ ସିଏନଜି କାର୍ଗୋ ଜାହାଜ

ଧାମରା : ଭଦ୍ରକ ଜିଲ୍ଲା ଧାମରା ବନ୍ଦରରେ ଲାଗିଲା ପ୍ରଥମ ସିଏନଜି କାର୍ଗୋ ଜାହାଜ । କତାରରୁ ‘ମିଲାହା ରାସ୍ ଲାଫାନ’ ନାମକ ଜାହାଜ ସିଏନଜି ନେଇ ପ୍ରଥମଥର ପାଇଁ ଆଦାନି ଧାମରା ବନ୍ଦରରେ ଲାଗିଛି । ଏହି ଜାହାଜଟି ୨୬ ମିଲିୟନ ପ୍ରାକୃତିକ ଫ୍ରୋଜନ ଗ୍ୟାସ ନେଇ ଧାମରାବନ୍ଦରରେ ପହଞ୍ଚିଛି ।…
Read More...

ଓଡ଼ିଶା ବିଜିନେସ ମିଟକୁ ସମ୍ବୋଧନ କରିବେ ନବୀନ

ଟୋକିଓ : ଜାପାନ ଗସ୍ତରେ ଥିବା ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକଙ୍କୁ ଭବ୍ୟ ସ୍ୱାଗତ କରାଯାଇଛି । ଟୋକିଓରେ ପହଞ୍ଚିବା ପରେ ଭାରତୀୟ ରାଷ୍ଟ୍ରଦୂତ ସିବି ଜର୍ଜ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକଙ୍କୁ ସ୍ୱାଗତ କରିଛନ୍ତି । ଆଜି ନିପନ ଷ୍ଟିଲ କର୍ପୋରେସନର ନିର୍ଦେଶକ ତଥା ଅଧ୍ୟକ୍ଷ ଇଜି…
Read More...

ମେ’ ଶେଷ ସପ୍ତାହରେ ଭୁବନେଶ୍ୱରରୁ ସିଙ୍ଗାପୁରକୁ ବିମାନ ଉଡ଼ାଣ

ଭୁବନେଶ୍ୱର : ଆସନ୍ତା ମେ’ ଶେଷ ସପ୍ତାହରେ ଭୁବନେଶ୍ୱରକୁ ସିଙ୍ଗାପୁରକୁ ବିମାନ ଉଡ଼ାଣ କରିବ । ଏହାଦ୍ୱାରା ଓଡ଼ିଶା ପାଇଁ ନୂଆ ସୁଯୋଗ ସୃଷ୍ଟି ହେବ । ଜାପାନ ଗସ୍ତରେ ଯିବା ଅବସରରେ ମୁଖ୍ୟମନ୍ତ୍ରୀ କିଛି ସମୟ ପାଇଁ ସିଙ୍ଗାପୁର ବିମାନବନ୍ଦରରେ ଅଟକିଥିଲେ । ଏହି ଅବସରରେ ମୁଖ୍ୟମନ୍ତ୍ରୀଙ୍କ…
Read More...

ଅବସରପ୍ରାପ୍ତ ସୈନିକ କଲ୍ୟାଣ ସଂଘର ପେନସନ ଅସଙ୍ଗତି ନେଇ ରାଷ୍ଟ୍ରପତିଙ୍କ ଉଦ୍ଦେଶ୍ୟରେ ଉପଜିଲ୍ଲାପାଳଙ୍କୁ ସ୍ମାରକ ପତ୍ର

ଚମ୍ପୁଆ : ଚମ୍ପୁଆ ଅଵସରପ୍ରାପ୍ତ ସୈନିକ କଲ୍ୟାଣ ସଂଘର ଏକ ପ୍ରତିନିଧି ମଣ୍ଡଳ ପେନସନ ରେ ଥିବା ଅଂସଗତିକୁ ନେଇ ମହାମହିମ ରାଷ୍ଟ୍ରପତିଙ୍କ ଉଦ୍ଦେଶ୍ୟରେ ଆଜି ସ୍ଥାନୀୟ ଉପଜିଲ୍ଲାପାଳ ସୁକାନ୍ତ କୁମାର ମାଝୀଙ୍କୁ ପ୍ରଦାନ କରିଛନ୍ତି । ଜୀବନକୁ ବାଜି ଲଗାଇ ବିଭିନ୍ନ କଠୋର ପରିସ୍ଥିତିରେ…
Read More...

