Browsing Category

ରାଜ୍ୟ

ପ୍ରତ୍ୟେକ ରାଷ୍ଟ୍ର ଶକ୍ତିଶାଳି ହେବା ପଛର ଶକ୍ତି ହେଉଛି ସୁସ୍ଥ ଓ ଶିକ୍ଷିତ ଜନସଂଖ୍ୟା: ମୁଖ୍ୟମନ୍ତ୍ରୀ

ଭୁବନେଶ୍ୱର: ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ବିଶ୍ୱ ଜନସଂଖ୍ୟା ଦିବସ ଅବସରରେ କହିଛନ୍ତି ଯେ ପ୍ରତ୍ୟେକ ରାଷ୍ଟ୍ର ପାଇଁ ସୁସ୍ଥ ଏବଂ ଶିକ୍ଷିତ ଜନସଂଖ୍ୟା ହେଉଛି ଉତପ୍ରେରକ ଶକ୍ତି । ଏକ ଉତମ ଭବିଷ୍ୟତ ନିମନ୍ତେ ଶିକ୍ଷା, ତାଲିମ ଏବଂ ସ୍ୱାସ୍ଥ୍ୟସେବା ଉପରେ ବିନିଯୋଗ ସହ ଆମର ମାନବସମ୍ବଳକୁ
Read More...

ଶ୍ରୀଜଗନ୍ନାଥ ଅଷ୍ଟକମ ଭିଡିଓରେ କଣ୍ଠଦାନ କଲେ ସମ୍ବିତ୍ ପାତ୍ର ଓ କୈଳାସ ଖେର

ଭୁବନେଶ୍ୱର: ଶ୍ରୀଜିଉଙ୍କ ପବିତ୍ର ଘୋଷଯାତ୍ରା ଅବସରରେ ପ୍ରସ୍ତୁତ ହୋଇଛି ଶ୍ରୀଜଗନ୍ନାଥ ଅଷ୍ଟକମକୁ ନେଇ ଏକ ସୁନ୍ଦର ଭିଡିଓ ଆଲବମ୍ । ଏଥିରେ କଣ୍ଠଦାନ ସହ ଅଭିନୟ କରିଛନ୍ତି ବଲିଉଡର ଜଣାଶୁଣା ଶିଳ୍ପୀ ପଦ୍ମଶ୍ରୀ କୈଳାସ ଖେର ଓ ବିଜେପି ରାଷ୍ଟ୍ରୀୟ ମୁଖପାତ୍ର ସମ୍ବିତ ପାତ୍ର । ଏଥର ବି କରୋନା
Read More...

ବର୍ଷ ଶେଷ ସୁଦ୍ଧା ରାଜ୍ୟର ୧୦୦ଟି ପର୍ଯ୍ୟଟନ ସ୍ଥଳିରେ ହେବ ବୋଟିଂ ସେବା

ଭୁବନେଶ୍ୱର:ରାଜ୍ୟରେ ପର୍ଯ୍ୟଟନ ଶିଳ୍ପକୁ ଆଉ ଆଗକୁ ନେବାକୁ ଚଳିତ ବର୍ଷ ଶେଷ ସୁଦ୍ଧା ରାଜ୍ୟ ସରକାର ୧୦୦ଟି ସ୍ଥାନରେ ବୋଟିଂ ସେବା ଆରମ୍ଭ କରିବେ । ଗତକାଲି ଅନୁଷ୍ଠିତ ଏକ ଉଚ୍ଚସ୍ତରୀୟ ବୈଠକରେ ମୁଖ୍ୟ ଶାସନ ସଚିବ ସୁରେଶ ଚନ୍ଦ୍ର ମହାପାତ୍ର ଜଙ୍ଗଲ ଏବଂ ପରିବେଶ, ଜଳ ସମ୍ପଦ ଏବଂ
Read More...

