Browsing Category

ରାଜ୍ୟ

ପଞ୍ଚାୟତ ନିର୍ବାଚନ ପ୍ରକ୍ରିୟା ଆରମ୍ଭ

ଭୁବନେଶ୍ୱର:ରାଜ୍ୟରେ ପଞ୍ଚାୟତ ନିର୍ବାଚନ ପାଇଁ ରାଜ୍ୟ ନିର୍ବାଚନ କମିଶନ ପ୍ରକ୍ରିୟା ଆରମ୍ଭ କରିଛନ୍ତି । ଏଥିଲାଗି ନିର୍ବାଚନ କମିସନ ଜିଲ୍ଲାପାଳମାନଙ୍କୁ ଭୋଟବାrର ତାଲିକା ମାଗିଥିବା ଜଣାଯାଇଛି । ଏନେଇ ଆଗାମୀ୨୬ ଜୁଲାଇ ସୁଦ୍ଧା ରିପୋର୍ଟ ଦେବାକୁ ନିଦେ୍ର୍ଧଶ ଦିଆଯାଇଛି । ଯଦି
Read More...

ହାଇକୋର୍ଟ ଟେଲିଗ୍ରାମ୍ ଚାନେଲ ଆରମ୍ଭ

କଟକ: ଓଡ଼ିଶା ହାଇକୋର୍ଟ ପକ୍ଷରୁ ଟେଲିଗ୍ରାମ ଚାନେଲ ପ୍ରତିଷ୍ଠା କରାଯାଇଛି । ସୂଚନା ଓ ଯୋଗାଯୋଗ ଜ୍ଞାନ କୌଶଳ ପ୍ରୟୋଗ ମାଧ୍ୟମରେ ଆଇନଜୀବୀ ଓ ଆଇନ ସହାୟତା ଅପେକ୍ଷାରେ ଥିବା ଲୋକମାନଙ୍କ ପାଇଁ ନ୍ୟାୟାଳୟ ସଂପର୍କିତ ସୂଚନା ଆହରଣକୁ ସହଜ ଓ ସୁବିଧାଜନକ କରିବା ଉଦେଶ୍ୟରେ ତତକ୍ଷଣତା ସୂଚନା
Read More...

ଝାରସୁଗୁଡ଼ା ବିମାନବନ୍ଦର: ଖରାପ ପାଗରେ ବି ଅବତରଣ କରିପାରିବ ବିମାନ

ଝାରସୁଗୁଡ଼ା: ବହୁ ପ୍ରତିକ୍ଷିତି ଆଇଏଲ୍ଏସ ସିଷ୍ଟମ ଗତକାଲି ଗତକାଲି ମଧ୍ୟରାତ୍ରିରୁ ଝାରସୁଗଡା ବୀର ସୁରେନ୍ଦ୍ର ସାଏ ବିମାନ ବନ୍ଦରରେ ଲାଗୁ ହେଲା । ଏହାଦ୍ୱାରା ଖରାପ ପାଗରେ ମଧ୍ୟ ବିମାନ ଅବତରଣ କରିବାରେ କୌଣସି ସମସ୍ୟା ଦେଖାଦେବ ନାହିଁ ।ଖରାପ ପାଗ ଯୋଗୁ ବିମାନ ଅବତରଣରେ ସମସ୍ୟା
Read More...

ଅଗଷ୍ଟ ୧ ଯାଏ ବଢିଲା ଆଶିଂକ ତାଲାବନ୍ଦ

୍‍ ୨୦ ଜିଲ୍ଲାରେ ସକାଳ ୬ରୁ ରାତି ୮ଟା ଯାଏଁ ଦୋକାନ ଖୋଲା ସପ୍ତାହରେ୭ ଦିନ ଖୋଲିବ ଦୋକାନ ବଜାର ୍‍ ୧୦ ଜିଲ୍ଳାରେ ସଂଧ୍ୟା ୫ଟା ଯାଏ ଖୋଲିବ ଦୋକାନ ୍‍ ୧୦ ଜିଲ୍ଲାରେ ସପ୍ତାହାନ୍ତ ସଟଡାଉନ ୍‍ ରାଜ୍ୟରେ ନାଇଟ କର୍ଫ୍ୟୁ ବଳବତ୍ତର ୍‍ ଏଣିକି ରାଜ୍ୟରେ ଚାଲିବ ବସ୍
Read More...

ଆଡପ ମଣ୍ଡପରେ ତିନି ଠାକୁର

ପୁରୀ: ନବଦିନ ବ୍ୟାପୀ ଘୋଷଯାତ୍ରାରେ ଶରଧା ବାଲିରେ ପହଞ୍ଚିଥିବା ମହାପ୍ରଭୁଶ୍ରୀ ଜଗନ୍ନାଥ, ବଡଠାକୁର ବଳଭଦ୍ର ଓ ଦେବୀ ସୁୁଭଦ୍ରା ଆଜି ଜନ୍ମବେଦୀର ତଥା ଶ୍ରୀ ଗୁଣ୍ଡିଚା ମନ୍ଦିର ଆଡପ ମଣ୍ଡପକୁ ବିଜେ କରିଛନ୍ତି । ଆଜି ରଥ ଉପରେ ଶ୍ରୀଜିଉମାନଙ୍କର ପାରମ୍ପରିକ ପୂଜାର୍ଚନା ଓ ନୀତିକାନ୍ତି
Read More...

