Browsing Category

ରାଜ୍ୟ

ଟ୍ରେଲର ମାଡିଯିବାରୁ ଚାରି ବର୍ଷର ଶିଶୁ କନ୍ୟା ମୃତ, ଉତ୍ୟକ୍ତ ଲୋକେ ଟ୍ରେଲର ଗାଡିକୁ ଜାଳି ଦେଲେ

ଚମ୍ପୁଆ : ଚମ୍ପୁଆ ନିକଟସ୍ଥ ଝାଡଖଣ୍ଡ ଜୟନ୍ତି ଗଡ ଠାରେ ଟ୍ରେଲର ଗାଡି ମାଡି ଯିବାରୁ ୪ବର୍ଷର ଶିଶୁ କନ୍ୟାର ମୃତ୍ୟୁ ଘଟିିଛି । ମିଳିଥିବା ସୂଚନା ଅନୁସାରେ ଆଜି ଦିନ ପ୍ରାୟ ୧୨ଟା ସମୟରେ ଓଡିଶା-ଝାଡଖଣ୍ଡ ସୀମାନ୍ତ ବୈତରଣୀ ପୋଲ ନିକଟରେ ଜୟନ୍ତି ଗଡର ଜିତୁ ବେହେରାଙ୍କ ୪ବର୍ଷର ଶିଶୁ
Read More...

ଅଙ୍ଗନବାଡି ପକ୍ଷରୁ ପୋଷଣ ପକ୍ଷ ପାଳନ

ଯୋଡ଼ା : କେନ୍ଦୁଝର ଜିଲ୍ଲା ଯୋଡ଼ା ପୌରପାଳିକା ଅନ୍ତର୍ଗତ ଶିଶୁ ସୁରକ୍ଷା କାର୍ଯ୍ୟାଳୟ ସଭାଗୃହରେ  ଶିଶୁ ସୁରକ୍ଷା ଅଧିକାରିଣୀ ମାନସୀ ବେହେରାଙ୍କ ଅଧ୍ୟକ୍ଷତାରେ ଆଜି ଅପରାନ୍ହରେ ପୋଷଣ ପକ୍ଷ କାର୍ଯ୍ୟକ୍ରମ ପାଳିତ ହୋଇଯାଇଛି । ଏହି କାର୍ଯ୍ୟକ୍ରମରେ ପୌରପାଳିକାର ସମସ୍ତ ୧୪ ଗୋଟି ୱାର୍ଡରେ
Read More...

ଜାପାନ ଶିଳ୍ପପତିଙ୍କୁ ନବୀନଙ୍କ ଆମନ୍ତ୍ରଣ

ଟୋକିଓ : ଓଡ଼ିଶାରେ ବ୍ୟାପକ ପୁଞ୍ଜିନିବେଶ ପାଇଁ ଜାପାନର ଶିଳ୍ପପତି ଓ ବ୍ୟବସାୟୀମାନଙ୍କୁ ମୁଖ୍ୟମନ୍ତୀ ଶ୍ରୀ ନବୀନ ପଟ୍ଟନାୟକ ଆମନ୍ତ୍ରଣ କରିଛନ୍ତି । ଟୋକିଓର ଓକୁରାରେ ଆୟୋଜିତ ଓଡ଼ିଶା ବିଜନେସ ମିଟ୍ ୨୦୨୩ ସମ୍ମିଳନୀକୁ ଉଦ୍ଘାଟନ କରି ମୁଖ୍ୟମନ୍ତ୍ରୀ ଶ୍ରୀ ପଟ୍ଟନାୟକ ଏହି ଆମନ୍ତ୍ରଣ
Read More...

ସବୁଜ କ୍ଲବ ୪୬ତମ ବାର୍ଷିକ ଉତ୍ସବ ଉଦଯାପିତ

ଭଦ୍ରକ : ଭଦ୍ରକ ଜିଲ୍ଲା ଚରମ୍ପା ପରସିଙ୍ଗା ସବୁଜ କ୍ଲବ ର ଚଳିତ ବର୍ଷ ୪୬ ତମ ବାର୍ଷିକ ଉତ୍ସବ ବେଶ୍ ଧୁମ୍ ଧାମରେ ପାଳନ ହୋଇଯାଇଛି। ଗତ ଦୁଇ ଦିନ ଧରି ଏହି କାର୍ଯ୍ୟକ୍ରମ ଜାରି ରହିଥିଲା। ପ୍ରଥମ ଦିନ ଅର୍ଥାତ୍ ସୋମବାର ସନ୍ଧ୍ୟାରେ ବହୁ ଅତିଥି ଙ୍କୁ ନେଇ ଶୁଭାରମ୍ଭ ହେବା ସହ ଏକ ଡାନ୍ସ
Read More...

ଅନାଥ ଆଶ୍ରମରୁ ଛୁଆ ଉଭାନ , ନିରାଶ ହୋଇ ଫେରିଲେ ପରିବାର ଲୋକେ

ଯୋଡ଼ା : କେନ୍ଦୁଝର ଜିଲ୍ଲା ଯୋଡ଼ା ପୌରପାଳିକା ଅନ୍ତର୍ଗତ ଦୁଇ ନମ୍ବର ୱାର୍ଡ ବନେଇକଳା ବସ୍ତିର ବାପା ମା ଛେଉଣ୍ଡ ୪ ବର୍ଷର  ଝିଅ ସୁନିତା ମୁଣ୍ଡା ଆନନ୍ଦପୁର ସ୍ଥିତ ଅନାଥ ଆଶ୍ରମରୁ ଉଭାନ ହେବା ସମସ୍ତଙ୍କୁ ଚକିତ କରିଛି । ଖବରରୁ ପ୍ରକାଶ ବନେଇକଳା ବସ୍ତିର ରାଜେନ ମୁଣ୍ଡା ଓ ମଞ୍ଜୁ
Read More...

