Browsing Category

ରାଜ୍ୟ

ରାଜ୍ୟସଭାରେ ହଟଗୋଳ: ନିଲମ୍ବିତ ହେଲେ ଟିଏମସିର ୬ ସାଂସଦ

ଭୁବନେଶ୍ୱର: ରାଜ୍ୟସଭାରେ ଆଜି ପ୍ରଥମରୁ ହଟଗୋଳ ଦେଖି୍‌ବାକୁ ମିଳିଥିଲା । ରାଜ୍ୟସଭାପତିଙ୍କ ବାରମ୍ବାର ନିବେଦନ ସତ୍ୱେ ପରିସ୍ଥିତିରେ ସୁଧାର ନଆସିବାରୁ ଗୃହକୁ ନିୟନ୍ତ୍ରଣକୁ ଆଣିବାକୁ ଯାଇ ଆଜି ରାଜ୍ୟସଭା ଅଧ୍ୟକ୍ଷ ଭେଙ୍କେୟା ନାଇଡୁ ଟିଏମ୍‌ସିର ୬ସାଂସଦଙ୍କୁ ଦିନକ ପାଇଁ ନିଲମ୍ବିତ
Read More...

ହଟିଲା କଟକଣା: ଓଡ଼ିଶା ଆସିବାକୁ ଦରକାର ନାହିଁ କରୋନା ରିପୋର୍ଟ

ଭୁବନେଶ୍ୱର: ବ୍ୟାପକ ପଦକ୍ଷେପ ଓ ସେଚତନତା ପରେ ରାଜ୍ୟରେ କରୋନା ସଂକ୍ରମଣ ଦିନକୁ ଦିନ ହ୍ରାସ ପାଇବାରେ ଲାଗିଛି । କରୋନା ସଂକ୍ରମଣ ହ୍ରାସକୁ ଦୃଷ୍ଟିରେ ରଖି ବୁଧବାର ସରକାର ଏକ ବଡ ଘୋଷଣା କରିଛନ୍ତି । ତଦନୁଯାୟୀ ଏଣିକି କେହି ଓଡିଶା ଆସିବାକୁ ହେଲେ ଆଉ କୋଭିଡ୍ ନେଗେଟିଭ୍ ରିପୋର୍ଟ ଦାଖଲ
Read More...

୯ରୁ ଖୋଲିବ ସମସ୍ତ ଶିକ୍ଷାନୁଷ୍ଠାନ

ଭୁବନେଶ୍ୱର: କରୋନା କଟକଣା ସହ ଅଗଷ୍ଟ ୯ରୁ ଖୋଲିବ ବୈଷୟିକ ଶିକ୍ଷାନୁଷ୍ଠାନ । କରୋନା ମହାମାରୀ ପାଇଁ ବୈଷୟିକ ଶିକ୍ଷାନୁଷ୍ଠାନ ବନ୍ଦ ଥିବା ବେଳେ ଏବେ ଏହାକୁ ଖୋଲିବା ନେଇ ନିଷ୍ପତ୍ତି ନିଆଯାଇଛି । ସଂକ୍ରମଣ କମିଥିବାରୁ ବୈଷୟିକ ଶିକ୍ଷାନୁଷ୍ଠାନ ଖୋଲିବାକୁ ନିଷ୍ପତ୍ତି ନେଇଛନ୍ତି ବୈଷୟିକ
Read More...

କରୋନା ନସୁରୁଣୁ ଡେଙ୍ଗୁ ମାଡ : ଗୋଟିଏ ଦିନରେ ୫୦ ଆକ୍ରାନ୍ତ

ଭୁବନେଶ୍ୱର: କରୋନା ଜନିତ ସଂକ୍ରମଣ କାବୁ ହେଉନଥିବା ବେଳେ ସେପଟେ ଡେଙ୍ଗୁ ଭୁବନେଶ୍ୱର ମହାନଗର ନିଗମରେ ଚିନ୍ତା ବଢାଇ ଦେଇଛି । ଏହାର କିଭଳି ମୁକାବିଲା କରାଯିବ ଦାୟିତ୍ୱରେ ଥିବା ଅଧିକାରୀମାନେ ଓରଟର ପାଉନାହାଁନ୍ତି । ପ୍ରତିଦିନ ରାଜଧାନୀର ବିଭିନ୍ନ ଅଞ୍ଚଳରେ ଡେଙ୍ଗୁ ବ୍ୟାପୁଥିବା ନେଇ
Read More...

ଆଜିଠୁ ଖୋଲିଲା ଧର୍ମାନୁଷ୍ଠାନ

କଟକ: କଟକ ଜିଲ୍ଲାର ସମସ୍ତ ଧର୍ମାନୁଷ୍ଠାନ ଖୋଲିବ । ଏନେଇ ସୂଚନା ଦେଇଛନ୍ତି କଟକ ଜିଲ୍ଲାପାଳ ଭବାନୀଶଙ୍କର ଚୟନି । ସେ କହିଛନ୍ତି, ଆସନ୍ତାକାଲି ଠାରୁ ଶ୍ରଦ୍ଧାଳୁଙ୍କ ପାଇଁ ମା ଚର୍ଚିକା, ଭଟ୍ଟାରିକା ପୀଠ ଓ ବାବା ଧବଳେଶ୍ୱରଙ୍କ ପୀଠ । କୋଭିଡି କଟକଣା ମଧ୍ୟରେ ଏ ସମସ୍ତ ଧର୍ମାନୁଷ୍ଠାନ
Read More...