ବାଲୁକା ଶିଳ୍ପୀ ସୁଦର୍ଶନଙ୍କ ବାଲିରେ ରଥ

ପୁରୀ: ପବିତ୍ର ଶ୍ରୀଗୁଣ୍ଡିଚା ଅବସରରେ ମହୋଦଧି କୂଳରେ ଅନ୍ତର୍ଜାତୀୟ ଖ୍ୟାତିସମ୍ପନ୍ନ ବାଲୁକା ଶିଳ୍ପୀ ସୁଦର୍ଶନ ପଟ୍ଟନାୟକ ବାଲିରେ ନନ୍ଦିଘୋଷ ରଥ ନିର୍ମାଣ କରିଛନ୍ତି । ୬ ଫୁଟ୍ ୨ ଇଂଚ ଉଚ୍ଚତା ବିଶିଷ୍ଟ ଏହି ବାଲୁକା ରଥ ନିର୍ମାଣ କରିବା ପାଇଁ ଶିଳ୍ପୀଙ୍କୁ ଅନେକ ସମୟ ଲାଗିଥିଲା ।
Read More...

ନିଟ୍ ପାଇଁ ଅନଲାଇନରେ ଆବେଦନ ଆରମ୍ଭ

ଭୁବନେଶ୍ୱର: ଆସନ୍ତା ସେପ୍ଟେମ୍ବର ୧୨ ତାରିଖରେ କୋଭିଡ୍ ନିୟମକୁ ପାଳନ କରି ସାରା ଭାରତବର୍ଷରେ ଚଳିତବର୍ଷର ନିଟ୍(ୟୁଜି) ପରୀକ୍ଷା ଅନୁଷ୍ଠିତ ହେବ ଏବଂ ଏଥିପାଇଁ ଆଜି ଅପରାହ୍ଣ ୫ଟାରୁ ଏନଟିଏ ୱେବସାଇଟ୍ ଜରିଆରେ ଆବେଦନ ପ୍ରକ୍ରିୟା ଆରମ୍ଭ ହୋଇଛି । ଏନେଇ ଟ୍ୱିଟ୍ ଯୋଗେ ସୂଚନା ଦେଇଛନ୍ତି
Read More...

୭୫୦ ଶଯ୍ୟା ବିଶିଷ୍ଟ କ୍ୟାନ୍ସର ହସ୍ପିଟାଲ ଓ ପଲିଏଟିଭ୍ କେୟାର ସେଂଟରର ଭିତିପ୍ରସ୍ତର ସ୍ଥାପନ

ଭୁବନେଶ୍ୱର: ରଥ ଯାତ୍ରାର ଶୁଭ ଅବସରରେ ମୁଖ୍ୟମନ୍ତ୍ରୀ ଶ୍ରୀ ନବୀନ ପଟ୍ଟନାୟକ ଭୁବନେଶ୍ୱରର ଇନଫୋଭାଲୀରେ ଦୁଇଟି ଅତ୍ୟାଧୁନିକ କର୍କଟ ଚିକିତ୍ସା ପ୍ରତିଷ୍ଠାନ ପାଇଁ ଭିତିପ୍ରସ୍ତର ସ୍ଥାପନ କରିଛନ୍ତି । ଏହା ମଧ୍ୟରେ ଗୋଟିଏ ହେଉଛି ବାଗଚି-ଶ୍ରୀ ଶଙ୍କର କର୍କଟ ହସ୍ପିଟାଲ ଏବଂ ଅନୁସନ୍ଧାନ
Read More...

ପ୍ରତ୍ୟେକ ରାଷ୍ଟ୍ର ଶକ୍ତିଶାଳି ହେବା ପଛର ଶକ୍ତି ହେଉଛି ସୁସ୍ଥ ଓ ଶିକ୍ଷିତ ଜନସଂଖ୍ୟା: ମୁଖ୍ୟମନ୍ତ୍ରୀ

ଭୁବନେଶ୍ୱର: ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ବିଶ୍ୱ ଜନସଂଖ୍ୟା ଦିବସ ଅବସରରେ କହିଛନ୍ତି ଯେ ପ୍ରତ୍ୟେକ ରାଷ୍ଟ୍ର ପାଇଁ ସୁସ୍ଥ ଏବଂ ଶିକ୍ଷିତ ଜନସଂଖ୍ୟା ହେଉଛି ଉତପ୍ରେରକ ଶକ୍ତି । ଏକ ଉତମ ଭବିଷ୍ୟତ ନିମନ୍ତେ ଶିକ୍ଷା, ତାଲିମ ଏବଂ ସ୍ୱାସ୍ଥ୍ୟସେବା ଉପରେ ବିନିଯୋଗ ସହ ଆମର ମାନବସମ୍ବଳକୁ
Read More...

ଶ୍ରୀଜଗନ୍ନାଥ ଅଷ୍ଟକମ ଭିଡିଓରେ କଣ୍ଠଦାନ କଲେ ସମ୍ବିତ୍ ପାତ୍ର ଓ କୈଳାସ ଖେର

ଭୁବନେଶ୍ୱର: ଶ୍ରୀଜିଉଙ୍କ ପବିତ୍ର ଘୋଷଯାତ୍ରା ଅବସରରେ ପ୍ରସ୍ତୁତ ହୋଇଛି ଶ୍ରୀଜଗନ୍ନାଥ ଅଷ୍ଟକମକୁ ନେଇ ଏକ ସୁନ୍ଦର ଭିଡିଓ ଆଲବମ୍ । ଏଥିରେ କଣ୍ଠଦାନ ସହ ଅଭିନୟ କରିଛନ୍ତି ବଲିଉଡର ଜଣାଶୁଣା ଶିଳ୍ପୀ ପଦ୍ମଶ୍ରୀ କୈଳାସ ଖେର ଓ ବିଜେପି ରାଷ୍ଟ୍ରୀୟ ମୁଖପାତ୍ର ସମ୍ବିତ ପାତ୍ର । ଏଥର ବି କରୋନା
Read More...