Browsing Category

ରାଜ୍ୟ

ନିର୍ମାଣ ହେବ ଶ୍ରୀମନ୍ଦିର ଆଦର୍ଶ ଗୁରୁକୁଳ, ୪୦୦ ସେବାୟତଙ୍କୁ ମିଳିବ ଘର

ପୁରୀ: ପ୍ରାଥମିକ ପର୍ଯ୍ୟାୟରେ ଶ୍ରୀ ମନ୍ଦିିରର ୪୦୦ ସେବାୟତଙ୍କୁ ଘର ମିଳିବ । ଆଜି ଏନେଇ ଶ୍ରୀମନ୍ଦିର ପରିଚାଳନା ବୈଠକରେ ନିଷ୍ପତ୍ତି ଗ୍ରହଣ କରାଯାଇଛି । ବୈଠକ ପରେ ଏସମ୍ପର୍କରେ ସୂଚନା ଦେଇ ଶ୍ରୀମନ୍ଦିର ମୁଖ୍ୟ ପ୍ରଶାସକ କ୍ରୀଷନ କୁମାର କହିଛନ୍ତି ଯେ, ଘର ପାଇଁ ପ୍ରତି ସେବାୟତଙ୍କୁ ଘର
Read More...

ପୂର୍ବତନ ଯୁବ କଂଗ୍ରେସ ସଭାପତି ସଂଗ୍ରାମ ଜେନାଙ୍କ ପରଲୋକ

ଭୁବନେଶ୍ୱର: ବରିଷ୍ଠ କଂଗ୍ରେସ ନେତା ଜୟଦେବ ଜେନାଙ୍କ ପୁଅ ତଥା ପୂର୍ବତନ ରାଜ୍ୟ ଯୁବ କଂଗ୍ରେସ ସଭାପତି ସଂଗ୍ରାମ କେଶରୀ ଜେନା(ବାପି)ଙ୍କ ପରଲୋକ ଘଟିଛି । ମୃତ୍ୟୁ ବେଳକୁ ତାଙ୍କୁ ୪୪ ବର୍ଷ ହୋଇଥିଲା । ସେ କୋଭିଡରେ ଆକ୍ରାନ୍ତ ହେବା ପରେ ବେଶ୍ କିଛି ଦିନ ଧରି ହାଇଦ୍ରାବାଦରେ ଚିକିତ୍ସାଧୀନ
Read More...

ପହିଲାରୁ ଖୋଲିବ ଲିଙ୍ଗରାଜ ମନ୍ଦିର

ଭୁବନେଶ୍ୱର: କରୋନା କୋପ ଧିରେ ଧିରେ କମିବା ପରେ ପୁରୀ ଶ୍ରୀମନ୍ଦିର ସମେତ ରାଜ୍ୟର ବିଭିନ୍ନ ଧର୍ମପୀଠ ଭକ୍ତଙ୍କ ପାଇଁ ଖୋଲି ସାରିଲାଣି । ରାଜ୍ୟର ପ୍ରାୟତଃ ସମସ୍ତ ଧର୍ମାନୁଷ୍ଠାନ ଖୋଲି ଯାଇଥିବା ବେଳେ ଲିଙ୍ଗରାଜ ମନ୍ଦିର ଖୋଲିବା ନିମନ୍ତେ ମନ୍ଦିର ଟ୍ରଷ୍ଟ ବୋର୍ଡ ଉପରେ ଛଡ଼ା ଯାଇଥିଲା ।
Read More...

୯ରେ କ୍ୟାବିନେଟ୍ ବୈଠକ

ଭୁବନେଶ୍ୱର: ରାଜ୍ୟ କ୍ୟାବିନେଟର ଏକ ଗୁରୁତ୍ୱପୂର୍ଣ୍ଣ ବୈଠକ ଆସନ୍ତା ୯ ତାରିଖ ସନ୍ଧ୍ୟାରେ ବସିବ । ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକଙ୍କ ଅଧ୍ୟକ୍ଷତାରେ ହେବାକୁ ଥିବା ଏହି ବୈଠକ ଭର୍ଚୁଆଲ୍ ପ୍ଲାଟ୍ଫର୍ମରେ ଅନୁଷ୍ଠିତ ହେବ । ବହୁ ପ୍ରତୀକ୍ଷିତ ଶ୍ରୀମନ୍ଦିର ପରିକ୍ରମା ଟେଣ୍ଡ ଉପରେ
Read More...

ଓଡ଼ିଶା ରାଜ୍ୟ ଗୃହ ନିର୍ମାଣ ସଂସ୍ଥାରେ ୭୫ତମ ସ୍ୱାଧିନତା ଦିବସ ପାଳିତ

ଭୁବନେଶ୍ୱର : ଦେଶରେ ଆଜି୭୫ତମ ସ୍ୱାଧିନତା ଦିବସ ପାଳନ ଉପଲକ୍ଷେ, ଓଡ଼ିଶା ରାଜ୍ୟ ଗୃହନିର୍ମାଣ ସଂସ୍ଥାର ମୁଖ୍ୟ ଦପ୍ତର ଗୃହନିର୍ମାଣ ଭବନ ପରିସରରେ ସ୍ୱାଧିନତା ଦିବସ ପାଳିତ ହୋଇଯାଇଛି । ସଂସ୍ଥାର ଅଧକ୍ଷ ତଥା ପୂର୍ବତନ ବିଧାୟକ ଶ୍ରୀ ପ୍ରିୟଦର୍ଶୀ ମିଶ୍ର ଏହି ଉତ୍ସବର ମୁଖ୍ୟ ଅତଥିଭାବେ ଯୋଗ
Read More...