ପଣ୍ୟ ପରିଚାଳନାରେ ପାରାଦୀପ ବନ୍ଦର ଦେଶରେ ଏକନମ୍ବର

ଭୁବନେଶ୍ୱର : ପଣ୍ୟ ପରିଚାଳନା କ୍ଷେତ୍ରରେ ପାରାଦୀପ ବନ୍ଦର ଦେଶର ସବୁ ବନ୍ଦରକୁ ପଛରେ ପକାଇ ଦେଇଛି ବୋଲି ପାରାଦୀପ ପୋର୍ଟଟ୍ରଷ୍ଟର ଅଧ୍ୟକ୍ଷ ପିଏଲ୍ ହରନାଦ କହିଛନ୍ତି । ଏଠାରେ ଆୟୋଜିତ ଏକ ସାମ୍ବାଦିକ ସମ୍ମିଳନୀରେ ଶ୍ରୀ ହରନାଦ କହିଛନ୍ତି ଯେ, ୨୦୨୧-୨୨ ଆର୍ଥିର୍କ ବର୍ଷରେ ପାରାଦୀପ…
Read More...

ସାତଦିନିଆ ଜାପାନ ଗସ୍ତରେ ମୁଖ୍ୟମନ୍ତ୍ରୀ

ଭୁବନେଶ୍ୱର : ମୁଖ୍ୟମନ୍ତ୍ରୀ ଶ୍ରୀ ନବୀନ ପଟ୍ଟନାୟକ ଆଜି ଉଚ୍ଚସ୍ତରୀୟ ପ୍ରତିନିଧି ଦଳଙ୍କ ସହ ମୁଖ୍ୟମନ୍ତ୍ରୀ ଜାପାନ ଗସ୍ତ କରିଛନ୍ତି । ତାଙ୍କ ସହ ଶିଳ୍ପ ମନ୍ତ୍ରୀ, ମୁଖ୍ୟ ସଚିବ, ଶିଳ୍ପ ସଚିବ, ଆଇଟି ସଚିବ, ଆଇପିଆଇସିଓଏଲ ଏମଡି ମଧ୍ୟ ଜାପାନ ଗସ୍ତ କରିଛନ୍ତି । ଆହୁରି ମଧ୍ୟ…
Read More...

ହିନ୍ଦୋଳ ଓ ଅତାବିରାରେ ୮୦%ରୁ ଅଧିକ ମତଦାନ

ଭୁବନେଶ୍ୱର : ଢେଙ୍କାନାଳ ଜିଲ୍ଲାର ହିନ୍ଦୋଳ ଓ ବରଗଡ଼ ଜିଲ୍ଲାର ଅତାବିରା ଏନଏସି (ବିଜ୍ଞପିତ ଅଂଚଳ ପରିଷଦ) ପାଇଁ ଆଜି ଭୋଟ୍ ଗ୍ରହଣ ଶେଷ ହୋଇଛି । ମିଳିଥିବା ସୂଚନା ଅନୁଯାୟୀ ଉଭୟ ଏନ୍ଏସିରେ ୮୦%ରୁ ଉର୍ଧ ମତଦାତା ମତ ସାବ୍ୟସ୍ତ କରିଛନ୍ତି । ଆଜି ସକାଳ ୮ଟାରୁ ଆରମ୍ଭ ହୋଇଥିବା ମତଦାନ…
Read More...