Browsing Category

ରାଜ୍ୟ

ଡା. ପ୍ରେମାନିଧି ପଣ୍ଡାଙ୍କୁ ଡିଏଚଏସ ପକ୍ଷରୁ ପର୍ଫିସିଓ ଆୱାର୍ଡ ପ୍ରଦାନ

ଭୁବନେଶ୍ୱର: ବିଶିଷ୍ଟ ମଧୁମେହ ବିଶେଷଜ୍ଞ ପ୍ରଫେସର ଡାକ୍ତର ପ୍ରେମାନିଧି ପଣ୍ଡାଙ୍କୁ, ଚିକିତ୍ସାରେ ନୁଆ ପଦ୍ଧତି ଅବଲମ୍ବନ ଏବଂ ଉଚ୍ଚତର ଗବେଷଣା ପାଇଁ ୨୦୨୧ ମସିହାର ଶ୍ରେଷ୍ଠ ଡାକ୍ତର ଭାବେ ସମ୍ମାନିତ କରାଯାଇଛି । ନୁଆଦିଲ୍ଲୀ ସ୍ଥିତ ଡି ଏଚ ଏସ ଫାଉଣ୍ଡେସନ ପକ୍ଷରୁ ଡା. ପଣ୍ଡାଙ୍କୁ ଏହି…
Read More...

ମୋବାଇଲକୁ ଲିଙ୍କ ପଠାଇ ଲୁଟିନେଲେ ଲକ୍ଷେ ୭୦ ହଜାର

ଭୁବନେଶ୍ୱର: ଆପଣଙ୍କ ଏସ୍‌ବିଆଇ ବ୍ୟାଙ୍କ ୟୋନୋ ଆକାଉଂଟ ସସ୍‌ପେଣ୍ଡ ହୋଇଯାଇଛି । ଅପଡେଟ୍ ପାଇଁ ଏହି ଲିଙ୍କରେ କ୍ଲିକ୍ କରନ୍ତୁ । ଏହିଭଳି ମୋବାଇଲ୍‌କୁ ମେସେଜ୍ ପଠାଇ ସାଇବର ଠକ ଜଣେ ଯୁବକଙ୍କ ଆକାଉଂଟରୁ ପ୍ରାୟ ଲକ୍ଷେ ୭୦ ହଜାର ଟଙ୍କା ଚଳୁ କରିନେଇଛି । ଏନେଇ ସେ ପ୍ରଥମେ ଭୁବନେଶ୍ୱର…
Read More...

ଖୋର୍ଦ୍ଧାରୁ ଦିନକରେ ୪୨ଜଣଙ୍କର ମୃତ୍ୟୁ

ଭୁବନେଶ୍ୱର: ରାଜ୍ୟରେ କରୋନା ଆଜି ଆଉ ୬୨ ଜୀବନ ନେଇଥିଲା ବେଳେ କେବଳ ଖୋର୍ଦ୍ଧା ଜିଲାରୁ ସର୍ବାଧିକ ୪୨ ଜଣଙ୍କର ମୃତ୍ୟୁ ଘଟିଥିବା ଜଣାଯାଇଛି । ଏଥିସହିତ ସୁନ୍ଦରଗଡ ଜିଲାରୁ ୧୦, କେନ୍ଦୁଝର ୪, ଯାଜପୁର ଜିଲାରେ ୨ ଜଣଙ୍କର ମୃତ୍ୟୁ ଘଟିଛି । ଏହି ସମୟ ମଧ୍ୟରେ ଗଞ୍ଜାମ, ଜଗତସିଂହପୁର,…
Read More...

