Browsing Category

ରାଜ୍ୟ

ରାଜ୍ୟରେ ୧୭୦୩ ପଜିଟିଭ, ୬୯ ମୃତ

ଭୁବନେଶ୍ୱର: ରାଜ୍ୟରେ ମହାମାରୀ କରୋନାର ଦ୍ୱିତୀୟ ଲହର ସଂକ୍ରମଣ ପୁଣି ବଢିବାରେ ଲାଗିଛି । ଗତକାଲି ଦୈନିକ ସଂକ୍ରମଣ ୧୬୨୨ ଥିବା ବେଳେ ଆଜି ବୃଦ୍ଧି ପାଇ ୧୭୦୩ କରୋନା ଆକ୍ରାନ୍ତ ଚିହ୍ନଟ ହୋଇଛନ୍ତି । ସେମାନଙ୍କ ମଧ୍ୟରୁ ୯୮୮ ଜଣ କ୍ୱାରେଣ୍ଟାଇନ୍‌ରୁ ଏବଂ ୭୧୫ ଜଣ ହେଉଛନ୍ତି ସ୍ଥାନୀୟ…
Read More...

ରାଜ୍ୟରେ ଚାଲିଛି କରୋନା ମୃତ୍ୟୁର ଅଡିଟ୍‌

ଭୁବନେଶ୍ୱର: ରାଜ୍ୟରେ କରୋନା ସଂକ୍ରମଣ ଏବେ ତଳମୁହାଁ ଥିବା ବେଳେ ମୃତ୍ୟୁ ସଂଖ୍ୟାର ଅଡିଟ ଶେଷ ହେଉ ନାହିଁ । ଦୈନିକ ପ୍ରାୟ ୬୦ରୁ ୭୦ ମୃତକଙ୍କ ସମ୍ପର୍କରେ ସୂଚନା ଦିଆଯାଉଥିବା ବେଳେ ଏହାକୁ ଦେଖି ଲୋକଙ୍କ ମନରେ ଛନକା ପଶି ଯାଉଛି । ହେଲେ ଆଉ ମାତ୍ର ୧୦ରୁ ୧୫ ଦିନ ମଧ୍ୟରେ କରୋନାର ବଳକା…
Read More...

କେନ୍ଦ୍ରାପଡ଼ା ସହର ଓ ପାଖ ୪ ପଞ୍ଚାୟତରୁ ହଟିଲା ୧୪୪ ଧାରା

କେନ୍ଦ୍ରାପଡ଼ା: କେନ୍ଦ୍ରାପଡ଼ା ସହର ଓ ୪ ପଞ୍ଚାୟତରୁ ହଟିଲା ୧୪୪ ଧାରା । କୌଣସି ସ୍ଥାନରେ ଲୋକ ଗହଳି ନହେବାରୁ, ଅପ୍ରୀତିକର ପରିସ୍ଥିତି ସୃଷ୍ଟି ନହେବାରୁ, ଶାନ୍ତି ବଜାୟ ରହିଥିବାରୁ ଓ ଆଇନଶୃଙ୍ଖଳା ବ୍ୟବସ୍ଥା ଠିକ୍ ଥିବାରୁ ଗତ ରାତି ୧୧ଟାରୁ କଟକଣାକୁ ହଟାଇ ଦେଇଛି ଜିଲ୍ଲା ପ୍ରଶାସନ ।…
Read More...

ସ୍ନାନ ଅଭାବରୁ ସଂଗ୍ରହାଳୟରେ ରହିବନି ମହାପ୍ରଭୁଙ୍କ ତିନି ରଥ

ପୁରୀ: ସଂଗ୍ରହାଳୟରେ ରହିବନି ମହପ୍ରଭୁଙ୍କ ତିନି ଐତିହାସିକ ରଥ । ପ୍ରତିବର୍ଷ ଭଳି ଗତବର୍ଷର ଏହି ତିନି ରଥର ଅଂଶକୁ ପରିଚାଳନା କମିଟିର ଧାର୍ଯ୍ୟ ଦରରେ ବିକ୍ରି କରି ଦିଆଯିବ । ବାକି ଅଂଶ ଶ୍ରୀମନ୍ଦିର ରୋଷ ଘରେ କୋଠଭୋଗ ପ୍ରସ୍ତୁତିରେ ଲାଗିବ । ତିନି ରଥର ସଂରକ୍ଷଣ ନେଇ ଶ୍ରୀମନ୍ଦିର…
Read More...

ପାଞ୍ଚ ଦିନ ଯାଏ ବର୍ଷାରୁ ନିସ୍ତାର ନାହିଁ

ଭୁବନେଶ୍ୱର : ଉତ୍ତର ବଙ୍ଗୋପସାଗର ଓ ଏହାର ଆଖପାଖ ଅଂଚଳରେ ସୃଷ୍ଟି ହୋଇଥିବା ଘୁର୍ଣ୍ଣିବଳୟ କ୍ରମସ ଘନିଭୁତ ହୋଇ ଲଘୁଚାପରେ ପରିଣତ ହୋଇଛି । ଏହାର ପ୍ରଭାବରେ ଆସନ୍ତା ୨୮ ରୁ ୩୧ ତାରିଖ ପର୍ଯ୍ୟନ୍ତ ରାଜ୍ୟର ଉପକୂଳବର୍ତୀ, ଆଭ୍ୟନ୍ତରିଣ ଅଂଚଳ ସମେତ ସମଗ୍ର ରାଜ୍ୟରେ ପ୍ରବଳ ବର୍ଷା ହେବ ବୋଲି…
Read More...

