Browsing Category

ରାଜ୍ୟ

କେନ୍ଦ୍ରାପଡ଼ାରେ ପୋଲିସ୍ ଛାଉଣୀ

କେନ୍ଦ୍ରାପଡା : ପୋଲିସ୍ ଏନ୍‌କାଉଂଟରରେ ଗ୍ୟାଙ୍ଗଷ୍ଟର ହାଇଦରର ମୃତ୍ୟୁ ନେଇ କେନ୍ଦ୍ରାପଡା ସହରରେ ଆଇନ୍‌ଶୃଙ୍ଖଳା ପରିସ୍ଥି୍‌ତି ବଜାୟ ରଖିବା ପାଇଁ ସମଗ୍ର ସହର ବହୁ ପଞ୍ଚାୟତ ଅଞ୍ଚଳରେ ୧୪୪ ଧାରା ଜାରୀ କରାଯିବା ସଙ୍ଗେ ସଙ୍ଗେ ୭ ପ୍ଲାଟୁନ୍ ପୋଲିସ୍ ଫୋର୍ସ ମୃତୟନ କରାଯାଇଛି ।
Read More...

୭ବର୍ଷ ହେଲା ଅଧାରେ ଅଟକିଛି ଭୁବନେଶ୍ୱର ରେଳଷ୍ଟେସନ୍

ଭୁବନେଶ୍ୱର: ଭୁବନେଶ୍ୱର ରେଳ ଷ୍ଟସନ୍ ଉନ୍ନତୀକରଣ ପାଇଁ ୨୦୧୪ ମସିହାରୁ ରାଜ୍ୟ ସରକାର ଯୋଜନା କରୁଛନ୍ତି । ଯୋଜନାକୁ ବାସ୍ତବ ରୂପ ଦେବା ପାଇଁ ଦେଢ଼ ବର୍ଷର ଟଣାଓଟରା ପରେ ସେପ୍େଟମ୍ବର ୧୯, ୨୦୧୯ରେ ନୂଆଦିଲ୍ଲୀରେ ରାଜ୍ୟ ସରକାର ଓ ରେଳ ମନ୍ତ୍ରଣାଳୟ ମଧରେ ଏମ୍‌ଓୟୁ ସ୍ୱାକ୍ଷର ହୋଇଥିଲା ।
Read More...

ଭାଲୁ ଆକ୍ରମଣରେ ଦୁଇ ଗୁରୁତର

ସମ୍ବଲପୁର: ରେଢ଼ାଖୋଲ ନାକଟିଦେଉଳ ରେଞ୍ଜ୍ ଅନ୍ତର୍ଗତ ଗଦାଧରପୁର ଗ୍ରାମ ନିକଟ କ୍ଷେତକୁ କାମ କରିବାକୁ ଯିବା ବେଳେ ଭାଲୁ ଆକ୍ରମଣରେ ଦୁଇ ଜଣ ଗୁରୁତର ଆହତ ହୋଇଛନ୍ତି । ଜଣେ ନିକଟସ୍ଥ ହସ୍ପିଟାଲରେ ଚିକିତ୍ସାଧିନ ଥିବା ବେଳେ ଅନ୍ୟ ଜଣଙ୍କୁ ଅଧିକ ଚିକିତ୍ସା ନିମନ୍ତେ ବୁର୍ଲା ସ୍ଥାନାନ୍ତରିତ
Read More...

୪୮କେ.ଜି ଗଞ୍ଜେଇ ଜବତ,୨ଗିରଫ

କେସିଙ୍ଗା: କେସିଙ୍ଗା ଆଦର୍ଶ ଥାନା ପୁଲିସ ଏକ ହୋଣ୍ଡା ସିଟି କାର ୟକ୍ଷ୩ମ ବଳ୫୨୧୫ ନମ୍ବର ଉପରେ ଙଜ୧୦ମ୯୪୩୫ ଷ୍ଟିକର ଲଗାଇ ଆଜି ପୁଣି ଗଞ୍ଜେଇ ଚୋରା ଚାଲାଣ କରୁଥିବା ବେଳେ କୁର୍ଲୁପଡା ଛକ୍ ଠାରେ ଜବତ କରିଛି ।ହୋଣ୍ଡା ସିଟି କାରଟି କଳାହାଣ୍ଡି ଜିଲ୍ଲା ଆମପାଣି ଅଞ୍ଚଳରୁ ଭବାନୀପାଟଣା
Read More...

୨୦୨୨ ଜୁନ୍ ସୁଦ୍ଧା ଶେଷ ହେବ ବରମୁଣ୍ଡା ବସ୍ ଟର୍ମିନାଲ

ଭୁବନେଶ୍ୱର: ୨୦୨୨ ଜୁନ ମାସ ସୁଦ୍ଧା ଭୁବନେଶ୍ୱର ବରମୁଣ୍ଡାରେ ହେବାକୁ ଥିବା ଇଣ୍ଟରଷ୍ଟେଟ ବସ୍ ଟର୍ମିନାଲର କାମ ସରିବ । ଆଜି ଏନେଇ ପ୍ରକଳ୍ପ ସ୍ଥାନ ବୁଲି ଦେଖିଛନ୍ତି ୫-ଟି ସଚିବ ଭି.କେ ପାଣ୍ଡିଆନ୍ । ଏହାସହ ସେ ଇଣ୍ଟର ଷ୍ଟେଟ ବସ୍ ଟର୍ମିନାଲର ଅଗ୍ରଗତିର ସମୀକ୍ଷା ମଧ୍ୟ କରିଛନ୍ତି । ୧୮୦
Read More...