ହୀରାକୁଦର ଆଉ ୬ଟି ଗେଟ୍ ଖୋଲିଲା

ହୀରାକୁଦ୍‌: ଉପର ମୁଣ୍ଡରେ ପ୍ରବଳ ବର୍ଷା ଯୋଗୁଁ ହୀରାକୁଦ ଜଳଭଣ୍ଡାରର ଜଳପତନ ବୃଦ୍ଧି ଯୋଗୁଁ ଆଜି ଆଉ ୬ଟି ଗେଟ୍ ଖୋଲାଯାଇଛି । ଫଳରେ ହୀରାକୁଦ ଜଳଭଣ୍ଡାରରୁ ୧୦ଟି ଗେଟ୍ ଜରୀଆରେ ବନ୍ୟା ଜଳ ନିସ୍କାସିତ ହେଉଛି । ଏବେ ହୀରାକୁଦ ଜଳଭଣ୍ଡାରର ଜଳସ୍ତର ୬୦୯.୦୨ ଫୁଟ୍ ରହିଛି । ସେତିକିବେଳେ…
Read More...

ଦଶମ ଓ ଦ୍ୱାଦଶ ଶ୍ରେଣୀରେ କ୍ଲାସ୍‌ରୁମ୍ ପାଠପଢ଼ା ଆରମ୍ଭ

ଭୁବନେଶ୍ୱର: ମହାମାରୀ କରୋନା ଯୋଗୁଁ ଦିର୍ଘ ଦେଢବର୍ଷ ଧରି ରାଜ୍ୟରେ ସ୍କୁଲ କଲେଜ୍ ଗୁଡିକ ବନ୍ଦ ରହିଥିଲା ବେଳେ ଆଜି ଦଶମ ଓ ଦ୍ୱାଦଶ ଶ୍ରେଣୀ ଖୋଲିବା ସହ ଛାତ୍ରଛାତ୍ରୀଙ୍କ କ୍ଲାସ୍‌ରୁମ୍ ପାଠପଢ଼ା ଆରମ୍ଭ ହୋଇଛି । ସକାଳ ୧୦ଟାରୁ କ୍ଲାସ୍ ଆରମ୍ଭ ହୋଇଥିଲା ବେଳେ ପ୍ରଥମଦିନ ଏକ ଘଣ୍ଟା…
Read More...

ଏଣିକି ପୁରୀରେ ମିଳିବ ବିଶୁଦ୍ଧ ଟ୍ୟାପ୍ ଜଳ

ଭୁବନେଶ୍ୱର: ଶ୍ରୀକ୍ଷେତ୍ରକୁ ବିଶ୍ୱସ୍ତରୀୟ ପର୍ଯ୍ୟଟନ ସ୍ତରିୟ ପର୍ଯ୍ୟଟନ ସ୍ଥଳିରେ ପରିଣତ କରିବାପାଇଁ ଆଜି ଦେଶର ପ୍ରଥମ ସହରଭାବେ ପୁରୀରେ ଡ୍ରିଙ୍କ ଫ୍ରର୍ମ ଟ୍ୟାପ’ପ୍ରକଳ୍ପର ଶୁଭାରମ୍ଭ ହୋଇଛି । ମୁଖ୍ୟମନ୍ତ୍ରୀ ଶ୍ରୀ ନବୀନ ପଟ୍ଟନାୟକ ଆଜି ‘ଡ୍ରିଙ୍କ ଫ୍ରର୍ମ ଟ୍ୟାପ୍‌୍‌’ପ୍ରକଳ୍ପକୁ…
Read More...

ଆଇଏସ୍‌ଆଇ ମାର୍କା ହେଲ୍‌ମେଟ ପିନ୍ଧିବା ନେଇ ସଚେତନତା

ଭୁବନେଶ୍ୱର: ଆଇଏସ୍‌ଆଇ ମାର୍କା ହେଲ୍‌ମେଟ୍ ବ୍ୟବହାର କରିବା ଉପରେ ଏକ ସଚେତନତା କାର୍ଯ୍ୟକ୍ରମ ଅନୁଷ୍ଟିତ ହୋଇଯାଇଛି । କମନ୍ ଆକ୍ସନ୍ ଫର୍ ରୋଡ୍ ସେଫ୍‌ଟି ଓ କମିସନରେଟ୍ ପୁଲିସର ମିଳିତ ସହଯୋଗରେ ଆଜି ବାଣୀବିହାର ଓଭରବ୍ରିଜ୍ ତଳେ ଏହି କାର୍ଯ୍ୟକ୍ରମ ଅନୁଷ୍ଠିତ ହୋଇଥିଲା । ଟ୍ରାଫିକ୍…
Read More...

