Browsing Category

ରାଜ୍ୟ

ରତ୍ନଗର୍ଭା ଅଞ୍ଚଳରେ ଦାରିଦ୍ରତାର ବିକଳ ଚିତ୍ର

ଜୀବନ ବଞ୍ଚାଇବାକୁ ପ୍ରତି ମୁହୂର୍ତ୍ତରେ ସଂଘର୍ଷ, କରଞିଆ-ଭୁମିଜ ସାହି ଚମ୍ପୁଆ : ଚମ୍ପୁଆ ବ୍ଲକ ଅନ୍ତର୍ଗତ କରଞ୍ଜିଆ ଭୂମିଜ ସାହି । କରଞ୍ଜିଆ ପଂଚାୟତ କାର୍ଯ୍ୟାଳୟର ପଛ ପଟେ ଅତି ନିକଟରେ ଥିବା ଏହି ଭୂମିଜ ସାହି ପାଇଁ ସରକାରୀ ଯୋଜନା ପାଲଟିଛି ସାତ ସପନ, ବାଟ ହୁଡ଼ିଛି ବିକାଶ ।…
Read More...

ମନରେଗାରେ ମିଳୁ ନାହିଁ କାମ, ଉପଜିଲ୍ଲାପାଳଙ୍କ ଦ୍ୱାରସ୍ଥ ହେଲେ ଶ୍ରମିକ

କାମ ନ ମିଳିଲେ ଦାଦନ ଖଟିବାକୁ ଯିବେ ଶ୍ରମିକ ! ଗୋଲାମୁଣ୍ଡା : ମହାତ୍ମା ଗାନ୍ଧୀ ନିଶ୍ଚିତ କର୍ମ ନିଯୁକ୍ତି ଯୋଜନାରେ ଶ୍ରମିକ ମାନଙ୍କୁ କାମ ମିଳୁ ନାହିଁ ଏ ଭଳି ଅଭିଯୋଗ ଆଣିଛନ୍ତି ଗୋଲାମୁଣ୍ଡା ବ୍ଲକ ଅନ୍ତର୍ଗତ ଫୁଣ୍ଡା ପଞ୍ଚାୟତ ଅଞ୍ଚଳର ଶ୍ରମିକ ମାନେ ।  ମନରେଗା ଯୋଜନାରେ କାମ…
Read More...

ଲୁହା ମଣିଷ ଗୁରୁ ବିନ୍ଧାଣିଙ୍କ ପେଟ ପାଇଁ ସଂଘର୍ଷ

*ଦାନା ଯୋଗାଉଛି କୌଳିକ ବୃତ୍ତି ଝରୀଗାଁ : ବେଳେବେଳେ ବାପଅଜାଙ୍କ ଅମଳରୁ ଶିଖିଥିବା କୌଳିକ କାମ ମଧ୍ୟ ମଣିଷକୁ ବଞ୍ଚି ରହିବାରେ  ସହାୟକ ହୋଇଥାଏ |କୌଳିକ ବୃତ୍ତି ରୁ ମଣିଷ ଦୁଇ ଓଳି ପେଟ ପାଇଁ ଦୁଇମୁଠା ଦାନା ଯୋଗାଡ଼ କରିଥାଏ | ଉଜ୍ବଳ ଭବିଷ୍ୟତ ସପନ ଦେଖିବାକୁ ସମୟ ମିଳେ ନାହିଁ।…
Read More...

ଝାରସୁଗୁଡା : ତରୁଣ ପାଣ୍ଡେ କଂଗ୍ରେସ ପ୍ରାର୍ଥୀ

ଭୁବନେଶ୍ୱର : ଝାରସୁଗୁଡା ବିଧାନସଭା ଆସନରେ ଉପନିର୍ବାଚନ ଲାଗି ଆସନ୍ତା ୧୩ ତାରିଖରୁ ପ୍ରାର୍ଥିପତ୍ର ଦାଖଲ ଆରମ୍ଭ ହେଉଥିବା ବେଳେ କଂଗ୍ରେସ ଆଜି ପ୍ରାର୍ଥୀଙ୍କ ନାମ ଘୋଷଣା କରିଛି । ପୂର୍ବତନ ବିଧାୟକ ସ୍ୱର୍ଗତଃ ବୀରେନ୍ଦ୍ର ପାଣ୍ଡେଙ୍କ ପୁଅ ତରୁଣ ପାଣ୍ଡେଙ୍କୁ କଂଗ୍ରେସ ପ୍ରାର୍ଥୀ କରିଛି…
Read More...