ଆର୍ଥିକ ବିକାଶ ବିନା ସ୍ୱାଧୀନତା ଅଧୁରା

ଭୁବନେଶ୍ୱର: ଅର୍ଥନୈତିକ ପ୍ରଗତି ବିନା ସ୍ୱାଧୀନତା ଅଧୁରା ବୋଲି ଏକାଡେମୀ ଅଫ୍ ମ୍ୟାନେଜମେଣ୍ଟ ଆଣ୍ଡ ଇନ୍ଫରମେସନ୍ ଟେକ୍ନୋଲୋଜି (ଅମିତ୍)ର ଅଧ୍ୟକ୍ଷ ତଥା ନ୍ୟାୟବତୀର ସମ୍ପାଦକ ଶ୍ରୀ ଅଧୀପ ନାରାୟଣ ମହାନ୍ତି ମତ ପ୍ରକାଶ କରିଛନ୍ତି । ଅମିତ, ନ୍ୟାୟବତୀ ଓ ଇନ୍ଫୋଟେକ ପରିସରରେ ଆୟୋଜିତ ୭୫ତମ
Read More...

ଜିଲିଙ୍ଗ ଖଣିରେ ପରିବହନ ଓ ନିଯୁକ୍ତି ଦାବିରେ ଫାଟକ ସମ୍ମୁଖରେ ମହିଳାଙ୍କ ଆନ୍ଦୋଳନ

ଯୋଡା: ଯୋଡା ଖଣି କ୍ଷେତ୍ର ଅନ୍ତର୍ଗତ ଜିଲିଙ୍ଗ ଲଙ୍ଗାଲୋଟାସ୍ଥିତ ଆପାହାତୁ ଖଣିରେ ନିଯୁକ୍ତି ଏବଂ ଲୁହାପଥର ପରିବହନ ଦାବି କରି କିଛି ସ୍ଥାନୀୟ ମହିଳା ଗୁରୁବାର ସକାଳୁ ଖଣି ଫାଟକ ସମ୍ମୁଖରେ ଆନ୍ଦୋଳନ କରିଥିବା ଦେଖିବାକୁ ମିଳିଛି । ମହିଳା ମାନଙ୍କ ନେତୃତ୍ୱରେ ଏହି ଆନ୍ଦୋଳନ ହୋଇଥିବା
Read More...

ଦିଗପହଣ୍ଡିରେ ତୁଳା ଜିନିଙ୍ଗ ମିଲ୍ ଓ ବସ୍ ଟର୍ମିନାଲ ଉଦଘାଟିତ

ଭୁବନେଶ୍ୱର: ଛୋଟ ଛୋଟ ସହରର ବିକାଶ ଉପରେ ଅଧିକ ଗୁରୁତ୍ୱ ଦିଆଯାଉଛି ବୋଲି ମୁଖ୍ୟମନ୍ତ୍ରୀ ଶ୍ରୀ ନବୀନ ପଟ୍ଟନାୟକ କହିଛନ୍ତି । ଗୁରୁବାର ଦିଗପହଣ୍ଡି ଠାରେ ଏକ ତୁଳା ଜିନିଙ୍ଗ ମିଲ୍ ଓ ପ୍ରେସିଂ ମିଲ୍ ଏବଂ ଏକ ନୂଆ ବସ୍ ଟର୍ମିନାଲ ଉଦ୍ଘାଟନ କରିବା ଅବସରରେ ମୁଖ୍ୟମନ୍ତ୍ରୀ ଏହା କହିଛନ୍ତି ।
Read More...

ନିର୍ବାଚନରେ ବିଜେଡି ଦେବ ୨୭% ଓବିସି ପ୍ରାର୍ଥୀ

ଭୁବନେଶ୍ୱର: ଏଣିକି ପଞ୍ଚାୟତ ସମେତ ସମସ୍ତ ନିର୍ବାଚନରେ ବିଜେଡି ୨୭% ପଛୁଆ ବର୍ଗ (ଓବିସି) ପ୍ରାର୍ଥୀ ଦେବ । ରାଜ୍ୟରେ ତ୍ରିସ୍ତରୀୟ ପଞ୍ଚାୟତ ନିର୍ବାଚନ ପୂର୍ବରୁ ବିଜେଡି ଆଜି ଏହି ଘୋଷଣା କରିଛି । ଆଗାମୀ ପଞ୍ଚାୟତ ନିର୍ବାଚନରେ ବିଜେଡି ୨୭ ପ୍ରତିଶତ ପଛୁଆ ବର୍ଗର (ଓବିସି) ପ୍ରାର୍ଥୀ
Read More...