Browsing Category

ରାଜ୍ୟ

ଏ ବର୍ଷ ବିଦ୍ୟୁତ୍ କାଟ ହେବନି

ଭୁବନେଶ୍ୱର : ଗ୍ରାହକଙ୍କୁ ୨୪ ଘଣ୍ଟିଆ ବିଦ୍ୟୁତ୍ ଯୋଗାଣ କରିବାକୁ ବିଦ୍ୟୁତ ଉତ୍ପାଦନ, ପରିବହନ ଓ ବିତରଣ କ୍ଷେତ୍ରରେ ଶକ୍ତି ବିଭାଗ ଅନେକ ପଦକ୍ଷେପ ନେଇଛି । ରାଜ୍ୟର ଶକ୍ତି ନିରାପତ୍ତା ସୁନିଶ୍ଚିତ କରିବାକୁ ୨୦୧୯ରେ ଓପିଜିସି ଏହାର ଉତ୍ପାଦନ କ୍ଷମତାକୁ ୧,୩୨୦ ମେଗାୱାଟ୍କୁ ବୃଦ୍ଧି କରିଛି…
Read More...

ଆନନ୍ଦପୁରକୁ ଜିଲ୍ଲା ମାନ୍ୟତା ଦାବୀ ଜୋର ଧରିଲା, ଦସ୍ତଖତ ଅଭିଯାନ ଆରମ୍ଭ

ଆନନ୍ଦପୁର : ଆନନ୍ଦପୁର ସବଡିଭିଜନକୁ ରାଜ୍ୟ ସରକାର ତୁରନ୍ତ ଜିଲ୍ଲା କରିବା ଦାବୀରେ ଆଜି କେନ୍ଦୁଝର ଜିଲ୍ଲାପାଳଙ୍କୁ, ଆନନ୍ଦପୁର ବିକାଶ ପରିଷଦ ତରଫରୁ ଓଡିଶାର ମାନ୍ୟବର ମୁଖ୍ୟମନ୍ତ୍ରୀ ଶ୍ରୀ ନବୀନ ପଟ୍ଟନାୟକଙ୍କ ଉଦେଶ୍ୟରେ ଦାବୀପତ୍ର ପ୍ରଦାନ କରାଯାଇଛି। ଏହି ଦାବୀପତ୍ର ପ୍ରଦାନ ସମୟରେ…
Read More...

ମ୍ୟାଟ୍ରିକ ପରୀକ୍ଷାରେ ହୋଇଥିବା ବିଭ୍ରାଟ ପ୍ରତିବାଦରେ ବିଜେପି ଯୁବ ମୋର୍ଚ୍ଚାର ବିକ୍ଷୋଭ

ଚମ୍ପୁଆ : ଚଳିତ ମ୍ୟାଟ୍ରିକ ପରୀକ୍ଷା ରେ ସର୍ବାଧିକ ଅନୁପସ୍ଥିତ ଥିବାରେ ରେକଡ୍ କରିଛି ସରକାରଙ୍କ ଗଣଶିକ୍ଷା ବିଭାଗ । ଏହାସହ ପ୍ରତିବର୍ଷ ପ୍ରଶ୍ନ ପତ୍ର ଲିକ୍ ହେବା ଗୋଟିଏ ସାଧାରଣ ଘଟଣା ହୋଇଥିବା ବେଳେ ଶିକ୍ଷା ବିଭାଗ ନା କିଛି ଶିଖି ପାରୁଛି,ନା କିଛି କାର୍ଯ୍ୟାନୁଷ୍ଠାନ ଗ୍ରହଣ କରୁଛି…
Read More...

