Browsing Category

ରାଜ୍ୟ

‘ଆଇଟିସିଏମ-୦୨’ କ୍ଷେପଣାସ୍ତ୍ରର ସଫଳ ପରୀକ୍ଷା

ଚାନ୍ଦିପୁର: ବାଲେଶ୍ୱରସ୍ଥିତ ଚାନ୍ଦିପୁର କ୍ଷେପଣାସ୍ତ୍ର ପରୀକ୍ଷା କେନ୍ଦ୍ରର ୩ନଂ ଲଞ୍ଚପ୍ୟାଡ଼ରୁ ଆଜି ସ୍ୱଦେଶୀ ଜ୍ଞାନ କୌଶଳରେ ନିର୍ମିତ ଦୂରଗାମୀ ସବ୍ସୋନିକ୍ କ୍ରୁଜ୍ ମିସାଇଲ ‘ଆଇଟିସିଏମ-୦୨’ର ପରୀକ୍ଷଣ ସଫଳ ହୋଇଛି । ସ୍ୱଦେଶୀ ଜ୍ଞାନକୌଶଳରେ ନିର୍ମିତ ୧୫ଶହ କି.ମି ଲକ୍ଷ ଭେଦି…
Read More...

ରାଜ୍ୟର ୪ ଅଲମ୍ପିକ୍ ହକି ଖେଳାଳୀଙ୍କୁ ସମ୍ବର୍ଦ୍ଧିତ କଲେ ମୁଖ୍ୟମନ୍ତ୍ରୀ

ଭୁବନେଶ୍ୱର: ଟୋକିଓ ଅଲିମ୍ପିକରେ ଚମତ୍କାରର ପ୍ରଦର୍ଶନ କରିଥିବା ଓଡ଼ିଶାର ଭାରତୀୟ ପୁରୁଷ ହକି ଟିମର ୨ଜଣ ଖେଳାଳି ଏବଂ ୨ଜଣ ମହିଳା ହକି ଖେଳାଳିଙ୍କୁ ମୁଖ୍ୟମନ୍ତ୍ରୀ ଶ୍ରୀ ନବୀନ ପଟ୍ଟନାୟକ ଆଜି କଳିଙ୍ଗ ଷ୍ଟାଡିୟମରେ ଆୟୋଜିତ ଏକ ସ୍ୱତନ୍ତ୍ର ଉତ୍ସବରେ ସମ୍ବର୍ଦ୍ଧିତ କରିଛନ୍ତି । ପୁରୁଷ…
Read More...

ଆଜିଠୁ ଜଗାଦର୍ଶନ

ପୁରୀ: ଦିର୍ଘ ୩ ମାସରୁ ଉର୍ଧ ସମୟଧରି ଭକ୍ତଙ୍କ ପାଇଁ ବନ୍ଦ ଥିବା ଶ୍ରୀମନ୍ଦିର ଆସନ୍ତା କାଲି ଗୁରୁବାର ଠାରୁ ଖୋଲିବ । ତେବେ କେବଳ ମନ୍ଦିର ସେବକଙ୍କ ପରିବାର ସଦସ୍ୟ ଆସନ୍ତା କାଲି ୧୨ ଏବଂ ୧୩ରେ ମହାପ୍ରଭୁଙ୍କ ଦର୍ଶନ କରିବେ । ମନ୍ଦିରରେ ପ୍ରବେଶ କରିବାବେଳେ, ସେମାନେ ସେମାନଙ୍କର…
Read More...

୧୨ ତାରିଖରୁ ଆରମ୍ଭ ହେବ +୨ ନାମଲେଖା ଆବେଦନ: ବିଦ୍ୟାଳୟ ଓ ଗଣଶିକ୍ଷା ମନ୍ତ୍ରୀ

ଭୁବନେଶ୍ୱର: ଆଗାମୀ ୧୨ ତାରିଖରୁ ଯୁକ୍ତ ଦୁଇ ଲାଗି ଆବେଦନ ଆରମ୍ଭ ହେବ ବୋଲି ବିଦ୍ୟାଳୟ ଓ ଗଣଶିକ୍ଷା ମନ୍ତ୍ରୀ ସମୀରରଞ୍ଜନ ଦାଶ ସୂଚନା ଦେଇଛନ୍ତି । ସାମ୍ସ ପୋର୍ଟାଲରେ ଛାତ୍ରଛାତ୍ରୀମାନେ ଆଡମିସନ୍ ଲାଗି ଆବେଦନ କରିପାରିବେ । କରୋନା ପାଇଁ କୌଣସି ଆଡମିସନ ଫି ବୃଦ୍ଧି ହେବ ନାହିଁ ବୋଲି ବି…
Read More...

୧୬ରୁ ଖୋଲିବ ଶ୍ରୀମନ୍ଦିର!

ଭୁବନେଶ୍ୱର: ଅଗଷ୍ଟ ୧୬ ତାରିଖରୁ ଖୋଲିବ ଶ୍ରୀମନ୍ଦିର । ପ୍ରଥମ ୫ ଦିନ ପୁରୀ ସହରବାସୀ ମହାପ୍ରଭୁଙ୍କୁ ଦର୍ଶନ କରିବେ । ୨୩ ତାରିଖରେ ସବୁ ଭକ୍ତ ମହାପ୍ରଭୁଙ୍କ ଦର୍ଶନ କରିବେ । କୋଭିଡ୍ ଗାଇଡ୍‌ଲାଇନ୍‌ରେ ଶ୍ରଦ୍ଧାଳୁମାନେ ଯାଇ ମହାପ୍ରଭୁଙ୍କୁ ଦର୍ଶନ କରିବେ । ଏନେଇ ଶ୍ରୀମନ୍ଦିର ମୁଖ୍ୟ…
Read More...

