Browsing Category

ରାଜ୍ୟ

“ନିମନ୍ତ୍ରଣ” ପକ୍ଷରୁ ବିଶ୍ୱ ପଖାଳ ଦିବସ ପାଳିତ; ପଖାଳର ଲୋକପ୍ରିୟତା ପାଇଁ ଓଟିଡିସିର ପ୍ରୟାସ ପ୍ରଶଂସନୀୟ -ପର୍ଯ୍ୟଟନ…

ଭୁବନେଶ୍ୱର : ପଖାଳ ଏକ ଉତ୍କୃଷ୍ଟ ଓଡିଆ ସୁସ୍ୱାଦୁ ଖାଦ୍ୟ, ଯାହା ସାଧାସିଧା, କିନ୍ତୁ ଅତ୍ୟନ୍ତ ପୁଷ୍ଟିକର ଏବଂ ସ୍ୱାଦଗ୍ରନ୍ଥିକୁ ସୁଖଦ ଅନୁଭୂତି ଦେଇଥାଏ । ସବୁ ବର୍ଗର ପସନ୍ଦର ଏହି ସ୍ୱାସ୍ଥ୍ୟକର ଖାଦ୍ୟର ଲୋକପ୍ରିୟତା ଓ ପ୍ରଚାର ପ୍ରସାର ଉଦ୍ଦେଶ୍ୟରେ ଆଜି ‘ବିଶ୍ୱ ପଖାଳ ଦିବସ’ ସର୍ବତ୍ର
Read More...

ନୀଳଶୈଳ ପକ୍ଷରୁ ବିଶ୍ୱ ପଖାଳ ଦିବସ ପାଳିତ

ଯୋଡ଼ା : ସୋମବାର ଥିଲା ବିଶ୍ୱ ପଖାଳ ଦିବସ । ପ୍ରତିଟି ଓଡ଼ିଆଙ୍କ ପ୍ରିୟ ଏବଂ ଗର୍ବ ଯେତେ ଯାହା ଖାଇଲେ ବି ପଖାଳ ଗୁଣ୍ତେ ଦିଏ ମନକୁ ଶାନ୍ତି । କେବଳ ଓଡ଼ିଶାରେ ନୁହେଁ ବିଶ୍ୱର କୋଣ ଅନୁକୋଣରେ ରହୁଥିବା ପ୍ରତ୍ୟେକ ଓଡ଼ିଆ ଆଜିର ଦିନରେ ନିଶ୍ଚୟ ଗୁଣ୍ତେ ପଖାଳ ଖାଇ ସେଲିବ୍ରେଟ୍ କରୁଥିବେ ।
Read More...

ଟିଏସଏଫ ପକ୍ଷରୁ ଆଦିବାସୀ ନୃତ୍ୟ ପ୍ରତିଯୋଗିତା

ଯୋଡ଼ା : ଟାଟାଷ୍ଟିଲ ଅଧିନ ଟାଟା ଫାଉଣ୍ଡେସନ ପକ୍ଷରୁ ଆଜି ରବିବାର ଅପରାହ୍ନରେ ଯୋଡ଼ାୱେଷ୍ଟ ଅଡ଼ିଟୋରୀୟମ ଠାରେ ଏକ ଆଦିବାସୀ ନୃତ୍ୟ ପ୍ରତିଯୋଗିତା ଅନୁଷ୍ଠିତ ହୋଇଯାଇଛି । ଏହି ପ୍ରତି ଯୋଗୀତାରେ ଯୋଡ଼ା ପୌରପାଳିକାର ସମସ୍ତ ୧୪ ଗୋଟି ୱାର୍ଡର ବସବାସ କରୁଥିବା ଆଦିବାସୀ ସମ୍ପ୍ରଦାୟର ମହିଳା
Read More...