ଆଦିବାସୀ ପିଲାଙ୍କୁ ପାଠ ପଢ଼ିବାର ସୁଯୋଗ ପ୍ରଦାନ କରୁଛି ନର୍ଭେରାମ କମ୍ପାନୀ

ଯୋଡ଼ା : କେନ୍ଦୁଝର ଜିଲ୍ଲା ଯୋଡ଼ା ବ୍ଲକ ଅନ୍ତର୍ଗତ ଟଣ୍ଟୋ ଗ୍ରାମରେ ଅବସ୍ଥିତ ନର୍ଭେରାମ ଖଣି କମ୍ପାନୀ ସବୁ ସମୟରେ ଲୋକଙ୍କ ମୌଳିକ ସୁବିଧା ପ୍ରତି ନଜର ଦେଇ ଆସିଛି । ଏହି ଖଣି ପରିସରରେ ବସବାସ କରୁଥିବା ଲୋକେ ଅତି ସରଳ , ନିରୀହ , ନିଷ୍ପାପ ଅଟନ୍ତି । ଆର୍ଥିକ ଅନାଟନ ଓ  ସଚେତନତା…
Read More...

ଜଗତସିଂହପୁରରେ ବଢ଼ୁଛି ବାଲ୍ୟ ବିବାହ

ଜଗତସିଂହପୁର : ଶିକ୍ଷିତ ତଥା ରାଜ୍ୟର ଏକ ଅଗ୍ରଣୀ ଜିଲ୍ଲା ଭାବେ ପରିଗଣିତ ଜଗତସିଂହପୁରରେ ବାଲ୍ୟ ବିବାହ ଓ କୁମାରୀ ମାତୃତ୍ୱକୁ ନେଇ ଏବେ ଚିନ୍ତା ବଢ଼ିଛି । କ୍ରମାଗତ ଭାବେ ବାଲ୍ୟ ବିବାହ, କୁମାରୀ ମାତୃତ୍ୱ ବଢ଼ି ବଢ଼ି ଚାଲିଛି । ସର୍ଭେ ଅନୁସାରେ ବାଲ୍ୟ ବିବାହରେ ଜାତୀୟ ହାର ୨୩.୩…
Read More...

ସାତକୋଶିଆରୁ ହାତୀ କଙ୍କାଳ ଉଦ୍ଧାର

ଅନୁଗୁଳ : ସାତକୋଶିଆ ଅଭୟାରଣ୍ୟରେ ପୁଣି ଏକ ହାତୀର ମୃତ୍ୟୁ । ଯୁଗ୍ମ ଟାସ୍କଫୋର୍ସ(ଜେଟିଏଫ୍) ଆଜି ପମ୍ପାସର ରେଞ୍ଜ ତରଭା ସେକ୍ସନର ଛୋଟାମୁଣ୍ଡା ନିକଟରୁ ଏକ ମାଈ ହାତୀ କଙ୍କାଳ ପାଇଛି । ପାହାଡ଼ ଖୋଲ ଭିତରେ ଏହି ହାତୀ କଙ୍କାଳ ପଡ଼ିଥିଲାବେଳେ ପାଖାପାଖି ୪ ମାସ ତଳେ ହାତୀର ମୃତ୍ୟୁ ହୋଇଥିବା…
Read More...

ପିପୁଲ୍ସ ପ୍ରେସ୍ ଟ୍ରଷ୍ଟର ତୃତୀୟ ବାର୍ଷିକ ଉତ୍ସବ ଅନୁଷ୍ଠିତ;ସାମ୍ବାଦିକ ମାନେ ପ୍ରକୃତରେ ଜାଗ୍ରତ ପ୍ରହରୀ :…

ବ୍ରହ୍ମପୁର : ଗଣମାଧ୍ୟମର ପ୍ରତିନିଧି ମାନେ ସମାଜ ପ୍ରତି ଜାଗ୍ରତ ପ୍ରହରୀ ଭଳି କାମ କରନ୍ତି। ସେମାନଙ୍କୁ ଉଚିତ ସମ୍ମାନ ପ୍ରଦାନ କରାଯିବା ଉଚିତ ବୋଲି ଆଜି ପିପିଟି ର ତୃତୀୟ ବାର୍ଷିକ ଉତ୍ସବକୁ ଉଦ୍‌ଘାଟନ କରି ରାଜ୍ୟ ଶ୍ରମମନ୍ତ୍ରୀ ଶ୍ରୀକାନ୍ତ ସାହୁ କହିଛନ୍ତି। ପିପିଟି ସଭାପତି…
Read More...

