Browsing Category

ରାଜ୍ୟ

୫ ମୃତକଙ୍କ ପରିବାରକୁ ଭେଟି ସମବେଦନା ଜଣାଇଲେ ଶ୍ରମ ମନ୍ତ୍ରୀ

ବ୍ରହ୍ମପୁର : ଗଞ୍ଜାମ ଜିଲ୍ଲା ପୋଲସରା ନିର୍ବାଚନ ମଣ୍ଡଳୀର ପୋଲସରା ଏନଏସିର ୩ ଜଣ, ପୋଲସରା ବ୍ଳକର ଜଣେ ଓ ବୁଗୁଡା ବ୍ଳକର ଜଣେ, ଏହିପରି ୫ ଜଣଙ୍କ ଆକସ୍ମିକ ମୃତ୍ୟୁ ଘଟିଥିବା ବେଳେ ମାନ୍ୟବର ଶ୍ରମ ମନ୍ତ୍ରୀ ଶ୍ରୀକାନ୍ତ ସାହୁ ୪ ପରିବାର ନିକଟକୁ ଯାଇ ସମବେଦନା ଜଣାଇବା ସହ ବ୍ୟକ୍ତିଗତ ଭାବେ
Read More...

ଡ଼୍ରାଇଭର ମହାସଂଘର ଷ୍ଟିୟରିଂ ଛାଡ ଓ ଗଣ ଧାରଣା ପାଇଁ ଉପଜିଲ୍ଲାପାଳଙ୍କୁ ଦାବିପତ୍ର ପ୍ରଦାନ

ଚମ୍ପୁଆ : ଚମ୍ପୁଆ ବ୍ଲକ ଓଡ଼ିଶା ଡ୍ରାଇଭର ମହାସଂଘର ଏକ ପ୍ରତିନିଧି ମଣ୍ଡଳ ଆସନ୍ତା ୧୫ ତାରିଖରୁ‌ ଷ୍ଟିୟରିଂ ଛାଡ ଓ ଗଣ ଧାରଣା ଦେବା ପାଇଁ ଏକ ଦାବିପତ୍ର ସ୍ଥାନୀୟ ଉପଜିଲ୍ଲାପାଳଙ୍କ ଅନୁପସ୍ଥିତିରେ ସହକାରୀ ଜିଲ୍ଲାପାଳ ଶ୍ୱେତପଦ୍ମା ଧଳଙ୍କୁ ପ୍ରଦାନ କରିଛନ୍ତି । ଏଠାରେ ସ୍ମରଣଯୋଗ୍ୟ କି
Read More...

ବ୍ରହ୍ମେଶ୍ୱରରେ ଦୋଳ ମେଳଣ ମହାସମାରୋହରେ ପାଳିତ

ଭୁବନେଶ୍ୱର : ବ୍ରହ୍ମେଶ୍ୱର ପାଟଣା ଛକ ନିକଟ ମେଳଣ ପଡ଼ିଆରେ ୯୨ତମ ବ୍ରହ୍ମେଶ୍ୱର ଭାଗବତ ପଂଚୁଦୋଳ ମେଳଣ ଆରମ୍ଭ ହୋଇଛି । ଏଥିରେ ବ୍ରହ୍ମେଶ୍ୱର ସମେତ ବଡ଼ଗଡ଼, ଲକ୍ଷ୍ମୀସାଗର, କେଶୁରା, ବାସୁଆଘାଇ ଓ ବାଙ୍କୁଆଳ ଗ୍ରାମର ଠାକୁର ଦୋଳ ମେଳଣରେ ସାମିଲ ହୋଇଥିଲେ । ଦୁଇ ବର୍ଷ ହେଳା ମେଳନ ବନ୍ଦ ପରେ
Read More...

ଏସ୍ଏଚଜି ମା’ଙ୍କୁ ମିଳିବ ଇ-ସ୍କୁଟି

୧ ଲକ୍ଷ ଟଙ୍କାର ରିହାତି ଭୁବନେଶ୍ୱର : ଏସ୍ଏଚଜି ମା’ମାନଙ୍କୁ ଇ-ସ୍କୁଟି ଦିଆଯିବ । ସେଥିପାଇଁ ବଜେଟରେ ୫୦ କୋଟି ଟଙ୍କାର ବ୍ୟୟବରାଦ ହୋଇଥିଲା ବେଳେ ଇ-ସ୍କୁଟିରେ ୧ଲକ୍ଷ ଟଙ୍କାର ରିହାତି ମିଳିବ ବୋଲି ଆଜି ଏକ ସାମ୍ବାଦିକ ସମ୍ମିଳନୀରେ ମିଶନ ଶକ୍ତି ମନ୍ତ୍ରୀ ଓ ସଚିବ ସୂଚନା ଦେଇଛନ୍ତି
Read More...

୨୬ରେ ଭଦ୍ରକ ଆସିବେ ଅମିତ ଶାହା

ଭୁବନେଶ୍ୱର : ଆସନ୍ତା ୨୬ ତାରିଖରେ କେନ୍ଦ୍ର ଗୃହମନ୍ତ୍ରୀ ଅମିତ ଶାହ ଭଦ୍ରକ ଆସିବେ ବୋଲି ବିଜେପି ସାଧାରଣ ସଂପାଦକ ପୃଥ୍ୱୀରାଜ ହରିଚନ୍ଦନ ସୂଚନା ଦେଇଛନ୍ତି । ତାଙ୍କର ସୂଚନା ଅନୁଯାୟୀ, ଗୃହମନ୍ତ୍ରୀ ଅମିତ ଶାହ ଭଦ୍ରକ ଲୋକସଭା ନିର୍ବାଚନ ମଣ୍ଡଳୀରେ ଦଳୀୟ ସମାବେଶରେ ଯୋଗ ଦେବେ । ଏହି
Read More...

