Browsing Category

ରାଜ୍ୟ

ସକ୍ରିୟ ରାଜନୀତିକୁ ଫେରିବେ ଦ୍ରୌପଦୀ ମୁର୍ମୁ!

ବାରିପଦା: ‘ଦଳ ଚାହିଁଲେ ମୁଁ ସାଂସଦ ଭାବେ ଲଢ଼ିବା ପାଇଁ ପ୍ରସ୍ତୁତ ଅଛି’ । ନିକଟରେ ଝାଡ଼ଖଣ୍ଡ ରାଜ୍ୟପାଳ ପଦରୁ ଅବ୍ୟାହତି ନେବାପରେ ମୟୂରଭଞ୍ଜ ପ୍ରତ୍ୟାବର୍ତ୍ତନ କରିଥିବା ଦ୍ରୌପଦୀ ମୁର୍ମୁ ଏକ ସାକ୍ଷାତକାରରେ ‘କନକ ନ୍ୟୁଜ୍’କୁ ଏହା କହିଛନ୍ତି । ଯେତେବେଳେ ମୟୂରଭଞ୍ଜରେ ରାଜନେତିକ ପତିଆରା…
Read More...

କଟକର ଏସସିବି ମେଡିକାଲର ସଂପ୍ରସାରଣ, ତାଳଦଣ୍ଡା କେନାଲ ଏବଂ ନେତାଜୀ ବସ୍ ଟର୍ମିନାଲ୍ କାମର ସମୀକ୍ଷା କଲେ ୫-ଟି ସଚିବ

କଟକ: ଆଜି ସକାଳେ କଟକ ଗସ୍ତ କରି ବିଭିନ୍ନ ଉନ୍ନୟନମୂଳକ କାମର ସମୀକ୍ଷା କରିଛନ୍ତି ୫-ଟି ସଚିବ ଭି.କେ ପାଣ୍ଡିଆନ୍ । ଆଜି କଟକର ଏସସିବି ମେଡିକାଲର ସଂପ୍ରସାରଣ, ତାଳଦଣ୍ଡା କେନାଲ ଏବଂ ନେତାଜୀ ବସ୍ ଟର୍ମିନାଲ ସାଇଟ ଗସ୍ତ କରି ଏହାର କାମର ସମୀକ୍ଷା କରିଛନ୍ତି । ପ୍ରଥମ ପର୍ଯ୍ୟାୟରେ…
Read More...

ଡିଜିଙ୍କ ଉପସ୍ଥିତିରେ ୩ମାଓବାଦୀଙ୍କ ଆତ୍ମ ସର୍ମପଣ

କୋରାପୁଟ: ପୋଲିସ୍ ମହାନିର୍ଦେଶକ ଶ୍ରୀ ଅଭୟଙ୍କ ଉପସ୍ଥିତିରେ ଆଜି ୩ଜଣ କୁଖ୍ୟାତ ମାଓବାଦୀ ଆତ୍ମସର୍ମପଣ କରିଛନ୍ତି । ସମ୍ପ୍ରତି ଡିଜି ଶ୍ରୀ ଅଭୟ କୋରାପୁଟ ଓ ମାଲକାନଗିରି ଜିଲ୍ଳା ଗସ୍ତରେ ଅଛନ୍ତି । କୁଖ୍ୟାତ ମାଓବାଦୀ ତଥା ବୈପାରୁଗୁଡା ଏରିଆ କମିଟିର ସଦସ୍ୟା ତାଲସେ ହୁ୍ୟକା ଆଜି…
Read More...

ବିନା ନିର୍ବାହୀ ଅଧିକାରୀରେ ଚାଲିଛି ଭୁବନ ଏନ୍ଏସି

ଭୁବନ: ଗତ ୨୦୨୦ ଅକ୍ଟୋବର ମାସ ୨୫ ତାରିଖ ଦିନ ଭୁବନ ଏନଏସି ନିର୍ବାହୀ ଅଧିକାରୀ ପ୍ରମୋଦ କୁମାର ବରାଳ ହୃଦଘାତରେ ପରଲୋକ ଗମନ କରିବାର ଇତି ମଧ୍ୟରେ ୯ ମାସ ବିତିଯାଇଥିଲେ ମଧ୍ୟ ଅଦ୍ୟାବଧି କାହାକୁ ନିଯୁକ୍ତି ଦିଆଯାଇନାହିଁ । ତହସିଲଦାର ପ୍ରଭାସ କୁମାର ବେହୁରା ନିର୍ବାହୀ ଅଧିକାରୀ…
Read More...

୨୬ରେ ଖୋଲିବ ଦଶମ ଓ ଦ୍ୱାଦଶ

ଭୁବନେଶ୍ୱର: ପୁର୍ବାହ୍ନ ୧୦ଟାରୁ ୧.୩୦ ପର୍ଯ୍ୟନ୍ତ ପାଠପଢ଼ା ଅଗଷ୍ଟ ୧୬ ପରେ ନବମ ଖୋଲିବା ନିଷ୍ପତି ସେପ୍ଟେମ୍ବର ୧୫ରେ ଖୋଲିବ ଏକାଦଶ ୩୧ ତାରିଖ ସୁଦ୍ଧା +୨ ରେଜଲ୍ଟ ମାଟ୍ରିକ ପରୀକ୍ଷା ପାଇଁ ଫର୍ମପୁରଣ କରିଛନ୍ତି ମାତ୍ର ୦.୪% ପିଲା
Read More...