ରଙ୍ଗାରଙ୍ଗ କାର୍ଯ୍ୟକ୍ରମରେ ସମାପ୍ତ ହେଲା କରଞ୍ଜିଆ ମହୋତ୍ସବ 2023

କରଞ୍ଜିଆ : ତିନିଦିନର ମହୋତ୍ସବ ସନ୍ଧ୍ୟା ବହୁ ଯାକଜମକ, ଆକର୍ଷଣୀୟ, ମନୋରମ ତଥା ଜନବହୁଳପୂର୍ଣ୍ଣ ରୂପେ ଅନୁଷ୍ଠିତ ହେଲା | ଉତ୍ସବର ପ୍ରଥମ ଦିନରେ ଶୁଭହୋମାଗ୍ନୀ ପୂଜା ସହିତ ମା ଅମ୍ବିକେଶ୍ବରୀଙ୍କ ପୀଠରୁ ମଶାଲ୍ ଯାତ୍ରା ଆରମ୍ଭ ହୋଇ ମହୋତ୍ସବ ମଞ୍ଚରେ ସ୍ଥାପନା କରାଯାଇଥିଲା, ଯାହାକୁ
Read More...

ଶହୀଦ ରଘୁ-ଦିବାକରଙ୍କ ବଳିଦାନ ପାଲଟିଛି ବିଶ୍ୱ ଇତିହାସ

ଖୋର୍ଦ୍ଧା : ଖୋର୍ଦ୍ଧା ବକ୍ସି ଜଗବନ୍ଧୁ ବିଦ୍ୟାଧର ହାଇସ୍କୁଲର ପ୍ରାକ୍ତନ ଛାତ୍ର ତଥା ରଣପୁର ପ୍ରଜା ଆନ୍ଦୋଳନର ଅମର ଶହୀଦ ରଘୁ-ଦିବାକରଙ୍କ ୮୩ ତମ ଫାଶୀ ଦିବସ ବିଦ୍ୟାଳୟ ପରିସରରେ ପାଳିତ ହୋଇଯାଇଛି । ଏହି ଅବସରରେ ତାଙ୍କର ପ୍ରତିମୂର୍ତ୍ତିରେ ମାଲ୍ୟାର୍ପଣ କରାଯାଇ ଶ୍ରଦ୍ଧାଞ୍ଜଳି ଅର୍ପଣ
Read More...

ଓୟୁଏଟି ପରିଚାଳିତ ରେଜିଲିଏନସ୍ ପ୍ରକଳ୍ପର ସମୀକ୍ଷା

ବ୍ରହ୍ମପୁର : ନରୱେ ସରକାର ଓ ଓୟୁଏଟି ର ମିଳିତ ଆନୁକୂଲ୍ୟରେ ଏବଂ କୃଷି ବିଜ୍ଞାନ କେନ୍ଦ୍ର ୧ ଓ ୨ ତତ୍ବାବଧାନରେ ୨୦୧୮ରୁ ଚାଲିଥିବା ରେଜିଲିଏନସ୍ ପ୍ରକଳ୍ପର ସମୀକ୍ଷା ପାଇଁ ଏକ ନରୱେ ସରକାରଙ୍କ ଦଳ ଏବଂ ପ୍ରକଳ୍ପର ଅନ୍ୟ ସହଯୋଗୀ ମାନେ ଚିକରଡା ଗ୍ରାମର ବିଭିନ୍ନ କ୍ଷେତ୍ର ପରିଦର୍ଶନର
Read More...

ଧାମରା ବନ୍ଦରରେ ଲାଗିଲା ପ୍ରଥମ ସିଏନଜି କାର୍ଗୋ ଜାହାଜ

ଧାମରା : ଭଦ୍ରକ ଜିଲ୍ଲା ଧାମରା ବନ୍ଦରରେ ଲାଗିଲା ପ୍ରଥମ ସିଏନଜି କାର୍ଗୋ ଜାହାଜ । କତାରରୁ ‘ମିଲାହା ରାସ୍ ଲାଫାନ’ ନାମକ ଜାହାଜ ସିଏନଜି ନେଇ ପ୍ରଥମଥର ପାଇଁ ଆଦାନି ଧାମରା ବନ୍ଦରରେ ଲାଗିଛି । ଏହି ଜାହାଜଟି ୨୬ ମିଲିୟନ ପ୍ରାକୃତିକ ଫ୍ରୋଜନ ଗ୍ୟାସ ନେଇ ଧାମରାବନ୍ଦରରେ ପହଞ୍ଚିଛି ।
Read More...

ଓଡ଼ିଶା ବିଜିନେସ ମିଟକୁ ସମ୍ବୋଧନ କରିବେ ନବୀନ

ଟୋକିଓ : ଜାପାନ ଗସ୍ତରେ ଥିବା ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକଙ୍କୁ ଭବ୍ୟ ସ୍ୱାଗତ କରାଯାଇଛି । ଟୋକିଓରେ ପହଞ୍ଚିବା ପରେ ଭାରତୀୟ ରାଷ୍ଟ୍ରଦୂତ ସିବି ଜର୍ଜ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକଙ୍କୁ ସ୍ୱାଗତ କରିଛନ୍ତି । ଆଜି ନିପନ ଷ୍ଟିଲ କର୍ପୋରେସନର ନିର୍ଦେଶକ ତଥା ଅଧ୍ୟକ୍ଷ ଇଜି
Read More...