ଭୁବନେଶ୍ୱର–ରଙ୍ଗେଇଲୁଣ୍ଡା ବିମାନସେବା ଶୁଭାରମ୍ଭ

ଭୁବନେଶ୍ୱର: ପ୍ରବାଦ ପୁରୁଷ ସ୍ୱର୍ଗତ ବିଜୁ ପଟ୍ଟନାୟକଙ୍କ ୧୦୭ତମ ଜୟନ୍ତୀ ଦିବସରେ ମୁଖ୍ୟମନ୍ତ୍ରୀ ଶ୍ରୀ ନବୀନ ପଟ୍ଟନାୟକ ଆଜି ଭୁବନେଶ୍ୱରରୁ ଗଞ୍ଜାମର ରଙ୍ଗେଇଲୁଣ୍ଡାକୁ ବିମାନ ସେବାର ଶୁଭାରମ୍ଭ କରିଛନ୍ତି । ପ୍ରଥମ ପର୍ଯ୍ୟାୟରେ ନନ ସିଡ୍ୟୁଲ ୯ ସିଟେଡ ବିମାନର ଉଡ଼ାଣ ହୋଇଥିବାବେଳେ
Read More...

ପ୍ରତିଷ୍ଠା ହେଲା ଓଡ଼ିଶା ସ୍ୱାସ୍ଥ୍ୟ ବିଜ୍ଞାନ ବିଶ୍ୱବିଦ୍ୟାଳୟ

ଭୁବନେଶ୍ୱର : ଓଡ଼ିଶା ମାଟିର କିମ୍ବଦନ୍ତୀ ବିକାଶ ପୁରୁଷ, ଆଧୁନିକ ଓଡ଼ିଶା ନିର୍ମାଣର ପୁରୋଧା ବିନ୍ଧାଣୀ ତଥା ପୂର୍ବତନ ମୁଖ୍ୟମନ୍ତ୍ରୀ ସ୍ୱର୍ଗତ ବିଜୁ ପଟ୍ଟନାୟକଙ୍କ ୧୦୭ ତମ ଜନ୍ମବାର୍ଷିକୀ ଅବସରରେ ରେ ଓଡ଼ିଶାର ମାନ୍ୟବର ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ଆମ ରାଜ୍ୟ ପାଇଁ ଓଡ଼ିଶା
Read More...

‘ଓଡ଼ିଶା ୱିମେନ ଇନ୍ ମିଡିଆ’ଶୁଭାରମ୍ଭ

ଭୁବନେଶ୍ୱର: ଓଡ଼ିଶାର ବିଭିନ୍ନ ଗଣମାଧ୍ୟମ କ୍ଷେତ୍ର ସହ ଜଡ଼ିତ ତଥା କାର୍ଯ୍ୟରତ ମହିଳାମାନଙ୍କୁ ନେଇ ‘ଓଡ଼ିଶା ୱିମେନ ଇନ୍ ମିଡିଆ’(ଓଡବ୍ଲ୍ୟୁଏମ୍) ଶନିବାର ଶୁଭାରମ୍ଭ ହେବା ସହ ଏହାର ଲୋଗୋ ଉନ୍ମୋଚିତ ହୋଇଛି । ଏହା ଓଡ଼ିଶାରେ ପ୍ରଥମ ଥର ପାଇଁ ଆରମ୍ଭ ହୋଇଥିବା ବେଳେ ଭୁବନେଶ୍ୱର ମହାନଗର
Read More...

ରାଜ୍ୟରେ ୯୧୦ ସ୍ଥାନରେ ଜଳୁଛି ଜଙ୍ଗଲ

ଭୁବନେଶ୍ୱର : ଜଳୁଛି ଜଙ୍ଗଲ । ମୟୂରଭଞ୍ଜର ବାରିପଦା ସର୍କଲରୁ ଆରମ୍ଭ କରି ମାଲକାନଗିରିର ଏମ୍ଭି-୧୭ ପର୍ଯ୍ୟନ୍ତ, ବିଭିନ୍ନ ସ୍ଥାନରେ ଜଙ୍ଗଲ ନିଆଁ ଏବେ ଭୟଙ୍କର ରୂପ ନେଲାଣି । ନୟାଗଡ଼, ନୂଆପଡ଼ା, ନବରଙ୍ଗପୁର, କଳାହାଣ୍ଡିରେ ସ୍ଥିତି ସାଂଘାତିକ । ଖରା ବଢ଼ିବା ସହ ଏ ଜଙ୍ଗଲ ନିଆଁ ଏବେ
Read More...

୩୧ ମୂଲ୍ୟବାନ ମୂର୍ତ୍ତି ଉଦ୍ଧାର : ୪ ଗିରଫ

ଯାଜପୁର: ବିଭିନ୍ନ ମନ୍ଦିରରୁ ମୂଲ୍ୟବାନ ମୂର୍ତ୍ତି ଚୋରି କରୁଥିବା ଗ୍ୟାଙ୍ଗଙ୍କୁ ଯାଜପୁର ପୁଲିସ ଠାବ କରିଛି । ପୁଲିସ ୪ ଜଣ ଅଭିଯୁକ୍ତଙ୍କୁ ଗିରଫ କରିବା ସହ ସେମାନଙ୍କ ଠାରୁ ୩୧ଟି ମୂର୍ତ୍ତି ଜବତ କରିଛି । ଅଭିଯୁକ୍ତମାନେ ହେଲେ ଅରବିନ୍ଦ କୁମାର ସିଂହ (୪୩), ବାବର ଓରଫ ଜାଭେଦ୍ (୪୦),
Read More...