ଖୋର୍ଦ୍ଧା ଜିଲ୍ଲାରେ ସର୍ବାଧିକ ଆକ୍ରାନ୍ତ ଓ ମୃତ୍ୟୁ

ଭୁବନେଶ୍ୱର: ରାଜ୍ୟରେ ଦିନକରେ ଆଉ ୬୭ ଜଣ କରୋନା ଆକ୍ରାନ୍ତଙ୍କର ମୃତ୍ୟୁ ଘଟିଥିବା ବେଳେ । ୧୮୬୪ ଜଣ ନୂଆ ପଜିଟିଭ ଚିହ୍ନଟ ହୋଇଛନ୍ତି । ସେମାନଙ୍କ ମଧ୍ୟରୁ ଖୋର୍ଦ୍ଧ ଜିଲ୍ଳାରୁ ସର୍ବାଧିକ ୪୯ ୬ ଜଣ ଆକ୍ରାନ୍ତ ଚିହ୍ନଟ ହୋଇଥିଲା ବେଳେ ମୃତକଙ୍କ ମଧ୍ୟରେ ଜିଲାରୁ ସର୍ବାଧିକ ୩୦ ଜଣ ରହିଛନ୍ତି
Read More...

ହୀରାକୁଦର ଖୋଲିଲା ୪ଟି ଗେଟ୍

ହୀରାକୁଦ: ଉପରମୁଣ୍ଡରେ ପ୍ରବଳ ବର୍ଷା ଯୋଗୁ ଆଜି ହୀରାକୁଦ ଜଳଭଣ୍ଡାରର ୪ଟି ଗେଟ୍ ଖୋଲାଯାଇଛି । ଜଳଭଣ୍ଡରର ପଶ୍ଚିମ ପଟୁ ୩ଟି ଗେଟ୍ ଖୋଲିଥିଲା ବେଳେ ପୂର୍ବପଟୁ ଗୋଟିଏ ଗେଟ୍ ଖୋଲିଛି । ଏବେ ଜଳଭଣ୍ଡରର ସର୍ବୋଚ ଜଳପତନ ୬୦୭.୩୭ ଫୁଟ ରହିଛି । ୪ଟି ଗେଟ୍ ଖୋଲାଯିବା ପରେ ପ୍ରତି ସେକେଣ୍ଡରେ
Read More...

ରାଜ୍ୟରେ ୬୫% ଲୋକଙ୍କ ଦେହରେ ଆଂଟିବଡିି

ସାଧାରଣରେ ୬୫.୧୨ ଏବଂ ସ୍ୱାସ୍ଥ୍ୟକର୍ମୀଙ୍କ ଠାରେ ୮୫.୫୩ % ଭୁବନେଶ୍ୱର: ଓଡ଼ିଶାର ୩ଟି ଜିଲ୍ଲାରେ ଚତୁର୍ଥ ପର୍ଯ୍ୟାୟ ଜାତୀୟ ସେରୋ ସର୍ଭେ ରିପୋର୍ଟରେ ଗୋଷ୍ଠୀ ଆଣ୍ଟିବଡି ୬୫.୧୨ ପ୍ରତିଶତ ଏବଂ ସ୍ୱାସ୍ଥ୍ୟକର୍ମୀଙ୍କ ମଧ୍ୟରେ ଆଣ୍ଟିବଡି ୮୫.୫ ପ୍ରତିଶତ ରହିଛି । ଗତ ଜିନୁମାସ ୧୬
Read More...

ବାହାରିଲା ନୀଳାଚଳ ଅବଢ଼ା

ପୁରୀ: ମହାପ୍ରଭୁ ଶ୍ରୀ ଜଗନ୍ନାଥଙ୍କ ନବଦିନବ୍ୟାପୀ ଘୋଷଯାତ୍ରା ଏବଂ ୧୨ର ଦିନ ଲୀଳା ସାରି ଗତକାଲି ନୀଳକନ୍ଦରଙ୍କୁ ଫେରିବା ପରେ ଆଜି ଶ୍ରୀ ମନ୍ଦିରରୁ ନୀଳାଚଳ ଅବଢ଼ା ବାହାରିଛି । ନୀଳାଚନ ଅବଢ଼ା ପାଇବା ପାଇଁ ଭକ୍ତମାନଙ୍କ ମଧ୍ୟରେ ପ୍ରବଳ ଉତ୍ସାହ ପରିଲିଖିତ ହୋଇଛି । ଅବଢା ପାଇଁ ଶ୍ରୀ
Read More...

ଏନ୍‌କାଉଣ୍ଟରରେ ହାଇଦରର ମୃତ୍ୟୁ

ଭୁବନେଶ୍ୱର: ପୋଲିସ ହେପାଜତରୁ ଖସି ପଳାଇ ଯିବା ପାଇଁ ଉଦ୍ୟମ କରୁ ଥିଲା ବେଳେ ଏନ୍‌କାଉଣ୍ଟରରେ ଗ୍ୟାଙ୍ଗଷ୍ଟର ହାଇଦରର ମୃତ୍ୟୁ ଘଟିଥିବା ସୂଚନା ମିଳିଛି । ଆହତ ହୋଇଛି । ତାକୁ ଚିକିତ୍ସାଲାଗି ହସ୍ପିଟାଲରେ ଭର୍ତି କରାଯାଇଛି । ବାରିପଦା ନିକଟସ୍ଥ ଶିମୂଳିଆରେ ଏହି ଘଟଣା ଘଟିଛି । ଏ
Read More...