Browsing Category

ରାଜ୍ୟ

୪୮କେ.ଜି ଗଞ୍ଜେଇ ଜବତ,୨ଗିରଫ

କେସିଙ୍ଗା: କେସିଙ୍ଗା ଆଦର୍ଶ ଥାନା ପୁଲିସ ଏକ ହୋଣ୍ଡା ସିଟି କାର ୟକ୍ଷ୩ମ ବଳ୫୨୧୫ ନମ୍ବର ଉପରେ ଙଜ୧୦ମ୯୪୩୫ ଷ୍ଟିକର ଲଗାଇ ଆଜି ପୁଣି ଗଞ୍ଜେଇ ଚୋରା ଚାଲାଣ କରୁଥିବା ବେଳେ କୁର୍ଲୁପଡା ଛକ୍ ଠାରେ ଜବତ କରିଛି ।ହୋଣ୍ଡା ସିଟି କାରଟି କଳାହାଣ୍ଡି ଜିଲ୍ଲା ଆମପାଣି ଅଞ୍ଚଳରୁ ଭବାନୀପାଟଣା
Read More...

୨୦୨୨ ଜୁନ୍ ସୁଦ୍ଧା ଶେଷ ହେବ ବରମୁଣ୍ଡା ବସ୍ ଟର୍ମିନାଲ

ଭୁବନେଶ୍ୱର: ୨୦୨୨ ଜୁନ ମାସ ସୁଦ୍ଧା ଭୁବନେଶ୍ୱର ବରମୁଣ୍ଡାରେ ହେବାକୁ ଥିବା ଇଣ୍ଟରଷ୍ଟେଟ ବସ୍ ଟର୍ମିନାଲର କାମ ସରିବ । ଆଜି ଏନେଇ ପ୍ରକଳ୍ପ ସ୍ଥାନ ବୁଲି ଦେଖିଛନ୍ତି ୫-ଟି ସଚିବ ଭି.କେ ପାଣ୍ଡିଆନ୍ । ଏହାସହ ସେ ଇଣ୍ଟର ଷ୍ଟେଟ ବସ୍ ଟର୍ମିନାଲର ଅଗ୍ରଗତିର ସମୀକ୍ଷା ମଧ୍ୟ କରିଛନ୍ତି । ୧୮୦
Read More...

ଖୋର୍ଦ୍ଧା ଜିଲ୍ଲାରେ ସର୍ବାଧିକ ଆକ୍ରାନ୍ତ ଓ ମୃତ୍ୟୁ

ଭୁବନେଶ୍ୱର: ରାଜ୍ୟରେ ଦିନକରେ ଆଉ ୬୭ ଜଣ କରୋନା ଆକ୍ରାନ୍ତଙ୍କର ମୃତ୍ୟୁ ଘଟିଥିବା ବେଳେ । ୧୮୬୪ ଜଣ ନୂଆ ପଜିଟିଭ ଚିହ୍ନଟ ହୋଇଛନ୍ତି । ସେମାନଙ୍କ ମଧ୍ୟରୁ ଖୋର୍ଦ୍ଧ ଜିଲ୍ଳାରୁ ସର୍ବାଧିକ ୪୯ ୬ ଜଣ ଆକ୍ରାନ୍ତ ଚିହ୍ନଟ ହୋଇଥିଲା ବେଳେ ମୃତକଙ୍କ ମଧ୍ୟରେ ଜିଲାରୁ ସର୍ବାଧିକ ୩୦ ଜଣ ରହିଛନ୍ତି
Read More...

ହୀରାକୁଦର ଖୋଲିଲା ୪ଟି ଗେଟ୍

ହୀରାକୁଦ: ଉପରମୁଣ୍ଡରେ ପ୍ରବଳ ବର୍ଷା ଯୋଗୁ ଆଜି ହୀରାକୁଦ ଜଳଭଣ୍ଡାରର ୪ଟି ଗେଟ୍ ଖୋଲାଯାଇଛି । ଜଳଭଣ୍ଡରର ପଶ୍ଚିମ ପଟୁ ୩ଟି ଗେଟ୍ ଖୋଲିଥିଲା ବେଳେ ପୂର୍ବପଟୁ ଗୋଟିଏ ଗେଟ୍ ଖୋଲିଛି । ଏବେ ଜଳଭଣ୍ଡରର ସର୍ବୋଚ ଜଳପତନ ୬୦୭.୩୭ ଫୁଟ ରହିଛି । ୪ଟି ଗେଟ୍ ଖୋଲାଯିବା ପରେ ପ୍ରତି ସେକେଣ୍ଡରେ
Read More...

ରାଜ୍ୟରେ ୬୫% ଲୋକଙ୍କ ଦେହରେ ଆଂଟିବଡିି

ସାଧାରଣରେ ୬୫.୧୨ ଏବଂ ସ୍ୱାସ୍ଥ୍ୟକର୍ମୀଙ୍କ ଠାରେ ୮୫.୫୩ % ଭୁବନେଶ୍ୱର: ଓଡ଼ିଶାର ୩ଟି ଜିଲ୍ଲାରେ ଚତୁର୍ଥ ପର୍ଯ୍ୟାୟ ଜାତୀୟ ସେରୋ ସର୍ଭେ ରିପୋର୍ଟରେ ଗୋଷ୍ଠୀ ଆଣ୍ଟିବଡି ୬୫.୧୨ ପ୍ରତିଶତ ଏବଂ ସ୍ୱାସ୍ଥ୍ୟକର୍ମୀଙ୍କ ମଧ୍ୟରେ ଆଣ୍ଟିବଡି ୮୫.୫ ପ୍ରତିଶତ ରହିଛି । ଗତ ଜିନୁମାସ ୧୬
Read More...

