Browsing Category

ରାଜ୍ୟ

ଚମ୍ପୁଆରେ ଅମୃତ ସରୋବର ଯୋଜନା ଫେଲ,କେବଳ ପଙ୍କ ଉଦ୍ଧାରରେ ସୀମିତ

ଚମ୍ପୁଆ : ପ୍ରତି ପଞ୍ଚାୟତରେ ଏକ ଏକରରୁ ଅଧିକ ଜମି ଥିବା  ପରିସରରେ ଥିବା ପୁରୁଣା ପୋଖରୀ, ପୁଷ୍କରିଣୀ ଗୁଡିକର ପୁନଃ ଉଦ୍ଧାର ସହିତ ଏଗୁଡିକୁ ସୌନ୍ଦର୍ଯ୍ୟକରଣ କରିବା ପାଇଁ ଦେଶର ଆଜାଦି କି ଅମୃତ ମହୋତ୍ସବ  ପାଳନ କରିବା ଅବସରରେ ଅମୃତ ସରୋବର ଯୋଜନା ର ପରିକଳ୍ପନା କରାଯାଇଥିଲା l ଅମୃତ…
Read More...

ପୂର୍ବତନ ବିଧାୟକ ବୀରେନ୍ଦ୍ର ପାଣ୍ଡେଙ୍କ ପରଲୋକ

ଭୁବନେଶ୍ୱର : ଝାରସୁଗୁଡ଼ାର ପୂର୍ବତନ ବିଧାୟକ ବୀରେନ୍ଦ୍ର ପାଣ୍ଡେଙ୍କର ଆଜି ଭୋର ସମୟରେ ତାଙ୍କର ପରଲୋକ ହୋଇଯାଇଛି । ସେ ଯକୃତ ରୋଗରେ ପୀଡ଼ିତ ଥିଲେ । ଭୁବନେଶ୍ୱର ଏକ ଘରୋଇ ହସ୍ପିଟାଲରେ ରବିବାର ଭୋର ସମୟରେ ତାଙ୍କର ପରଲୋକ ଘଟିଛି । ମୃତ୍ୟୁବେଳକୁ ତାଙ୍କୁ ୭୫ ବର୍ଷ ବୟସ ହୋଇଥିଲା । ସେ…
Read More...

ଓଡ଼ିଶା ଦିବସରେ ଆୟୋଜନ ହେବ ଭଏସ୍ ଅଫ୍ ବାରବାଟୀ

କଟକ : ଓଡ଼ିଶାର ସର୍ବପୁରାତନ କଟକ କ୍ଲବ୍ ପ୍ରଥମଥର ପାଇଁ ସଙ୍ଗୀତଭିତ୍ତିକ ଏକ ନିଆରା କାର୍ଯ୍ୟକ୍ରମ ଆୟୋଜନ କରିବାକୁ ଯାଉଛି । ଏପ୍ରିଲ୍ ୧ ତାରିଖ, ଉତ୍କଳ ଦିବସ ଅବସରରେ କ୍ଲବ୍ ପ୍ରାଙ୍ଗଣରେ ଗୀତ ଗାୟନ ପ୍ରତିଯୋଗିତା ଅନୁଷ୍ଠିତ ହେବାକୁ ଯାଉଛି । ସମଗ୍ର ଓଡ଼ିଶାରୁ ୧୫ରୁ ୨୫ ବର୍ଷ ପର୍ଯ୍ୟନ୍ତ…
Read More...

ନିଜ ଜନ୍ମମାଟିରେ ମି.କର୍ଣ୍ନାଟକଙ୍କୁ ବିପୁଳ ସ୍ଵାଗତ ସମ୍ବର୍ଦ୍ଧନା

ଚମ୍ପୁଆ : ଦୀର୍ଘ ୪ ବର୍ଷ ପରେ ନିଜ ଜନ୍ମ ମାଟିକୁ ଫେରିଛନ୍ତି ସୁନାମଧନ୍ୟ ପୁଅ ମି.କର୍ଣ୍ନାଟକ ଓ ମି.ଦୁଵାଇ ସମ୍ମାନରେ ସମ୍ମାନିତ ସୁନାରାମ ପୂର୍ତ୍ତି  । ଏହି ଅବସରରେ ଆଜି ତାଙ୍କୁ ଚମ୍ପୁଆ ପ୍ରଶାସନ ଓ ନିଜ ଗାଁ ରେ ଭବ୍ୟ ସମ୍ବର୍ଦ୍ଧନା ଦିଆଯାଇଛି । ଚମ୍ପୁଆ ବ୍ଲକ ଚନ୍ଦ୍ରଶେଖରପୁର…
Read More...

ଓଡିଶା ଉଠାଜଳସେଚନ ନିଗମ ଶ୍ରେଷ୍ଠ ଗୋଷ୍ଠୀ ଉଠାଜଳସେଚନ ପ୍ରକଳ୍ପ ନିମନ୍ତେ ଦ୍ଵିତୀୟ ଥର ଜାତୀୟସ୍ତରରେ ପୁରସ୍କୃତ

ଭୁବନେଶ୍ଵର : ଓଡିଶା ଜଳସଂପଦ ବିଭାଗ ଅନ୍ତର୍ଗତ ଓଡିଶା ଉଠାଜଳସେଚନ ନିଗମକୁ ୨୦୨୨-୨୩ ବର୍ଷ ନିମନ୍ତେ ଶ୍ରେଷ୍ଠ ଗୋଷ୍ଠୀ ଉଠାଜଳସେଚନ ପ୍ରକଳ୍ପ ପାଇଁ ସର୍ବ ଭାରତୀୟ ସ୍ତରରେ ପୁରସ୍କୃତ କରାଯାଇଛି । ଉଠା ଜଳସେଚନ ପ୍ରକଳ୍ପ ଦ୍ଵାରା ଜଳ ସୁପରିଚାଳନା ତଥା ଚାଷୀମାନଙ୍କର ଆର୍ଥିକ ମାନଦଣ୍ଡକୁ…
Read More...