ଭିଜିଲାନ୍ସ ଜାଲରେ କିରାଣୀ

ସମ୍ବଲପୁର: ଆୟବର୍ହିଭୂତ ସମ୍ପତ୍ତି ଠୁଳ ଅଭିଯୋଗରେ ସମ୍ବଲପୁର ଧନକଉଡା ବିଇଓ କାର୍ଯ୍ୟାଳୟର ମୁଖ୍ୟ କିରାଣିଙ୍କ ଦିଲିପ ଦେବ ଘର ଓ ଅଫିସିରେ ଭିଜିଲାନ୍ସ ଆଜି ଚଢାଉ କରିଛିି । ଭିଜିଲାନ୍ସ ଅଧିକାରୀଙ୍କ ସହ ୩ ଜଣ ଡିଏସପି, ୩ ଇନ୍ସପେକ୍ଟର ଓ ଅନ୍ୟ କର୍ମଚାରୀଙ୍କ ପକ୍ଷରୁ ଚଢାଉ କରାଯାଉଛି ।…
Read More...

ବିଦ୍ୟାଭାରତୀଙ୍କ ଚତୁର୍ଥ ହାତ ଲେଖା ଚିଠିକୁ ନେଇ ଚର୍ଚ୍ଚା

ପାରଳାଖେମୁଣ୍ଡି: ବହୁ ଚର୍ଚ୍ଚିତ ଏସିଏଫ ସୌମ୍ୟରଞ୍ଜନଙ୍କ ମୃତ୍ୟୁ ରହସ୍ୟ ଉନ୍ମୋଚିତ ହୋଇପାରି ନଥିଲା ବେଳେ ପତ୍ନୀ ବିଦ୍ୟାଭାରତୀଙ୍କ ଆଉ ଏକ ହାତ ଲୋଖା ଚିଠି ଉଧାର ହୋଇଛି । ଏହି ଚିଠିରେ ତାଙ୍କ ମନ ଭିତରେ ଥିବା ଘୃଣା, ଅବଶୋସ, ବ୍ୟଥା, ବେଦନା, ପ୍ରତିହିଂସାର ଛାପ ସ୍ପଷ୍ଟ ବାରିହେଇ ପଡୁଛି…
Read More...

ସ୍ଥାନାନ୍ତରିତ ହେବନି ସ୍ଥାପତ୍ୟ ଘୋଡା

ଭୁବନେଶ୍ୱର: ରାଜଧାନୀର ମାଷ୍ଟରକ୍ୟାଂଟିନ ସ୍ଥିତ ସ୍ଥାପତ୍ୟ ଘୋଡା ସ୍ଥାନାନ୍ତର ହେବନାହିଁ ବୋଲି ବିଏମସି କମିଶନର ସଂଞ୍ଜୟ ସିଂହ ସୂଚନା ଦେଇଛନ୍ତି । ସେ କହିଛନ୍ତି ଯେ, ଏ ନେଇ ସରକାରୀ ସ୍ଥରରେ ନିଷ୍ପତି ହୋଇଛି । ଘୋଡା ସ୍ଥାନାନ୍ତର ନେଇ ମୁଖ୍ୟମନ୍ତ୍ରୀ ଶ୍ରୀ ନବୀନ ପଟ୍ଟନାୟକ ଜାଣିବା ପରେ…
Read More...

କୋଭିଡ ନିୟମାବଳିରେ ପାଳନ ହେବ ରାଜ୍ୟସ୍ତରୀୟ ସ୍ୱାଧୀନତା ଦିବସ

ଭୁବନେଶ୍ୱର: ଚଳିତବର୍ଷ ୭୫ତମ ରାଜ୍ୟସ୍ତରୀୟ ସ୍ୱାଧୀନତା ଦିବସ କୋଭିଡ୍ ମାର୍ଗଦର୍ଶିକା ମଧ୍ୟରେ ୟୁନିଟ-୩ସ୍ଥିତ ପ୍ରଦର୍ଶନୀ ପଡ଼ିଆରେ ଅନୁଷ୍ଠିତ ହେବ । ଏଥିରେ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ମୁଖ୍ୟଅତିଥି ଭାବେ ଯୋଗଦେଇ ଜାତୀୟ ପତାକା ଉତ୍ତୋଳନ କରିବେ । ରାଜ୍ୟସ୍ତରୀୟ ସ୍ୱାଧୀନତା ଦିବସ…
Read More...

୨୦୨୪ ସେପ୍ଟେମ୍ବର ପୂର୍ବରୁ ତାଳଚେର ସାର କାରଖାନା ଖୋଲିବା ଆଶାକ୍ଷୀଣ

ଅନୁଗୁଳ : ତାଳଚେର ସାର କାରଖାନା କାର୍ଯ୍ୟକ୍ଷମ ହେବାରେ ବିଳମ୍ବ ହେବ । ଧାର୍ଯ୍ୟ ସମୟ ଭିତରେ ଏହାର ନିର୍ମାଣ ଶେଷ ହେବାର ସମ୍ଭାବନା ନାହିଁ । ଏଥିନେଇ ତାଳଚେର ଫର୍ଟିଲାଇଜର୍ସ ଲିମିଟେଡ (ଟିଏଫଏଲ) ପକ୍ଷରୁ ରାଜ୍ୟ ସରକାରଙ୍କୁ ଚିଠି ଲେଖି ଅବଗତ କରାଯାଇଛି । କାରଖାନା ଚାଲିବା ପାଇଁ ୨୦୧୩…
Read More...