ନବୀନଙ୍କ ଶୁଭେଚ୍ଛା : ୧୬ରେ ଓଡିଶା ଆସିବେ ଟିମ୍ ଇଣ୍ଡିଆ

ଭୁବନେଶ୍ୱର : ଭାରତୀୟ ପୁରୁଷ ହକି ଦଳର ଐତିହାସିକ ବିଜୟ ପରେ ଭିଡିଓ କନଫରେସିଂ ଜରିଆରେ ମୁଖ୍ୟମନ୍ତ୍ରୀ ଶ୍ରୀ ନବୀନ ପଟ୍ଟନାୟକ ଆଜି ଖେଳାଳିମାନଙ୍କ ସହିତ କଥା ହେବା ସହ ଚିତାକର୍ଷକ ବିଜୟ ପାଇଁ ଶୁଭେଚ୍ଛା ଜଣାଇଛନ୍ତି । ଆଗାମୀ ୧୬ ତାରିଖରେ ବିଜୟୀ ଦଳ ଓଡ଼ିଶା ଆସିବା ପାଇଁ ଆମନ୍ତ୍ରଣ…
Read More...

କଟକଣା ଭିତରେ ରାଜଧାନୀରେ ଖୋଲିଲା ସିନେମା ହଲ୍‌

ଭୁବନେଶ୍ୱର : କରୋନା କଟକଣା ପାଇଁ ଅନେକ ଦିନ ଧରି ବନ୍ଦ ଥିବା ସିନେମା ହଲ୍ ଆଜିଠୁ ରାଜଧାନୀରେ ଖୋଲିଛି । ଭୁବନେଶ୍ୱରରେ ଆଜି ଠାରୁ ସମସ୍ତ ସିନେମା ହଲ ଖୋଲିଛି । କଟକଣା ଭିତରେ ଚାଲିବ ୪ଟି ସୋ । ନୂଆ ରିଲିଜ ହୋଇଥିବା ଆମେରିକାନ ସୁପର ହିରୋ ଫିଲ୍ମ‘ଦ ସୁଇସାଇଡ ସ୍କ୍ୱାର୍ଡ’ ଆଜି ହଲରେ…
Read More...

ରାଜ୍ୟସଭାରେ ହଟଗୋଳ: ନିଲମ୍ବିତ ହେଲେ ଟିଏମସିର ୬ ସାଂସଦ

ଭୁବନେଶ୍ୱର: ରାଜ୍ୟସଭାରେ ଆଜି ପ୍ରଥମରୁ ହଟଗୋଳ ଦେଖି୍‌ବାକୁ ମିଳିଥିଲା । ରାଜ୍ୟସଭାପତିଙ୍କ ବାରମ୍ବାର ନିବେଦନ ସତ୍ୱେ ପରିସ୍ଥିତିରେ ସୁଧାର ନଆସିବାରୁ ଗୃହକୁ ନିୟନ୍ତ୍ରଣକୁ ଆଣିବାକୁ ଯାଇ ଆଜି ରାଜ୍ୟସଭା ଅଧ୍ୟକ୍ଷ ଭେଙ୍କେୟା ନାଇଡୁ ଟିଏମ୍‌ସିର ୬ସାଂସଦଙ୍କୁ ଦିନକ ପାଇଁ ନିଲମ୍ବିତ…
Read More...

ହଟିଲା କଟକଣା: ଓଡ଼ିଶା ଆସିବାକୁ ଦରକାର ନାହିଁ କରୋନା ରିପୋର୍ଟ

ଭୁବନେଶ୍ୱର: ବ୍ୟାପକ ପଦକ୍ଷେପ ଓ ସେଚତନତା ପରେ ରାଜ୍ୟରେ କରୋନା ସଂକ୍ରମଣ ଦିନକୁ ଦିନ ହ୍ରାସ ପାଇବାରେ ଲାଗିଛି । କରୋନା ସଂକ୍ରମଣ ହ୍ରାସକୁ ଦୃଷ୍ଟିରେ ରଖି ବୁଧବାର ସରକାର ଏକ ବଡ ଘୋଷଣା କରିଛନ୍ତି । ତଦନୁଯାୟୀ ଏଣିକି କେହି ଓଡିଶା ଆସିବାକୁ ହେଲେ ଆଉ କୋଭିଡ୍ ନେଗେଟିଭ୍ ରିପୋର୍ଟ ଦାଖଲ…
Read More...

୯ରୁ ଖୋଲିବ ସମସ୍ତ ଶିକ୍ଷାନୁଷ୍ଠାନ

ଭୁବନେଶ୍ୱର: କରୋନା କଟକଣା ସହ ଅଗଷ୍ଟ ୯ରୁ ଖୋଲିବ ବୈଷୟିକ ଶିକ୍ଷାନୁଷ୍ଠାନ । କରୋନା ମହାମାରୀ ପାଇଁ ବୈଷୟିକ ଶିକ୍ଷାନୁଷ୍ଠାନ ବନ୍ଦ ଥିବା ବେଳେ ଏବେ ଏହାକୁ ଖୋଲିବା ନେଇ ନିଷ୍ପତ୍ତି ନିଆଯାଇଛି । ସଂକ୍ରମଣ କମିଥିବାରୁ ବୈଷୟିକ ଶିକ୍ଷାନୁଷ୍ଠାନ ଖୋଲିବାକୁ ନିଷ୍ପତ୍ତି ନେଇଛନ୍ତି ବୈଷୟିକ…
Read More...