ଆଜି ଖୋଲିବ ଦଶମ, ଦ୍ୱାଦଶ ଶ୍ରେଣୀ

ଭୁବନେଶ୍ୱର: ମହାମାରୀ କରୋନା ପ୍ରଭାବରେ ଦିର୍ଘ ମାସ ମାସ ଧରି ବନ୍ଦ ରହିଥିବା ଦଶମ ଓ ଦ୍ୱାଦଶ ଶ୍ରେଣୀ ଆସନ୍ତା କାଲି ଖୋଲିବ । ଏଥିପାଇଁ ସମସ୍ତ ପ୍ରସ୍ତୁତି ଶେଷ ହୋଇଛି । ଏବଂ ଶ୍ରେଣୀ କକ୍ଷ ଗୁଡିକରେ ବିଷୋଧନ କାର୍ଯ୍ୟ ମଧ୍ୟ ସମ୍ପୃନ୍ନ ହୋଇଛି ବୋଲି ସ୍କୁଲ ଗଣଶିକ୍ଷା ମନ୍ତ୍ରୀ ସମୀର ଦାସ…
Read More...

ବିଦ୍ୟାଭାରତୀ ରହୁଥିବା ହଷ୍ଟେଲ ରୁମ୍ ସିଲ୍‌

ବଲାଙ୍ଗିର: ପାରଳାଖେମୁଣ୍ଡି ଏସିଏଫ୍ ସୌମ୍ୟରଞ୍ଜନ ମହାପାତ୍ର ମୃତ୍ୟୁ ମାମଲାରେ ତ୍‌ାଙ୍କ ପତ୍ନୀ ବିଦ୍ୟାଭାରତୀ ପଣ୍ଡା ଅଧ୍ୟୟନ କରିଥିବା ବଲାଙ୍ଗିର ଲର୍କିପାର୍ଲି ସ୍ଥିତ ଏଲଆଇ ଟ୍ରେନିଂ ସେଣ୍ଟରରେ ପୋଲିସର ତଦନ୍ତ ଅରମ୍ଭ କରିଛି । ଟ୍ରେନିଂ ସେଣ୍ଟରର ନିର୍ଦ୍ଦେଶକଙ୍କ ସମେତ ଜୁନିୟର…
Read More...

ରାଜ୍ୟରେ ସ୍ଥିର ଅବସ୍ଥାରେ ସଂକ୍ରମଣ ଓ ମୃତ୍ୟୁ

ଭୁବନେଶ୍ୱର: ମହାମାରୀ କରୋନା ପ୍ରଭାବରେ ରାଜ୍ୟରେ ଆଜି ପୁଣି ୧, ୮୩୩ଜଣ କରୋନା ପଜିଟିଭ ଚିହ୍ନଟ ହୋଇଥିଲା ବେଳେ ୬୭ଜଣଙ୍କର ମୃତ୍ୟୁ ଘଟିଛି । ଗତ କିଛି ଦିନ ଧରି ରାଜ୍ୟରେ ଆକ୍ରାନ୍ତଙ୍କ ସଂଖ୍ୟା ୨ହଜାରୁ ସାମାନ୍ୟ କମ୍ ରହିଥିବା ବେଳେ ମୃତ୍ୟୁ ସଂଖ୍ୟା କିନ୍ତୁ ୬୦ଉପରେ ରହିଛି । ରାଜ୍ୟରେ…
Read More...