ହାଇକୋର୍ଟରେ ଲାଇଭ ଷ୍ଟ୍ରିମିଂକୁ ବାର୍ ଆସୋସିଏସ୍‌ନର ବିରୋଧ

କଟକ: ହାଇକୋର୍ଟରେ ମାମଲା ଶୁଣାଣିର ଆଜିଠାରୁ ସିଧା ପ୍ରସାରଣ ଆରମ୍ଭ ହୋଇଥିଲା ବେଳେ ହାଇକୋର୍ଟ ବାର ଆସୋସିଏସ୍‌ନ ଏହାକୁ ବିରୋଧ କରିଛି । ବାର ଆସୋସିଏସ୍ ଗର୍ଭଣ୍ଣ ବଡିର ଏକ ଜରୁରୀ ବୈଠକରେ ଗୃହିତ ଏକ ପ୍ରସ୍ତାବରେ ଶିଦ୍ଧା ପ୍ରଶାରଣକୁ ବିରୋଧ କରାଯିବା ସହ ମୁଖ୍ୟବିଚାରପତିଙ୍କ କୋର୍ଟକୁ
Read More...

ଖୋଲିଲା ସୂର୍ଯ୍ୟମନ୍ଦିର

କୋଣାର୍କ : କରୋନାର ଦ୍ୱିତୀୟ ଲହର କଟକଣା ଯୋଗୁଁ ପ୍ରାୟ ସାଢ଼େ ୩ ମାସ ବନ୍ଦ ରହିବା ପରେ ଆଜିଠୁ ଖୋଲିଛି ବିଶ୍ୱ ଐତିହ୍ୟ ସୂର୍ଯ୍ୟମନ୍ଦିର । ସ୍ୱତନ୍ତ୍ର ଗାଇଡଲାଇନ୍ ମଧ୍ୟରେ ଆଜିଠୁ କୋଣାର୍କ ଖୋଲିଥିବା ବେଳେ ବାର କୋଡ ସ୍କାନ କରି ଭିତରେ ପ୍ରବେଶ କରୁଛନ୍ତି ପର୍ଯ୍ୟଟକ । କେନ୍ଦ୍ର ସରକାରଙ୍କ
Read More...

ଶୁଭେଚ୍ଛା ଜଣାଇଲେ ମୁଖ୍ୟମନ୍ତ୍ରୀ

ଭୁବନେଶ୍ୱର: ଭାରତୀୟ ମହିଳା ହକି ଦଳ ସେମିଫାଇନାଲରେ ପ୍ରବେଶ କରିବା ପରେ ଟ୍ୱିଟ୍ କରି ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ଶୁଭେଚ୍ଛା ଜଣାଇଛନ୍ତି । ଭାରତୀୟ ଟିମରେ ଏହା ଜବରଦସ୍ତ ବିଜୟ ବୋଲି ସେ କହିଛନ୍ତି । ଆଗକୁ ଟିମ୍ ଭଲ ପ୍ରଦର୍ଶନ କରି ବିଜୟ ଧାରା ଜାରି ରଖିବେ ବୋଲି ମୁଖ୍ୟମନ୍ତ୍ରୀ
Read More...

ବଢୁଛି ସୁବର୍ଣ୍ଣରେଖା

ବାଲେଶ୍ୱର: ଝାଡଖଣ୍ଡ ଓ ପଶ୍ଚିମବଙ୍ଗରେ ପ୍ରବଳ ବର୍ଷା ଯୋଗୁଁ ସୁବର୍ଣ୍ଣରେଖା ନଦୀରେ ବନ୍ୟା ପରିସ୍ଥିତି ସୃଷ୍ଟି ହୋଇଛି । ନଦୀର ଗାଲୁଡ଼ିହ ବ୍ୟାରେଜରୁ ମିନିଟ ପ୍ରତି ୩ ଲକ୍ଷ କ୍ୟୁସେକ୍‌ରୁ ଅଧିକ ବର୍ଷା ପାଣି ନିଷ୍କାସିତ ହେବାରୁ ସୁବର୍ଣ୍ଣରେଖା ର ଜଳସ୍ତର ବୃଦ୍ଧି ପାଇବାରେ ଲାଗିଛି ।
Read More...

ରାଜ୍ୟରେ ୬ହଜାର ଟପିଲା କରୋନା ମୃତ୍ୟୁ

ଭୁବନେଶ୍ୱର: ମହାମାରୀ କରୋନାର ଦ୍ୱିତୀୟ ଲହର ରେ ଆଜି ପୁଣି ରାଜ୍ୟରେ ୬୭ ଜଣ କରୋନା ସଂକ୍ରମିତଙ୍କ ମୃତ୍ୟୁ ଘଟିଥିଲା ବେଳେ ୧୦୩୨ଜଣ ଆକ୍ରାନ୍ତ ଚିହ୍ନଟ ହୋଇଛନ୍ତି । ଅନ୍ୟପକ୍ଷରେ ରାଜ୍ୟରେ କରୋନା ମୃତ୍ୟୁ ୬ହଜାର ଅତିକ୍ରମ କରିଛି । ରାଜ୍ୟରେ ମୃତ୍ୟୁ ସଂଖ୍ୟା ୬୦୩୩କୁ ବୃଦ୍ଧି ପାଇଛି ।
Read More...