ଚମ୍ପୁଆରେ ଅମୃତ ସରୋବର ଯୋଜନା ଫେଲ,କେବଳ ପଙ୍କ ଉଦ୍ଧାରରେ ସୀମିତ

ଚମ୍ପୁଆ : ପ୍ରତି ପଞ୍ଚାୟତରେ ଏକ ଏକରରୁ ଅଧିକ ଜମି ଥିବା  ପରିସରରେ ଥିବା ପୁରୁଣା ପୋଖରୀ, ପୁଷ୍କରିଣୀ ଗୁଡିକର ପୁନଃ ଉଦ୍ଧାର ସହିତ ଏଗୁଡିକୁ ସୌନ୍ଦର୍ଯ୍ୟକରଣ କରିବା ପାଇଁ ଦେଶର ଆଜାଦି କି ଅମୃତ ମହୋତ୍ସବ  ପାଳନ କରିବା ଅବସରରେ ଅମୃତ ସରୋବର ଯୋଜନା ର ପରିକଳ୍ପନା କରାଯାଇଥିଲା l ଅମୃତ
Read More...

ପୂର୍ବତନ ବିଧାୟକ ବୀରେନ୍ଦ୍ର ପାଣ୍ଡେଙ୍କ ପରଲୋକ

ଭୁବନେଶ୍ୱର : ଝାରସୁଗୁଡ଼ାର ପୂର୍ବତନ ବିଧାୟକ ବୀରେନ୍ଦ୍ର ପାଣ୍ଡେଙ୍କର ଆଜି ଭୋର ସମୟରେ ତାଙ୍କର ପରଲୋକ ହୋଇଯାଇଛି । ସେ ଯକୃତ ରୋଗରେ ପୀଡ଼ିତ ଥିଲେ । ଭୁବନେଶ୍ୱର ଏକ ଘରୋଇ ହସ୍ପିଟାଲରେ ରବିବାର ଭୋର ସମୟରେ ତାଙ୍କର ପରଲୋକ ଘଟିଛି । ମୃତ୍ୟୁବେଳକୁ ତାଙ୍କୁ ୭୫ ବର୍ଷ ବୟସ ହୋଇଥିଲା । ସେ
Read More...

ଓଡ଼ିଶା ଦିବସରେ ଆୟୋଜନ ହେବ ଭଏସ୍ ଅଫ୍ ବାରବାଟୀ

କଟକ : ଓଡ଼ିଶାର ସର୍ବପୁରାତନ କଟକ କ୍ଲବ୍ ପ୍ରଥମଥର ପାଇଁ ସଙ୍ଗୀତଭିତ୍ତିକ ଏକ ନିଆରା କାର୍ଯ୍ୟକ୍ରମ ଆୟୋଜନ କରିବାକୁ ଯାଉଛି । ଏପ୍ରିଲ୍ ୧ ତାରିଖ, ଉତ୍କଳ ଦିବସ ଅବସରରେ କ୍ଲବ୍ ପ୍ରାଙ୍ଗଣରେ ଗୀତ ଗାୟନ ପ୍ରତିଯୋଗିତା ଅନୁଷ୍ଠିତ ହେବାକୁ ଯାଉଛି । ସମଗ୍ର ଓଡ଼ିଶାରୁ ୧୫ରୁ ୨୫ ବର୍ଷ ପର୍ଯ୍ୟନ୍ତ
Read More...

ନିଜ ଜନ୍ମମାଟିରେ ମି.କର୍ଣ୍ନାଟକଙ୍କୁ ବିପୁଳ ସ୍ଵାଗତ ସମ୍ବର୍ଦ୍ଧନା

ଚମ୍ପୁଆ : ଦୀର୍ଘ ୪ ବର୍ଷ ପରେ ନିଜ ଜନ୍ମ ମାଟିକୁ ଫେରିଛନ୍ତି ସୁନାମଧନ୍ୟ ପୁଅ ମି.କର୍ଣ୍ନାଟକ ଓ ମି.ଦୁଵାଇ ସମ୍ମାନରେ ସମ୍ମାନିତ ସୁନାରାମ ପୂର୍ତ୍ତି  । ଏହି ଅବସରରେ ଆଜି ତାଙ୍କୁ ଚମ୍ପୁଆ ପ୍ରଶାସନ ଓ ନିଜ ଗାଁ ରେ ଭବ୍ୟ ସମ୍ବର୍ଦ୍ଧନା ଦିଆଯାଇଛି । ଚମ୍ପୁଆ ବ୍ଲକ ଚନ୍ଦ୍ରଶେଖରପୁର
Read More...