ବାହାରିଲା ନୀଳାଚଳ ଅବଢ଼ା

ପୁରୀ: ମହାପ୍ରଭୁ ଶ୍ରୀ ଜଗନ୍ନାଥଙ୍କ ନବଦିନବ୍ୟାପୀ ଘୋଷଯାତ୍ରା ଏବଂ ୧୨ର ଦିନ ଲୀଳା ସାରି ଗତକାଲି ନୀଳକନ୍ଦରଙ୍କୁ ଫେରିବା ପରେ ଆଜି ଶ୍ରୀ ମନ୍ଦିରରୁ ନୀଳାଚଳ ଅବଢ଼ା ବାହାରିଛି । ନୀଳାଚନ ଅବଢ଼ା ପାଇବା ପାଇଁ ଭକ୍ତମାନଙ୍କ ମଧ୍ୟରେ ପ୍ରବଳ ଉତ୍ସାହ ପରିଲିଖିତ ହୋଇଛି । ଅବଢା ପାଇଁ ଶ୍ରୀ
Read More...

ଏନ୍‌କାଉଣ୍ଟରରେ ହାଇଦରର ମୃତ୍ୟୁ

ଭୁବନେଶ୍ୱର: ପୋଲିସ ହେପାଜତରୁ ଖସି ପଳାଇ ଯିବା ପାଇଁ ଉଦ୍ୟମ କରୁ ଥିଲା ବେଳେ ଏନ୍‌କାଉଣ୍ଟରରେ ଗ୍ୟାଙ୍ଗଷ୍ଟର ହାଇଦରର ମୃତ୍ୟୁ ଘଟିଥିବା ସୂଚନା ମିଳିଛି । ଆହତ ହୋଇଛି । ତାକୁ ଚିକିତ୍ସାଲାଗି ହସ୍ପିଟାଲରେ ଭର୍ତି କରାଯାଇଛି । ବାରିପଦା ନିକଟସ୍ଥ ଶିମୂଳିଆରେ ଏହି ଘଟଣା ଘଟିଛି । ଏ
Read More...

ଆଠଗଡରେ ଆଠଘଂଟା ବିଦ୍ୟୁତ ବିଭ୍ରାଟ

ଆଠଗଡ: ଆଠଗଡରେ ବିଦ୍ୟୁତ ବିଭ୍ରାଟ ଏକ ନିତିଦିନିଆ ଘଟଣା ହୋଇଥିବା ବେଳେଏତେ ସମୟ ଧରି ବିଦ୍ୟୁତ ସେବାରୁ ବଞ୍ଚିତ ଲୋକଙ୍କର ଧୈର୍ଯ୍ୟଚ୍ୟୁତି ଘଟିଗଲାଣି । ଗୁରୁବାର ତିଗିରିଆ ଓ ଖୁଂଟକଂଟା ଅଞ୍ଚଳରେ ସାମାନ୍ୟ ଘଡଘଡି ସହ ବର୍ଷାହେବା ଦ୍ୱାରା ଅପରାହ୍ନ ୩.୪୫ରେ ବିଦ୍ୟୁତ ବିଭ୍ରାଟ ଘଟିଥିଲା ।
Read More...

ଚିଟ୍‌ଫଣ୍ଡ ଠକ ଏମ୍‌ଡି, ମ୍ୟାନେଜରଙ୍କୁ ୭ବର୍ଷ ୬ ମାସ ଜେଲ୍ ଦଣ୍ଡାଦେଶ

ବ୍ରହ୍ମପୁର : ସ୍ୱତନ୍ତ୍ର ଓପିଆଇଡି କୋର୍ଟ ଏକ ଚିଟ୍‌ଫଣ୍ଡ ଠକେଇ ମାମଲାରେ ରାମକ୍ରିଷ୍ଣା ଇଲେକ୍‌ଟ୍ରୋ କଣ୍ଟ୍ରୋଲ୍ ପ୍ରାଇଭେଟ୍ ଲିମିଟେଡ୍‌ର ଏମ୍‌ଡି ଚନ୍ଦ୍ରକାନ୍ତ ଭାରଗବ ଗୋଲେ ଏବଂ ମ୍ୟାନେଜର ସୁରେଶ ଚନ୍ଦ୍ର ପାଢ଼ୀ । ଆବଶ୍ୟକ ସାକ୍ଷ୍ୟ ପ୍ରମାଣ ଥିବା ଯୋଗୁଁ କୋର୍ଟ ଉଭୟଙ୍କୁ ୭ବର୍ଷ ୬ମାସ
Read More...

ଲଘୁଚାପ ଘନୀଭୂତ: ତୁହାକୁ ତୁହା ବର୍ଷା, ଜୀବନଯାତ୍ରା ବିପର୍ଯ୍ୟସ୍ତ

ଭୁବନେଶ୍ୱର: ଉତ୍ତର-ପଶ୍ଚିମ ବଙ୍ଗୋପସାଗରରେ ସୃଷ୍ଟି ହୋଇଥିବା ଲଘୁଚାପ ଆଜି କ୍ରମଶଃ ଘନିଭୂତ ହେବାଯୋଗୁଁ ଏହାର ପ୍ରଭାବରେ ରାଜ୍ୟର ଉପକୂବର୍ତୀ ଅଞ୍ଚଳରେ ଆଭ୍ୟନ୍ତରିଣ ଅଞ୍ଚଳରେ ପ୍ରବଳ ବର୍ଷା ଯୋଗୁଁ ସାଧାରଣ ଜୀବନ ଯାତ୍ରା ବ୍ୟାହାତ ହୋଇଛି । ବହୁ ଖାଲୁଆ ଅଞ୍ଚଳର ଜଳାର୍ଣ୍ଣବ ହୋଇଯାଇଛି ।
Read More...