ଯୁବ କଥାକାର ଡିଲେଶ୍ୱର ରଣାଙ୍କ ଉପନ୍ୟାସ “ମେଳିଭୂଇଁ”ର ଲୋକାର୍ପଣ ଉତ୍ସବ

ଭବାନୀପାଟଣା : କଳାହାଣ୍ଡି ଜିଲ୍ଲାର ଯୁବ କଥାକାର ଡିଲେଶ୍ୱର ରଣାଙ୍କ ପ୍ରଧାନମନ୍ତ୍ରୀ ଯୁବା ମେଣ୍ଟରସିପ୍ ପ୍ରାପ୍ତ ଉପନ୍ୟାସ 'ମେଳିଭୂଇଁ' ୯ ତାରିଖ ରବିବାର ଦିନ ଏକ ସାରସ୍ୱତ ପରିବେଶ ମଧ୍ୟରେ ଲୋକାର୍ପିତ ହୋଇ ଯାଇଅଛି। ସ୍ଥାନୀୟ କଳାହାଣ୍ଡି ବିଶ୍ୱବିଦ୍ୟାଳୟର ସଭାଗୃହ ଠାରେ ଆୟୋଜିତ ଏହି…
Read More...

ସରଗିତଳିଆକୁ ପହଞ୍ଚିଲା ଡାକ୍ତରୀ ଟିମ୍ ଶିଶୁଙ୍କର ସ୍ୱାସ୍ଥ୍ୟ ପରୀକ୍ଷା ଓ ଟୀକାକରଣ କେନ୍ଦ୍ର ପାଇଁ ନିଷ୍ପତ୍ତି

ଯୋଡା : ଯୋଡା ପୌରପାଳିକା ଅନ୍ତର୍ଗତ ୧୩ ନଂ ୱାର୍ଡର ସରଗିତଳିଆ ଠାରେ ୩୦ରୁ ଉର୍ଦ୍ଧ୍ଵ ଶିଶୁ ଅପପୃଷ୍ଟିରେ ଶିକାର ହେବା ଆଶଙ୍କା ନେଇ ଗଣମାଧ୍ୟମରେ ପ୍ରକାଶ ପାଇବା ପରେ ଜିଲ୍ଲା ସ୍ୱାସ୍ଥ୍ୟ ବିଭାଗ ତତ୍ପର ହୋଇଉଠିଛି । ରବିବାର ପୂର୍ବାହ୍ନ ସମୟରେ ଏକ ଡାକ୍ତରୀ ଟିମ୍ ଉକ୍ତ ୱାର୍ଡକୁ ପହଞ୍ଚି…
Read More...

ଚମ୍ପୁଆ କୈରାଲୀ କଲେଜ ଅଫ୍ ନର୍ସିଂ, ଚଳିତ ଶିକ୍ଷା ବର୍ଷରୁ ଵିଏସସି ନର୍ସିଂରେ ପାଠପଢ଼ା ଆରମ୍ଭ

ଚମ୍ପୁଆ : ଓଡିଶାର ଶିକ୍ଷା ଓ ସ୍ଵାସ୍ଥ୍ୟ ସେବା କ୍ଷେତ୍ରରେ କେନ୍ଦୁଝର ଜିଲ୍ଲା ଚମ୍ପୁଆ ଶିକ୍ଷାନଗରୀସ୍ଥିତ କୈରାଲୀ ଓ୍ଵଏଲଫେୟାର ଆଣ୍ଡ ଏଜୁକେଶନାଲ ଟ୍ରଷ୍ଟକୁ ଆଉ ଏକ ସଫଳତାର ଫର୍ଦ୍ଦ ଯୋଡ଼ି ହୋଇଯାଇଛି । ଏହି ପରିସରରେ ଚଳିତ ଶିକ୍ଷା ବର୍ଷରୁ ଖୋଲାଯାଇ ଥିବା କୈରାଲୀ କଲେଜ ଅଫ ନର୍ସିଂରେ…
Read More...