ହୀରାକୁଦରୁ ଛଡ଼ାଗଲା ପ୍ରଥମ ବନ୍ୟାଜଳ

ସମ୍ବଲପୁର: ହୀରାକୁଦ ଜଳଭଣ୍ଡାରରୁ ଆଜି ଚଳିତ ବର୍ଷର ପ୍ରଥମ ବନ୍ୟାଜଳ ଛଡାଯାଇଛି । ପାରାମ୍ପରିକ ପୂଜାର୍ଚ୍ଚନା ପରେ ଆଜି ଦିନ ପ୍ରାୟ ୧୧ଟା ପରେ ପ୍ରଥମ କରି ବାମ ପଟ ୭ନଂ ସୁଇସ୍ ଗେଟକୁ ଖୋଲା ଯାଇଥିଲା । ଏହାର କିଛି ସମୟ ପରେ ୮ନଂ ସୁଇସ୍ ଗେଟକୁ ଖୋଲା ଯାଇ ବନ୍ୟାଜଳ ନିଷ୍କାସନ
Read More...

ସାଆଁନ୍ତଙ୍କ ଅପେକ୍ଷାରେ ରଥ, ପଥ

ଶଙ୍କରାଚାର୍ଯ୍ୟଙ୍କୁ ଆମନ୍ତ୍ରଣ ପରମ୍ପରା ଅନୁସାରେ ରଥଯାତ୍ରା ଲାଗି ଜଗଦଗୁରୁ ଶଙ୍କରାଚାର୍ଯ୍ୟ ସ୍ୱାମୀ ନିଶ୍ଚଳାନନ୍ଦ ସରସ୍ୱତୀଙ୍କୁ ନିମନ୍ତ୍ରଣ କରିଛି ଶ୍ରୀମନ୍ଦିର ପ୍ରଶାସନ । ଶ୍ରୀମନ୍ଦିର ମୁଖ୍ୟ ପ୍ରଶାସକ କ୍ରିଷନ କୁମାର ଗୋବର୍ଦ୍ଧନ ପୀଠରେ ପହଞ୍ଚି ଶଙ୍କରାଚାର୍ଯ୍ୟଙ୍କୁ ନିମନ୍ତ୍ରଣ
Read More...

କେନ୍ଦୁଝର ଜିଲ୍ଲାରେ ୧୬୫ ଡାକ୍ତର ପଦବି ଖାଲି

କେନ୍ଦୁଝର : କେନ୍ଦୁଝର ଜିଲ୍ଲାରେ ଦିନକୁ ଦିନ ସ୍ୱାସ୍ଥ୍ୟସେବା ବିପର୍ଯ୍ୟସ୍ତ ହେଉଛି । ଡାକ୍ତରଖାନାରେ ଡାକ୍ତର ନଥିବାରୁ ଗ୍ରାମାଞ୍ଚଳର ଲୋକେ ଉପଯୁକ୍ତ ସ୍ୱାସ୍ଥ୍ୟସେବା ପାଇବାରୁ ବଞ୍ଚିତ ହେଉଛନ୍ତି । ବାଧ୍ୟ ହୋଇ ଗୁଣିଗାରେଡ଼ି, ଚେଙ୍କ ଚିକିତ୍ସା ଉପରେ ର୍ନିଭର କରି ଅକାଳରେ ପ୍ରାଣ
Read More...

ଡିଏଲ ଟେଷ୍ଟ ପାଇଁ ସ୍ଲଟ୍ ବୁକିଂ ଆରମ୍ଭ

ଭୁବନେଶ୍ୱର: କରୋନା ସଂକ୍ରମଣକୁ ଦୃଷ୍ଟିରେ ରଖି ରାଜ୍ୟର ସମସ୍ତ ଆଞ୍ଚଳିକ ପରିବହନ କାର୍ଯ୍ୟାଳୟରେ ଗାଡ଼ି ଚାଳନା ଶିକ୍ଷଣ ଓ ଗାଡ଼ି ଚାଳନା ଅନୁମତି ପରୀକ୍ଷାକୁ ବାତିଲ୍ କରାଯାଇଥିଲା । ଯେଉଁମାନେ ଏଥିପାଇଁ ଆଗୁଆ ଦେୟ ପୈଠ କରିଥିଲେ ଏବଂ ସେମାନଙ୍କ ଗାଡ଼ି ଚାଳନା ଶିକ୍ଷଣୀୟ ଅନୁମତି(ଏଲ୍ଏଲ୍)
Read More...