“ନିମନ୍ତ୍ରଣ” ପକ୍ଷରୁ ବିଶ୍ୱ ପଖାଳ ଦିବସ ପାଳିତ; ପଖାଳର ଲୋକପ୍ରିୟତା ପାଇଁ ଓଟିଡିସିର ପ୍ରୟାସ ପ୍ରଶଂସନୀୟ -ପର୍ଯ୍ୟଟନ…

ଭୁବନେଶ୍ୱର : ପଖାଳ ଏକ ଉତ୍କୃଷ୍ଟ ଓଡିଆ ସୁସ୍ୱାଦୁ ଖାଦ୍ୟ, ଯାହା ସାଧାସିଧା, କିନ୍ତୁ ଅତ୍ୟନ୍ତ ପୁଷ୍ଟିକର ଏବଂ ସ୍ୱାଦଗ୍ରନ୍ଥିକୁ ସୁଖଦ ଅନୁଭୂତି ଦେଇଥାଏ । ସବୁ ବର୍ଗର ପସନ୍ଦର ଏହି ସ୍ୱାସ୍ଥ୍ୟକର ଖାଦ୍ୟର ଲୋକପ୍ରିୟତା ଓ ପ୍ରଚାର ପ୍ରସାର ଉଦ୍ଦେଶ୍ୟରେ ଆଜି ‘ବିଶ୍ୱ ପଖାଳ ଦିବସ’ ସର୍ବତ୍ର…
Read More...

ନୀଳଶୈଳ ପକ୍ଷରୁ ବିଶ୍ୱ ପଖାଳ ଦିବସ ପାଳିତ

ଯୋଡ଼ା : ସୋମବାର ଥିଲା ବିଶ୍ୱ ପଖାଳ ଦିବସ । ପ୍ରତିଟି ଓଡ଼ିଆଙ୍କ ପ୍ରିୟ ଏବଂ ଗର୍ବ ଯେତେ ଯାହା ଖାଇଲେ ବି ପଖାଳ ଗୁଣ୍ତେ ଦିଏ ମନକୁ ଶାନ୍ତି । କେବଳ ଓଡ଼ିଶାରେ ନୁହେଁ ବିଶ୍ୱର କୋଣ ଅନୁକୋଣରେ ରହୁଥିବା ପ୍ରତ୍ୟେକ ଓଡ଼ିଆ ଆଜିର ଦିନରେ ନିଶ୍ଚୟ ଗୁଣ୍ତେ ପଖାଳ ଖାଇ ସେଲିବ୍ରେଟ୍ କରୁଥିବେ ।…
Read More...

ଟିଏସଏଫ ପକ୍ଷରୁ ଆଦିବାସୀ ନୃତ୍ୟ ପ୍ରତିଯୋଗିତା

ଯୋଡ଼ା : ଟାଟାଷ୍ଟିଲ ଅଧିନ ଟାଟା ଫାଉଣ୍ଡେସନ ପକ୍ଷରୁ ଆଜି ରବିବାର ଅପରାହ୍ନରେ ଯୋଡ଼ାୱେଷ୍ଟ ଅଡ଼ିଟୋରୀୟମ ଠାରେ ଏକ ଆଦିବାସୀ ନୃତ୍ୟ ପ୍ରତିଯୋଗିତା ଅନୁଷ୍ଠିତ ହୋଇଯାଇଛି । ଏହି ପ୍ରତି ଯୋଗୀତାରେ ଯୋଡ଼ା ପୌରପାଳିକାର ସମସ୍ତ ୧୪ ଗୋଟି ୱାର୍ଡର ବସବାସ କରୁଥିବା ଆଦିବାସୀ ସମ୍ପ୍ରଦାୟର ମହିଳା…
Read More...