ଏଣିକି ୧୦ ଦିନ ମଧ୍ୟରେ ମିଳିବ ଆବାସ ପ୍ରମାଣପତ୍ର

ଭୁବନେଶ୍ୱର: ରାଜ୍ୟରେ ଏଣିକି ସର୍ବାଧିକ ୧୦ ଦିନ ମଧ୍ୟରେ ଜନସାଧାରଣଙ୍କୁ ଆବାସ ପ୍ରମାଣ ପତ୍ର ମିଳିବ । ପୂର୍ବଭଳି ଆଉ ଦିନ ଦିନ ଧରି ଏଥିପାଇଁ ଅପେକ୍ଷା କରିବାକୁ ପଡିବ ନାହିଁ । ଜନସାଧାରଣଙ୍କ ସୁବିଧାକୁ ଦୃଷ୍ଟିରେ ରଖି ରାଜ୍ୟ ସରକାର ବିଭିନ୍ନ ଅତ୍ୟାବଶ୍ୟକ ସରକାରୀ ସେବା ପାଇଁ ସମୟ ସୀମା…
Read More...

ମନ୍ତ୍ରୀଙ୍କ ସହ ଆଲୋଚନା ପରେ ଗଡିବ ବସ୍

ଭୁବନେଶ୍ୱର: କରୋନା କଟକଣାକୁ କୋହଳ କରି ରାଜ୍ୟ ସରକାର ରାଜ୍ୟରେ ବସ୍ ଚଳାଚଳକୁ ଅନୁମତି ଦେଇଥିଲେ ମଧ୍ୟ ଆଜି ୧୦ଟି ଜିଲ୍ଲାରେ ବସ୍ ଚଳାଚଳ କରିନଥିବା ଜଣାଯାଇଛି । ମନ୍ତ୍ରୀଙ୍କ ସହ ଆଲୋଚନା ପରେ ବସ୍ ଚାଲିବ ବୋଲି ଘରୋଇ ବସ୍ ମାଳିକ୍ ସଂଘର ସମ୍ପାଦକ ଦେବେନ୍ଦ୍ର ସାହୁ କହିଛନ୍ତି । ସୂଚନା…
Read More...

ପଞ୍ଚାୟତ ନିର୍ବାଚନ ପ୍ରକ୍ରିୟା ଆରମ୍ଭ

ଭୁବନେଶ୍ୱର:ରାଜ୍ୟରେ ପଞ୍ଚାୟତ ନିର୍ବାଚନ ପାଇଁ ରାଜ୍ୟ ନିର୍ବାଚନ କମିଶନ ପ୍ରକ୍ରିୟା ଆରମ୍ଭ କରିଛନ୍ତି । ଏଥିଲାଗି ନିର୍ବାଚନ କମିସନ ଜିଲ୍ଲାପାଳମାନଙ୍କୁ ଭୋଟବାrର ତାଲିକା ମାଗିଥିବା ଜଣାଯାଇଛି । ଏନେଇ ଆଗାମୀ୨୬ ଜୁଲାଇ ସୁଦ୍ଧା ରିପୋର୍ଟ ଦେବାକୁ ନିଦେ୍ର୍ଧଶ ଦିଆଯାଇଛି । ଯଦି…
Read More...

ହାଇକୋର୍ଟ ଟେଲିଗ୍ରାମ୍ ଚାନେଲ ଆରମ୍ଭ

କଟକ: ଓଡ଼ିଶା ହାଇକୋର୍ଟ ପକ୍ଷରୁ ଟେଲିଗ୍ରାମ ଚାନେଲ ପ୍ରତିଷ୍ଠା କରାଯାଇଛି । ସୂଚନା ଓ ଯୋଗାଯୋଗ ଜ୍ଞାନ କୌଶଳ ପ୍ରୟୋଗ ମାଧ୍ୟମରେ ଆଇନଜୀବୀ ଓ ଆଇନ ସହାୟତା ଅପେକ୍ଷାରେ ଥିବା ଲୋକମାନଙ୍କ ପାଇଁ ନ୍ୟାୟାଳୟ ସଂପର୍କିତ ସୂଚନା ଆହରଣକୁ ସହଜ ଓ ସୁବିଧାଜନକ କରିବା ଉଦେଶ୍ୟରେ ତତକ୍ଷଣତା ସୂଚନା…
Read More...

ଝାରସୁଗୁଡ଼ା ବିମାନବନ୍ଦର: ଖରାପ ପାଗରେ ବି ଅବତରଣ କରିପାରିବ ବିମାନ

ଝାରସୁଗୁଡ଼ା: ବହୁ ପ୍ରତିକ୍ଷିତି ଆଇଏଲ୍ଏସ ସିଷ୍ଟମ ଗତକାଲି ଗତକାଲି ମଧ୍ୟରାତ୍ରିରୁ ଝାରସୁଗଡା ବୀର ସୁରେନ୍ଦ୍ର ସାଏ ବିମାନ ବନ୍ଦରରେ ଲାଗୁ ହେଲା । ଏହାଦ୍ୱାରା ଖରାପ ପାଗରେ ମଧ୍ୟ ବିମାନ ଅବତରଣ କରିବାରେ କୌଣସି ସମସ୍ୟା ଦେଖାଦେବ ନାହିଁ ।ଖରାପ ପାଗ ଯୋଗୁ ବିମାନ ଅବତରଣରେ ସମସ୍ୟା…
Read More...