କେନ୍ଦୁଝରରେ ହେବ ନର୍ସିଂ କଲେଜ

ଭୁବନେଶ୍ୱର: କେନ୍ଦୁଝରରେ ୭୯୨୦ କୋଟି ଟଙ୍କା ବ୍ୟୟରେ ରୁଙ୍ଗଟା ମାଇନ୍ସ ଲିମିଟେଡ ପକ୍ଷରୁ ତିନି ମିଲିୟନ ଟନ ଉତ୍ପାଦନ କ୍ଷମତା ବିଶିଷ୍ଟ ସମନ୍ୱିତ ଇସ୍ପାତ ପ୍ରକଳ୍ପକୁ ଉଚ୍ଚ ସ୍ତରୀୟ ପ୍ରକଳ୍ପ ଅନୁମୋଦନ କମିଟିର ସ୍ୱୀକୃତି ପରେ ସାରା ଜିଲ୍ଲାରେ ଖୁସିର ଲହରୀ ଖେଳି ଯାଇଛି । ଚମ୍ପୁଆର
Read More...

ଅଲିମ୍ପିକରେ ପଦକ ବିଜେତାଙ୍କ ପାଇଁ ୬ କୋଟି, ୪ କୋଟି ଓ ୨.୫ କୋଟିର ପୁରସ୍କାର ଘୋଷଣା

ଭୁବନେଶ୍ୱର : ଚଳିତ ମାସ ଶେଷ ଭାଗରେ ଅନୁଷ୍ଠିତ ହେବାକୁ ଥିବା ଟୋକିଓ ଅଲମ୍ପିକସରେ ଭାଗ ନେଉଥିବା ଓଡିଶାର ଅଲମ୍ପିୟାନ ମାନଙ୍କ ସହିତ ଭର୍ଚୁଆଲ ମାଧ୍ୟମରେ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ଆଜି କଥା ହୋଇଥଲେ ଓ ସେମାନଙ୍କୁ ଉତ୍ସାହିତ ମଧ୍ୟ କରିଥିଲେ । ମୁଖ୍ୟମନ୍ତ୍ରୀ କହିଥିଲେ ଯେ ପ୍ରତି
Read More...

୩୧ ଭିତରେ ଯୁକ୍ତ ଦୁଇ ରେଜଲ୍ଟ

ଭୁବନେଶ୍ୱର: ଜୁଲାଇ ୩୧ ତାରିଖ ଭିତରେ ପ୍ରକାଶ ପାଇପାରେ ଯୁକ୍ତ ଦୁଇ ରେଜଲ୍ଟ । ବିଦ୍ୟାଳୟ ଓ ଗଣଶିକ୍ଷା ମନ୍ତ୍ରୀ ସମୀର ରଞ୍ଜନ ଦାଶ ଆଜି ଏହି ସୂଚନା ଦେଇଛନ୍ତି । ସେ କହିଛନ୍ତି, ପୂର୍ବରୁ ଆମେ ଅଗଷ୍ଟ ଦ୍ୱିତୀୟ ସପ୍ତାହ ସୁଦ୍ଧ ଯୁକ୍ତ ଦୁଇର ରେଜଲ୍ଟ ପ୍ରକାଶ ପାଇବ ବୋଲି କହିଥିଲୁ । କିନ୍ତୁ
Read More...