ଓଡିଶା ଉଠାଜଳସେଚନ ନିଗମ ଶ୍ରେଷ୍ଠ ଗୋଷ୍ଠୀ ଉଠାଜଳସେଚନ ପ୍ରକଳ୍ପ ନିମନ୍ତେ ଦ୍ଵିତୀୟ ଥର ଜାତୀୟସ୍ତରରେ ପୁରସ୍କୃତ

ଭୁବନେଶ୍ଵର : ଓଡିଶା ଜଳସଂପଦ ବିଭାଗ ଅନ୍ତର୍ଗତ ଓଡିଶା ଉଠାଜଳସେଚନ ନିଗମକୁ ୨୦୨୨-୨୩ ବର୍ଷ ନିମନ୍ତେ ଶ୍ରେଷ୍ଠ ଗୋଷ୍ଠୀ ଉଠାଜଳସେଚନ ପ୍ରକଳ୍ପ ପାଇଁ ସର୍ବ ଭାରତୀୟ ସ୍ତରରେ ପୁରସ୍କୃତ କରାଯାଇଛି । ଉଠା ଜଳସେଚନ ପ୍ରକଳ୍ପ ଦ୍ଵାରା ଜଳ ସୁପରିଚାଳନା ତଥା ଚାଷୀମାନଙ୍କର ଆର୍ଥିକ ମାନଦଣ୍ଡକୁ
Read More...

ବସ୍ ଚଳାଚଳ ସ୍ୱାଭାବିକ

ଭୁବନେଶ୍ୱର : ରାଜ୍ୟ ଘରୋଇ ବସ୍ ମାଲିକ ସଂଘ ଆନ୍ଦୋଳନ ପ୍ରତ୍ୟାହୃତ କରିବା ପରେ ଦୁଇ ଦିନ ପରେ ରାଜ୍ୟରେ ବସ୍ ଚଳାଚଳ ସ୍ୱାଭାବିକ ହୋଇଛି । ବିଭିନ୍ନ ସ୍ଥାନକୁ ବସ୍ ଚଳାଚଳ କରିଛି । ଆଜି ସକାଳେ ରାଜ୍ୟ ଘରୋଇ ବସ୍ ମାଲିକ ସଂଘର ସାଧାରଣ ସମ୍ପାଦକ ଦେବେନ୍ଦ୍ର ସାହୁ ଆନ୍ଦୋଳନ ପ୍ରତ୍ୟାହୃତ
Read More...

ବଢିବ ବିଧାୟକଙ୍କ ବେତନ, ଭତା

ଭୁବନେଶ୍ୱର, ୧୫ ।୩ (ନିପ୍ର) : ବିଧାନସଭାରେ ଆଜି ବିଧାୟକମାନଙ୍କ ବେତନ ବୃଦ୍ଧି ପ୍ରସଙ୍ଗ ଉଠିଥିଲା ବେଳେ ବିଲ୍ ଆଗତ ପାଇଁ ବାଚସ୍ପତି ଶ୍ରୀ ବିକ୍ରମ କେଶରୀ ଆରୁଖ ରୁଲିଂ ଦେଇଛନ୍ତି । ଆଜି କଂଗ୍ରେସ ବିଧାୟକ ଦଳ ନେତା ନରସିଂହ ମିଶ୍ର ଏହି ପ୍ରସଙ୍ଗ ଉଠାଇ କହିଛନ୍ତି ଯେ, ସବୁ କମିଟି
Read More...