ବସ୍ ଚଳାଚଳ ସ୍ୱାଭାବିକ

ଭୁବନେଶ୍ୱର : ରାଜ୍ୟ ଘରୋଇ ବସ୍ ମାଲିକ ସଂଘ ଆନ୍ଦୋଳନ ପ୍ରତ୍ୟାହୃତ କରିବା ପରେ ଦୁଇ ଦିନ ପରେ ରାଜ୍ୟରେ ବସ୍ ଚଳାଚଳ ସ୍ୱାଭାବିକ ହୋଇଛି । ବିଭିନ୍ନ ସ୍ଥାନକୁ ବସ୍ ଚଳାଚଳ କରିଛି । ଆଜି ସକାଳେ ରାଜ୍ୟ ଘରୋଇ ବସ୍ ମାଲିକ ସଂଘର ସାଧାରଣ ସମ୍ପାଦକ ଦେବେନ୍ଦ୍ର ସାହୁ ଆନ୍ଦୋଳନ ପ୍ରତ୍ୟାହୃତ…
Read More...

ବଢିବ ବିଧାୟକଙ୍କ ବେତନ, ଭତା

ଭୁବନେଶ୍ୱର, ୧୫ ।୩ (ନିପ୍ର) : ବିଧାନସଭାରେ ଆଜି ବିଧାୟକମାନଙ୍କ ବେତନ ବୃଦ୍ଧି ପ୍ରସଙ୍ଗ ଉଠିଥିଲା ବେଳେ ବିଲ୍ ଆଗତ ପାଇଁ ବାଚସ୍ପତି ଶ୍ରୀ ବିକ୍ରମ କେଶରୀ ଆରୁଖ ରୁଲିଂ ଦେଇଛନ୍ତି । ଆଜି କଂଗ୍ରେସ ବିଧାୟକ ଦଳ ନେତା ନରସିଂହ ମିଶ୍ର ଏହି ପ୍ରସଙ୍ଗ ଉଠାଇ କହିଛନ୍ତି ଯେ, ସବୁ କମିଟି…
Read More...

ଆଇୟୁପିଏସି ପୁରସ୍କାର ପାଇବେ ଓଡ଼ିଆ ବୈଜ୍ଞାନିକ

ଭୁବନେଶ୍ୱର : ଓଡ଼ିଆ ବୈଜ୍ଞାନିକ ଜ୍ୟୋତିର୍ମୟୀ ମହାନ୍ତି ସମ୍ମାନଜନକ ଆଇୟୁପିଏସି ପୁରସ୍କାର ପାଇଁ ମନୋନୀତ ହୋଇଛନ୍ତି । ଜ୍ୟୋତିର୍ମୟୀ ଦେଶର ପ୍ରଥମ ମହିଳା ଭାବରେ ଏହି ପୁରସ୍କାର ପାଇବାକୁ ଯାଉଛନ୍ତି । ରସାୟନ ବିଜ୍ଞାନ କ୍ଷେତ୍ରରେ କୃତିତ୍ୱ ପାଇଁ ସେ ପାଇବେ ଆଇୟୁପିଏସି ପୁରସ୍କାର । ଏହି…
Read More...

ଗହୀରମଥାରେ ଅଲିଭରିଡ୍ଲେଙ୍କ ସମୂହ ଅଣ୍ଡାଦାନ

ରାଜନଗର : ବିରଳ ଅଲିଭରିଡଲେ କଇଁଛଙ୍କ ଅନ୍ତୁଡିଶାଳ କେନ୍ଦ୍ରାପଡ଼ା ଉପକୂଳର ଗହୀରମଥାଠାରେ କଇଁଛଙ୍କ ସମୂହ ଅଣ୍ଡାଦାନ ପ୍ରକ୍ରିୟା ଆରମ୍ଭ ହୋଇଛି । ୯ ତାରିଖ ଦିନ ୮୮ହଜାର, ୧୦ ତାରିଖରେ ୨ ଲକ୍ଷ ୧୪ ହଜାର ୫୮ଟି ଅଲିଭରିଡଲେ ଅଣ୍ଡାଦାନ କରିଛନ୍ତି । କୂଳଠାରୁ ୧ କିମି ଭିତରେ ଦୀର୍ଘ ୧ ମାସ ହେଲା…
Read More...

ଆସିକା ଓକିଲ ସଂଘ ବୈଠକରେ ଋଷିକୂଲ୍ୟା ଜିଲ୍ଲା ପାଇଁ ଦାବି

ଆସିକା : ଆସିକା ଗଞ୍ଜାମ ଜିଲ୍ଲାର ଏକ ପ୍ରମୁଖ ସହର ଭାବ ବେସ ପରିଚିତ କିନ୍ତୁ ଦୁଃଖ ଓ ପଶ୍ଚାତତାପର ବିଷୟ ଆସିକା ଓକିଲ ସଂଘ ପକ୍ଷରୁ ବାରମ୍ବାର ଦାବି ହେଉଥିଲେ ମଧ୍ୟ ସରକାରୀ ସ୍ତରରେ ନାଲି ଫିତାତଳେ ଚପାଈ ଦିଆଯାଉଛି ଆସିକା ଉପରେ ନିର୍ଭର କରୁଥିବା କବିସୂର୍ଯ୍ୟନଗର,…
Read More...