ପଞ୍ଚମ ଦିନରେ ଗୋଲାମୁଣ୍ଡା ରେ ମହାଭାରତ ପାରାୟଣ ମହାଯଜ୍ଞ

ଗୋଲାମୁଣ୍ଡା : କଳାହାଣ୍ଡି ଜିଲ୍ଲା ଗୋଲାମୁଣ୍ଡା ବ୍ଲକ ଗୋଲାମୁଣ୍ଡା ରେ ମହାଭାରତ ପାରାୟଣ ମହାଯଜ୍ଞ ଗତ ୬ ଏପ୍ରିଲ ଚୈତ୍ର ପୂ୍ଣ୍ଣିମା ଠାରୁ ଆରମ୍ଭ ହୋଇ ଏହା ଆସନ୍ତା ମଇ ମାସ ୫ ତାରିଖ ବୈଶାଖ ପୂର୍ଣ୍ଣିମା ପର୍ଯ୍ୟନ୍ତ ଏକ ମାସ ଧରି ମହାଭାରତ ମହା ଯଜ୍ଞ ହେବ ।ଏହି ଯଜ୍ଞଟି ଗୋଲାମୁଣ୍ଡା…
Read More...

ଛତିଶଗଡ ହାତୀ ପାଇଁ ଓଡିଶାରେ ଆତଙ୍କ

 ଛତିଶଗଡ଼ ରାଜରାସ୍ତା ଅତିକ୍ରମ କଲେ ୫୦ରୁ ଉର୍ଦ୍ଧ ହାତୀପଲ  ରାଇଘର : ଛତିଶଗଡ଼ ସୀମାନ୍ତରେ ଲଗାତାର ହାତୀପଲ ଓଡ଼ିଶା ପ୍ରବେଶ କରି ବହୁ ଧନ ଜୀବନ ନଷ୍ଟ କରୁଥିବା ବେଳେ ସ୍ଥାନୀୟ ବନ ବିଭାଗ ଏହାକୁ ନିୟନ୍ତ୍ରଣ କରିବାରେ ସେଭଳି ଆଖିଦୁର୍ଶିଆ ସଫଳତା ହାସଲ କରି ପାରି ନାହିଁ | ଫଳରେ…
Read More...

ଗଞ୍ଜାମ ଜିଲା ଦେଶର ‘ଶ୍ରେଷ୍ଠ ଜିଲ୍ଲା ପରିଷଦ’

ହିଞ୍ଜିଳିକାଟୁ ଦେଶର ‘ଶ୍ରେଷ୍ଠ ବ୍ଲକ୍ ପଞ୍ଚାୟତ’ ଭୁବନେଶ୍ୱର : ଗଞ୍ଜାମ ଜିଲା ସମଗ୍ର ଓଡ଼ିଶା ପାଇଁ ଗର୍ବ ଓ ଗୌରବ ନେଇ ଆସିଛି । ଭାରତ ସରକାରଙ୍କ ପଞ୍ଚାୟତିରାଜ ମନ୍ତ୍ରାଳୟ ପକ୍ଷରୁ ସଦ୍ୟ ଘୋଷିତ ‘ଜାତୀୟ ପଞ୍ଚାୟତ ପୁରସ୍କାର-୨୦୨୨’ରେ ଗଞ୍ଜାମ ଜିଲା ଦେଶର ଶ୍ରେଷ୍ଠ ଜିଲା ପରିଷଦ ଓ…
Read More...